Latest Odisha News

BREAKING NEWS

Browsing Category

ଫିଚର

ମହାମାରୀ କରୋନା ନେଲା ଆଉ ୧୫ ଜୀବନ, ଖୋର୍ଦ୍ଧାରୁ ୫ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର: ଥମୁନି ସଂକ୍ରମଣ କି କମୁନି କରୋନା ମୃତ୍ୟୁ । ରାଜ୍ୟରେ କରୋନା ସଂକ୍ରମଣ ମାମଲା ଭଳି ମୃତ୍ୟୁସଂଖ୍ୟାରେ ବ୍ରେକ୍ ଲାଗୁନି । ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୧୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମହାମାରୀରେ ଖୋର୍ଦ୍ଧାରୁ ୫ ଜଣଙ୍କ ଜୀବନ ଯାଇଥିବା ବେଳେ ରାୟଗଡ଼ାରୁ ୩,…

୨୭ ବର୍ଷ ପରେ ଅଲଗା ହେଲେ ବିଲ୍ ଗେଟ୍ସ ଓ ମେଲିଣ୍ଡା

ନୂଆଦିଲ୍ଲୀ: ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ୍ ଗେଟ୍ସ ଓ ତାଙ୍କ ପତ୍ନୀ ମେଲିଣ୍ଡା ବିବାହ ବିଚ୍ଛେଦ ପାଇଁ ନିଷ୍ପତ୍ତି ନେଇଛନ୍ତି । ବିବାହର ୨୭ ବର୍ଷ ପରେ ଛାଡ଼ପତ୍ର ଦେଇଛନ୍ତି ଉଭୟ । ଏନେଇ ବିଲ୍ ଗେଟ୍ସ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ବିଲ୍ ଗେଟ୍ସ ଲେଖିଛନ୍ତି, ଅନେକ ଆଲୋଚନା ଓ…

ରାଜ୍ୟରୁ ଆଉ ୮ ହଜାର ୨୧୬ ପଜିଟିଭ୍, ୧୨ ଜିଲ୍ଲାରେ ୩ ଶହ ଉପରେ ଦୈନିକ ମାମଲା

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ମାମଲା କମିବାର ନାଁ ନେଉନି । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଆଉ ୮ ହଜାର ୨୧୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୭୧ଟି ମାମଲା ଚିହ୍ନଟ ହୋଇଛି । ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଉଥିବା ବେଳେ ୧୨ ଜିଲ୍ଲାରେ ଦୈନିକ…

ମେ’ ୫ରେ ଶପଥ ନେବେ ମମତା ବାନାର୍ଜୀ

କୋଲକାତା : ଆସନ୍ତା ମେ’ ୫ ତାରିଖରେ ତୃତୀୟ ଥର ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ । ଏନେଇ ସୂଚନା ଦେଇଛନ୍ତି ଟିଏମସି ନେତା ପାର୍ଥ ଚାଟାର୍ଜୀ । ପାର୍ଥ ଚାଟାର୍ଜୀ କହିଛନ୍ତି, ମମତା ବାନାର୍ଜୀଙ୍କ ଶପଥ ଗ୍ରହଣ ପରେ ପ୍ରୋଟେମ୍ ସ୍ପିକର ଭାବେ…

ଦୋକାନରେ ଗହଳି ନ‌କରିବାକୁ ଅପିଲ କଲେ ଏସଆରସି

ଭୁବନେଶ୍ୱର: ଓଡିଶା ସରକାର ସାରା ରାଜ୍ୟରେ ଆସନ୍ତା ୫ରୁ ୧୯ ତାରିଖ ଯାଏଁ ଲକଡାଉନ ଘୋଷଣା କରିଛନ୍ତି। ଏଭଳି ସମୟରେ ଭୟଭୀତ ନହୋଇ ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ସ୍ବତନ୍ତ୍ର ରିଲିଫ କମିଶନର ଅପିଲ କରିଛନ୍ତି। ଏପରିକି ସହରରେ ଥିବା ଦୋକାନ ବଜାରରେ ଭିଡ଼ ନକରିବାକୁ ସେ ଜନସାଧାରଣଙ୍କୁ…

