Latest Odisha News

BREAKING NEWS

Browsing Category

ଫିଚର

ଧାକଡ ଫିଲ୍ମର ଶୁଟିଂ ପାଇଁ ହଙ୍ଗେରୀ ଯିବେ କଙ୍ଗନା

ମୁମ୍ବାଇ: ବଲିଉଡର କୁଇନ ଭାବେ ପରିଚିତ କଙ୍ଗନା ରାନାୱତ ପୁନର୍ବାର ତାଙ୍କ ଫିଲ୍ମର ଶୁଟିଂ ଆରମ୍ଭ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି । କଙ୍ଗନା ଧାକଡ ଫିଲ୍ମର ଶୁଟିଂ ପାଇଁ ୧୦ କିମ୍ବା ୧୨ ଜୁନରେ ହଙ୍ଗେରୀ ଯିବେ । ବୁଡାପେଷ୍ଟରେ ୩୦ରୁ ୩୫ ଦିନ ଏହାର ଗୁରୁତ୍ୱପୂର୍ଣ୍ଣ ଦୃଶ୍ୟ ଶୁଟ…

ଅନଗୁଳ ଜେଏସ୍‌ପିଏଲ୍‌ରେ କୋଭିଡ୍ କେୟାର ସେଣ୍ଟର ଉଦ୍‌ଘାଟିତ

ଅନୁଗୁଳ: ଜେଏସ୍‌ପିଏଲ୍ ପରିସରରେ ନୂତନ୍ କୋଭିଡ୍ କେୟାର ସେଣ୍ଟରକୁ ଲୋକାର୍ପଣ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅକ୍ସିଜେନ ସଂଯୁକ୍ତ ୨୭୦ ଶଯ୍ୟା ବିଶିଷ୍ଟ ଏହି କୋଭିଡ୍ କେୟାର ସେଣ୍ଟରର ଉଦଘାଟନୀ ଉତ୍ସବରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଏବଂ…

ଏବର୍ଷ ଦେଶରେ ସ୍ୱାଭାବିକ ରହିବ ମୌସୁମୀ ବର୍ଷା

ନୂଆଦିଲ୍ଲୀ: ଦେଶରେ ଚାଷୀକୂଳ ପାଇଁ ଖୁସି ଖବର । ଏବର୍ଷ ଦେଶରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ବର୍ଷା ସ୍ୱାଭାବିକ ରହିବ । ଜୁନରୁ ସେପ୍ଟେମ୍ୱର ଲଙ୍ଗ ଟର୍ମ ଆଭରେଜରେ ୧୦୧ପ୍ରତିଶତ ବୃଷ୍ଟିପାତ ହୋଇପାରେ । ଏହି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ୯୬ରୁ ୧୦୪ ପ୍ରତିଶତ…

କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ଦିଲ୍ଲୀ ଏମ୍ସରେ ଭର୍ତ୍ତି

ନୂଆଦିଲ୍ଲୀ: ଅସୁସ୍ଥତା ଯୋଗୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ । କରୋନା ପରବର୍ତ୍ତୀ ଅସୁସ୍ଥତା ଅନୁଭବ କରିବାକୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏନେଇ ଦିଲ୍ଲୀ ଏମ୍ସ ପକ୍ଷରୁ ସୂଚନା ମିଳିଛି । ପୂର୍ବରୁ ଗତ ଏପ୍ରିଲ ମାସରେ ସେ…

ଚୀନରେ ପ୍ରଥମ ଥର ମଣିଷ ଶରୀରରେ ବାର୍ଡ ଫ୍ଲୁର H10N3 ଷ୍ଟ୍ରେନ୍ ଚିହ୍ନଟ

ନୂଆଦିଲ୍ଲୀ: ଚୀନରୁ ଜନ୍ମ ନେଇଥିବା କରୋନା ମହାମାରୀ ସାରା ବିଶ୍ୱକୁ ଗ୍ରାସିଥିବା ବେଳେ ଏବେ ପ୍ରଥମ ଥର ଚୀନରେ ମଣିଷ ଦେହରୁ ଚିହ୍ନଟ ହୋଇଛି ବାର୍ଡ ଫ୍ଲ ଭୂତାଣୁ । ଜଣେ ୪୧ ବର୍ଷୀୟ ବ୍ୟକ୍ତିଙ୍କ ଶରୀରରେ ଚିହ୍ନଟ ହୋଇଛି H10N3 ଷ୍ଟ୍ରେନ୍ । ଏନେଇ ଚୀନର ଜାତୀୟ ସ୍ୱାସ୍ଥ୍ୟ କମିଶର(NHC) ସୂଚନା…

ରାଜ୍ୟକୁ ଟିକା ବିକ୍ରି ପାଇଁ ମନା କରୁଛନ୍ତି ଫାଇଜର୍ ଓ ମଡେର୍ଣ୍ଣା, ଗ୍ଲୋବାଲ୍ ଟେଣ୍ଡରକୁ ଲାଗିପାରେ ଝଟକା

