Latest Odisha News

BREAKING NEWS

Browsing Category

ଫିଚର

ଓଳଟିଲା କାଙ୍କଡ଼ ବୋଝେଇ ଟ୍ରକ, ଯିଏ ଯେତେ ପାରିଲେ ବୋହି ନେଲେ

ଭୁବନେଶ୍ୱର: ଓଲଟିଲା କାଙ୍କଡ଼ ବୋଝେଇ ଟ୍ରକ୍ । ଭୁବନେଶ୍ୱର ପଳାଶୁଣୀ ଓଭରବ୍ରିଜ ନିକଟରେ ଏକ ଟ୍ରକଟି ଭାରସାମ୍ୟ ହରାଇ ଓଲଟି ପଡ଼ିଲା । ସେଥିଲେ ଥିବା କାଙ୍କଡ ବୋଝେଇ ବସ୍ତା ସବୁ ଏଣେତେଣେ ପଡ଼ିଲା । ଏହାର ଫାଇଦା ନେଇ ରାସ୍ତାରେ ଯାଉଥିବା ଲୋକମାନେ ଘରକୁ ବୋହି ନେଲେ କାଙ୍କଡ଼ । କିଏ ବ୍ୟାଗରେ…

ସିବିଏସଇ ଦ୍ୱାଦଶ ମୂଲ୍ୟାୟନ ମାନଦଣ୍ଡ: ଆଜି ସୁପ୍ରମକୋର୍ଟରେ ଜବାବ ରଖିବ ସିବିଏସଇ

ନୂଆଦିଲ୍ଲୀ: ସିବିଏସଇ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କର କେମିତି ହେବ ମୂଲ୍ୟାୟନ ? କଣ ରହିବ ମାନଦଣ୍ଡ ? ଆଜି ସୁପ୍ରିମକୋର୍ଟଙ୍କୁ ଅବଗତ କରାଇବେ ସିବିଏସଇ କର୍ତ୍ତୃପକ୍ଷ । ଆଜି ଏସମ୍ପର୍କିତ ମାମଲାର ଶୁଣାଣି ରହିଛି । ଜଷ୍ଟିସ ଏ. ଏମ୍. ଖନଓ୍ୱିଲକର ଓ ଜଷ୍ଟିସ ଦୀନେଶ ମାହେଶ୍ୱରୀଙ୍କ…

ସମ୍ମୁଖ ଯୋଦ୍ଧାଙ୍କ ପାଇଁ ‘ଅନୁକୂଳ କ୍ରାଶ କୋର୍ସ କାର୍ଯ୍ୟକ୍ରମ’ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ସମ୍ମୁଖ ଯୋଦ୍ଧାଙ୍କ ପାଇଁ ‘ଅନୁକୂଳ କ୍ରାଶ କୋର୍ସ କାର୍ଯ୍ୟକ୍ରମ’ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ । ଆସନ୍ତା ୧୮ ତାରିଖରେ ଭିଡିଓ କନଫରେନ୍ସିଂ ଜରିଆରେ ଏହାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୨୬ଟି ରାଜ୍ୟରେ ଥିବା ୧୧୧ଟି ପ୍ରଶିକ୍ଷଣ କେନ୍ଦ୍ରରେ ଏହି…

ଗଭୀର ମହାସାଗର ଅଭିଯାନକୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ : ଗଭୀର ମହାସାଗର ଅଭିଯାନକୁ ମଞ୍ଜୁରୀ ଦେଇଛି କେନ୍ଦ୍ର କ୍ୟାବିନେଟ୍ । ଗଭୀର ସମୁଦ୍ରରେ ଥିବା ସମ୍ପଦର ଅନୁସନ୍ଧାନ କରିବା ଓ ମହାସାଗରୀୟ ସମ୍ପଦର ସ୍ଥାୟୀ ଉପଯୋଗ କରିବାରେ ଏହା ବେଶ ସହଯୋଗ କରିବ । ଏ ନେଇ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଡକର ସୂଚନା ଦେଇଛନ୍ତି । ଏହି…

ଘରୁ ଡାକିନେଇ ଧାନ ବ୍ୟବସାୟୀଙ୍କୁ ବୋମା ମାଡ

ଭୁବନେଶ୍ୱର: ବେଆଇନ୍ ଅସ୍ତ୍ରଶସ୍ତ୍ରର ଅବାଧ କାରବାର ରାଜଧାନୀରେ ଅପରାଧୀଙ୍କର ସାହାସ ବଢାଇଛି । ଦିନ ହେଉ ଅବା ରାତି, ଅପରାଧ ଘଟାଇବାକୁ କୁଣ୍ଠାବୋଧ କରୁନାହାଁନ୍ତି ଅପରାଧୀ । ବାଲିଅନ୍ତା ଥାନା ଅନ୍ତର୍ଗତ କୁଳସାହିରେ ଧାନ ବ୍ୟବସାୟୀଙ୍କୁ ରାତି ଅଧରେ ହୋଇଛି ବୋମା ମାଡ । ମିଳିଥିବା ସୂଚନା…

