Latest Odisha News

BREAKING NEWS

Browsing Category

ଫିଚର

ଚୋରି କରିବାକୁ ମନ୍ଦିରରେ ପଶିଥିଲେ, ଧରିଲେ ଗାଁ ଲୋକ

ବାଲେଶ୍ୱର: ମନ୍ଦିରରେ ଚୋରି କରିବାକୁ ପଶିଥିଲେ ଚୋର । ଜାଣିଲେ ଗାଁ ଲୋକ । ଦୁଇ ଚୋରଙ୍କୁ କାବୁ କରି ପୋଲିସ ଜିମା ଦେଇଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ପାରିଭିଲା ଗାଁରେ । ଦୁଇ ଚୋରଙ୍କୁ କାବୁ କରି ପୋଲିସ ଜିମା ଦେଇଛନ୍ତି ଗାଁ ଲୋକ ।…

ତୃତୀୟ ଦିନ ଅଧିବେଶନ ଆରମ୍ଭରୁ ମଣ୍ଡି ପ୍ରସଙ୍ଗରେ ବିଧାନସଭା ହୁଲସ୍ତୁଲ୍, ଗୃହ ମୁଲତବି

ଭୁବନେଶ୍ୱର: ବଜେଟ୍ ଅଧିବେଶନର ତୃତୀୟ ଦିନ ଆରମ୍ଭରୁ ଗୃହ ପୁଣି ଚାଲି ପାରିନାହିଁ । ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ବିରୋଧୀ ବିଜେପି ଓ କଂଗ୍ରେସ ସଦସ୍ୟ ହଟ୍ଟଗୋଳ କରିଛନ୍ତି । ଫ୍ଲାକାର୍ଡ ଦେଖାଇ ଉଭୟ ଦଳର ବିଧାୟକ ଗୃହରେ ନାରାବାଜି କରିଥିଲେ । ଫଳରେ ବାଚସ୍ପତି ବିଧାନସଭାକୁ ୧୧ଟା ୩୦ ଯାଏ…

କଣ୍ଟେନରକୁ ଧକ୍କା ଦେଲା ଆମ୍ବୁଲାନ୍ସ ରୋଗୀ ସହ ୩ ମୃତ

କଟକ: ଟାଙ୍ଗୀ ବନ୍ଦୋଳୋ ଟୋଲ୍ ଗେଟ ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ରୋଗୀ ନେଇ ଆସୁଥିବା ଆମ୍ବୁଲାନ୍ସ ଏକ କଣ୍ଟେନରକୁ ଧକ୍କା ଦେଇଛି । ସୂଚନା ଅନୁସାରେ ଆମ୍ବୁଲାନ୍ସଟି ରୋଗୀ ନେଇ ପଶ୍ଚିମବଙ୍ଗରୁ ଆସୁଥିଲା । ଭୋର୍ ସମୟରେ ଆମ୍ବୁଲାନ୍ସଟି ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଏକ…

ମହିଳାଙ୍କ ଆପତ୍ତିଜନକ ଭିଡିଓ ଭାଇରାଲ୍ କରି ଶିକ୍ଷକ ଗିରଫ

ଭବାନୀପାଟଣା: ଭିଡିଓ ଭାଇରାଲ୍ କରି ଶିକ୍ଷକ ଗିରଫ । ମହିଳାଙ୍କ ଅଶ୍ଲୀଳ ଭିଡିଓ ହ୍ୱାଟ୍ସଆପ୍ ଗ୍ରୁପରେ ଭାଇରାଲ୍ ଅଭିଯୋଗରେ କଳାହାଣ୍ଡି ଜିଲ୍ଲା ପୋଲିସ ପ୍ରାଥମିକ ଶିକ୍ଷକଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ଶିକ୍ଷକ ଜଣଙ୍କ ହନୁମାନ ମାଝୀ । କଲମପୁର ବ୍ଲକର ପିପଳିଝପର ପ୍ରାଥମିକ ବିଦ୍ୟାଳୟର…

ଭାରତରେ ୨୪ ଘଣ୍ଟାରେ ୧୩ ହଜାରରୁ ଉର୍ଦ୍ଧ୍ୱ କରୋନା ପଜିଟିଭ, ୧୦୧ ମୃତ

ନୂଆଦିଲ୍ଲୀ: ଭାରତରେ କୋଭିଡ-୧୯ ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ଖସୁଥିବା ବେଳେ ଶନିବାର ଦିନ ଏହି ସଂଖ୍ୟା ୧,୦୯,୭୭,୩୮୭କୁ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜଣାପଡିଛି । କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସୂଚନା…

ପିଲା ଚୋର ସନ୍ଦେହରେ ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ପିଟିଲେ ଲୋକ

