Latest Odisha News

BREAKING NEWS

Browsing Category

ଫିଚର

ମାତିଛନ୍ତି ଧଳା ଜହର ମାଫିଆ, ୩ ଜଣଙ୍କୁ ବାନ୍ଧିଲା ପୋଲିସ

କଟକ : ସାରା ରାଜ୍ୟରେ ମାତିଛନ୍ତି ଧଳା ଜହର ମାଫିଆ । ବ୍ରାଉନ ସୁଗାର ଚାଲାଣ ବେଳେ କଟକରୁ ୩ ଜଣଙ୍କୁ ବାନ୍ଧିଛି ପୋଲିସ । ବ୍ରାଉନସୁଗାର ଚାଲାଣ କରୁଥିବା ବେଳେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି କଟକ ମଧୁପାଟଣା ଥାନା ପୋଲିସ । ଗିରଫ ଅଭିଯୁକ୍ତଙ୍କ ନିକଟରୁ ୧ କେଜିରୁ ଅଧିକ ବ୍ରାଉନସୁଗାର…

ବୁଲା ପ୍ରାଣୀଙ୍କ ପାଇଁ ୬୭ ଲକ୍ଷ ୫୨ ହଜାର ଟଙ୍କା ମଞ୍ଜୁର

ଭୁବନେଶ୍ୱର : ବୁଲା ପ୍ରାଣୀଙ୍କ ପାଇଁ ମଞ୍ଜୁର ହୋଇଛି ୬୭ ଲକ୍ଷ ୫୨ ହଜାର ଟଙ୍କା । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ତୃତୀୟ ପର୍ଯ୍ୟାୟରେ ଏହି ଟଙ୍କା ମଞ୍ଜୁର ହୋଇଛି । ଅସହାୟ ଭାବେ ବୁଲୁଥିବା ଗାଈ ଗୋରୁ ଓ କୁକୁରଙ୍କୁ ଖାଦ୍ୟ ଯୋଗାଇବାକୁ ଏହି ଟଙ୍କା ଖର୍ଚ୍ଚ ହେବ । ଭୁବନେଶ୍ବର ମହାନଗର…

ଇଂଲଣ୍ଡରେ ପଂହଚିଲା ଟିମ୍ ଇଣ୍ଡିଆ

ଲଣ୍ଡନ: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଏବଂ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ଖେଳିବା ପାଇଁ ଭାରତୀୟ କ୍ରିକେଟ ଦଳ ଗୁରୁବାର ସାଉଥାମ୍ପଟନରେ ପଂହଚିଛନ୍ତି । ଉଭୟ ପୁରୁଷ ଏବଂ ମହିଳା ଦଳ ଇଂଲଣ୍ଡ ଗସ୍ତରେ ଆସିଛନ୍ତି । ରୋହିତ ଶର୍ମା ଏ ନେଇ ସୋସିଆଲ ସାଇଟରେ ସୂଚନା ଦେଇଛନ୍ତି । ମହିଳା ଟିମ୍…

କୋରାପୁଟ ସାଂସଦଙ୍କୁ ମିଳିଲା କଂଗ୍ରେସର ନୂଆ ଦାୟିତ୍ବ

ଭୁବନେଶ୍ୱର: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଗୁରୁବାର ଦିନ କୋରାପୁଟ ସାଂସଦ ସପ୍ତଗିରି ଶଙ୍କର ଉଲକାଙ୍କୁ ଦଳର ଜାତୀୟ ସେକ୍ରେଟାରୀ ଭାବେ ନିଯୁକ୍ତ କରିଛନ୍ତି। ଏଥିସହିତ ତାଙ୍କୁ ଛତିଶଗଡର ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି। ନିକଟରେ ପାଞ୍ଚଟି ରାଜ୍ୟରେ ଶେଷ ହୋଇଥିବା…

ଭଦ୍ରକରେ ଅବାଧ ଗଂଜେଇ ଚାଲାଣ, ୪ ଗିରଫ

ଭଦ୍ରକ: ପରିସୀମାରେ ବେଶ ଛୋଟ ଭଦ୍ରକ ଜିଲ୍ଲା । ହେଲେ ଏଠି ଦିନକୁଦିନ ବୃଦ୍ଧି ପାଇବାରେ ଲାଗିଛି ବେଆଇନ କାରବାର । ମାତ୍ର କିଛି ଦିନ ପୂର୍ବରୁ ବନ୍ତ ଛକରେ ବ୍ରାଉନ୍ ସୁଗାର ଓ ଆସ୍କା ଫୋର୍ଟ ମଦ ଜବତ ହୋଇଥିଲା । ହେଲେ ଗତକାଲି ଗଂଜେଇ ଚାଲାଣ କାରବାରରେ ସଂପୃକ୍ତ ୪ ଅଭିଯୁକ୍ତଙ୍କୁ ଭଦ୍ରକ…

