Latest Odisha News

BREAKING NEWS

Browsing Category

ଫିଚର

ଘରେ ଲାଗିଲା ନିଆଁ, ଯୁବତୀ ଜୀବନ୍ତ ଦଗ୍ଧ

ମୟୂରଭଞ୍ଜ : ମୟୂରଭଞ୍ଜ ବଡ଼ସାହି ଥାନା ବଳଭଦ୍ରପୁର ଗାଁରେ ଅଭାବନୀୟ ଘଟଣା । ଅଗ୍ନିକାଣ୍ଡରେ ଘର ସଂପୂର୍ଣ୍ଣ ଭସ୍ମୀଭୂତ ହୋଇଯାଇଥିବା ବେଳେ, ନିଆଁରେ ପୋଡ଼ି ହୋଇ ଯୁବତୀ ଜଣକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ସୂଚନା ଅନୁସାରେ, ନୂଆ ଚାଳ ଘର କାମ ଚାଲୁଥିବା ବେଳେ ହଠାତ କୌଣସି କାରଣରୁ ନିଆଁ…

୫ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ବର : ଦକ୍ଷିଣ ଛତିଶଗଡ଼ ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟ ଘୁର୍ଣ୍ଣିବଳୟ ଦୁର୍ବଳ ହୋଇଛି । ଏନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ପଶ୍ଚିମ ବାୟୁ ପ୍ରବାହ ଯୋଗୁଁ ଏକ ଟ୍ରଫ ଲାଇନ ସୃଷ୍ଟି ହୋଇଉି । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୫ଟି…

ମହାରାଷ୍ଟ୍ରରେ ପୁଣି ଥରେ ହେବ ଲକଡାଉନ !

ମୁମ୍ବାଇ : ମହାରାଷ୍ଟ୍ରରେ ବଢୁଛି କରୋନା ସଂକ୍ରମଣ । ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଦିନକୁ ଦିନ ସ୍ଥିତି ସଙ୍ଗୀନ ରୂପ ନେବାରେ ଲାଗିଲାଣି । ରାଜ୍ୟରେ ସଂକ୍ରମଣକୁ ରୋକିବା ପାଇଁ ଆଉଥରେ ଲକଡାଉନ କରିବାକୁ ପ୍ରସ୍ତୁତ ହେଉଛନ୍ତି ଉଦ୍ଧବ ଠାକରେ ସରକାର । ଆଜି ରାତିରୁ ନାଇଟ୍ କର୍ଫ୍ୟୁ ଲାଗୁ…

ମହାରାଷ୍ଟ୍ରରେ ଚାଣକ୍ୟ ଅମିତ ଶାହ ଗୋଟି ଚଲେଇ ଦେଲେ କି !

ମୁମ୍ବାଇ: ଏନସିପି ମୂଖ୍ୟ ଶରଦ ପାୱାର ଓ ବିଜେପିର ପ୍ରମୁଖ ନେତା ଅମିତ ଶାହଙ୍କ ମଧ୍ୟରେ ରୁଦ୍ଧ ଦ୍ୱାର ବୈଠକ ହୋଇଯାଇଛି । ଆଲୋଚନା କଣ ହୋଇଛି ତାହା ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ବିଜେପି ଉଦ୍ୟମ ଆରମ୍ଭ କରିଦେଇଛି ବୋଲି ଅନୁମାନ କରାଯାଉଛି । ଚାଣକ୍ୟ ଶାହ ଠିକଣା…

ନନ୍ଦନକାନନରେ ଜନ୍ମ ନେଲେ ୩ ଧଳା ବାଘ ଶାବକ

ଭୁବନେଶ୍ୱର: ବନ୍ୟଜନ୍ତୁ ପ୍ରେମୀଙ୍କ ପାଇଁ ଖୁସି ଖବର। ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରବିବାର ଦିନ ଏକ ଧଳା ବାଘୁଣୀ ତିନିଟି ଛୁଆ ଜନ୍ମ ଦେଇଛି। ପ୍ରାଣୀ ଉଦ୍ୟାନ ପକ୍ଷରୁ ମିଳିଥିବା ଅନୁଯାୟୀ, ଧଳା ବାଘୁଣୀ ବିଜୟା ସକାଳେ ଗୋଟିଏ ଛୁଆ ଏବଂ ଅନ୍ୟ ଦୁଇଟିକୁ ଅପରାହ୍ନରେ ଜନ୍ମ ଦେଇଥିଲା।…

