Latest Odisha News

BREAKING NEWS

Browsing Category

ଫିଚର

ପୁଣି ବଢ଼ିଲା ସଂକ୍ରମଣ: ରାଜ୍ୟରୁ ଆଜି ୩୫୫୪ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: କାଲି କମିଥିଲା । ଆଜି ପୁଣି ବଢ଼ିଲା କରୋନା ସଂକ୍ରମଣ । ଗତକାଲି ଅପେକ୍ଷା ଆଜି ଅଧିକ ଟେଷ୍ଟ ହୋଇଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ସାମାନ୍ୟ ବୃଦ୍ଧି ପାଇଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩ହଜାର ୫୫୪ ଆକ୍ରାନ୍ତ । ଗତକାଲି ଏହି ସଂଖ୍ୟା ଥିଲା ୨ହଜାର ୯୧୨ । ଗତକାଲି ୬୪ହଜାର ୨୫୫…

ରାସ୍ତାକଡ଼ରୁ ମହିଳାଙ୍କ ମୃତଦେହ ଉଦ୍ଧାର, ପାଖରେ ପଡ଼ିଥିଲା ଗୁରୁତର ଶିଶୁପୁତ୍ର

କେନ୍ଦ୍ରାପଡ଼ା: ରାସ୍ତାକଡରୁ ମହିଳାଙ୍କ ମୃତଦେହ ଉଦ୍ଧାର । ତାଙ୍କ ମୃତଦେହ ପାଖରେ ପଡ଼ିଥିଲା ଗୁରୁତର ଶିଶୁପୁତ୍ର । ତାକୁ ଉଦ୍ଧାର କରି ଲୋକ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ଜମ୍ୱୁ ସାମୁଦ୍ରିକ ଥାନା ଅନ୍ତର୍ଗତ କଣ୍ଡରାପାଟିଆ ରାସ୍ତାରୁ ମହିଳାଙ୍କ ମୃତଦେହ ଉଦ୍ଧାର…

ଚଳିତବର୍ଷ ରାଜ୍ୟରେ ହେବନି ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା

ଭୁବନେଶ୍ୱର: ଚଳିତବର୍ଷ ରାଜ୍ୟରେ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ହେବ ନାହିଁ । କରୋନା ଯୋଗୁ ଏବର୍ଷ ପରୀକ୍ଷା ହୋଇ ନାହିଁ । ବିକଳ୍ପ ମୂଲ୍ୟାନ ପଦ୍ଧତିରେ ରେଜଲ୍ଟ ପ୍ରକାଶ ପାଇଛି । ଏହାପରେ ସପ୍ଲିମେଣ୍ଟାରୀ ପରୀକ୍ଷା ହେବ ନାହିଁ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷ ସୂଚନା…

ସ୍ମାର୍ଟସିଟି ପ୍ରତିଯୋଗିତାରେ ଭୁବନେଶ୍ବରକୁ ୨ଟି ପୁରସ୍କାର

ଭୁବନେଶ୍ବର : ସ୍ମାର୍ଟସିଟି ପ୍ରତିଯୋଗିତାରେ ଭୁବନେଶ୍ବରକୁ ପୁଣି ଥରେ ପୁରସ୍କାର । ଇଣ୍ଡିଆନ ସ୍ମାର୍ଟ ସିଟି ଆଓ୍ୱାର୍ଡ ପ୍ରତିଯୋଗିତାରେ ଦୁଇଟି ପୁରସ୍କାର ହାସଲ କରିଛି ରାଜଧାନୀ ଭୁବନେଶ୍ୱର । କେନ୍ଦ୍ର ସରକାରଙ୍କ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଅନୁଷ୍ଠିତ ପ୍ରତିଯୋଗିତାରେ ଭାଗ…

ପିନାକ ରକେଟର ସଫଳ ପରୀକ୍ଷଣ

ବାଲେଶ୍ବର : ସ୍ବଦେଶୀ ଦୂରଗାମୀ ପିନାକର ସଫଳ ପରୀକ୍ଷଣ । ଚାନ୍ଦିପୁର ଠାରେ ମଲ୍ଟି ବ୍ୟାରେଲ୍ ରକେଟ୍ ଲଞ୍ଚରରୁ ପିନାକର ବର୍ଦ୍ଧିତ ରେଞ୍ଜ ସଂସ୍କରଣକୁ ସଫଳତାର ସହ ପରୀକ୍ଷା କରାଯାଇଛି । ସ୍ବଦେଶୀ ଜ୍ଞାନ କୌଶଳରେ ପ୍ରସ୍ତୁତ ଦୂରଗାମୀ କ୍ଷେପଣାସ୍ତ୍ର ପିନାକର ସଫଳ ପରୀକ୍ଷଣ କରାଯାଇଥିଲା ।…

