Latest Odisha News

BREAKING NEWS

Browsing Category

ଫିଚର

ସନ୍ୟାସୀ ସାଜିଲେ ଧୋନି, IPL ପୂର୍ବରୁ ନୂଆ ଅବତାର

ଚେନ୍ନାଇ: ଆଇପିଏଲ୍ ପୂର୍ବରୁ ନିଜ ଫ୍ୟାନଙ୍କୁ ସରପ୍ରାଇଜ୍ ଦେଇଛନ୍ତି ମାହି । ଟିମ୍ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନିଙ୍କ ଏକ ଫଟୋକୁ ନେଇ ଏବେ ସୋସିଆଲ୍ ମିଡିଆରେ ଜୋରଦାର ଚର୍ଚ୍ଚା । ବୌଦ୍ଧ ସନ୍ୟାସୀ ଗେଟଅପରେ ନଜର ଆସିଛନ୍ତି ଧୋନି । ଫଟୋ ଦେଖିବା ପରେ କେହି କେହି…

ଏସସିବି ଆଞ୍ଚଳିକ ସିଟି ସ୍କାନରରେ ଅଗ୍ନିକାଣ୍ଡ

କଟକ: କଟକ ଏସସିବି ମେଡିକାଲ୍ କଲେଜରେ ପୁଣି ଅଗ୍ନକାଣ୍ଡ । ଏସ୍‌ସିବିର ଆଞ୍ଚଳିକ ସିଟି ସ୍କାନରରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ନିଆଁକୁ ଆୟତ୍ତ କରିବାକୁ ଅଗ୍ନିଶମ ବାହିନୀର ଉଦ୍ୟମ ଜାରି…

(ଦେଖନ୍ତୁ ଭିଡିଓ) ନିଆଁରୁ ଶିମିଳିପାଳକୁ ବଞ୍ଚାଇବାକୁ ରମଣଙ୍କ ରାପ୍      

କୋରାପୁଟ: ଜଳୁଛି ଶିମିଳିପାଳ, କାନ୍ଦୁଛନ୍ତି ଗଛଲତା ଓ ଜୀବଜନ୍ତୁ । ସମସ୍ତଙ୍କ ମନରେ ଶିମିଳିପାଳ ଜଙ୍ଗଲରେ ଲାଗିଥିବା ନିଆଁକୁ ନେଇ ଉଦବେଗ୍ ରହିଛି । ଆଉ ଶିମିଳିପାଳକୁ ନେଇ ମନରେ ଥିବା କୋହକୁ ରାପ୍ ସଙ୍ଗୀତରେ ସଜାଇଛନ୍ତି କୋରାପୁଟର ରକି ଆରକେ ଭାବେ ଜଣାଶୁଣା ଥିବା ରମଣ କୁମାର ।…

ଅମ୍ବାନୀଙ୍କ ଘର ପାଖରୁ ବିସ୍ଫୋରକ ଭର୍ତ୍ତି ଏସୟୁଭି ଜବତ ଘଟଣା, ମହାରାଷ୍ଟ୍ର ପୋଲିସର ଏନକାଉଣ୍ଟ ସ୍ପେସାଲିଷ୍ଟ ଅଫିସର…

ମୁମ୍ୱାଇ: ବିଶିଷ୍ଟ ଶିଳ୍ପପତି ତଥା ରିଲାଏନ୍ସ ଗ୍ରୁପ ମୁଖ୍ୟ ମୁକେଶ ଅମ୍ବାନୀଙ୍କ ବାସଭବନ ପାଖରୁ ବିସ୍ଫୋରକ ଭର୍ତ୍ତି ଏସୟୁଭି ଜବତ ଘଟଣାରେ ଏନଆଇଏର କାର୍ଯ୍ୟାନୁଷ୍ଠାନ । ମୁହାରାଷ୍ଟ୍ର ପୋଲିସର ଜଣେ ଅଧିକାରୀଙ୍କୁ ଗିରଫ କରାଯାଇଛି । ମହାରାଷ୍ଟ୍ର ପୋଲିସ ଅଧିକାରୀ ସଚିନ ବାଜେଙ୍କୁ ବାନ୍ଧିଛି…

ଘରେ ନିଆଁ ଲାଗି ମାଆ ଜୀବନ୍ତ ଦଗ୍ଧ, ଝିଅ ଗୁରୁତର

ଭଦ୍ରକ: ଶୋଇଥିବା ବେଳେ ରାତିରେ ଘରେ ଲାଗିଲା ନିଆଁ । ଅଗ୍ନିକାଣ୍ଡରେ ମାଆ ଜୀବନ ଦଗ୍ଧ ହୋଇଛନ୍ତି । ଝିଅ ଗୁରୁତର ଆହତ ହୋଇଛନ୍ତି । ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ବାଣୀତିଆ ପଞ୍ଚାୟତ ମହଲା ସାହିରେ ଘଟିଛି ଏହି ଦୁର୍ଘଟଣା । ଗୁରୁତର ଝିଅକୁ ଉଦ୍ଧାର କରି ଭଦ୍ରକ ମେଡିକାଲରେ ଭର୍ତ୍ତି…