କରୋନାକୁ ହରାଇଲେ ୮୦ ବର୍ଷୀୟା ବୃଦ୍ଧା

କେନ୍ଦ୍ରାପଡା : ଦୃଢ଼ ଇଚ୍ଛାଶକ୍ତି ଆଗରେ ହାର ମାନିଲା ମହାମାରୀ କରୋନା । ଘାତକ କରୋନା କବଳରୁ ସୁସ୍ଥ ହୋଇଛନ୍ତି ୮୦ ବର୍ଷୀୟା ବୃଦ୍ଧା । ଏହାସହ କେନ୍ଦ୍ରାପଡ଼ା ଛତାସ୍ଥିତ ସମ୍‌ କୋଭିଡ୍‌ ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତର, ନର୍ସ ଓ ମେଡିକାଲ କର୍ମଚାରୀଙ୍କ ଅକ୍ଳାନ୍ତ ପରିଶ୍ରମରେ ସୁସ୍ଥ…

ରୋନାଲ୍ଡୋ ଏପରି କଣ କଲେ ଯେ, କୋକା କୋଲା କମ୍ପାନୀର କ୍ଷତି ହେଲା ୨୯ହଜାର କୋଟି !

ବୁଡାପେଷ୍ଟ: ଚଳିତ ୟୁରୋକପ ଫୁଟବଲରେ ପର୍ତୁଗାଲର ଷ୍ଟାର ଖେଳାଳି କ୍ରିଷ୍ଟିଆନ ରୋନାଲ୍ଡୋଙ୍କ ଯୋଗୁ ମୃଦୁ ପାନୀୟ କମ୍ପାନୀ କୋକା କୋଲା ୨୯ ହଜାର କୋଟି ଟଙ୍କାର କ୍ଷତି ସହିଛି । ଏକ ପ୍ରେସ କନଫେରେନ୍ସରେ ରୋନାଲ୍ଡୋ ଟେବୁଲ ଉପରେ କୋକାକୋଲା ବୋତଲ ଦେଖି ବିରକ୍ତ ହୋଇଥିଲେ । ସେ ୨ଟି ବୋତଲ ହଟାଇବା…

ରଘୁରାଜପୁରରେ ଉଦଯାପିତ ହେଲା ସପ୍ତରଙ୍ଗ ବୃତ୍ତଚିତ୍ର ଶିବିର

ପୁରୀ : ଉଦଯାପିତ ହୋଇଛି ବିଶ୍ବ ଐତିହ୍ୟ ଗ୍ରାମ ରଘୁରାଜପୁରରେ ପାରମ୍ପରିକ ଭିତ୍ତିଚିତ୍ର, ସପ୍ତରଙ୍ଗ ବୃତ୍ତଚିତ୍ର ଶିବିର । ଶେଷ ଦିନରେ ଭିଡିଓ କନଫରେନ୍ସିଂ ଜରିଆରେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ପ୍ରତି ଚିତ୍ରଶିଳ୍ପୀ ପରିବାରକୁ ୧୦ ହଜାର ଟଙ୍କା ଲେଖାଏଁ…

ପୂର୍ବତଟ ରେଳପଥର ୪ ଅଧିକାରୀଙ୍କୁ ରେଳବାଇ ସୁରକ୍ଷାବଳ ମହାନିର୍ଦ୍ଦେଶକ ପଦକ ସମ୍ମାନ

ଭୁବନେଶ୍ବର : ପୂର୍ବତଟ ରେଳପଥର ୪ ଜଣ ଅଧିକାରୀଙ୍କୁ କରାଯାଇଛି ସମ୍ମାନୀତ । ଏହି ୪ ଜଣ ଅଧିକାରୀଙ୍କୁ ରେଳବାଇ ସୁରକ୍ଷାବଳ ମହାନିର୍ଦ୍ଦେଶକ ପଦକ ସମ୍ମାନ ପ୍ରଦାନ କରାଯାଇଛି । ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ମଣ୍ଡଳ ସୁରକ୍ଷା ଆୟୁକ୍ତ ଏମ. ସମ୍ବାଶିବା ରାଓଙ୍କ ସମେତ ପୂର୍ବତଟ ରେଳପଥର ୪ଜଣ…

ବୟସ ସାଢ଼େ ୪, ଜଙ୍ଗଲରେ ଛାଡି ସାରିଲାଣି ୧୦୦ରୁ ଊର୍ଦ୍ଧ୍ୱ ସାପ

ନାଗଦା: ମଧ୍ୟପ୍ରଦେଶର ନାଗଦା ଅଂଚଳରେ ଗୋଟିଏ ସାଢ଼େ ୪ ବର୍ଷ ପିଲାର ସାହାସ ସମସ୍ତଙ୍କୁ ଅଶ୍ଚର୍ଯ୍ୟଚକିତ କରିଛି । ପ୍ରିନ୍ସ ସାଲଭି ନାମକ ଏହି ଛୋଟ ପିଲାଟି ସାପକୁ ଭୟ କରୁ ନାହିଁ । ଏ ପର୍ଯ୍ୟନ୍ତ ୧୦୦ରୁର୍ଦ୍ଧ୍ୱ ସାପ ସେ ଧରି ଜଙ୍ଗଲରେ ଛାଡି ସାରିଛି । ସାପ ତା ପାଇଁ ଖେଳଣା ସାଜିଛି କହିଲେ…