Latest Odisha News

BREAKING NEWS

Browsing Category

ଫିଚର

ସ୍ବୀକୃତିପ୍ରାପ୍ତ ଚାଳକ ପ୍ରଶିକ୍ଷଣ କେନ୍ଦ୍ର ପାଇଁ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟର ବିଜ୍ଞପ୍ତି

ନୂଆଦିଲ୍ଲୀ : ସ୍ବୀକୃତିପ୍ରାପ୍ତ ଚାଳକ ପ୍ରଶିକ୍ଷଣ କେନ୍ଦ୍ର ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ । ସ୍ବୀକୃତିପ୍ରାପ୍ତ ଚାଳକ ପ୍ରଶିକ୍ଷଣ କେନ୍ଦ୍ର ପାଇଁ ବାଧ୍ୟତାମୂଳକ ନିୟମ ସମ୍ପର୍କରେ ଅବଗତ କରିଛନ୍ତି ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ । ଏହି ନିୟମ…

ଆଇସିସି ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲ: ଟିମ୍ ଇଣ୍ଡିଆର ଜୋରଦାର ଅଭ୍ୟାସ

ସାଉଥାମ୍ପଟନ: ୧୮ ଜୁନରୁ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆଇସିସି ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲ ମ୍ୟାଚ ଖେଳାଯିବ । କରୋନା କଟକଣାରେ ରହିବା ପରେ ବୁଧବାର ପ୍ରଥମ ଥର ସମ୍ପୂର୍ଣ୍ଣ ଟିମ୍ ୨ ଭାଗ ହୋଇ ଅଭ୍ୟାସ ମ୍ୟାଚ ଖେଳିବା ଆରମ୍ଭ କରିଛନ୍ତି । ୫ ଦିନ ପ୍ରଶିକ୍ଷଣ ପରେ ପଡିଆକୁ ସେମାନେ…

କରୋନା ପରିଚାଳନା ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦକୁ ୨୫ କୋଟି

ଭୁବନେଶ୍ବର : କରୋନା ପରିଚାଳନା ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦକୁ ୨୫ କୋଟିର ସହାୟତା । ଏହି ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଶ୍ଚିମ ଓଡ଼ିଶାରେ ୨୫ କୋଟି ଟଙ୍କାର ପ୍ରକଳ୍ପକୁ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ପ୍ରକଳ୍ପ ଲୋକାର୍ପିତ…

ଭୁବନେଶ୍ୱରରେ ଟିକାକରଣ ପାଇଁ ନୂଆ ନିୟମ

ଭୁବନେଶ୍ୱର: ଭୁବନେଶ୍ୱରରେ ୧୮ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ପ୍ରଥମ ଡୋଜ୍ ସକାଳ ସେସନରେ ଏବଂ ଦ୍ୱିତୀୟ ଡୋଜ ଅପରାହ୍ନ ସେସନରେ ଦିଆଯିବ। ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) କମିଶନର ସଞ୍ଜୟ ସିଂ ଶୁକ୍ରବାର ଦିନ ଗଣମାଧ୍ୟମକୁ ଏନେଇ ସୂଚନା ଦେଇଛନ୍ତି। ତାଙ୍କ…

କଟକରୁ ଲକ୍ଷାଧିକ ଟଙ୍କାର ନକଲି କରୋନା ଔଷଧ ଜବତ

କଟକ : କଟକରୁ ନକଲି କରୋନା ଔଷଧ ଠାବ । କନିକା ଛକ ନିକଟରେ ଥିବା ଏକ ମେଡ଼ିସିନ ହୋଲସେଲର ଗୋଦାମ ଉପରେ ଚଢ଼ାଉ ବେଳେ ଏହି ସବୁ ନକଲି ଔଷଧ ଜବତ କରାଯାଇଛି । ଜିଲ୍ଲା ଡ୍ରଗ୍ସ ଡିପାର୍ଟମେଣ୍ଟର ଚଢ଼ାଉ ବେଳେ ୬୯ ଲକ୍ଷ ଟଙ୍କାର ନକଲି କରୋନା ଔଷଧ ଜବତ କରାଯାଇଛି । ଉତ୍ତରପ୍ରଦେଶର ମ୍ୟାକ୍ସ ରିଲିଫ…