ଶିମିଳିପାଳ ଗଲା ବିଜେପି ଟିମ୍

ଭୁବନେଶ୍ବର : ନିଆଁର ଘେରରେ ରାଜ୍ୟର ଅନେକ ପାହାଡ଼ ଓ ବନାଞ୍ଚଳ । ନିଆଁ ଆୟତ୍ତ ହୋଇ ସାରିଥିବା କଥା ସରକାର କହୁଥିବା ବେଳେ, ବାସ୍ତବ ଚିତ୍ର କିନ୍ତୁ ଭିନ୍ନ । ଜଙ୍ଗଲ ନିଆଁର ସ୍ଥିତି କଣ ରହିଛି ଓ ଏହାର ପ୍ରଭାବରେ କେତେ ପ୍ରଭାବିତ ହୋଇଛନ୍ତି ସ୍ଥାନୀୟ ବାସିନ୍ଦା ଓ ବନ୍ୟଜନ୍ତୁ । ଏହାର ତଥ୍ୟ…

ଆଲିଆନ୍ସ କପ୍ କ୍ରିକେଟ୍, ଉଦଘାଟନୀ ମ୍ୟାଚରେ ସହିଦନଗର ବିଜୟୀ

ଭୁବନେଶ୍ବର : ଆଲିଆନ୍ସ କ୍ରିକେଟ କ୍ଲବ ପକ୍ଷରୁ ଆୟୋଜିତ ହୋଇଛି ସପ୍ତମ ଆଲିଆନ୍ସ କପ୍ । ଟୁର୍ଣ୍ଣାମେଣ୍ଟକୁ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଉଦଘାଟନ କରିଛନ୍ତି । ଉଦଘାଟନୀ ମ୍ୟାଚରେ ବଡ଼ଗଡ଼ ଝରଣା କ୍ରିକେଟ କ୍ଲବକୁ ପରାସ୍ତ କରିଛି ସହିଦନଗର । ଟସ ଜିତି ସହିଦନଗର ପ୍ରଥମେ ଫିଲଡିଂ…

ବାରଣାସୀରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, କାଶୀ ବିଶ୍ବନାଥ ମନ୍ଦିରରେ କଲେ ପୂଜାର୍ଚ୍ଚନା

ଲକ୍ଷ୍ନୌ : ତିନି ଦିନିଆ ବାରଣଶସୀ ଗସ୍ତରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସପରିବାର ସହିତ ବାରଣାସୀରେ ପହଞ୍ଚିବା ରାଷ୍ଟ୍ରପତି କାଶୀ ବିଶ୍ବନାଥ ମନ୍ଦିର ଦର୍ଶନ କରିଛନ୍ତି । ବାବା ବିଶ୍ବନାଥଙ୍କୁ ପୂଜାର୍ଚ୍ଚନା କରିବା ନିର୍ମାଣାଧୀନ ବିଶ୍ବନାଥ କରିଡର ଯାଞ୍ଚ କରିଛନ୍ତି ରାଷ୍ଟ୍ରପତି ରାମନାଥ…

ନିଜ ଜାଲରେ ନିଜେ ଫସିଲେ ମାଓବାଦୀ; ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜଣେ ମୃତ  

ମାଲକାନଗିରି: ମାଲକାନଗିରି ଛତିଶଗଡ ସିମାନ୍ତ ବିଜାପୁର ଜିଲ୍ଲାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି । ଏହି ବିସ୍ଫୋରଣରେ ଜଣେ ହାଡକୋର ନକ୍ସଲ ପ୍ରାଣ ହରାଇଥିବା ଜଣାପଡିଛି। ସୂଚନାନୁସାରେ, ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରି ନକ୍ସଲ ମାନେ ଲେଣ୍ଡମାଇନ…

କରୋନା ଟିକାର ପ୍ରଥମ ଡୋଜ ନେଲେ ରତନ ଟାଟା

ନୂଆଦିଲ୍ଲୀ : ଦେଶରେ ମହାମାରୀ କରୋନାର ସଂକ୍ରମଣ ଜାରି ରହିଛି । ମୁକାବିଲା ପାଇଁ ସରକାର ବି ପ୍ରସ୍ତୁତ । ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଦେଶରେ ଟିକାକରଣ ଜାରି ରହିଥିବା ବେଳେ, ଏବେ କରୋନା ଭ୍ୟାକ୍ସିନର ପ୍ରଥମ ଡୋଜ ନେଇଛନ୍ତି ବିଶିଷ୍ଟ ଶିଳ୍ପପତି ରତନ ଟାଟା । ଏନେଇ ସୂଚନା…