Latest Odisha News

BREAKING NEWS

Browsing Category

ଫିଚର

ସପ୍ତାହନ୍ତ ସଟଡାଉନରେ ବନ୍ଦ ରହିବ ‘ମୋ ବସ୍’, ରେଲୱେ ଓ ବିମାନବନ୍ଦରରୁ ମିଳିବ ସେବା

ଭୁବନେଶ୍ୱର: ଆସନ୍ତାକାଲି ଶନିବାର ଓ ରବିବାର ୨ ଦିନ ଲାଗି ରାଜ୍ୟ ସରକାର ସପ୍ତାହନ୍ତ ସଟଡାଉନ୍ ଲାଗୁ କରିଛନ୍ତି । ଫଳରେ ଆଜି ରାତିରୁ ନାଇଟ୍ କର୍ଫ୍ୟୁ ସହ କଟକଣା ସୋମବାର ସକାଳ ଯାଏ ବଳବତ୍ତର ରହିବ । ଏହି ସମୟରେ ‘ମୋ ବସ୍’ ସେବା ବନ୍ଦ ରହିବା ନେଇ ସୂଚନା ଦେଇଛନ୍ତି କ୍ରୁଟ୍ କର୍ତ୍ତୃପକ୍ଷ ।…

ଆସନ୍ତୁ ଜାଣିବା କେଉଁଠାରେ ଭକ୍ତ ପ୍ରତି ବିପଦ ଆସିଲେ ଭୈରବ ବାବାଙ୍କ ମୂର୍ତିରୁ ଲୁହ ଝରେ

କାଙ୍ଗଡା: ହିମାଚଳ ପ୍ରଦେଶର କାଙ୍ଗାଡାରେ ଥିବା ବ୍ରଜେଶ୍ୱରୀ ଦେବୀ ମନ୍ଦିର ରହସ୍ୟରେ ଭରପୂର । କିମ୍ବଦନ୍ତୀ ଅନୁସାରେ ଏହି ମନ୍ଦିରକୁ ପାଣ୍ଡବମାନେ ନିର୍ମାଣ କରିଥିଲେ । ୫୧ ଶକ୍ତୀପୀଠରେ ଏହି ମନ୍ଦିର ଗଣତି ହୋଇଥାଏ । ମୋଗଲ ଶାସନ କାଳରେ ଏହି ମନ୍ଦିରକୁ ବାରମ୍ବାର ଲୁଣ୍ଠନ କରାଯାଇଥିଲା ।…

ଲଦାଖର ରହସ୍ୟମୟ ମ୍ୟାଗ୍ନେଟିକ ହିଲ

ଲଦାଖ: ଜମ୍ମୁ-କଶ୍ମୀରର ଲଦାଖ ଏବହ ଲେହ ଅଂଚଳ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରପୂର । ଏହି ଅଂଚଳରେ ଥିବା କରାମତି ପାହଡ ଶୃଙ୍କଳରେରେ ଏପରି ଏକ ସ୍ଥାନ ଅଛି ଯାହାକୁ ମ୍ୟାଗ୍ନେଟିକ ହିଲ କୁହାଯାଏ । ଏହି ଅଂଚଳରେ ତୀବ୍ର ଚୁମ୍ବକୀୟ କ୍ଷେତ୍ରର ଅନୂଭୁତି ପରିଲକ୍ଷିତ ହୁଏ । ଗଡାଣିଆ ସ୍ଥାନରେ ପ୍ରାୟତଃ…

ଓଡ଼ିଶାକୁ ଜଳପଥରେ ପ୍ରବାସୀଙ୍କ ପ୍ରବେଶ ଉପରେ ତୀକ୍ଷଣ ନଜର

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅନ୍ୟ ରାଜ୍ୟରୁ ଫେରନ୍ତାଙ୍କ ଉପରେ ତୀକ୍ଷଣ ନଜର ରଖିଛନ୍ତି ସରକାର । ଏଣିକି ଜଳପଥ ଦେଇ ଅନ୍ୟ ରାଜ୍ୟରୁ ଓଡ଼ିଶାରେ କେହି ପ୍ରବେଶ କରି ପାରିବେ ନାହିଁ । ଏଥିପାଇଁ ସୁରକ୍ଷା ବ୍ୟବସ୍ଥା ଓ କଟକଣାକୁ କଡ଼ାକଡ଼ି କରିଛି ସମୁଦ୍ର ତଟ ସୁରକ୍ଷା ବଳ ।…

ସପ୍ତାହାନ୍ତ ସଟଡାଉନରେ ଘଣ୍ଟାଏ ଏହି କାମ ପାଇଁ କଟକଣା କୋହଳ

ଭୁବନେଶ୍ୱର: କାଲିଠୁ ରାଜ୍ୟର ସବୁ ସହରାଞ୍ଚଳ ଦୁଇ ଦିନିଆ ସଟଡାଉନ୍ ରହିବ । ଶନିବାର ସକାଳୁ ସୋମବାର ସକାଳ ଯାଏ ବଳବତ୍ତର ରହିବ କଟକଣା । ତେବେ ଏହି ସମୟରେ ଘଣ୍ଟାଏ କଟକଣା କୋହଳ କରାଯିବ । ଏନେଇ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ଶନିବାର ଓ ରବିବାର ସକାଳେ ସକାଳ ୫ଟାରୁ ୬ଟା…

