Latest Odisha News

BREAKING NEWS

Browsing Category

ଫିଚର

ସୁପରଷ୍ଟାର ବିଜୟଙ୍କ ଆଗାମୀ ଫିଲ୍ମରେ ନିର୍ଦ୍ଦେଶନା ଦେବେ ବାମସୀ

ମାଡ୍ରାସ: ତାମିଲ ସୁପରଷ୍ଟାର ବିଜୟ ଏବଂ ବାମସୀ ପୌଦପଲ୍ଲୀ ପୁନର୍ବାର ଏକତ୍ର ହୋଇଛନ୍ତି । ଫିଲ୍ମର ନାମ ଥଲାପତି ୬୬ ରଖାଯାଇଛି । ଏହା ଉଭୟ ତାମିଲ ଏବଂ ତେଲୁଗୁ ଭାଷାରେ ନିର୍ମିତ ହେବ । ଜାତୀୟ ପୁରସ୍କାର ବିଜେତା ବାମସୀ ୨୦୧୯ରେ ମହେଶ ବାବୁ ଓ ପୂଜା ହେଗେଡଙ୍କୁ ନେଇ ମହର୍ଷି ଫିଲ୍ମ କରିଥିଲେ…

କୋଭିଡ୍ କଟକଣା ଭିତରେ ମଦ ହୋମ୍ ଡେଲିଭରୀକୁ ଅନୁମତି ଦେଲା ଏହି ରାଜ୍ୟ

ନୂଆଦିଲ୍ଲୀ: ମଦ ହୋମ୍ ଡେଲିଭରୀକୁ ଅନୁମତି ଦେଇଛନ୍ତି ଦିଲ୍ଲୀ ସରକାର । ଏଣିକି ଉଭୟ ଦେଶୀ ଓ ବିଦେଶୀ ମଦର ହୋମ୍ ଡେଲିଭରୀ ହୋଇପାରିବ । ଅନଲାଇନ୍ ପୋର୍ଟାଲରେ ଗ୍ରାହକ ଅର୍ଡର କରିପାରିବେ । ଏଥିପାଇଁ ଅନୁମତି ଦେଇଛନ୍ତି ଦିଲ୍ଲୀ ସରକାର । ରାଜ୍ୟରେ ଏବେ କରୋନା କଟକଣା କଡ଼ାକଡ଼ି ଥିବାରୁ ମଦର…

ଏସିଆନ ବକ୍ସିଂ ଚାମ୍ପିୟନଶିପ: ସଞ୍ଜିତଙ୍କୁ ସ୍ୱର୍ଣ୍ଣ

ଦୁବାଇ: ଚଳିତ ଏସିଆନ୍ ବକ୍ସିଂ ଚାମ୍ପିୟନଶିପରେ ଭାରତୀୟ ବକ୍ସରଙ୍କ ପ୍ରଭାବୀ ପ୍ରଦର୍ଶନ ଜାରୀ ରହିଛି । ୯୧ କିଗ୍ରା ପୁରୁଷ ବିଭାଗ ମୁକାବିଲାରେ ସଞ୍ଜିତ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଅମିତ ପଙ୍ଘଲ ଓ ଶିବ ଥାପ୍ପା ରୌପ୍ୟ ପଦକ ହାସଲ କରିଛନ୍ତି । ଭାରତ ଏବେ ସୁଦ୍ଧା ୧୫ ପଦକ ହାତେଇ ସାରିଛନ୍ତି…

୫୪ ଦିନ ପରେ ଦେଶରେ ସର୍ବନିମ୍ନ ସ୍ତରରେ ଦୈନିକ ସଂକ୍ରମଣ, ମୃତ୍ୟୁସଂଖ୍ୟା ୩ ହଜାରରୁ କମ୍

ନୂଆଦିଲ୍ଲୀ: ଦେଶରେ କରୋନା କାୟା ଧିରେ ଧିରେ ଖସିବାରେ ଲାଗିଛି । ୫୪ ଦିନ ପରେ ଆଜି ଦୈନିକ ସଂକ୍ରମଣ ସର୍ବନିମ୍ନ ସ୍ତରକୁ ଖସିଛି । ମୃତ୍ୟୁସଂଖ୍ୟା ବି ୩ ହଜାର ତଳକୁ ହ୍ରାସ ପାଇଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧ ଲକ୍ଷ ୨୭ ହଜାର ୫୧୦ ନୂଆ ଆକ୍ରାନ୍ତ । ଯାହାକି ୫୪…

