Latest Odisha News

BREAKING NEWS

Browsing Category

ଫିଚର

ରାଜ୍ୟରୁ ୨୪ ଘଣ୍ଟାରେ ୫୯ କରୋନା ପଜିଟିଭ୍, ସୁନ୍ଦରଗଡ଼ରୁ ସର୍ବାଧିକ ୯ ନୂଆ ଆକ୍ରନ୍ତ

ଭୁବନେଶ୍ୱର: ଦେଶରେ ଦୈନିକ କରୋନା ସଂକ୍ରମଣ ବଢୁଥିବା ବେଳେ ଓଡ଼ିଶାରେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ଶହେ ଭିତରେ ରହିଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୫୯ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୩୫ ଜଣ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୨୪ଟି ।…

ଜଙ୍ଗଲରେ ନିଆଁ ଲଗାଇଲେ ଗିରଫ, ନିଆଁ ଲଗାଇଥିବା ବ୍ୟକ୍ତିଙ୍କ ବାବଦରେ ସୂଚନା ଦେଲେ ମିଳିବ ପୁରସ୍କାର

ସମ୍ୱଲପୁର: ରାଜ୍ୟରେ ଅଣାୟତ୍ତ ହେଲାଣି ଜଙ୍ଗଲ ନିଆଁ । ଲିଭାଇବା କାମରେ ଲାଗିଛନ୍ତି ବନ ବିଭାଗ ଓ ଅଗ୍ନିଶମ ବାହିନୀ କର୍ମଚାରୀ । ଏଣିକି ଜଙ୍ଗଲରେ ନିଆଁ ଲଗାଇବେ ଗିରଫ ହେବେ । ଏନଇ କଡ଼ା ନିର୍ଦ୍ଦେଶନାମା ଜାରି କରିଛନ୍ତି ସମ୍ୱଲପୁର ଡିଏଫଓ ସଞ୍ଜୀତ କୁମାର । ଜଙ୍ଗଲ ନିଆଁକୁ ଆୟତ୍ତ କରିବା ସହ…

ରେଳ ଧାରଣାରୁ ଯୁବକଙ୍କ ମୃତଦେହ ଠାବ

ଭୁବନେଶ୍ୱର: ରେଳ ଧାରଣାରୁ ଯୁବକଙ୍କ ମୃତଦେହ ଠାବ । ଭୁବନେଶ୍ୱର ଲିଙ୍ଗରାଜ ଟେମ୍ପଲ ରୋଡ୍ ଷ୍ଟେସନ୍ ନିକଟ ରେଳ ଧାରଣାରୁ ଉଦ୍ଧାର ହୋଇଛି ମୃତଦେହ । ମୃତକ ହେଲେ ସୁଶାନ୍ତ ସାହୁ । ସେ ସ୍ଥାନୀୟ ଅଞ୍ଚଳର ଜଣେ ଫୁଲ ବ୍ୟବସାୟୀ । ତାଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଆଜି ସକାଳେ ରେଳ…

ଏକତରଫା ପ୍ରେମରୁ ହତ୍ୟା: ଯୁବକଙ୍କ ଛୁରାମାଡ଼ରେ ପ୍ରେମିକାଙ୍କ ମାଆ ମୃତ, ଯୁବତୀ ଗୁରୁତର

ଭବାନୀପାଟଣା: ଏକତରଫା ପ୍ରେମରୁ ହତ୍ୟା । ପ୍ରେମିକ ସାଜିଲା ସୈତାନ । ପ୍ରେମର ବିଫଳ ହେବାରୁ ପ୍ରତିଶୋଧ ନେବାକୁ ଯାଇ ଉନ୍ମତ୍ତକାଣ୍ଡ କରିଛି । ଯାହାକୁ ପ୍ରେମ କରୁଥିବା ତାକୁ ଜୀବନରୁ ମାରି ଦେବାକୁ ଉଦ୍ୟମ କଲା । ଯୁବକଙ୍କ ଛୁରାମାଡ଼ରେ ଯୁବତୀ ଗୁରୁତର ହୋଇଥିବା ବେଳେ ତାଙ୍କ ମାଆଙ୍କର ମୃତ୍ୟୁ…

ଆଜି ପୁଣି ୧୮ ହଜାର ଉପରେ କରୋନା ସଂକ୍ରମଣ, ୯୮ ମୃତ

ନୂଆଦିଲ୍ଲୀ: ଦେଶରେ ବଢୁଛି ଦୈନିକ କରୋନା ସଂକ୍ରମଣ । ଲଗାତାର ତୃତୀୟ ଦିନରେ ଦେଶରୁ ଚିହ୍ନଟ ହୋଇଛନ୍ତି ୧୮ ହଜାରରୁ ଅଧିକ ପଜିଟିଭ୍ । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧୮ହଜାର ୫୯୯ ନୂଆ ଆକ୍ରାନ୍ତ । ଦେଶରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୧କୋଟି ୧୨ଲକ୍ଷ ୨୯ହଜାର ୩୯୮କୁ…

