Latest Odisha News

BREAKING NEWS

Browsing Category

ଫିଚର

ୱିଜଡେନ ବାଛିଲା ଶ୍ରେଷ୍ଠ ଟି୨୦ ଏକାଦଶ, ଧୋନୀ ଅଧିନାୟକ

ନୂଆଦିଲ୍ଲୀ: କ୍ରିକେଟର ବାଇବେଲ ଭାବେ ପରିଚିତ ୱିଜଡେନ ମଙ୍ଗଳବାର ସର୍ବକାଳୀନ ଶ୍ରେଷ୍ଠ ଟି୨୦ ଏକାଦଶ ଚୟନ କରିଛି । ଭାରତକୁ ୨ଥର ବିଶ୍ୱକପ ଜିତାଇଥିବା ମହେନ୍ଦ୍ର ସିଂ ଧୋନୀଙ୍କୁ ଦଳର ଅଧିନାୟକ ଭାବେ ଚୟନ କରିଛି । ଅନ୍ୟ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ବିରାଟ କୋହଲିଙ୍କୁ ମଧ୍ୟ ଚୂଡାନ୍ତ…

ସାଇନାଙ୍କ ବାୟୋପିକ ଫିଲ୍ମ ରିଲିଜ ହେବ ଏଇ ତାରିଖରେ

ମୁମ୍ବାଇ: ଭାରତୀୟ ବ୍ୟାଡମିଂଟନ ଷ୍ଟାର ସାଇନା ନେହ୍ୱାଲଙ୍କ ପ୍ରଶଂସକଙ୍କ ପାଇଁ ଭଲ ଖବର । ଅଲିମ୍ପିକ ବ୍ରୋଞ୍ଜ ପଦକ ପଦକ ବିଜେତା ସାଇନାଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ସାଇନା ୨୬ ମାର୍ଚ୍ଚରେ ପରଦାକୁ ଆସିବ । ଏଥିରେ ପରିଣୀତି ଚୋପ୍ରା ବ୍ୟାଡମିଂଟନ ଷ୍ଟାରଙ୍କ ଭୂମିକା କରୁଛନ୍ତି । ଏଥିପାଇଁ…

ଆଣ୍ଟିଜେନ୍ କିଟରେ ତ୍ରୁଟି; ହରିୟାଣା ଓ ଦିଲ୍ଲୀ ଫାର୍ମକୁ OSMCLର ନୋଟିସ

ଭୁବନେଶ୍ୱର: ସମ୍ବଲପୁରର ବୁର୍ଲାସ୍ଥିତ ଭିସୁଟରେ ତ୍ରୁଟିପୂର୍ଣ୍ଣ ଆଣ୍ଟିଜେନ୍ ଟେଷ୍ଟ କିଟ୍ ପ୍ରସଙ୍ଗ ନେଇ ଓଡିଶା ଷ୍ଟେଟ୍ ମେଡିକାଲ୍ କର୍ପୋରେସନ୍ ଲିମିଟେଡ୍ (ଓଏସ୍ଏମସିଏଲ୍) କିଟ୍ ଯୋଗାଉଥିବା ଦୁଇଟି ସଂସ୍ଥାକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି। ଏହି ବିଜ୍ଞପ୍ତିରେ ଓଏସ୍ଏମସିଏଲ୍…

ସହରରେ ୫ ଦିନ, CHCରେ ୩ ଦିନ ଦିଆଯିବ କୋଭିଡ୍ ଟିକା

ଭୁବନେଶ୍ୱର: ରାଜ୍ୟରେ କୋଭିଡ୍ ଟିକାକରଣ ଜାରି ରହିଛି । ଗତକାଲି ସୋମବାର ମୋଟ ୨୧ ହଜାର ୯୧୪ ଜଣଙ୍କୁ କରୋନା ଟିକା ଦିଆଯାଇଛି । ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ସୋମବାର ୬୦ ବର୍ଷରୁ ଅଧିକ ବୟସ୍କ ୧୧ ହଜାର ୨୮୯ ଜଣ ଲୋକଙ୍କୁ କୋଭିଡ୍ ଟିକା ଦିଆଯାଇଛି…

ଇନଷ୍ଟାଗ୍ରାମରେ ପ୍ରଥମ କ୍ରିକେଟର ଭାବେ କୋହଲିଙ୍କ ହେଲେ ୧୦୦ ମିଲିୟନ ଫଲୋଅର୍ସ

ନୂଆଦିଲ୍ଲୀ: ଇନଷ୍ଟାଗ୍ରାମରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ପ୍ରଥମ କ୍ରିକେଟର ଓ ଏସିଆର ପ୍ରଥମ ସେଲିବ୍ରେଟି ଭାବେ କୋହଲିଙ୍କ ଫଲୋଅର୍ସଙ୍କ ସଂଖ୍ୟା ୧୦୦ ମିଲିୟନ ଛୁଇଁଛି । ପୂର୍ବରୁ ପ୍ରିୟଙ୍କା ଚୋପ୍ରାଙ୍କ ୬୦.୮ ଏବଂ ଶ୍ରଦ୍ଧା…

ଭାଇରାଲ୍ ପୋଷ୍ଟମୋର୍ଟମ: ଭାରତକୁ କେମିତି ଆସିଲା ପ୍ରଥମ ବିଶ୍ୱଯୁଦ୍ଧର ସାଇକଲ ?

