Latest Odisha News

BREAKING NEWS

Browsing Category

ଫିଚର

କରୋନା ନିୟନ୍ତ୍ରଣ ଲାଗି ରାଜ୍ୟ ସରକାରଙ୍କୁ ରାଜ୍ୟପାଳଙ୍କ ପ୍ରଶଂସା

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ଷୋଡ଼ଶ ବିଧାନସଭାର ଷଷ୍ଠ ଅଧିବେଶନ । ବଜେଟ୍ ଅଧିବେଶନର ପ୍ରଥମ ଦିନରେ ଗୃହକୁ ସମ୍ବୋଧିତ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍ । କରୋନା ନିୟନ୍ତ୍ରଣରେ ଥିବାରୁ ରାଜ୍ୟ ସରକାରଙ୍କୁ ରାଜ୍ୟପାଳ ପ୍ରଶଂସା କରିଛନ୍ତି । ମାହାମାରୀର ଭୟାବହତା ନେଇ ଆଗୁଆ ଆକଳନ…

ଅଷ୍ଟ୍ରେଲିଆନ ଓପନ ଟେନିସ: ସେରେନାଙ୍କୁ ହରାଇ ଫାଇନାଲରେ ପ୍ରବେଶ କଲେ ଓସକା

ମେଲବୋର୍ଣ୍ଣ: ଚଳିତ ଅଷ୍ଟ୍ରେଲିଆନ ଓପନ ଟେନିସ ଟୁର୍ଣ୍ଣାମେଂଟରେ ଗୁରୁବାର ଜାପାନର ନାଓମି ଓସକା ଆମେରିକାର ସେରେନା ୱିଲିୟମ୍ସଙ୍କୁ ହରାଇ ବିପର୍ଯ୍ୟୟ ସୃଷ୍ଟି କରିଛନ୍ତି । ସେମିଫାଇନାଲ ମୁକାବିଲାରେ ଓସକା ୬-୩, ୬-୪ ସେଟରେ ସହଜ ବିଜୟ ହାସଲ କରି ଫାଇନାଲକୁ ଉନ୍ନୀତ ହୋଇଛନ୍ତି । ଏଥିସହ ୨୪ତମ…

କୋଟିଆ ବିବାଦ, ସୁପ୍ରିମକୋର୍ଟରେ ପକ୍ଷ ରଖିଲେ ଆନ୍ଧ୍ର ସରକାର

ଭୁବନେଶ୍ୱର: ଓଡ଼ିଶାର କୋଟିଆରେ ଆନ୍ଧ୍ରର ଅନୁପ୍ରବେଶ ଓ ନିର୍ବାଚନ । ଏନେଇ ଓଡ଼ିଶା ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ କୋର୍ଟ ଆନ୍ଧ୍ର ସରକାରଙ୍କୁ ନୋଟିସ୍ ଜାରି କରିଥିଲେ । ଯାହା ଉପରେ ଆନ୍ଧ୍ର ସରକାର ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି । କୋଟିଆରେ ଆନ୍ଧ୍ରର…

ଆଇପିଏଲ ଖେଳାଳି ନିଲାମ ଆଜି

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗର ୧୪ତମ ସଂସ୍କରଣ ଖେଳାଳି ନିଲାମ ଅପରାହ୍ନ ୩ଟାରୁ ଆରମ୍ଭ ହେବ । ୬୧ ଖେଳାଳିଙ୍କ ସ୍ଲଟ ଖାଲିଥିବା ବେଳେ ୨୯୨ ଖେଳାଳିଙ୍କୁ ଶର୍ଟଲିଷ୍ଟ କରାଯାଇଛି । ଆଶା କରାଯାଉଛି ୪୦-୪୫ ଖେଳାଳି ବିକ୍ରି ହୋଇପାରନ୍ତି । ଅଷ୍ଟ୍ରେଲିଆର ଗ୍ଲେନ ମ୍ୟାକ୍ସୱେଲ ଓ ନ୍ୟୁଜିଲାଣ୍ଡର…

ବିଧାନସଭା ବଜେଟ୍ ଅଧିବେଶନ ଆରମ୍ଭ; ଅଭିଭାଷଣ ରଖୁଛନ୍ତି ରାଜ୍ୟପାଳ, କୋଟିଆକୁ ନେଇ କଂଗ୍ରେସର କକ୍ଷ ତ୍ୟାଗ

ଭୁବନେଶ୍ୱର: ଷୋଡ଼ଶ ବିଧାନସଭାର ଷଷ୍ଠଅଧିବେଶନ ଆରମ୍ଭ ହୋଇଛି । ଅଧିବେଶନ ପୂର୍ବରୁ ବିଧାନସଭା ପରିସରରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା । ବାଚସ୍ପତି, ରାଜ୍ୟପାଳଙ୍କୁ ସ୍ୱାଗତ କରିଥିଲେ । ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ ଅଭିଭାଷଣରୁ ଗୃହକାର୍ଯ୍ୟ ଆରମ୍ଭ…

