Latest Odisha News

BREAKING NEWS

Browsing Category

ଫିଚର

ମେଡିସିନ ଦୋକାନରେ ଗୁଟଖା ଓ ସିଗାରେଟ୍, ମାଲିକ ସହ ୩ ଅଟକ

ଭଦ୍ରକ : ଭଦ୍ରକରେ ଅଜବ ଦୃଶ୍ୟ । ମେଡିସିନ ଦୋକାନରେ ବିକ୍ରି ହେଉଛି ଗୁଟଖା ଓ ସିଗାରେଟ୍ । ଖବର ପାଇ ପୋଲିସ ଓ ପ୍ରଶାସନର ମିଳିତ ଚଢ଼ାଉ ପରେ ଦୋକାନରୁ ଜବତ ହୋଇଛି ଗୁଟଖା ଓ ସିଗାରେଟ୍ । ମେଡ଼ିସିନ ଦୋକାନର ମାଲିକ ଓ କର୍ମଚାରୀଙ୍କ ସହ ସହ ୩ ଜଣଙ୍କୁ ଅଟକ ରଖିଛି ଭଦ୍ରକ ଟାଉନ ପୋଲିସ ।…

ପଶ୍ଚିମବଙ୍ଗ ଫେରନ୍ତାଙ୍କ କ୍ୱାରେଣ୍ଟାଇନ୍ ନିୟମରେ ସାମାନ୍ୟ କୋହଳ

ଭୁବନେଶ୍ୱର: ପଶ୍ଚିମବଙ୍ଗରେ ଚିହ୍ନଟ କରୋନାର ତ୍ରିପଲ୍ ମ୍ୟୁଟାଣ୍ଟ ରାଜ୍ୟର ଚିନ୍ତା ବଢ଼ାଇଛି । ଡବଲ୍ ମ୍ୟୁଟାଣ୍ଟ ଠାରୁ ତ୍ରିପଲ୍ ମ୍ୟୁଟାଣ୍ଟ ବେଶ୍ ବିପଜ୍ଜନକ ବୋଲି କୁହାଯାଇଛି । ଏହାକୁ ନେଇ ଗତ ୨୨ ତାରିଖରେ ପଶ୍ଚିମବଙ୍ଗରୁ ଫେରୁଥିବା ସମସ୍ତଙ୍କୁ ୧୪ ଦିନ ଲାଗି କ୍ୱାରେଣ୍ଟାଇନରେ ରଖିବାକୁ…

ସବୁ ମୁଖ୍ୟମନ୍ତ୍ରୀଙ୍କୁ ଅକ୍ସିଜେନ୍ ମାଗିଲେ କେଜରିଓ୍ବାଲ

ନୂଆଦିଲ୍ଲୀ : ମହାମାରୀ କରୋନାକୁ ନେଇ ରାଜଧାନୀରେ ଦିଲ୍ଲୀରେ ସାଂଘାତିକ ହେଲାଣି ସ୍ଥିତି । ଆକ୍ରାନ୍ତ ସଂଖ୍ୟା ବଢୁଥିବା ବେଳେ ଚିକିତ୍ସାରେ ବାଧକ ସାଜିଛି ଅକ୍ସିଜେନ୍ ଅଭାବ । ଫଳରେ ଅକ୍ସିଜେନ ଅଭାବରୁ ଅନେକ ରୋଗୀ ପ୍ରାଣ ହରାଇଲେଣି । ହସପିଟାଲରେ ଅକ୍ସିଜେନର ଅଭାବ ଦେଖା ଦେଇଥିବା ବେଳେ,…

କରନ ଜୋହର ସହ ଫିଲ୍ମ କରିବାକୁ ମନା କଲା ଲାଇକା ପ୍ରଡକ୍ସନ !

ମୁମ୍ବାଇ: ବଲିଉଡର ପ୍ରତିଷ୍ଠିତ ଧର୍ମା ପ୍ରଡକ୍ସନ ଏବେ ଅସୁବିଧାରେ ବାରମ୍ବାର ପଡୁଛି । ସୁଶାନ୍ତ ସିଂ ରାଜପୁତଙ୍କ କେସ ଏବଂ ଦୋସ୍ତାନା୨ରେ କାର୍ତିକ ଆର୍ଯ୍ୟନଙ୍କୁ ବାହର କରିବା ପରେ ଏହାର ମୂଖ୍ୟ କରନ ଜୋହରଙ୍କୁ ବିଭିନ୍ନ ମହଲରେ ବିରୋଧର ସମ୍ମୁଖୀନ ହେବାକୁ ପଡୁଛି । ପ୍ରଶଂସକଙ୍କ ବିଶ୍ୱାସ…

ଭୁବନେଶ୍ବରରୁ ୭୪୫ ପଜିଟିଭ୍ ଚିହ୍ନଟ, ୩୯୯ ସୁସ୍ଥ

ଭୁବନେଶ୍ବର : ରାଜ୍ୟରେ ଏବେ ଉପରମୁହାଁ କରୋନା ସଂକ୍ରମଣ । ଆକ୍ରାନ୍ତ ବଢୁଥିବା ବେଳେ ଏବେ ପ୍ରଶାସନର ଚିନ୍ତା ବି ବଢ଼ିଲାଣି । ଏହି କ୍ରମରେ ଆଜି ରାଜଧାନୀ ଭୁବନେଶ୍ବରରୁ ଚିହ୍ନଟ ହୋଇଛନ୍ତି ୭୪୫ ଜଣ ପଜିଟିଭ୍ । କ୍ବାରେଣ୍ଟାଇନରୁ ୧୪୭ ଜଣ ଥିବା ବେଳେ, ଲୋକାଲ କେସ୍ ରହିଛି ୫୯୮ । ତେବେ ଆଜି…