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୧୦ ବଖରା ଘର, ନିଆଁ ଲାଗି ତିନି ଜଣ ଆହତ

ସୋର(ବାଲେଶ୍ୱର): ରାତିରେ ଶୋଇଥିବା ବେଳେ ଘରେ ଲାଗିଲା ନିଆଁ । ଜଣଙ୍କ ଘରୁ ଅନ୍ୟ ଜଣଙ୍କ ଘରକୁ ବ୍ୟାପିଲା । ନିଆଁ ଗିଳିଦେଲା ଦୁଇଟି ଗାଁରେ ୧୦ ବଖରା ଘର ଓ ଲକ୍ଷାଧିକ ଟଙ୍କାର ସାଇତା ସମ୍ପତ୍ତି । ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ ଗତକାଲି ରାତିରେ ଦୁଇ ଦୁଇଟି ଅଗ୍ନିକାଣ୍ଡ ହୋଇଛି । ସୋର…

ଶକ୍ତିଶାଳୀ ବିସ୍ଫୋରଣରେ ୨୦ ମୃତ, ୪୦୦ରୁ ଅଧିକ ଆହତ

ଇକ୍ୱେଟୋରିଆଲ୍ ଗିନିର ମିଲିଟାରୀ ବାରାକରେ ସିରିଏଲ୍ ବିସ୍ଫୋରଣ । ଏଥିରେ ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆହତ ହୋଇଛନ୍ତି ୪୦୦ରୁ ଅଧିକ । ବାଟା ସହରରେ ଥିବା ମିଲିଟାରୀ ବାରାକରେ ଏହି ବିସ୍ଫୋରଣ ହୋଇଥିଲା । ରାଷ୍ଟ୍ରପତି ଟିୟୋଦୋର ଓବେୟାଙ୍ଗ କହିଛନ୍ତି, ଡିନାମାଇଟ୍ ବ୍ୟବହାରର ତ୍ରୁଟିରୁ…

ନିର୍ବାଚନୀ ମାହୋଲ ଭିତରେ ଆଜିଠୁ ପାର୍ଲାମେଣ୍ଟ ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ

ନୂଆଦିଲ୍ଲୀ: ପାର୍ଲାମେଣ୍ଟ ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆଜିଠୁ ଆରମ୍ଭ ହେଉଛି । ଆସନ୍ତା ଏପ୍ରିଲ ୮ ତାରିଖ ଯାଏ ଚାଲିବ । ଚାରିଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ପ୍ରଚାର ଭିତରେ ଚଳିତ ସେସନ୍ ସରଗରମ ହେବ । ସଂସଦ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ…

ବସ୍ତି ପାଇଁ ବବିତା ଦିଦି…

(ମହିଳା ଦିବସ ଅବସରରରେ ‌ସ୍ୱତନ୍ତ୍ର ଆଲେଖ୍ୟ) ଭୁବନେଶ୍ୱର: ସେ ସାଜିଛନ୍ତି ବସ୍ତିର ବିଦ୍ୟାଦାତ୍ରୀ, ସେ ପୁଣି ବନିଛନ୍ତି ସେବାର ଦେବୀ । ବସ୍ତିବାସିନ୍ଦାଙ୍କ ସୁଖ ଦୁଃଖର ସାଥୀ ହୋଇଛନ୍ତି ବବିତା ଦିଦି । ଭୁବନେଶ୍ୱରର ବିଭିନ୍ନ ବସ୍ତି ଲୋକଙ୍କ ପାଇଁ ଆଗ ଡାକରା ନାଁ ବବିତା । ସେ…

‘ଚୁଜ୍ ଟୁ ଚ୍ୟାଲେଂଜ’ ଥିମ୍ କୁ ନେଇ ଚଳିତ ବର୍ଷ ପାଳନ ହେଉଛି ଅନ୍ତର୍ଜାତୀୟ ମହିଳା ଦିବସ

ଭୁବନେଶ୍ୱର: ଆଜି ଅନ୍ତର୍ଜାତୀୟ ମହିଳା ଦିବସ । ୧୯୭୫ ମସିହାରୁ ଜାତିସଂଘ ଆନୁକୂଲ୍ୟରେ ଆଜିର ଦିନକୁ ମହିଳା ଦିବସ ରୂପେ ପାଳନ ହୋଇଆସୁଛି । ଚଳିତ ବର୍ଷର ଥିମ୍ ରହିଛି 'ଚୁଜ୍ ଟୁ ଚ୍ୟାଲେଂଜ' । ମହିଳାଙ୍କୁ ସମ୍ମାନ, ଲିଙ୍ଗଗତ ବୈଷମ୍ୟ ଦୂରୀକରଣ ତଥା ସେମାନଙ୍କ ରାଜନୀତିକ, ସାମାଜିକ ଓ ଆର୍ଥିକ…