ଭୁବନେଶ୍ବରରୁ ଚିହ୍ନଟ ହେଲେ ଆଉ ୮୨୩ କରୋନା ଆକ୍ରାନ୍ତ

ଭୁବନେଶ୍ବର : ଆଜି ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ଆଉ ୮୨୩ କରୋନା ପଜିଟିଭ୍ । କ୍ବାରେଣ୍ଟାଇନରୁ ୧୫୦ ଜଣ ଥିବା ବେଳେ, ୬୭୩ ଜଣ ଲୋକାଲ୍‌ କେସ୍‌ । ସେହିପରି ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୭୦୯ ଜଣ ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ଭୁବନେଶ୍ୱର ମହାନଗର…

ଲକଡାଉନକୁ ନେଇ କ’ଣ କହିଲେ କମିଶନରେଟ ପୋଲିସ, ଜାଣନ୍ତୁ…

ଭୁବନେଶ୍ୱର: ଆସନ୍ତା ବୁଧବାର ଠାରୁ ଓଡ଼ିଶାରେ ଲକଡାଉନ ଆରମ୍ଭ ହେବାକୁ ଥିବାବେଳେ ଦୋକାନ ଆଗରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ଯାହାକୁ ଦୃଷ୍ଟିରେ ରଖି ଦୋକାନ ଆଗରେ ଅଯଥା ଗହଳି ନକରିବାକୁ ଅପିଲ କରିଛି କମିଶନରେଟ ପୋଲିସ। ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ଯେ ଲକଡାଉନ୍…

ତାତିରୁ ମିଳିଲା ଆଶ୍ବସ୍ତି, ୪୦ ଡିଗ୍ରୀ ତଳେ ରାଜ୍ୟର ସବୁ ସହର

ଭୁବନେଶ୍ବର : ତାତିରୁ ମିଳିଛି ସାମାନ୍ୟ ଆଶ୍ବସ୍ତି । ଆଜି ସାରା ରାଜ୍ୟରେ ପାରଦ ସାମାନ୍ୟ ତଳକୁ ଖସିଛି । ୪୦ ଡିଗ୍ରୀ ତଳେ ରହିଛି ରାଜ୍ୟର ସବୁ ସହରର ତାପମାତ୍ର । ଏନେଇ ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ । ଆଜି ବାଲେଶ୍ବରରେ ତାପମାତ୍ରା ୩୫ ଡିଗ୍ରୀ ଥିବା ବେଳେ,…

ରାଜ୍ୟରୁ ସୁସ୍ଥ ହେଲେ ଆଉ ୬୪୮୮ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ମହାମାରୀ କରୋନା ଆକ୍ରାନ୍ତ ସଂଖ୍ୟା ବଢୁଥିବା ବେଳେ ଆଜି ସୁସ୍ଥ ହୋଇଛନ୍ତି ଆଉ ୬୪୮୮ ସଂକ୍ରମିତ । ଏମାନେ ସୁସ୍ଥ ହେବା ପରେ ସମସ୍ତଙ୍କୁ ହସପିଟାଲରୁ ଡିସଚାର୍ଜ କରାଯାଇଛି । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ଆଜି ଖୋର୍ଦ୍ଧାରୁ…

ସ୍ଥଗିତ ହେଲା ପିପିଲି ଉପନିର୍ବାଚନ 

ଭୁବନେଶ୍ୱର: ପିପିଲି ଉପନିର୍ବାଚନକୁ ସୋମବାର ଦିନ ସ୍ଥଗିତ କରିଛନ୍ତି ଭାରତୀୟ ନିର୍ବାଚନ କମିଶନର। କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି। ପରବର୍ତ୍ତୀ ସମୟରେ ଉପନିର୍ବାଚନ ନେଇ ଏକ ନୂଆ ବିଜ୍ଞପ୍ତି ଜାରି କରାଯିବ ବୋଲି ସୂଚନା ମିଳିଛି। ଏହି…