Latest Odisha News

BREAKING NEWS

Browsing Category

ଫିଚର

ଲକଡାଉନରେ ଖୋଲା ରହିବ ଆହାର କେନ୍ଦ୍ର

ଭୁବନେଶ୍ୱର: ଲକଡାଉନ ସମୟରେ ଆହାର କେନ୍ଦ୍ର ଗୁଡିକ ଖୋଲା ରହିବ ବୋଲି ସୂଚନା ଦେଇଛନ୍ତି ଉନ୍ନୟନ କମିଶନର ତଥା ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ୍ତ ଜେନା। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆହାର କେନ୍ଦ୍ର ଗୁଡିକରେ ବସି ଖାଇବା ସମ୍ପୂର୍ଣ୍ଣ ନିଷେଧ। ହେଲେ ବ୍ୟକ୍ତି ମାନେ ଘରକୁ…

କୋଭିଡ ପରିଚାଳନା ଲାଗି ସିଏମସିକୁ ୧୦ କୋଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କଟକ: କୋଭିଡ ପରିଚାଳନା ଲାଗି କଟକ ମ୍ୟୁନିସିପାଲ କର୍ପୋରେସନ (ସିଏମସି)କୁ ୧୦ କୋଟି ଟଙ୍କା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସିଏମସି ଅନ୍ତର୍ଗତ ଅଞ୍ଚଳରେ କୋଭିଡ ପରିଚାଳନା ଲାଗି ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଏହି ଅର୍ଥ ମଞ୍ଜୁର କରାଯାଇଛି।

ଆଇପିଏଲରେ କରୋନା ସଙ୍କଟ, ଚେନ୍ନାଇ ଟିମର ୩ ସଦସ୍ୟଙ୍କ ରିପୋର୍ଟ ପଜିଟିଭ

ଅହମ୍ମଦାବାଦ: କରୋନା ମହାମାରୀ ଧିରେ ଧିରେ ଏବେ ଆଇପିଏଲକୁ ଗ୍ରାସ କରିବାକୁ ଲାଗିଛି । ସୋମବାର କୋଲକାତା ନାଇଟ ରାଇଡର୍ସର ବରୁଣ ଚକ୍ରବର୍ତି ଓ ସନ୍ଦୀପ ୱାରିୟର କରୋନା ସଂକ୍ରମିତ ହେବା ପରେ ଆଜିର ମୁକାବିଲାକୁ ବାତିଲ କରି ଦିଆଯାଇଛି । ଏହା ପରେ ଚେନ୍ନାଇ ସୁପର କିଙ୍ଗ୍‌ସର ୩ ଜଣ ସଦସ୍ୟଙ୍କ…

ଡିଏମକେ ଜିତିବ ବୋଲି ମାନସିକ ରଖିଥିଲେ ମହିଳା, ଜିଭ କାଟି ପୂରଣ କଲେ ପ୍ରତିଜ୍ଞା

ଚେନ୍ନାଇ:ଡିଏମକେ ଜିତିବ ବୋଲି ତାମିଲନାଡୁର ଜଣେ ମହିଳା ମାନସିକ କରିଥିଲେ । ଏହା ପୂରଣ ହେବାରୁ ୩୨ ବର୍ଷୀୟା ବନୀତା ଜିଭ କାଟି ତାଙ୍କ ପ୍ରତିଜ୍ଞା ରଖିଛନ୍ତି । ଏହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ଘଟଣାଟି ସତ । କୋଭିଡ-୧୯ କଟକଣା ଯୋଗୁ ତାଙ୍କୁ ମୁଥାଲମନ ମନ୍ଦିର ଭିତରକୁ ଯିବା ପାଇଁ…

ଆନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଲେ ପେରିରା

କଲମ୍ବୋ:୩୨ ବର୍ଷ ବୟସରେ ଶ୍ରୀଲଙ୍କାର ଷ୍ଟାର ଅଲରାଉଣ୍ଡର ଥିସରା ପେରିରା ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ୨୦୦୯ରେ ସେ ଭାରତ ବିପକ୍ଷରେ ଏକଦିବସୀୟ ମ୍ୟାଚ ମାଧ୍ୟମରେ ଆନ୍ତର୍ଜାତୀୟ ପଦାର୍ପଣ କରିଥିଲେ । ସେ ଶ୍ରୀଲଙ୍କା ପକ୍ଷରୁ ୬ଟି ଟେଷ୍ଟ, ୧୬୬ଟି ଦିନିକିଆ ଓ ୮୪ଟି୨୦…

ଆଇପିଏଲ ବାୟୋବବଲରେ ପଂହଚିଲା କରୋନା, ୨ଖେଳାଳି ସଂକ୍ରମିତ ହେବା ପରେ ଆଜିର ମ୍ୟାଚ ଘୁଂଚିଲା!