ଭୁବନେଶ୍ୱର: ବେଶ କିଛି ଦିନ ଧରି ଇଣ୍ଟରନେଟରେ ଏକ ସାଇକଲର ଫଟୋ ଭାଇରାଲ୍ ହୋଇଛି । ଏହି ସାଇକଲରେ ରବର ଟାୟର ବଦଳରେ ଲାଗିଛି ସ୍ପ୍ରିଙ୍ଗର ଚକା । ତା ସହ ପଛରେ ଏକ ରାଇଫଲ ମଧ୍ୟ ଏଥିରେ ଖଂଜା ହୋଇଛି । ଲୋକଙ୍କ ଦାବି ଏହି ସାଇକଲ ଭାରତର ଅନେକ ପୋଲିସ ଥାନାରେ ରଖାଯାଇଛି । ହେଲେ ଏଠି ପ୍ରଶ୍ନ…

୭ କୋଟି ୯୦ ଲକ୍ଷର ନକଲି ନୋଟ୍ ଜବତ, ୩ ଅଟକ

କୋରାପୁଟ: ପୋଲିସକୁ ବଡ଼ ସଫଳତା । ପଟାଙ୍ଗୀ ପୋଲିସ ସୁଙ୍କି ଆଉଟପୋଷ୍ଟ ନିକଟରୁ ୭ କୋଟି ୯୦ ଲକ୍ଷ ଟଙ୍କାର ନକଲି ନୋଟ୍ ଜବତ କରିଛି । ବିପୁଳ ପରିମାଣର ଜାଲ୍ ନୋଟ୍ ନେଇ ଏକ କାରରେ ୩ ଜଣ ଯାଉଥିବା ବେଳେ ପୋଲିସ ସେମାନଙ୍କୁ ଧରିଛି । ଏନେଇ ସୁନାବେଡ଼ା ଏସଡିପିଓ ସୂଚନା ଦେଇଛନ୍ତି । ସୂଚନା…

ସୁନା ବ୍ୟବସାୟୀଙ୍କ ଘରେ କଳାକନା ବୁଲାଇଲା ଭଡ଼ାଟିଆ, ମିଠାରେ ନିଶା ଦେଇ ଲୁଟିନେଲା ୩୭ ଲକ୍ଷ

ମାଲକାନଗିରି: ବ୍ୟବସାୟୀଙ୍କ ଘରେ କଳାକନା ବୁଲାଇଲା ଭଡ଼ାଟିଆ । ମିଠାରେ ନିଶା ଦେଇ ଭଡ଼ାଟିଆ ଜଣଙ୍କ ୩୫ ଲକ୍ଷ ଟଙ୍କାର ଗହଣା ଓ ନଗଦ ୨ ଲକ୍ଷ ଟଙ୍କାର ଲୁଟି ନେଇଛନ୍ତି । ମାଲକାନିଗିର ସହରର ବିବିଗୁଡ଼ାରେ ଏମିତି ଅଭିନବ ଉପାୟରେ ଲୁଟ୍ କରିଛନ୍ତି ଭଡ଼ାଟିଆ ଲୁଟେରା ଜଣଙ୍କ । ସୁନା…

କରୋନା ସଂକ୍ରମଣ ଭୟ; ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ସତର୍କତା ପାଇଁ ନୋଟିସ ଜାରି

ସମ୍ବଲପୁର: ବୀର ସୁରେନ୍ଦ୍ର ସାଇ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି (ଭିସୁଟ)ରେ କରୋନା ପଜିଟିଭ ଚିହ୍ନଟ ପରେ ଚିନ୍ତାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷ। ଏପରିକି ସଂକ୍ରମଣ ଆଶଙ୍କାରେ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ବିଶ୍ୱବିଦ୍ୟାଳୟ ହଷ୍ଟେଲର ମୁଖ୍ୟ ୱାର୍ଡେନ…

ଲିଭ୍-ଇନରେ ସହମତି ସମ୍ପର୍କ ଦୁଷ୍କର୍ମ ନୁହେଁ: ସୁପ୍ରମକୋର୍ଟ

ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି ଲିଭ୍-ଇନରେ ରହିବା ଏବଂ ସହମତିରେ ରଖିଥିବା ସମ୍ପର୍କକୁ ଦୁଷ୍କର୍ମ କୁହାଯିବ ନାହିଁ । ସୋମବାର ସୁପ୍ରିକୋର୍ଟ ଏକ ମାମଲାର ଶୁଣାଣି କର ଏଭଳି କହିଛନ୍ତି । ପୁରୁଷ ଜଣଙ୍କ ମହିଳାଙ୍କୁ ବିବାହ କରିବାକୁ ଦେଇଥିବା କଥା ନ ରଖି ପାରିଲେ ଏହା ଦୁଷ୍କର୍ମ ବିବେଚିତ ହେବ…