Latest Odisha News

BREAKING NEWS

Browsing Category

ଫିଚର

ରାଜ୍ୟରେ ଆଉ ୪୪ କରୋନା ରୋଗୀଙ୍କ ମୃତ୍ୟୁ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ…

ଭୁବନେଶ୍ୱର: ରାଜ୍ୟରେ ଆଉ ୪୪ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି। ଯାହାକୁ ମିଶାଇ ମୋଟ୍ ମୃତ୍ୟୁ ସଂଖ୍ୟା ୩୩୪୬ ରେ ପହଞ୍ଚିଛି। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ ସୋମବାର ଦିନ ରାଜ୍ୟର ୧୯ଟି ଜିଲ୍ଲାରୁ ଏହି ୪୪ ରୋଗୀଙ୍କ ମୃତ୍ୟୁ ଘଟିଛି। ଖୋର୍ଦ୍ଧାରୁ ସର୍ବାଧିକ ପାଞ୍ଚ ଜଣଙ୍କର ମୃତ୍ୟୁ…

ଡବ୍ଲ୍ୟୁଟିସି ଫାଇନାଲକୁ ଓହ୍ଲାଇବା ମାତ୍ରେ ଟିମ୍ ଇଣ୍ଡିଆ ରଚିବ ଆଉ ଏକ କୀର୍ତିମାନ

ନୂଆଦିଲ୍ଲୀ: ୧୮ ଜୁନରୁ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ମ୍ୟାଚ ଖେଳାଯିବ । ଏହି ମ୍ୟାଚ ପାଇଁ ଟିମ୍ ଇଣ୍ଡିଆ ପଡିଆକୁ ଓହ୍ଲାଇବା ମାତ୍ରେ ନୂତନ କୀର୍ତିମାନ ରଚିବ । ଆଇସିସି ଟୁର୍ଣ୍ଣାମେଂଟରେ ସର୍ବାଧିକ ଥର ଫାଇନାଲରେ ପ୍ରବେଶ କରିଥିବା ଅଷ୍ଟ୍ରେଲିଆ…

ଓଡ଼ିଶାରେ ଖସୁଛି କରୋନା ମାମଲା: ୨୪ ଘଣ୍ଟାରେ ୪୩୩୯ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ଧିରେ ଧିରେ କରୋନାର ଦୈନିକ ସଂକ୍ରମଣ ଆସିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୪ ହଜାର ୩୩୯ ପଜିଟିଭ୍ । ସୂଚନା ଅନୁଯାୟୀ, କ୍ୱାରେଣ୍ଟାଇନରୁ ୨ ହଜାର ୪୭୫ ଓ ଲୋକାଲ କଣ୍ଟାକ୍ଟ କେସ୍ ରହିଛି ୧ ହଜାର ୮୬୪। ଖୋର୍ଦ୍ଧାରୁ ସର୍ବାଧିକ ୭୦୦ ଆକ୍ରାନ୍ତ ଚିହ୍ନଟ…

ହରିୟାଣାରେ ୨୧ ତାରିଖ ପର୍ଯ୍ୟନ୍ତ ବଢ଼ିଲା ଲକଡାଉନ୍

ଚଣ୍ଡିଗଡ଼ : ଦେଶରେ ଧିରେ ଧିରେ କରୋନା ସଂକ୍ରମଣରେ ଲାଗୁଛି ବ୍ରେକ୍ । ଲଗାତର କିଛି ଦିନ ଆକ୍ରାନ୍ତ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ହେଲେ ଏବେ ବି ବିଭିନ୍ନ ରାଜ୍ୟରେ ପଜିଟିଭ୍ ସଂଖ୍ୟାକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି । ଯେଉଁଥିପାଇଁ ଲକଡାଉନ କଟକଣା ଲଗାଉଛନ୍ତି ବିଭିନ୍ନ ରାଜ୍ୟ…

ବିଦେଶ ଯିବାକୁ ଥିବା ଶିକ୍ଷାର୍ଥୀଙ୍କୁ ଟିକା ଦେବାକୁ ବିଏମସିର ତାଲିକା

ଭୁବନେଶ୍ବର : କୋଭିଡ ମହାମାରୀ ସମୟରେ ଟିକାକରଣକୁ ବ୍ୟାପକ କରିଛନ୍ତି ସରକାର । ଏଥିରେ ସମସ୍ତ ବର୍ଗଙ୍କୁ ଟିକାକରଣରେ ସାମିଲ କରିବାକୁ ଜାରି ରହିଛି ଅଭିଯାନ । ହେଲେ ବିଦେଶ ଯିବାକୁ ଥିବା ଶିକ୍ଷାର୍ଥୀଙ୍କୁ ଟିକା ଦେବାକୁ ସ୍ବତନ୍ତ୍ର ପ୍ରୟାସ ଜାରି ରଖିଛି ବିଏମସି । ତାଲିକାଭୁକ୍ତ ହୋଇଥିବା…