ନୂଆଦିଲ୍ଲୀ: ବିଦେଶରୁ ଟିକା ଆଣିବା ପାଇଁ ଗ୍ଲୋବାଲ୍ ଟେଣ୍ଡର ଡାକିଥିବା ରାଜ୍ୟଗୁଡ଼ିକୁ ଝଟକା ଲାଗିପାରେ । କାରଣ ଫାଇଜର୍ ଓ ମଡେର୍ଣ୍ଣା ଭଳି ଟିକା ନିର୍ମାତା କମ୍ପାନୀ ରାଜ୍ୟଗୁଡ଼ିକୁ ସିଧାସଳଖ ଟିକା ବିକ୍ରି କରିବାକୁ ମନା କରି ଦେଉଛନ୍ତି । ଅନିଚ୍ଛା ପ୍ରକାଶ କରିଛନ୍ତି ବିଦେଶ କମ୍ପାନୀ ।…

ଜିମ୍ ଭିତରୁ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?

ଭୁବନେଶ୍ୱର: ଜିମ୍ ଭିତରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର । ଭୁବନେଶ୍ୱର କଳ୍ପନା ଛକରେ ଥିବା ଏକ ଜିମ୍ ଭିତରୁ ଉଦ୍ଧାର ହୋଇଛି ମୃତଦେହ । ମୃତକ ହେଲେ ରଞ୍ଜିତ ନାୟକ ଓ ଘର ୟୁନିଟ୍-୬ ଅଞ୍ଚଳରେ ବୋଲି ଜଣାପଡ଼ିଛି । ସେ ସଂପୃକ୍ତ ଜିମରେ ସିକ୍ୟୁରିଟି ଗାର୍ଡ ଭାବରେ କାମ କରୁଥିଲେ ।…

ଆଜିଠୁ ରାଜ୍ୟରେ ଲକଡାଉନ୍-୩.୦, ତିନିଟି ଜିଲ୍ଲାରେ କଟକଣା କୋହଳ

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ଲାଗୁ ହୋଇଛି ତୃତୀୟ ପର୍ଯ୍ୟାୟ ଲକଡାଉନ୍ । ଆଜିଠାରୁ ୧୬ ଦିନ ଯାଏ ବଳବତ୍ତର ରହିବ । ଜୁନ୍ ୧୭ ତାରିଖ ସକାଳ ୫ଟା ଯାଏ ତାଲାବନ୍ଦ । ଆଜି ସକାଳ ୫ଟାରେ ଦ୍ୱିତୀୟ ପର୍ୟ୍ୟାୟ ଲକଡାଉନ୍ ଶେଷ ହେଉଥିଲା । ତାପୂର୍ବରୁ ଅବଧି ବୃଦ୍ଧି ନେଇ ଘୋଷଣା କରିଥିଲେ ସରକାର ।…

ଭୁବନେଶ୍ୱରଙ୍କ ନିକଟରେ କରୋନା ଲକ୍ଷଣ, ଏବେ କ୍ୱାରେଂଟାଇନରେ

ମୀରଟ: ଭାରତୀୟ କ୍ରିକେଟର ଦଳର ଷ୍ଟାର ପେସର ଭୁବନେଶ୍ୱର କୁମାରଙ୍କ ନିକଟରେ କରୋନା ଲକ୍ଷଣ ଦେଖାଯାଇଛି । ଭୁବନେଶ୍ୱର ଏବଂ ତାଙ୍କ ପତ୍ନୀ ସାମ୍ପୁଲ ଟେଷ୍ଟ ପାଇଁ ଦେଇଛନ୍ତି । ଏହାର ରିପୋର୍ଟ ଆସି ନାହିଁ । ଉଭୟ ଏବେ କ୍ୱାରେଂଟାଇନରେ ଅଛନ୍ତି । କିଛି ଦିନ ତଳେ ତାଙ୍କ ମାଆ କରୋନା ସଂକ୍ରମିତ…

ଏଲୋପାଥି ବିବାଦ: ବାବା ରାମଦେବଙ୍କ ବିରୋଧରେ ଦେଶବ୍ୟାପୀ ଡାକ୍ତରଙ୍କ ପ୍ରଦର୍ଶନ

ନୂଆଦିଲ୍ଲୀ: ଏଲୋପାଥି ଚିକିତ୍ସାକୁ ନେଇ ବାବା ରାମଦେବଙ୍କ ସହିତ ଡାକ୍ତରଙ୍କ ବିବାଦ ଥମିବାର ନାଁ ଧରୁନି । ଆଜି ଯୋଗଗୁରୁଙ୍କ ବିରୋଧରେ ଦେଶବ୍ୟାପୀ ଡାକ୍ତର ବିରୋଧ ପ୍ରଦର୍ଶନ କରୁଛନ୍ତି । କରୋନା ମହାମାରୀ ଭିତରେ ବାବା ରାମଦେବଙ୍କ ଏଲୋପାଥି ବିବାଦ ସରକାରଙ୍କ ଚିନ୍ତା ବି ବଢ଼ାଇଛି । ସରକାରୀ…