ବ୍ରହ୍ମପୁରରେ ସ୍ୱାଇନ୍ ଫ୍ଲୁ ଭୟ, ୮ ଦିନରେ ମଲେଣି ଏକାଧିକ ଘୁଷୁରୀ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରରେ ୮ ଦିନ ମଧ୍ୟରେ ସଂଖ୍ୟାଧିକ ଘୁଷୁରୀଙ୍କ ମୃତ୍ୟୁ ଘଟିଛି । ସ୍ୱାଇନ୍ ଫ୍ଲୁ ବ୍ୟାପିବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ରିପୋର୍ଟ ଅନୁସାରେ, ସହରର ବିଭିନ୍ନ ଡମ୍ପିଂ ୟାର୍ଡ ଓ ଖୋଲା ଡ୍ରେନରୁ ମହାନଗର ନିଗମ ଏକାଧିକ ମୃତ ଘୁଷୁରୀଙ୍କ ଶରୀର ଉଦ୍ଧାର…

ଗୋରୁଭର୍ତ୍ତି ଟ୍ରକ୍ ଓଲଟି ୩ ଜଣଙ୍କ ସମତେ ୪୦ ଗାଈ ମୃତ

ଜଳେଶ୍ୱର: ଗୋ-ଚାଲାଣ ବେଳେ ଦୁର୍ଘଟଣା । ଚାଲିଗଲା ଜୀବନ । ଜଳେଶ୍ୱର ଜାତୀୟ ରାଜପଥ-୬୦ର ବସ୍ତା ବାଇପାସ୍ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ ଗାଈଙ୍କ ଜୀବନ ଯାଇଛି । ଗୋରଭର୍ତ୍ତି ଟ୍ରକଟି ପ୍ରଥମେ ଏକ ବୋଲେରୋକୁ ଧକ୍କା ଦେଇ…

ମାସକରେ ୧୨ ଥର ବଢ଼ିଲାଣି ତୈଳଦର, ରାଜ୍ୟରେ ୯୫ ଟଙ୍କା ଟପିଲା ପେଟ୍ରୋଲ

ଭୁବନେଶ୍ୱର: ତେଲରେ ଲାଗିଛି ନିଆଁ । ନିୟମିତ ବ୍ୟବଧାନରେ ବଢ଼ି ଚାଲିଛି ପେଟ୍ରୋଲ ଓ ଡିଜେଲ ଦର । ଆଜି ପେଟ୍ରୋଲ ଲିଟର ପିଛା ୩୪ ପଇସା ବଢ଼ିଥିବା ବେଳେ ଡିଜେଲି ୩୨ ପଇସା ଲିଟର ପିଛା ବଢ଼ିଛି । ଯାହାର ସିଧା ପ୍ରଭାବ ପଡ଼ିଛି ଖାଉଟିଙ୍କ ଉପରେ । ରାଜ୍ୟରେ ପେଟ୍ରୋଲ ଓ ଡିଜେଲର ସର୍ବାଧିକ ଦର…

ବିଲରୁ ସନ୍ଦିଗ୍ଧ ଅବସ୍ଥାରେ ୩ ନାବାଳିକା ଉଦ୍ଧାର, ୨ ମୃତ, ଜଣଙ୍କ ଅବସ୍ଥା ସଙ୍କଟାପନ୍ନ

କାନପୁର: ପୁଣି ଉତ୍ତରପ୍ରଦେଶ ଉନ୍ନାଓରେ ଦଳିତ ନାବାଳିକାଙ୍କ ମୃତ୍ୟୁ । ବୁଧବାର ଉନ୍ନାଓର ଅସୋହାର ଚାଷ ଜମିରୁ ୩ ଜଣ ନାବାଳିକା ସନ୍ଦିଗ୍ଧ ଅବସ୍ଥାରେ ଉଦ୍ଧାର ହୋଇଥିଲେ । ସେଥି ମଧ୍ୟରୁ ୨ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଜଣଙ୍କ ଟିକିତ୍ସା କାନପୁର ରିଜେନ୍ସି ମେଡିକାଲରେ ଚାଲିଛି…

ଆସନ୍ତାକାଲି ମାଘ ସପ୍ତମୀ; ମେଳା ସ୍ଥଳରେ ଲାଗୁ ହେଲା ୧୪୪ ଧାରା

କୋଣାର୍କ: ଆସନ୍ତାକାଲି ପବିତ୍ର ମାଘ ସପ୍ତମୀ। ଏହି ଦିନ କୋଣାର୍କ ଚନ୍ଦ୍ରଭାଗାରେ ବୁଡ଼ ପକାଇବାକୁ ରୁଣ୍ଡ ହୁଅନ୍ତି ଲକ୍ଷ ଲକ୍ଷ ଲୋକ। ମାତ୍ର ଚଳିତ ଥର ମାଘ ସପ୍ତମୀର ବୁଡ଼ ଉପରେ ରୋକ ଲଗାଇଲା ପ୍ରଶାସନ । ତେବେ ଏଥର ଚନ୍ଦ୍ରଭାଗାରେ ବୁଡ଼ ପକାଇ ପାରିବେନି ଭକ୍ତ । ଏନେଇ ସ୍ଥାନୀୟ ପ୍ରଶାସନ…