ମଦ ମିଳିଲାନି ବୋଲି ପିଇଦେଲେ ସାନିଟାଇଜର, ୭ ଶ୍ରମିକ ମୃତ

ମୁମ୍ବାଇ: ମହାରାଷ୍ଟ୍ରର ୟବତମାଳର ୱାନିରେ ୭ ଜଣ ଶ୍ରମିକଙ୍କ ମୃତ୍ୟୁ ସାନିଟାଇଜର ପିଇବାରୁ ହୋଇଛି । ସୂଚନା ଅନୁସାରେ ମହାରାଷ୍ଟ୍ରରେ ଲକଡାଉନ୍ ପାଇଁ ମଦ ଦୋକାନ ବନ୍ଦ ରହିଛି । ଫଳରେ ଏମାନଙ୍କୁ ମଦ ମିଳିନଥିଲା । ମଦ ନମିଳିବାରୁ ସାନିଟାଇଜର ପିଇ ଦେଇଥିଲେ । ପୋଲିସ ସୂଚନା ଅନୁସାରେ,…

୩୩ ବର୍ଷରେ ଆରପାରିକୁ ଚାଲିଗଲେ କ୍ରିକେଟର ଅଶ୍ୱିନ ଯାଦବ

ହାଇଦ୍ରାବାଦ: ହାଇଦ୍ରାବାଦର ପୂର୍ବତନ ପେସ ବୋଲର ଅଶ୍ୱିନ ଯାଦବଙ୍କ ଆଜି ପରଲୋକ ହୋଇଯାଇଛି । ୩୩ ବର୍ଷୀୟ ଏହି ଯୁବ କ୍ରିକେଟର ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ହଠାତ୍ ହୃଦଘାତ ଯୋଗୁ ଆରପାରିକୁ ଚାଲି ଯାଇଛନ୍ତି । ମୃତ୍ୟୁ ବେଳକୁ ତାଙ୍କ ନିକଟରେ ପତ୍ନୀ ଓ ୩ ପୁଅ ଉପସ୍ଥିତ ଥିଲେ । ୨୦୦୭ରେ…

ଗଞ୍ଜାମ ଜିଲ୍ଲାପାଳଙ୍କ କୋଭିଡ ହସପିଟାଲ ପରିଦର୍ଶନ

ଗଞ୍ଜାମ : ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି କରୋନା ସଂକ୍ରମଣ । ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ପଦକ୍ଷେପ ନେଲାଣି ପ୍ରଶାସନ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗଞ୍ଜାମରେ କୋଭିଡ ହସପିଟାଲ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ । ପିପିଇ କିଟ୍ ପିନ୍ଧି ଏମକେସିଜି…

ଉତ୍ତପ୍ରଦେଶରେ କରୋନାର ଭୟଙ୍କର ଚିତ୍ର, ୨୪ ଘଣ୍ଟାରେ ୨୨୩ ମୃତ, ୩୮୦୫୫ ସଂକ୍ରମିତ

ଉତ୍ତରପ୍ରଦେଶ : ମହାମାରୀ କରୋନାକୁ ନେଇ ସାରା ଦେଶରେ ଭୟ ଓ ଆତଙ୍କ । ପ୍ରତିଦିନ ସଂକଅମଣ ସଂଖ୍ୟା ଉପରମୁହାଁ ଥିବା ବେଳେ, ଜୀବନ ବି ନେଇ ଚାଲିଛି କିଲର ଭାଇରସ୍ । ମହାରାଷ୍ଟ୍ର ଓ ଦିଲ୍ଲୀରେ ସ୍ଥିତି ବିଗୁଡୁଥିବା ବେଳେ, ଏବେ ଉତ୍ତରପ୍ରଦେଶରେ କରୋନାର ଭୟଙ୍କର ରୂପ ଦେଖିବାକୁ ମିଳିଛି । ଗତ…

ଦ୍ୱିତୀୟ ଡୋଜ୍ ଟିକା ନେବା ପରେ ଜୁଏଲ ଓରାମଙ୍କୁ କରୋନା

ଭୁବନେଶ୍ୱର: ଜୁଏଲ୍ ଓରାମଙ୍କୁ କରୋନା । ସୁନ୍ଦରଗଡ଼ ସାଂସଦ ଜୁଏଲ୍ ଓରାମ କରୋନା ସଂକ୍ରମିତ ହୋଇଛନ୍ତି । ଏନେଇ ଟ୍ୱିଟ୍ କରି ନିଜେ ସୂଚନା ଦେଇଛନ୍ତି ସାଂସଦ । ଏଥିସହ ବିଗତ କିଛିଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ କରୋନା ଟେଷ୍ଟ କରାଇ ନେବା ଲାଗି ସେ ପରାମର୍ଶ ଦେଇଛନ୍ତି ।…