୨୩ ହଜାର ଫୁଟ ଉଚ୍ଚରେ ଯୁବକର ପାଗଳାମୀ, ବିମାନର ଏମରଜେନ୍ସି ଡୋର ଖୋଲୁଥିଲେ

ବାରଣାସୀ:ଦିଲ୍ଲୀରୁ ବାରଣାସୀ ଆସୁଥିବା ଏକ ବିମାନରେ ଜଣେ ଯୁବକଙ୍କ ପାଗଳାମୀ ସମସ୍ତ ଯାତ୍ରୀଙ୍କୁ ଭୟଭୀତ କରାଇ ଦେଇଥିଲା । ବିମାନଟି ୨୩୦୦୦ ଫୁଟ ଉପରେ ଉଡୁଥିବା ବେଳେ ଯୁବକଜଣଙ୍କ ଏହାର ଏମରଜେନ୍ସି ଡୋର ଖୋଲିବାକୁ ଉଦ୍ୟମ କରିଥିଲେ । କ୍ରୁ ମେମ୍ବର ଏବଂ ଯାତ୍ରୀମାନଙ୍କ ସହାୟତାରେ ଗୌରବ ନାମକ…

ଗବର, କୁଙ୍ଗଫୁ ପାଣ୍ଡା ଓ ପନ୍ତଙ୍କ ଅର୍ଦ୍ଧଶତକ: ଇଂଲଣ୍ଡ ସମ୍ମୁଖରେ ୩୩୦ ରନର ବିଜୟ ଲକ୍ଷ୍ୟ

ପୁଣେ: ଏଠାରେ ଚାଲିଥିବା ନିର୍ଣ୍ଣାୟକ ତୃତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଇଂଲଣ୍ଡ ସମ୍ମୁଖରେ ଭାରତ ୩୩୦ ରନର ବିଜୟ ଲକ୍ଷ୍ୟ ରଖିଛି । ଟସ୍ ଜିତି ଇଂଲଣ୍ଡ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଶିଖର ଧାୱନ (ଗବର), ଋଷଭ ପନ୍ତ ଓ ହାର୍ଦ୍ଦିକ ପାଣ୍ଡ୍ୟା (କୁଙ୍ଗଫୁ ପାଣ୍ଡା)ଙ୍କ…

ହୋଲି ଖେଳିବା ପୂର୍ବରୁ ଏବଂ ପରେ କେମିତି ନେବେ ଆପଣଙ୍କ କେଶ ଏବଂ ଚର୍ମର ଯତ୍ନ

ରଙ୍ଗର ପର୍ବ ହୋଲି । ପିଲାଠୁ ବଡ ସମସ୍ତେ ଅପେକ୍ଷା କରିଥାନ୍ତି ଏହି ପର୍ବକୁ । କିନ୍ତୁ ଏହାକୁ ପାଳନ ବେଳେ ଆମେ ଭୁଲିଯାଉ ରାସାୟନିକ ରଙ୍ଗ ବ୍ୟବହାର ଦ୍ୱାରା ଆମ କେଶ ଏବଂ ଚର୍ମରେ ଏହା କି କୁପ୍ରଭାବ ପକାଇଥାଏ । ମଜାମସ୍ତି ସହ କିଛିଟା ସତର୍କତା ଅବଲମ୍ବନ କରିବା ଦ୍ୱାରା ଏହାର ପ୍ରଭାବରୁ…

ନବୀନଙ୍କ ହାତରୁ ଟିକେଟ ନେଲେ ରୁଦ୍ର ପ୍ରତାପ ମହାରଥୀ, ସାଙ୍ଗରେ ଥିଲେ ଭଉଣୀ ଓ ଭିଣୋଇ

ଭୁବନେଶ୍ୱର: ଆସନ୍ତା ୩୦ ତାରିଖରେ ପିପିଲି ଉପନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବେ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ । ଆଜି ସେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ହାତରୁ ଦଳୀୟ ଟିକେଟ ଗ୍ରହଣ କରିଛନ୍ତି । ନବୀନ ନିବାସରେ ତାଙ୍କୁ ଟିକେଟ ହସ୍ତାନ୍ତର କରିଥିଲେ ନବୀନ…

ଭୁବନେଶ୍ୱରରେ ଏହି କୋଚିଂ ଇନିଷ୍ଟିଚ୍ୟୁଟରୁ ୨୦ କରୋନା ପଜିଟିଭ୍, ସିଲ୍ କଲା ବିଏମସି

ଭୁବନେଶ୍ୱର: ରାଜଧାନୀରେ ଶିକ୍ଷାନୁଷ୍ଠାନ ପରେ କୋଚିଂ ସେଣ୍ଟରରେ କରୋନା । ଭୁବନଶ୍ୱର ସ୍ଥିତ XIMB ପରେ ମୈତ୍ରୀ ବିହାରରେ ଥିବା ଆଲୋନ୍ କୋଚିଂ ଇନିଷ୍ଟିଚ୍ୟୁଟକୁ ଆଜି ସିଲ୍ କରିଛି ବିଏମସି । ୨୦ ଜଣ କରୋନା ସଂକ୍ରମିତ ଚିହ୍ନଟ ପରେ ସର୍ବସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ପଦକ୍ଷେପ ନେଇଛି…