ୟୁରୋ କପ ଫୁଟବଲ: କ୍ରୋଏସିଆକୁ ହରାଇ ଅଭିଯାନ ଆରମ୍ଭ କଲା ଇଂଲଣ୍ଡ

ନୂଆଦିଲ୍ଲୀ: ୟୁରୋ କପ ଫୁଟବଲ ଟୁର୍ଣ୍ଣାମେଂଟରେ ରବିବାର ୱେମ୍ବଲିଂରେ ଖେଳାଯାଇଥିବା ଏକ ରୋମାଂଚପୂର୍ଣ୍ଣ ମୁକାବିଲାରେ କ୍ରୋଏସିଆକୁ ୧-୦ ଗୋଲରେ ହରାଇ ଇଂଲଣ୍ଡ ତାର ଅଭିଯାନ ଆରମ୍ଭ କରିଛି । ଫିଫା ୨୦୧୮ ବିଶ୍ୱକପ ଫାଇନାଲିଷ୍ଟ କ୍ରୋଏସିଆ ଭଲ ପ୍ରଦର୍ଶନ କରି କେତେକ ସୁଯୋଗ ସୃଷ୍ଟି କରିଥିଲେ…

ବିଷମକଟକରେ ବିପୁଳ ଗଂଜେଇ ଜବତ, ୩ ଗିରଫ

ବିଷମକଟକ: ସମଗ୍ର ରାଜ୍ୟରେ ଲକ୍‌ଡାଉନ୍ ସ୍ଥିତି ଥିବାବେଳେ ବଢିବାରେ ଲାଗିଛି ଗଂଜେଇ ବେପାରୀଙ୍କ ସାହାସ । ଶୂନ୍‌ଶାନ୍ ଇଲାକାର ଫାଇଦା ଉଠାଇ ଅବାଧରେ ଚାଲିଛି ଗଂଜେଇ ଚାଲାଣ । ହେଲେ ଗତକାଲି ରାୟଗଡା ଜିଲ୍ଲାରେ ଏକ ବଡ ଧରଣର ଗଂଜେଇ ଚାଲାଣକୁ ରୋକିବାରେ ସଫଳ ହୋଇଛି ବିଷମକଟକ ପୋଲିସ । ଗତ…

ଓଏସଏମସିଏଲକୁ ୧୦୦ ଅକ୍ସିଜେନ କନସେଣ୍ଟ୍ରେଟର ଦେଲା MGM ଗ୍ରୀନ୍ ଏନର୍ଜି

ଭୁବନେଶ୍ୱର: MGM ଗ୍ରୀନ୍ ଏନର୍ଜି ଲିମିଟେଡ୍ ନିଜର ଜନ ସ୍ବାର୍ଥ ଅଭିଯାନ ଅଧିନରେ ଓଡିଶା ଷ୍ଟେଟ୍ ମେଡିକାଲ୍ କର୍ପୋରେସନ୍ ଲିମିଟେଡ୍ (ଓଏସଏମସିଏଲ) କୁ ୧୦୦ଟି ଅକ୍ସିଜେନ କନସେଣ୍ଟ୍ରେଟର ପ୍ରଦାନ କରିଛି। ଏହି ଅବସରରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି.କେ ମହାପାତ୍ର ଏବଂ MD OSMCL ୟାମିନୀ…

ଫ୍ରେଂଚ ଓପନ ଟେନିସ: ୨ ଦିନରେ ୨ ଟାଇଟଲ ଜିତିଲେ କ୍ରେଜିକୋଭା

ପ୍ୟାରିସ: ଚେକ୍ ଗଣରାଜ୍ୟର ବାରବୋରା କ୍ରେଜିକୋଭା ଫ୍ରେଂଚ ଓପନ ଟେନିସ ଟୁର୍ଣ୍ଣାମେଂଟରେ ୨ ଦିନରେ ୨ଟି ଟାଇଟଲ ଜିତିଛନ୍ତି । ୨୦୦୦ରେ ମ୍ୟାରୀ ପିୟର୍ସଙ୍କ ପରେ ସେ ଏହି ସଫଳତା ହାସଲ କରିଛନ୍ତି । ଶନିବାର ମହିଳା ସିଙ୍ଗଲ୍ସ ଟାଇଟଲ ହାତେଇବା ପରେ ରବିବାର ଡବଲ୍ସ ମୁକାବିଲା ଫାଇନାଲରେ ନିଜ ଦେଶର…

ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ୨୬ କୋଟି ଟିକା ଦେଇଛି କେନ୍ଦ୍ର

ନୂଆଦିଲ୍ଲୀ : କରୋନା ମହାମାରୀ ବିରୋଧରେ ସାରା ଦେଶରେ ଜାରି ରହିଛି ଟିକାକରଣ ଅଭିଯାନ । ସଂକ୍ରମଣକୁ ରୋକିବାକୁ ଦିଆଯାଉଛି ଟିକା । ତେବେ ମହାମାରୀର ମହାସଙ୍କଟ ଭିତରେ ଦେଶର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ୨୬ କୋଟି ଟିକା ଦିଆଯାଇଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ…