Latest Odisha News

BREAKING NEWS

Browsing Category

ଫିଚର

ଜୁଲାଇ ୨୫ ଯାଏଁ ଶ୍ରୀମନ୍ଦିର ବନ୍ଦ

ପୁରୀ : ଚଳିତ ବର୍ଷ ବିନା ଭକ୍ତରେ ହେବ ଶ୍ରୀଜିଉଙ୍କ ଦେବସ୍ନାନ ପୂର୍ଣ୍ଣିମା । ରଥଯାତ୍ରା ଭଳି ଏଥର ବିନା ଭକ୍ତରେ ଦେବସ୍ନାନ ପୂର୍ଣ୍ଣିମା ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । ଏହାସହ ଜୁଲାଇ ୨୫ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଶ୍ରୀମନ୍ଦିର । ମୁଖ୍ୟ ପ୍ରଶାସକଙ୍କ…

ଡ୍ରାଭିଡ, କୁମ୍ବଲେ ଓ ଗାଙ୍ଗୁଲିଙ୍କୁ ପଛରେ ପକାଇଲେ ମହିଳା କ୍ରିକେଟର ମିଥାଲୀ, ଝୁଲଣ

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟର ୨ ଷ୍ଟାର ଖେଳାଳି ମିଥାଲୀ ରାଜ ଏବଂ ଝୁଲଣ ଗୋସ୍ୱାମୀ ଇଂଲଣ୍ଡ ବିପକ୍ଷ ସିରିଜରେ ସର୍ବାଧିକ ମ୍ୟାଚ ଖେଳିବାରେ ପୁରୁଷ ଦଳର ମହାନ ଖେଳାଳି ସୌରଭ ଗାଙ୍ଗୁଲି, ଅନୀଲ କୁମ୍ବଲେ ଓ ରାହୁଲ ଡ୍ରାଭିଡଙ୍କୁ ପଛରେ ପକାଇ ଦେଇଛନ୍ତି । ମାଷ୍ଟର ବ୍ଲାଷ୍ଟର ସଚିନ…

ବ୍ଲୁମ ବର୍ଗ-୨୦୨୧ ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ, ବିଶ୍ବର ଶ୍ରେଷ୍ଠ ୫୦ ସହର ଭିତରେ ସ୍ଥାନ ପାଇଲା ରାଉରକେଲା

ରାଉରକେଲା : ବ୍ଲୁମ ବର୍ଗ ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ ୨୦୨୧ର ଶ୍ରେଷ୍ଠ ୫୦ ସହର ମଧ୍ୟରେ ସ୍ଥାନ ପାଇଲା ରାଉରକେଲା । ୯୯ଟି ଦେଶର ୬୩୪ ସହର ମଧ୍ୟରୁ ଭାରତର ଦୁଇଟି ସହର ପୁଣେ ଓ ରାଉରକେଲା ସାମିଲ ହୋଇଥିଲେ । ଆଉ ଶ୍ରେଷ୍ଠ ୫୦ ସହର ମଧ୍ୟରେ ରାଉରକେଲା ସ୍ଥାନ ପାଇଛି । ଏନେଇ ସୂଚନା ଦେଇଛନ୍ତି…

୨୦୨୨ ଦୀପାବଳୀରେ ରିଲିଜ ହେବ ସଲମାନଙ୍କ ଭାଇଜାନ

ମୁମ୍ବାଇ: ସଲମାନ ଖାଁ ପ୍ରଶଂସକଙ୍କ ପାଇଁ ଖୁସି ଖବର । ଆଗାମୀ ୨୦୨୨ ଦୀପାବଳୀରେ ତାଙ୍କର ବହୁ ପ୍ରତୀକ୍ଷିତ ଭାଇଜାନ ଫିଲ୍ମ ରିଲିଜ ହେବ । ପ୍ରଥମେ ଏହି ଫିଲ୍ମର ନାମ କଭି ଇଦ କଭି ଦିୱାଲୀ ରଖା ଯାଇଥିଲା । ତେବେ ସଲମାନଙ୍କ ନିକଟରେ କେତେ ଗୁଡିଏ ଫିଲ୍ମ ବକ୍ସ ଅଫିସରେ ଅର୍ଥ ରୋଜଗାର କରିଥିଲେ…

ଜିଓ ପକ୍ଷରୁ ଜିଓ ଫାଇବର୍ ପୋଷ୍ଟପେଡ୍ ପ୍ଲାନର ଶୁଭାରମ୍ଭ, ଇଣ୍ଟରନେଟ୍ ବକ୍ସ ସହିତ ମାଗଣା ଇନଷ୍ଟାଲେସନ୍

ଭୁବନେଶ୍ବର : ରିଲାଏନ୍ସ ଜିଓ ପକ୍ଷରୁ ଆଉ ଏକ ଆକର୍ଷଣୀୟ ଅଫର । ଜିଓ ଫାଇବର୍ ଉପଭୋକ୍ତାଙ୍କ ପାଇଁ ବିଭିନ୍ନ ପ୍ରକାରର ଆକର୍ଷଣୀୟ ପୋଷ୍ଟ୍‌ପେଡ୍ ପ୍ଲାନ ଘୋଷଣା କରିଛି ଜିସ । ଏହି ପ୍ଲାନ୍‌ର ମାସିକ ମୂଲ୍ୟ ୩୯୯ ଟଙ୍କାରୁ ଆରମ୍ଭ ହେବ । ଆସନ୍ତାକାଲିଠୁ ଏହି ନୂଆ ପୋଷ୍ଟପେଡ୍ ପ୍ଲାନକର ଶୁଭାରମ୍ଭ…

ଗଜପତି ରାଶିବାଡ ଘାଟିରେ ଓଲଟିଲା ଡାଲା ଅଟୋ, ଜଣେ ମୃତ, ୧୨ ଗୁରୁତର

ଗଜପତି : ଗଜପତି ଜିଲ୍ଲା ରାୟଗଡ଼ ଥାନା ରାଶିବାଡ଼ ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା । ଡାଲା ଅଟୋ ଓଲଟି ଜଣେ ଶ୍ରମିକ ମୃତ୍ୟୁ ହୋଇଛି । ଏହାସହ ୧୨ ଜଣ ଶ୍ରମିକ ଗୁରୁତର ଭାବେ ଆହତ ହୋଇଛନ୍ତି । ମୃତକ ହେଲେ ସୁନ୍ଦରଗଡ଼ ରାଣୀଦେଲନା ଗାଁର ସୁରସେନ । ସୂଚନା ଅନୁସାରେ, ବଲାଙ୍ଗୀର, ସୁନ୍ଦରଗଡ଼ ଓ…

ରାଜ୍ୟରେ ଆଂଶିକ କୋହଳ ହେଲା କଟକଣା, କେଉଁଠି ଖୋଲିବ, କେଉଁଠି ପଡ଼ିବ ତାଲା, ଜାଣନ୍ତୁ

ଭୁବନେଶ୍ବର : ରାଜ୍ୟରେ ସାମାନ୍ୟ କୋହଳ ହେଲା ଲକଡାଉନ୍‌ କଟକଣା । ଜୁଲାଇ ପହିଲା ଯାଏଁ ରାଜ୍ୟରେ ଲାଗୁ ହେବ ଆଂଶିକ ଲକ୍‌ଡାଉନ୍ । ଏନେଇ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ତେବେ ନୂଆ ଗାଇଡଲାଇନ୍ ଅନୁସାରେ ରାଜ୍ୟର ସମସ୍ତ ଜିଲ୍ଲାକୁ ଦୁଇଟି କାଟେଗୋରୀରେ…

ଦିନ ସାଢ଼େ ଗୋଟାଏରେ ମୁଖ୍ୟ ସଚିବଙ୍କ ପ୍ରେସ ବିବୃତ୍ତି, ଘୋଷଣା ହୋଇପାରେ ଅନଲକ୍/ଲକଡାଉନ୍

ଭୁବନେଶ୍ୱର: ରାଜ୍ୟରେ ଆଜି ସରୁଛି ଲକଡାଉନ୍ । ଆସନ୍ତାକାଲି ସକାଳ ୭ଟା ପରେ କଣ ହେବ । ଅନଲକ୍ ନେଇ ଘୋଷଣା କରିପାରନ୍ତି ସରକାର । ଆଜି ଦିନ ସାଢ଼େ ଗୋଟାଏରେ ଏସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରି ପାରନ୍ତି ମୁଖ୍ୟ ସଚିବ ସୁରେଶ ମହାପାତ୍ର । ସେ ପ୍ରେସ ବିବୃତ୍ତି ଦେବେ । କଣ କହିବେ ମୁଖ୍ୟ…

ଜନ୍ମଦିନରେ ମିଥୁନ୍ ଚକ୍ରବର୍ତ୍ତୀଙ୍କୁ କୋଲକାତା ପୋଲିସର ଜେରା

କୋଲକାତା: ଅଭିନେତାରୁ ରାଜନେତା ପାଟିଥିବା ମିଥୁନ ଚକ୍ରବର୍ତ୍ତୀଙ୍କୁ କୋଲକାତା ପୋଲିସର ଜେରା । ପଶ୍ଚିମବଙ୍ଗ ନିର୍ବାଚନ ସମୟରେ ବିବାଦୀୟ ବୟାନ ଦେବା ଅଭିଯୋଗରେ ତାଙ୍କୁ ଆଜି ପଚରାଉଚରା କରିଛି କୋଲକାତା ପୋଲିସ । ଭିଡିଓ କନଫରେନ୍ସିଂରେ ତାଙ୍କୁ ଜେରା ଚାଲିଛି । ବିବାଦୀୟ ଭାଷଣ ଦେବା ନେଇ…

ଭୁବନେଶ୍ୱରରେ ରାସ୍ତା ମଝିରେ ଜଳିଗଲା ସ୍କୁଟି

ଭୁବନେଶ୍ୱର: ରାସ୍ତା ମଝିରେ ହୁ ହୁ ହୋଇ ଜଳିଗଲା ସ୍କୁଟି । ଚାହୁଁ ଚାହୁଁ କିଛି ସମୟ ଭିତରେ ସ୍କୁଟି ଜଳି ପୋଡ଼ି ଛାରଖାର ହୋଇଯାଇଛି । ଏହି ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ସାମନାରେ । ସ୍କୁଟି ଆରୋହୀ ପେଟ୍ରୋଲ ପମ୍ପରେ ପେଟ୍ରୋଲ ପକାଇ ଆସଥିଲେ ।…