Latest Odisha News

BREAKING NEWS

Browsing Category

ଫିଚର

ଟସ୍ ଜିତି ଫିଲ୍ଡିଂ ନିଷ୍ପତି ନେଲା ରାଜସ୍ଥାନ

ମୁମ୍ବାଇ: ଚଳିତ ଆଇପିଏଲରେ ୨ ଥର ଚାମ୍ପିୟନ କୋଲକାତା ନାଇଟ ରାଇଡର୍ସ ଓ ପ୍ରଥମ ସିଜନର ଚାମ୍ପିୟନ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମୁକାବିଲା ଆରମ୍ଭ ହୋଇଯାଇଛି । ଟସ୍ ଜିତି ରାଜସ୍ଥାନ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଛି । ଏହାର ମାନେ କୋଲକାତା ଆଗ ବ୍ୟାଟିଂ କରିବ । ଚଳିତ ସିଜନରେ…

୪୦ ଉପରେ ରାଜ୍ୟର ୧୨ ସହର, ସବୁଠୁ ଉତ୍ତପ୍ତ ଭୁବନେଶ୍ୱର; ୩ ଦିନ ଯାଏ ବଢିବ ତାତି

ଭୁବନେଶ୍ୱର: ତାତିରୁ ମିଳିବନି ନିସ୍ତାର । ୨ରୁ ୩ ଦିନ ଯାଏ ଆହୁରି ବଢ଼ିବ ପାରଦ । ଆଜି ରାଜ୍ୟର ୧୨ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ୪୨.୧ ଡିଗ୍ରୀ ସେଲସିୟସ୍ ସହ ଭୁବନେଶ୍ୱର ରାଜ୍ୟର ଉତ୍ତପ୍ତ ସହର ପାଲଟିଛି । ଆଗାମୀ ୨ରୁ ୩ ଦିନ ଯାଏ ଦିନବେଳାର ତାପମାତ୍ରା ୨ରୁ ୩ ଡିଗ୍ରୀ…

ଦର୍ପଣ, ଘୋଡା ନାଲ ଓ ଘଂଟିର ଉଚିତ ବ୍ୟବହାର ଜାଣନ୍ତୁ

ପୁରୀ: ଦର୍ପଣ, ଘୋଡା ନାଲ ଓ ଘଂଟିର ଉପଯୁକ୍ତ ବ୍ୟବହାର କରି ଜାଣିଲେ ନିଶ୍ଚିତ ଭାବେ ସକାରାତ୍ମକ ପରିବର୍ତନ ଆସିବ । ଦର୍ପଣ ଆମେ ପ୍ରାୟତଃ ଶରୀର ଓ ମୁହଁ ଦେଖିବା ପାଇଁ ବ୍ୟବହାର କରିଥାଉ । ଯଦି ଘର ନିକଟରେ କୌଣସି ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହେଉଛି ତାହାହେଲେ ମୂଖ୍ୟ ଦ୍ୱାର କବାଟ ଉପରେ…

ସେରମ କହିଲା ଆମ ଟିକା ସବୁଠୁ ଶସ୍ତା

ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ ଜଟିଳ ହେବାରେ ଲାଗିଛି କରୋନା ସଂକ୍ରମଣ । ଆକ୍ରାନ୍ତ ସଂଖ୍ୟା ବଢ଼ିବା ସହ ମୃତ୍ୟୁ ସଂଖ୍ୟା ବି ବଢ଼ଇବାରେ ଲାଗିଛି । ଏପଟେ ଏହାକୁ ମୁକାବିଲା ପାଇଁ ସାରା ଦେଶରେ ଜାରି ରହିଛି ଟିକାକରଣ ପ୍ରକ୍ରିୟା । ତେବେ ଟିକାର ଦାମକୁ ନେଇ ଯେଉଁ ଦ୍ବନ୍ଦ୍ବ ଦେଖାଦେଇଛି,…

ମେ’ ୧ରୁ ତୃତୀୟ ପର୍ଯ୍ୟାୟ ଟିକାକରଣ, ରାଜ୍ୟ ପାଇଁ ଗାଇଡଲାଇନ୍ ଜାରି କଲା କେନ୍ଦ୍ର

ନୂଆଦିଲ୍ଲୀ: ଦେଶରେ ବଢ଼ୁଥିବା କରୋନା ସଂକ୍ରମଣ ମାମଲା ଭିତରେ ମେ ପହିଲାରୁ ତୃତୀୟ ପର୍ଯ୍ୟାୟ କୋଭିଡ୍ ଟିକାକରଣ ଆରମ୍ଭ ହେବ । ମେ’ ୧ରୁ ୧୮ ବର୍ଷରୁ ଅଧିକ ବୟସ୍କ ସମସ୍ତେ ଭ୍ୟାକ୍ସିନ୍ ନେଇପାରିବେ । ଟିକାକରଣର ନୂଆ ରଣନୀତି ନେଇ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ପାଇଁ ଗାଇଡଲାଇନ୍ ଜାରି…