ଢେଙ୍କାନାଳ: ପିଲା ଚୋର ସନ୍ଦେହରେ ଯୁବକଙ୍କୁ କାବୁ କରି ନିସ୍ତୁକ ପିଟିଲେ ଲୋକ । ଖୁଣ୍ଟରେ ବାନ୍ଧି ମାଡ଼ ମାରିଥିଲେ । ଢେଙ୍କାନାଳ ଟାଉନ୍ ଥାନା ଅନ୍ତର୍ଗତ କଣ୍ଟାନାଳୀ ବାଇପାସ୍ ନିକଟ ଏକ ବସ୍ତିରେ ଏଭଳି ଘଟଣା ଘଟିଛି । ରାତିରେ ପାଖାପାଖି 3ଟା ବେଳେ ଜଣେ ଅଜଣା ଯୁବକ ବସ୍ତିର ଜଣେ ଲୋକଙ୍କ…

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ନୀତି ଆୟୋଗ ବୈଠକ, ସାମିଲ ହେବେନି ମମତା ବାନାର୍ଜୀ ଓ ଅମରିନ୍ଦର ସିଂହ !

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ନୀତି ଆୟୋଗର ଗଭର୍ଣ୍ଣିଂ କାଉନସିଲ୍ ବୈଠକ । ଏଠାରେ କୃଷି, ଭିତ୍ତିଭୂମି, ଉତ୍ପାଦନ, ମାନବ ସମ୍ବଳ ବିକାଶ, ସର୍ବନିମ୍ନସ୍ତରରେ ସେବା ଯୋଗାଣ, ସ୍ୱାସ୍ଥ୍ୟ ଓ ପୃଷ୍ଟିହୀନତା ଆଦି ପ୍ରସଙ୍ଗରେ ଆଲୋଚନା ହେବ ।…

ଲଗାତାର ୧୨ ଦିନ ଧରି ତୈଳଦର ବୃଦ୍ଧି, ମାଲକାନଗିରିରେ ୯୬ ଛୁଇଁବ ପେଟ୍ରୋଲ

ଭୁବନେଶ୍ୱର: ଦରବୃଦ୍ଧି ସହ ବଢ଼ୁଛି ଆକ୍ରୋଶ । ଲଗାତାର ୧୨ ଦିନ ଧରି ତୈଳଦର ବୃଦ୍ଧି ଘଟିଛି । ଆଜି ପେଟ୍ରୋଲ ଲିଟର ପିଛା ୩୯ ପଇସା ବଢ଼ିଥିବା ବେଳେ ଡିଜେଲ୍ ଲିଟର ପିଛା ୩୭ ପଇସା ବଢ଼ିଛି । ଏଥସହ ରାଜ୍ୟରେ ପେଟ୍ରୋଲ ଓ ଡିଜେଲର ସର୍ବାଧିକ ଦର ଥିବା ମାଲକାନଗିରିରେ ପେଟ୍ରୋଲ ୯୬ ଟଙ୍କା ପାର୍…

ହାତୀ ମୃତ୍ୟୁ ଘଟଣା: କର୍ଲାପାଟ ଅଭୟାରଣ୍ୟରେ କେନ୍ଦ୍ରୀୟ ଟିମ୍‌ର ଅନୁଧ୍ୟାନ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କର୍ଲାପାଟ ଅଭୟାରଣ୍ୟରେ ହାତୀ ମୃତ୍ୟୁର ଅନୁଧ୍ୟାନ ଆରମ୍ଭ କରିଛି ତିନି ଜଣିଆ କେନ୍ଦ୍ରୀୟ ଟିମ୍ । ୧୪ ଦିନରେ ୬ଟି ହାତୀଙ୍କ ଅକାଳ ବିୟୋଗ ହୋଇଥିଲା । ଏବେ ଅଭୟାରଣ୍ୟରେ ମୃତ୍ୟୁର ଖୋଳାତାଡ ଚାଲିଛି । ଅନୁଧ୍ୟାନକାରୀ ଟିମରେ ସେଣ୍ଟର ଅଫ୍‌ ୱାଇଲଡ୍‌ ଲାଇଫ୍‌ର…

କମେଣ୍ଟ ମରାକୁ କେନ୍ଦ୍ର କରି ଯୁବତୀଙ୍କ ଜେଜେବାପାଙ୍କୁ ହତ୍ୟା, ବାପା ଗୁରୁତର

କାମାକ୍ଷାନଗର(ଢେଙ୍କାନାଳ): କମେଣ୍ଟ ମରାକୁ କେନ୍ଦ୍ର କରି ଯୁବତୀଙ୍କ ଜେଜେବାପାଙ୍କୁ ହତ୍ୟା ଅଭିଯୋଗ । ଦୁର୍ବୃତ୍ତଙ୍କ ଆକ୍ରମଣରେ ଯୁବତୀଙ୍କ ବାପା ଗୁରୁତର ହୋଇଛନ୍ତି । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କଙ୍କଡ଼ାସୋଡ଼ା ଗାଁରେ ଏହି ଘଟଣା ଘଟିଛି । ସଂଘବଦ୍ଧ ଆକ୍ରମଣରେ ଯୁବତୀଙ୍କ…