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବାକୁ ରାଜ୍ୟ ସରକାରଙ୍କ ଦାବି

ଭୁବନେଶ୍ବର : ବୃଦ୍ଧି କରାଯାଉ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ । ଏନେଇ ପୁଣି ଦାବି କରିଛନ୍ତି ରାଜ୍ୟ ସରକାର । ଏକ ସମ୍ବାଦିକ ସମ୍ମିଳନୀରେ କୃଷିମନ୍ତ୍ରୀ ଅରୁଣ ସାହୁ ଏମଏସପି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ବିଣ୍ଟାଲ ପିଛା ୨୯୩୦ ଟଙ୍କା କରିବାକୁ…

ଆସନ୍ତାକାଲି ପାଇଁ ୬ ଜିଲ୍ଲାକୁ ରେଡ୍ ଓ୍ବାର୍ଣ୍ଣିଂ

ଭୁବନେଶ୍ବର : ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖରେ ସୃଷ୍ଟି ହୋଇଛି ଲଘୁଚାପ । ଏହାର ପ୍ରଭାବରେ ରାଜ୍ୟରେ ଚାରି ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ । ୨୪ ଘଣ୍ଟାରେ ଏହା ଆହୁରି ଘନୀଭୂତ ହୋବା ସହ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଓଡ଼ିଶା ମଧ୍ୟ ଦେଇ ଗତି କରିବ ବୋଲି ସୂଚନା ଦେଇଛି…

ପୁରୀ ଓ କାମାକ୍ଷା ମଧ୍ୟରେ ଚାଲିବ ଆଉ ଏକ ସ୍ବତନ୍ତ୍ର ଟ୍ରେନ୍

ଭୁବନେଶ୍ବର : ପୁରୀ ଓ କାମାକ୍ଷା ମଧ୍ୟରେ ଚାଲିବ ଆଉ ଏକ ସ୍ବତନ୍ତ୍ର ଟ୍ରେନ୍ । ପୁଣି ଏକ ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ କରିବାକୁ ନିଷ୍ପତ୍ତି ନେଇଛି ରେଳ ମନ୍ତ୍ରଣାଳୟ । ନୂଆ ନିଷ୍ପତ୍ତି ଅନୁସାରେ, ଏଣିକି ଏହି ରୁଟରେ ଚଳାଚଳ କରିବ ସ୍ବତନ୍ତ୍ର ଟ୍ରେନ୍ । ୦୫୬୪୪/୦୫୬୪୩…

ଗୁଳି ବିନିମୟରେ ଟଳିଲା ସିନିୟର କ୍ୟାଡର ମାଓବାଦୀ

ଭୁବନେଶ୍ବର : ଓଡ଼ିଶା ପୋଲିସ୍‌କୁ ସଫଳତା । ପୋଲିସ ଗୁଳିରେ ନିହତ ହୋଇଛି ସିନିୟର କ୍ୟାଡର ମାଓବାଦୀ । ଏନେଇ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ । ବରଗଡ଼ ଖଞ୍ଜଗୁଣ୍ଡା ନିକଟ ଝାଞ୍ଜ ସଂରକ୍ଷିତ ଜଙ୍ଗଲରେ କମ୍ବିଂ ଅପରେସନ ବେଳେ ପୋଲିସ ଟିମ୍ ଉପରକୁ ଗୁଳି ମାଡ କରିଥିଲେ…

ପାଣି ପିଇବା ବେଳେ ହାତୀ ଶୁଣ୍ଢକୁ ମାଡ଼ି ବସିଲା କୁମ୍ଭୀର, ତାପରେ କଣ ହେଲା …

ଓଡ଼ିଶା ସମ୍ବାଦ ବ୍ୟୁରୋ: ମୃତ୍ୟୁ କେତେବେଳେ କେମିତି ଆସିବ କେହି କହି ପାରିବେ ନାହିଁ । କିନ୍ତୁ ଧୈର୍ଯ୍ୟର ସହ ମୁକାବିଲା କଲେ ବେଳେବେଳେ ମୃତ୍ୟୁ ବି ହାର ମାନିଯାଏ । ଏମିତି ଏକ ରୋମାଞ୍ଚକର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ପାଣି ପିଇବା ବେଳେ ହାତୀ ଦଳଙ୍କ ଉପରେ ହଠାତ୍…