ପରଲୋକରେ ସାଇ ଇଣ୍ଟର ନ୍ୟାସନାଲ ସ୍କୁଲର ପ୍ରତିଷ୍ଠାତା ଅଧ୍ୟକ୍ଷ ବିଜୟ ସାହୁ

ଭୁବନେଶ୍ୱର: ସାଇ ଇଣ୍ଟର ନ୍ୟାସନାଲ ସ୍କୁଲର ପ୍ରତିଷ୍ଠାତା ଅଧ୍ୟକ୍ଷ ତଥା ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା ଡକ୍ଟର ବିଜୟ ସାହୁଙ୍କର ଆଜି ପରଲୋକ ହୋଇଛି । ଗତ କିଛି ଦିନ ହେଲା ସେ କୋଭିଡ୍‌ରେ ଆକ୍ରାନ୍ତ ହୋଇ ହାଇଦ୍ରାବାଦରେ ଚିକିତ୍ସିତ ହେଉଥିଲେ । ଆଜିସେଠାରେ ଚିକିତ୍ସାଧୀନ…

ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା: ତିନି ରଥର ଚକ ଅଖ ଡେରା ନୀତି ସମ୍ପନ୍ନ

ପୁରୀ: ଆଜି ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେଉଛି ଉଭଁରୀ ଯାତ୍ରା । ଏହି ଅବସରରେ ପରମ୍ପରା ଅନୁଯାୟୀ ରଥ ଯାତ୍ରାର ଆଉ ଏକ ପର୍ଯ୍ୟାୟ ଆରମ୍ଭ ହୋଇଯାଇଛି । ମହାପ୍ରଭୁଙ୍କ ତିନି ରଥର ଚକ ଅଖ ଡେରା ନୀତି ସମ୍ପନ୍ନ ହୋଇଛି । ଆଜି ଶ୍ରୀଜିଉଙ୍କ ସକାଳ ଧୂପ ସରିବା ପରେ ଶ୍ରୀମନ୍ଦିରରୁ ପୂଜାପଣ୍ଡାମାନେ…

ବିଶ୍ୱ ସାଇକେଲ ଦିବସ : ୩୬୫୩ ଦିଆସିଲି କାଠିରେ ପୁରୀର ଶାଶ୍ୱତ ତିଆରି କଲେ ସାଇକେଲ

ଭୁବନେଶ୍ୱର: ବିଶ୍ୱ ସାଇକେଲ ଦିବସ ଅବସରରେ ପୁରୀରେ ୧୮ ବର୍ଷୀୟ ଶାଶ୍ୱତ ରଂଜନ ସାହୁ ତିଆରି କରିଛନ୍ତି ଦିଆସିଲିରେ ସାଇକେଲ । ଆମେ ସୁସ୍ଥ ରହିବା ପାଇଁ ବିଶ୍ୱକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ଏହି ଦିଆସିଲିରେ ତିଆରି ସାଇକେଲ ଜରିଆରେ ସେ ବାର୍ତ୍ତା ଦେଇଛନ୍ତି । ପ୍ରାୟ ୩,୬୫୩ଟି…

କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ, ଏହି ଦିନ ପହଞ୍ଚିବ ଓଡ଼ିଶାରେ

ନୂଆଦିଲ୍ଲୀ: ଦେଶରେ ପାଦ ଥାପିଛି ମୌସୁମୀ । ଆଜି କେରଳ ଛୁଇଁଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । କେରଳର ଦକ୍ଷିଣାଞ୍ଚଳରେ ମୌସୁମୀ ବାୟୁ ପ୍ରବେଶ କରିଛି । ଖୁବ ଶୀଘ୍ର ସମଗ୍ର ଅଞ୍ଚଳକୁ ଛୁଇଁବ । ଏହାର ପ୍ରଭାବରେ କେରଳରେ ବର୍ଷା…

ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି, ରାଜଦ୍ରୋହ ମାମଲା ଖାରଜ

ନୂଆଦିଲ୍ଲୀ: ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କୁ ବଡ଼ ଆଶ୍ୱସ୍ତି । ତାଙ୍କ ବିରୋଧରେ ହିମାଚଳ ପ୍ରଦେଶରେ ହୋଇଥିବା ରାଜଦ୍ରୋହ ମାମଲାକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଜଷ୍ଟିସ ୟୁ. ୟୁ. ଲଳିତ ଓ ଜଷ୍ଟିସ ବିନୀତ ଶରଣଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ । ବିନୋଦ ଦୁଆଙ୍କ ବିରୋଧରେ…