ଅହମ୍ମଦାବାଦ: ଇଣ୍ଡିଆନ ପ୍ରିମିୟର ଲିଗର ବାୟୋ ବବଲ ଭେଦ କରି ପଂହଚିଛି କରୋନା । ରିପୋର୍ଟ ମୁତାବକ କୋଲକତା ନାଇଟ ରାଇଡର୍ସର ୨ ଜଣ ଖେଳାଳି କରୋନା ସଂକ୍ରମିତ ହୋଇଛନ୍ତି । ସେମାନେ ହେଲେ ବରୁଣ ଚକ୍ରବର୍ତି ଓ ସନ୍ଦୀପ ୱାରିୟର । ଟିମ୍ ମ୍ୟାନେଜମେଂଟ ଏବଂ ଆୟୋଜକ କମିଟି ଏ ନେଇ ତୁରନ୍ତ ପଦକ୍ଷେପ…

IFS ଅଭୟ ପାଠକ ଚାକିରିରୁ ବିଦା: ବାଧ୍ୟତାମୂଳକ ଅବସର ସୁପାରିଶ ଉପରେ ମୋହର ମାରିଲେ ରାଷ୍ଟ୍ରପତି

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଓ ଦୁର୍ନୀତି ଅଭିଯୋଗରେ ଗିରଫ ନିଲମ୍ବିତ ଆଇଏଫଏସ୍ ଅଫିସର ଅଭୟ ପାଠକଙ୍କ ପାଇଁ ବଢ଼ିଲା ଅଡୁଆ । ଦୁର୍ନୀତି ଅଭିଯୋଗରେ ଚାକିରିରୁ ବିଦା ହେବେ । ତାଙ୍କୁ ବାଧ୍ୟତାମୂଳକ ଅବସର ଦେବାକୁ ରାଜ୍ୟ ସରକାର କରିଥିବା ସୁପାରିଶ ଉପରେ ମୋହର ମାରିଛନ୍ତି…

ଗ୍ଲେସିୟର ତରଳୁଛି, ବନ୍ୟା ଅଶାଙ୍କା ବଢ଼ୁଛି

ନୂଆଦିଲ୍ଲୀ:ଜଳବାୟୁ ପରିବର୍ତନ ଯୋଗୁ ଗ୍ଲେସିୟର ତରଳିବା ବର୍ତମାନ ପରିବେଶବିତଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଏହା ତରଳିବା ଯୋଗୁ ହ୍ରଦ ଏବଂ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି । ଯାହାକି ବନ୍ୟା ଆଶଙ୍କା ସୃଷ୍ଟି କରିଛି । ରିପୋର୍ଟ ମୁତାବକ ବ୍ରିଟେନ, ଅଷ୍ଟ୍ରିଆ,ପେରୁ, ନେପାଳ, ଚୀନ ଓ ଭାରତର…

ଦଶମ ବୋର୍ଡ ରେଜଲ୍ଟ ପ୍ରକ୍ରିୟା: ଟେଷ୍ଟ ପରୀକ୍ଷା ଓ ନବମ ବାର୍ଷିକ ପରୀକ୍ଷା ନମ୍ବର ମାଗିଲେ ବିଏସଇ କର୍ତ୍ତୃପକ୍ଷ

ଭୁବନେଶ୍ୱର: କରୋନା ପାଇଁ ଚଳିତବର୍ଷ ମାଟ୍ରିକ ପରୀକ୍ଷା ବାତିଲ କରିଛନ୍ତି ସରକାର । ପରୀକ୍ଷଫଳ ପ୍ରକାଶ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷ । ଏଥିପାଇଁ ସବୁ ସ୍କୁଲର ପ୍ରଧାନଶିକ୍ଷକଙ୍କୁ ଛାତ୍ରଛାତ୍ରୀଙ୍କ ବିବରଣୀ ମାଗିଲେ ଜିଲ୍ଲା ଶିକ୍ଷା…

ଆଜି ବାଙ୍ଗାଲୋର ବନାମ କୋଲକାତା

ଅହମ୍ମଦାବାଦ: ଇଣ୍ଡିଆନ ପ୍ରିମିୟର ଲିଗରେ ଆଜି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ମୁକାବିଲା ହେବ । ବିରାଟ କୋହଲି ନେତୃତ୍ୱାଧୀନ ବାଙ୍ଗାଲୋର ଏହି ମ୍ୟାଚରେ ବିଜୟ ହାସଲ କରି ଦିଲ୍ଲୀ କ୍ୟାପିଟାଲ୍ସ ପଂଏଟ ସହ ସମକକ୍ଷ ହୋଇପାରିବ । ତେବେ ସ୍ପିନ ବୋଲରଙ୍କୁ…