ନ୍ୟୁଜିଲାଣ୍ଡ ୱେବସାଇଟରେ ଟିମ୍ ଇଣ୍ଡିଆ ଅଧିନାୟକ କୋହଲିଙ୍କୁ ଅପମାନ

ନୂଆଦିଲ୍ଲୀ: ଭାରତକୁ ହରାଇ ନ୍ୟୁଜିଲାଣ୍ଡ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ବିଜୟୀ ହୋଇଛି । ଚାମ୍ପିୟନ ହେବା ଖୁସିରେ ଖେଳୁଆଡ ମନୋଭାବକୁ ପଛରେ ପକାଇ ସେଠାକାର ଏକ ୱେବସାଇଟ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କୁ ଅପମାନିତ କରିଛି । ଏହି ୱେବସାଇଟ ତାର ଇନଷ୍ଟାଗ୍ରାମ ପେଜରେ ଏକ…

ମେଡିକାଲ ଅକ୍ସିଜେନ ସଂରକ୍ଷଣ ଓ ବଣ୍ଟନ ବ୍ୟବସ୍ଥା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ

ଭୁବନେଶ୍ବର : ୭ଟି ଜିଲ୍ଲାରେ ମେଡିକାଲ ଅକ୍ସିଜେନ ସଂରକ୍ଷଣ, ବଣ୍ଟନ ବ୍ୟବସ୍ଥା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଅନ୍ୟ ସ୍ବାସ୍ଥ୍ୟ ଭିତ୍ତିଭୂମିର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଭିଡିଓ କନଫରେନ୍ସିଂ ଜରିଆରେ ଏସବୁର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ରାଜ୍ୟର ସମସ୍ତ ୩୦ଟି…

ପ୍ୟାନ କାର୍ଡ ଓ ଆଧାର ଲିଙ୍କ ଅବଧି ବଢ଼ିଲା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି । ଏହା ଅନୁସାରେ ପ୍ୟାନ ଏବଂ ଆଧାର କାର୍ଡ ଲିଙ୍କ ସମୟସୀମାକୁ ଆହୁରି ୩ ମାସ ବୃଦ୍ଧି କରାଯାଇଛି । ଏହା ଅନୁସାରେ ୩୦ ସେପ୍ଟେମ୍ବର ୨୦୨୧ ପର୍ଯ୍ୟନ୍ତ ଏହାର ଲିଙ୍କ କରାଯାଇ ପାରିବ । ପୂର୍ବରୁ ଏହାର ସମୟ ସୀମା…

୧୮-୪୪ ବର୍ଗଙ୍କ ଟିକାକରଣ ପାଇଁ ୭ଟାରୁ ସ୍ଲଟ ବୁକିଂ ଆରମ୍ଭ

ଭୁବନେଶ୍ୱର: ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ପକ୍ଷରୁ ରାଜଧାନୀରେ ୧୮-୪୪ ବୟସ ବର୍ଗଙ୍କ (ପ୍ରଥମ ଡୋଜ୍) ପାଇଁ ନୂଆ ସ୍ଲଟ୍ ବୁକିଂ ଘୋଷଣା କରାଯାଇଛି। ଆଜି ରାତି ୭ ଟାରୁ ସ୍ଲଟ ବୁକିଂ ଆରମ୍ଭ ହେବ। ଏନେଇ ଟ୍ବିଟ ଯୋଗେ ସୂଚନା ଦେଇଛି ବିଏମସି। ବିଏମସିର ଟ୍ବିଟ…

ଓଡିଶାରେ ପ୍ରଥମ କୋଭିଡ ଡେଲ୍ଟା ପ୍ଲସ୍ ରୋଗୀ ଚିହ୍ନଟ

ଭୁବନେଶ୍ୱର/ନୂଆଦିଲ୍ଲୀ: ଭାରତରୁ ଡେଲଟା ପ୍ଲସ ଭାରିଆଣ୍ଟର ୪୮ ଟି ମାମଲା ଚିହ୍ନଟ ହୋଇଛି। ସେଥିମଧ୍ୟରେ ଓଡିଶାରୁ ଗୋଟିଏ ଚିହ୍ନଟ ହୋଇଥିବା ନେଇ ଶୁକ୍ରବାର ସୂଚନା ଦେଇଛନ୍ତି ନ୍ୟାସନାଲ ସେଣ୍ଟର ଫର୍ ଡିଜିଜ କଣ୍ଟ୍ରୋଲ (ଏନସିଡିସି) ନିର୍ଦ୍ଦେଶକ ଡକ୍ଟର ଏସ.କେ ସିଂ। ପ୍ରାୟ ୪୫ ହଜାର…