ଆଜି ଓଡ଼ିଶାରୁ କରୋନା ନେଲା ୩୭ ଜୀବନ

ଭୁବନେଶ୍ୱର: ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟାରେ ବ୍ରେକ ଲାଗୁନି । ୩୦ରୁ ତଳକୁ ଖସୁନି ଦୈନିକ ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ଆଉ ୩୭ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ୧୫ ଜିଲ୍ଲାରୁ ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ଗତ କିଛି ଦିନ ହେବ ଅନୁଗୋଳ ଜିଲ୍ଲାରୁ…

କରୋନା‌ ଭାରିଏଣ୍ଟର ନାମକରଣ କଲା ଡବ୍ଲ୍ୟୁଏଚଓ, କ’ଣ ରହିଛି ଭାରତରେ ଚିହ୍ନଟ ଭାରିଏଣ୍ଟ ନାମ…

ନୂଆଦିଲ୍ଲୀ: ଭାରତରେ ପ୍ରଥମ ଥର ପାଇଁ ମିଳିଥିବା କରୋନା ଭାଇରସ B1.617.2 ଭାରିଏଣ୍ଟର ନାମକରଣ କରିଛି। ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, B.1.617.2 'ଡେଲଟା' ଭାବରେ ନାମିତ ହୋଇଛି। ଭାରତରେ ଚିହ୍ନଟ ଅନ୍ୟ ଏକ ଭାରିଏଣ୍ଟ B.1.617.1 ର ନାମ 'କାପ୍ପା'। ଅକ୍ଟୋବର 2020 ରେ ପ୍ରଥମଥର…

ପରଲୋକରେ ଫୁଟବଲ୍ କୋଚ୍ ନନ୍ଦକିଶୋର ପଟ୍ଟନାୟକ, କରୋନାରେ ଆଖି ବୁଜିଲେ

ଭୁବନେଶ୍ୱର: ଆଉ ନାହାନ୍ତି ଓଡ଼ିଶାର ଜଣାଶୁଣା ଫୁଟବଲ୍ କୋଚ୍ ନନ୍ଦକିଶୋର ପଟ୍ଟନାୟକ । କରୋନା ସଂକ୍ରମିତ ହୋଇ ସେ ପ୍ରାଣତ୍ୟାଗ କରିଛନ୍ତି । ଭୋର୍ ୩ଟା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ନନ୍ଦକିଶୋର ପଟ୍ଟନାୟକ । ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା ।…

ହସ୍ପିଟାଲରେ ଭର୍ତ୍ତି ହେଲେ ବିଶିଷ୍ଟ କବି ଜୟନ୍ତ ମହାପାତ୍ର

କଟକ: କରୋନାରେ ସଂକ୍ରମିତ ହେବା ପରେ ବିଶିଷ୍ଟ ଇଂରାଜୀ କବି ଜୟନ୍ତ ମହାପାତ୍ରଙ୍କୁ କଟକସ୍ଥିତ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାନୁସାରେ,ଏହି ୯୦ ବର୍ଷୀୟ କବି ଗତ କିଛି ଦିନ ହେବ ଜ୍ୱରରେ ପୀଡିତ ଥିଲା ବେଳେ ତାଙ୍କର କୋଭିଡ ଟେଷ୍ଟ ପଜିଟିଭ୍…

ଓଡ଼ିଶାରୁ ୨୪ ଘଣ୍ଟାରେ ୮୭୩୫ ପଜିଟିଭ୍, ୭ ଜିଲ୍ଲାରେ ଶହେରୁ କମ୍ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ନିୟନ୍ତ୍ରଣକୁ ଆସୁଛି କରୋନା ସଂକ୍ରମଣ । ଏବେ ୯ ହଜାର ତଳେ ରହିଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୮ହଜାର ୭୩୫ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୪ହଜାର ୮୯୨ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୩ହଜାର ୮୪୩ । ଖୋର୍ଦ୍ଧାରୁ ସର୍ବାଧିକ ୧୨ଶହ ୨୨…

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ସର୍ତ୍ତମୂଳକ ଜାମିନ ଦେଲେ ହାଇକୋର୍ଟ

କଟକ: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ହାଇକୋର୍ଟରୁ ମିଳିଲା ସର୍ତ୍ତମୂଳକ ଜାମିନ । ଟାଟା କମ୍ପାନୀରେ ଚାକିରି କରାଇ ଦେବା ନାଁରେ ଠକେଇ ମାମଲାରେ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ । ତିନିଟି ସର୍ତ୍ତ ରଖିଛନ୍ତି । ୫ ଲକ୍ଷ ଟଙ୍କାର ଜମା ଓ ୨ ଲକ୍ଷ ଲେଖାଏଁ ୨ ଜଣ…