ଏବେ ବି ରହସ୍ୟ ହୋଇ ରହିଛି ଲଦାଖର ଫୁଗତାଲ ମଠ

ଲଦାଖ: ଅତୁଲ୍ୟ ଓ ଅମୂଲ୍ୟ ଭାରତରେ ଅନେକ ରହସ୍ୟ ରହିଛି । ସାରା ବିଶ୍ୱ ଏହି ରହସ୍ୟ ଉଜାଗର ପାଇଁ ଉଦ୍ୟମ କରି ବିଫଳ ହୋଇଛି । ଧର୍ମ ସହ ସତ୍ୟତା ହେଉ କିମ୍ବା ପୁରାତନ କାଳର କଳାକୃତି ଓ ବିଜ୍ଞାନ ଏବେ ବି ସମସ୍ତଙ୍କୁ ଚକିତ କରୁଛି । ଏହି ଧାରାରେ ଯୋଡି ହୋଇଛି ଲଦାଖର ଫୁଗତାଲ ମଠ । ଦୂରରେ ଏହା…

ଅକ୍ସିଜେନ୍ ଉପରୁ ଶୁଳ୍କ ଛାଡ଼ କଲା କେନ୍ଦ୍ର

ନୂଆଦିଲ୍ଲୀ : ମହାମାରୀ କରୋନାକୁ ନେଇ ସାରା ଦେଶରେ ଆତଙ୍କ । କିନ୍ତୁ ଏହି ଆତଙ୍କକୁ ଆହୁଟି ଟପିଯାଇଛି ଅକ୍ସିଜେନ୍ ସମସ୍ୟା । ଅକ୍ସିଜେନ୍ ଅଭାବକୁ ନେଇ ବିଭିନ୍ନ ହସପିଟାଲରେ ଅନେକ ରୋଗୀଙ୍କ ମୃତ୍ୟୁ ହେଲେଣି । ଏଭଳି ସ୍ଥିତିରେ ସ୍ବାସ୍ଥ୍ୟ ସେବାରେ ଉନ୍ନତି ଆଣିବା ପାଇଁ କେନ୍ଦ୍ର ସରକାର…

ରଜରେ ଆସୁଛି “ଚକ୍ଷୁବନ୍ଧନ”

ଭୁବନେଶ୍ୱର: ସାରା ଦେଶ ସମେତ ଓଡିଶା ବି କରୋନା ସହ ଲଢୁଛି । ତଥାପି ଫିଲ୍ମ ରିଲିଜ୍ କରିବାକୁ ଅଣ୍ଟା ଭିଡିଛି ଓଲିଉଡ । ଆସନ୍ତା ଦିନରେ ପ୍ରେମ, ପ୍ରତାରଣା, ରହସ୍ୟ ଓ ରୋମାଂଚକର ମୌଳିକ କାହାଣୀକୁ ନେଇ ଏକ ଫିଲ୍ମ ରିଲିଜ୍ ହେବାକୁ ଯାଉଛି । ଯାହାର ଟାଇଟଲ ରହିଛି “ଚକ୍ଷୁବନ୍ଧନ” । ଅନିଶ୍…

ଅନୁଗୁଳର ଏହି ଅଂଚଳ କଣ୍ଟେନେମେଣ୍ଟ ଜୋନ୍ ଘୋଷିତ

ଅନୁଗୁଳ: ଜିଲ୍ଲାରେ ପ୍ରଥମ କଣ୍ଟେନମେଣ୍ଟ ଜୋନ ଘୋଷଣା କଲା ତାଳଚେର ପୌରପାଳିକା । ଦୁଇଦିନରେ ୩୦ରୁ ଅଧିକ ସଂକ୍ରମିତଙ୍କ ଚିହ୍ନଟ ପରେ ୧୩ ନମ୍ବର ୱାର୍ଡକୁ ନିଷିଦ୍ଧାଂଚଳ ଘୋଷଣା କରାଯାଇଛି । ଅନ୍ୟପଟେ ତାଳଚେର ପୌରାଂଚଳରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । କେବଳ ପୌରାଂଚଳରୁ ହିଁ…

ଟ୍ରେନ ଅଟକାଇଲେ ମାଓବାଦୀ, ମାରିଲେ ଓ ବାଣ୍ଟିଲେ ପୋଷ୍ଟର !

ମାଲକାନଗିରି: ଅପରେସନ୍ ପ୍ରହାରକୁ ନକ୍ସଲଙ୍କ ବିରୋଧ । ଗତକାଲି ମାଲକାନଗିରି ଛତିଶଗଡ ସୀମାନ୍ତ ଦାନ୍ତେଓଦ୍ୱାଡା ଜିଲ୍ଲାରେ ଏକ ପାସେଂଜର ଟ୍ରେନକୁ ଅଟକାଇଥିଲେ । ସୂଚନା ମୁତାବକ ବାଚେଲି ଓ ଭାନସି ମଝିରେ ଥିବା ଜଙ୍ଗଲି ରାସ୍ତାରେ ଶତାଧିକ ମାଓବାଦୀ ଟ୍ରେନକୁ ଅଟକାଇବା ପରେ ଯାତ୍ରୀମାନ ଭୟଭୀତ…