ବାଇକକୁ ପଛରୁ ଧକ୍କା ଦେଲା ଟ୍ରକ, ଦୁର୍ଘଟଣାରେ ୨ ମହିଳା ମୃତ

ବାରିପଦା: ବାଇକକୁ ପଛରୁ ଧକ୍କା ଦେଲା ବାଲି ବୋଝେଇ ମିନି ଟ୍ରକ । ଦୁର୍ଘଟଣାରେ ଦୁଇ ଜଣ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ବାଇକ୍ ଆରୋହୀ ଗୁରୁତର ହୋଇଛନ୍ତି । ବାରିପଦା ସହର ଦେଇ ଯାଇଥିବା ୧୮ନମ୍ବର ଜାତୀୟ ରାଜପଥରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ମୋଟର ସାଇକେଲରେ ୩ ଜଣ ଯାଉଥିବା…

ଦିଲ୍ଲୀ କ୍ୟାପିଟାଲ୍ସ ଫ୍ୟାନଙ୍କ ପାଇଁ ଖୁସି ଖବର: କରୋନାରୁ ସୁସ୍ଥ ହେଲେ ଅକ୍ଷର ପଟେଲ୍

ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାପିଟାଲ୍ସ ଫ୍ୟାନଙ୍କ ପାଇଁ ଖୁସି ଖବର । ଖୁବଶୀଘ୍ର ଟିମକୁ ଫେରୁଛନ୍ତି ଯୁବ ଅଲରାଉଣ୍ଡର ଅକ୍ଷର ପଟେଲ । କରୋନାରୁ ସୁସ୍ଥ ହୋଇ ସେ ଦଳକୁ ଫେରୁଛନ୍ତି । ତାଙ୍କର କୋଭିଡ୍ ରିପୋର୍ଟ ନେଗେଟିଭ୍ ଆସିଛି । ଗତ ଏପ୍ରିଲ ୩ ତାରିଖରେ ସେ କରୋନା ସଂକ୍ରମିତ ହୋଇଥିବା ଜଣା…

ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ଟ୍ରିପଲ ମ୍ୟୁଟାଣ୍ଟ ଷ୍ଟ୍ରେନ୍ ଚିହ୍ନଟ ହୋଇନାହିଁ

ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଟ୍ରିପଲ୍ ମ୍ୟୁଟାଣ୍ଟ ଚିହ୍ନଟ ହୋଇ ନାହିଁ । ପଶ୍ଚିମବଙ୍ଗ, ଦିଲ୍ଲୀ, ଛତିଶଗଡ଼ରେ ଚିହ୍ନଟ ହୋଇଛି । ଏହି ନୂଆ ଭୂତାଣୁ ଶୀଘ୍ର ବ୍ୟାପୁଛି । ଏହି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ । ସେ କହିଛନ୍ତି, ଏହି ନୂଆ…

ଭାରତରୁ ବିମାନସେବା ଉପରେ ରୋକ ଲଗାଇଲା କାନାଡ଼ା

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବଢୁଥିବାରୁ ଗୋଟିଏ ପରେ ଗୋଟିଏ ଦେଶ ବିମାନ ସେବା ଉପରେ ପ୍ରତିବନ୍ଧକ ଜାରି କରୁଛନ୍ତି । ଏବେ କାନାଡ଼ା ସରକାର ଭାରତରୁ ଆସୁଥିବା ବିମାନ ଉପରେ ନିଷେଧାଦେଶ ଜାରି କରିଛନ୍ତି । ଆସନ୍ତା ୩୦ ଦିନ ଯାଏ କଟକଣା ବଳବତ୍ତର ରହିବ । ଭାରତରେ କରୋନା ସ୍ଥିତି…

ଅକ୍ସିଜେନ୍ ଅଭାବର ଭୟଙ୍କର ଚିତ୍ର: ଦିଲ୍ଲୀ ଗଙ୍ଗାରାମ ହସ୍ପିଟାଲରେ ୨୪ ଘଣ୍ଟାରେ ୨୫ ରୋଗୀ ମୃତ, ସଙ୍କଟରେ ୬୦ ଜୀବନ

ନୂଆଦିଲ୍ଲୀ: ଦେଶର ରାଜଧାନୀରେ କରୋନା ସ୍ଥିତି ଉଦବେଗଜନକ ରହିଛି । ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ଅକ୍ସିଜେନ୍ ଅଭାବ କରୋନା ମୁକାବିଲାରେ ବଡ଼ ବାଧକ ସାଜିଛି । ମୁକାବିଲା ଭିତରେ ଦିଲ୍ଲୀ ସାର ଗଙ୍ଗାରାମ ହସ୍ପିଟାଲରୁ ଏକ ଦୁଃଖଦ ଓ ଭୟାନକ ଘଟଣା ସାମନାକୁ ଆସିଛି ।। ଗତ ୨୪ ଘଣ୍ଟାରେ…