Latest Odisha News

BREAKING NEWS

Browsing Category

ଫିଚର

ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଦୁଇ ଯବାନ ସହିଦ, ଜଣେ ଗୁରୁତର

ନାରାୟଣପୁର(ଛତିଶଗଡ): ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ୨ଟି ଲ୍ୟାଣ୍ଡମାଇନ୍ ବିସ୍ଫୋରଣ । ଏଥିରେ ୨ଜଣ ଯବାନ ସହିଦ ହୋଇଛନ୍ତି । ଗୁରୁତର ଅଛନ୍ତି ଜଣେ ଯବାନ । ମାଓ ବିରୋଧୀ ଅପରେସନ ବେଳେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ଏହି ଘଟଣା…

ଶନି ମନ୍ଦିରରୁ ତାଲା ଭାଙ୍ଗି ରୁପା ମୁକୁଟ ଓ ସୁନା ଅଳଙ୍କାର ଲୁଟ୍

ବାଲେଶ୍ୱର: ମନ୍ଦିରରେ କଳାକନା ବୁଲାଇଲେ ଲୁଟେରା । ନେଇଗଲେ ଠାକୁରଙ୍କ ରୁପା ମୁକୁଟ ଓ ସୁନା ଅଳଙ୍କାର । ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଖଡ଼ିପଦା ଗାଁରେ ଥିବା ଶନି ମନ୍ଦିରର ତାଲା ଭାଙ୍ଗି ଲୁଟ୍ ହୋଇଛି । ମନ୍ଦିର ଭିତରୁ ଠାକୁରଙ୍କ କେଜିଏରୁ ଅଧିକ ରୁପା ମୁକୁଟ ସହ ସୁନା ଅଳଙ୍କାର ଧରି…

ଆଜି ମୋଦିଙ୍କ ପଡୁଚେରୀ ଓ ତାମିଲନାଡୁ ଗସ୍ତ; ଲୋକାର୍ପିତ କରିବେ ବିଭିନ୍ନ ପ୍ରକଳ୍ପ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ତାମିଲନାଡୁ ଓ ପୁଡୁଚେରୀ ଗସ୍ତରେ ଯିବା ନେଇ ସୂଚନା ରହିଛି । ଏହି ଗସ୍ତରେ ପ୍ରଧାନମନ୍ତ୍ରୀ ଅନେକ ବିକାଶ ମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ ବୋଲି ଜଣାପଡିଛି। ପୁଡୁଚେରୀ ବିଜେପି ସଭାପତିଙ୍କ କହିବାନୁସାରେ, ସକାଳ ୧୦ଟା…

ବଢୁଛି ତାତି; ରାଜଧାନୀରେ ୩୮ଡିଗ୍ରୀ ଟପିଲା ପାରଦ

ଭୁବନେଶ୍ୱର: ରାଜ୍ୟରେ ଉପରମୁଁହା ପାରଦ। ଧୀରେ ଧୀରେ ବଢ଼ିବାରେ ଲାଗିଛି ତାପମାତ୍ରା। ପାଣିପାଗ ବିଭାଗର ସୂଚନାନୁସାରେ ରାଜଧାନୀ ଭୁବନେଶ୍ବରରେ ଦିନତମାମ ଟାଣ ଖରା ଅନୁଭୂତ ହେଉଥିବା ବେଳେ ତାପମାତ୍ରା ୩୮ ଡିଗ୍ରୀ ଛୁଇଁଛି । ଅନ୍ୟପଟେ ରାଜ୍ୟର ପ୍ରାୟ ୧୧ଟି ଜିଲ୍ଲାରେ ୩୫ଡିଗ୍ରୀ ଡେଇଁଛି…

ଆଜିଠୁ ଆରମ୍ଭ ହେଉଛି ପ୍ରସିଦ୍ଧ ଯୋରନ୍ଦା ମେଳା; କୋଭିଡ କଟକଣା ମଧ୍ୟରେ ଚାଲିଛି ପୂଜାର୍ଚ୍ଚନା

ଢେଙ୍କାନାଳ: ଆଜିଠୁ ଆରମ୍ଭ ହେଉଛି ବିଶ୍ଵ ପ୍ରସିଦ୍ଧ ଯୋରନ୍ଦା ମେଳା। ମହିମା ଧର୍ମର ଆଦିପୀଠ ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ସ୍ଥିତ ମହିମାଗାଦିରେ ବିଶ୍ୱ ପ୍ରସିଦ୍ଧ ମାଘ ମେଳା ଆଜିଠୁ ଆରମ୍ଭ ହେଉଛି । ଏହି ମେଳା ତିନିଦିନ ବ୍ୟାପୀ ମେଳା ଚାଲିବ । କୋଭିଡ କଟକଣା ମଧ୍ୟରେ ଏହି ମେଳାର ଆୟୋଜନ…

ରାଜ୍ୟରେ ସୁସ୍ଥ ହେଲେ ଆଉ ୯୦ କରୋନା ଆକ୍ରାନ୍ତ

ଭୁବନେଶ୍ବର : କରୋନା ମହାମାରୀ ମଧ୍ୟରେ ରାଜ୍ୟରେ ସୁସ୍ଥ ହେଲେ ଆଉ ୯୦ ଆକ୍ରାନ୍ତ । ସୁସ୍ଥ ହେବା ପରେ ସମସ୍ତଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି । ସୁନ୍ଦରଗଡ଼ରୁ ସର୍ବାଧିକ ୨୭ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ, ବରଗଡ଼ରୁ ୧୦ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ପୁରୀରୁ…

ଗ୍ରୀଷ୍ମ ପ୍ରବାହକୁ ନେଇ ଏସଆରସିଙ୍କ ଗାଇଡଲାଇନ୍

ଭୁବନେଶ୍ବର : ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ରହିବାକୁ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ସ୍ବତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା । ଗ୍ରୀଷ୍ମ ପ୍ରବାହ ଜନିତ ଅସୁସ୍ଥତା ସମ୍ପର୍କରେ ଲୋକଙ୍କୁ ସଚେତନ କରିବାକୁ ଚିଠିରେ ଉଲ୍ଲେଖ ରହିଛି । ସେହିପରି ସଚେତନତା କାର୍ଯ୍ୟରେ…

ପଶ୍ଚିମବଙ୍ଗ ନିର୍ବାଚନ: ରାଜନୀତିରେ ଯୋଗ ଦେଲେ ଦୁଇ କ୍ରିକେଟର

କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନରେ ବୁଧବାର ଦୁଇ କ୍ରିକେଟର ରାଜନୀତିରେ ଯୋଗ ଦେଇଛନ୍ତି । ମନୋଜ ତିୱାରୀ ତୃଣମୂଳ କଂଗ୍ରେସର ହାତ ଧରିଥିବା ବେଳେ ପୂର୍ବତନ ପେସ ବୋଲର ଅଶୋକ ଦିଣ୍ଡା ବିଜେପିରେ ମିଶିଛନ୍ତି । ନିକଟରେ କ୍ରିକେଟରୁ ଅବସର ଘୋଶଣା କରିଥିବା ଦିଣ୍ଡା କେନ୍ଦ୍ର ମନ୍ତ୍ରୀ ବାବୁଲ…

ଆଖୁଆପଦାରେ ବହୁମୁଖୀ ବ୍ୟାରେଜ୍ ପ୍ରତିଷ୍ଠା କରନ୍ତୁ ରାଜ୍ୟ ସରକାର : ବିଜେପି

ଭୁବନେଶ୍ବର : ଭାରତକୁ ଆତ୍ମନିର୍ଭରଶୀଳ କରିବା ପାଇଁ ‘ଭୋକାଲ ଫର୍ ଲୋକାଲ’ ଅଭିଯାନକୁ ଗୁରୁତ୍ବ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏଥିସହ ଦେଶର ବିକାଶରେ ସାମିଲ ହେବାକୁ ଲୋକଙ୍କୁ ଆହ୍ବାନ ଦେଇଛନ୍ତି । ଏହି ଆହ୍ବାନକୁ ତୃଣମୂଳସ୍ତରରେ ପହଞ୍ଚାଇବା ଲାଗି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି…

ବିଧାନସଭା ନିର୍ବାଚନ ପୂର୍ବରୁ ଆସାମକୁ ‘ଅଶାନ୍ତ’ ଘୋଷଣା କଲେ ରାଜ୍ୟପାଳ, ୬ ମାସ ପାଇଁ ଲାଗୁ ହେଲା AFSPA

ଗୌହାଟୀ : ଆସନ୍ତା ଏପ୍ରିଲ-ମେ ମାସରେ ଆସାମରେ ହେବ ବିଧାନସଭା ନିର୍ବାଚନ । କିନ୍ତୁ ଏହା ପୂର୍ବରୁ ରାଜ୍ୟପାଳ ଜଗଦୀଶ ମୁଖୀ ଆସାମକୁ ଫେବୃଆରୀ ୨୭ରୁ ଆଗାମୀ ୬ ମାସ ଲାଗି ‘ଅଶାନ୍ତ ଅଞ୍ଚଳ’ ଘୋଷଣା କରିଛନ୍ତି । ଏ ନେଇ ଏକ ଅଧିସୂଚନା ଜାରି ହୋଇଥିବା ବେଳେ, ସଶସ୍ତ୍ର ବଳ (ସ୍ବତନ୍ତ୍ର କ୍ଷମତା)…