Latest Odisha News

BREAKING NEWS

Browsing Category

ଫିଚର

 କୋରାପୁଟ ଯିବେ ପୋଲିସ ଡିଜି ଅଭୟ, ୬ଜିଲ୍ଲାର ଏସପିଙ୍କ ସହ ସମୀକ୍ଷା ବୈଠକ

କୋରାପୁଟ: ଆଜି କୋରାପୁଟ ଗସ୍ତରେ ଯିବେ ପୋଲିସ ଡିଜି ଅଭୟ । ସେଠାରେପୋଲିସ ରିଜର୍ଭ କାର୍ଯ୍ୟାଳୟର ନୂତନ କୋଠା ଉଦ୍‌ଘାଟନ କରିବା କାର୍ଯ୍ୟକ୍ରମ ରହିଛି । ଏହାସହ ଦକ୍ଷିଣ-ପଶ୍ଚିମାଞ୍ଚଳ ରେଞ୍ଜ ଅନ୍ତର୍ଗତ ୬ଟି ଜିଲ୍ଲାର ଏସ୍‌ପିଙ୍କ ସହ ଆଇନଶୃଙ୍ଖଳା ସ୍ଥିତିର ସମୀକ୍ଷା କରିବେ ପୋଲିସ ଡିଜି।…

ଛୁଆଙ୍କ ଉପରେ ଖୁବଶୀଘ୍ର ପରୀକ୍ଷଣ ହୋଇପାରେ କୋଭିଡ୍ ଭ୍ୟାକ୍ସିନ୍ କୋଭାକ୍ସିନ୍

ନାଗପୁର: ପିଲାଙ୍କୁ ବିଦ୍ୟାଳୟ ପଠାଇବାକୁ ଡରୁଛନ୍ତି ଅଭିଭାବକ । ବିଶେଷକରି କରୋନା ସଂକ୍ରମଣକୁ ଦେଖି ଛୋଟଛୁଆଙ୍କୁ ପ୍ରାଥମିକ ବିଦ୍ୟାଳୟ ପଠାଇବାକୁ ଭୟଭୀତ ଅଛନ୍ତି । ଆଉ ୧୮ ବର୍ଷରୁ କମ୍ ବୟସ୍କଙ୍କ ଲାଗି କୋଭିଡ୍ ଭ୍ୟାକ୍ସିନ୍ କେବେ ଆସିବ ସେ ଅପେକ୍ଷାରେ ଅଛନ୍ତି ସମସ୍ତେ । ଖୁବଶୀଘ୍ର ଏହି…

ଅଭିନେତ୍ରୀ ଗେହାନା ବଶିଷ୍ଠ ଗିରଫ, ଅଶ୍ଲୀଳ ଭିଡିଓ ପ୍ରସ୍ତୁତିରେ ସମ୍ପୃକ୍ତି ଅଭିଯୋଗ

ମୁମ୍ବାଇ: ମଡେଲ ତଥା ଅଭିନେତ୍ରୀ ଗେହାନା ବଶିଷ୍ଠଙ୍କୁ ମହାରାଷ୍ଟ୍ର କ୍ରାଇମବ୍ରାଞ୍ଚର ପ୍ରପର୍ଟି ସେଲ୍ ଗିରଫ କରିଛି । ଗେହାନା ଅଶ୍ଲୀଳ ଭିଡିଓ ପ୍ରସ୍ତୁତ ଓ ୱେବସାଇଟରେ ଅପଲୋଡିଂରେ ସମ୍ପୃକ୍ତ ଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ତାଙ୍କୁ ଆଜି ମୁମ୍ବାଇର ଏକ କୋର୍ଟରେ ହାଜର କରାଯିବ…

ନିର୍ବାଚନ ପୂର୍ବରୁ ଉନ୍ମୋଚନ, ଶିଳାନ୍ୟାସ; ଆଜି ପଶ୍ଚିମବଙ୍ଗ ଓ ଆସାମ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପାଖେଇ ଆସୁଛି ନିର୍ବାଚନ । ଆରମ୍ଭ ହେବ ଉନ୍ମୋଚନ, ଶିଳାନ୍ୟାସ ପର୍ବ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗ ଓ ଆସାମ ରାଜ୍ୟ ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର ଉନ୍ମୋଚନ ସହ ଶିଳାନ୍ୟାସ କରିବେ । ପଶ୍ଚିମବଙ୍ଗର ହଳଦିଆରେ ପିଏମ୍ ମୋଦି ଏକ ସଭାକୁ ସମ୍ବୋଧିତ କରିବାର…

ଝରାଫୁଲ ଡେଥ ମିଷ୍ଟ୍ରି; ସସପେନ୍ସ ଖୋଲିବକି ଭିସେରା ରିପୋର୍ଟ  

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣାକୁ ଏହା ମଧ୍ୟରେ ବିତିଗଲାଣି ଏକ ସପ୍ତାହରୁ ଅଧିକ। ତେବେ ଏବେବି ଝାରଫୁଲ ମୃତ୍ୟୁ ଉପରୁ ଉଠୁନି ପରଦା। ଏବେବି ଏହି ଘଟଣା ଏକ ରହସ୍ୟ ଭଳି ମନେ ହେଉଛି। ଏହି ଘଟଣାରେ ଦିନକୁ ନୂଆ ନୂଆ ଲିଙ୍କ ସାମ୍ନାକୁ ଆସୁଛି । ଡେଥ…

ସଚିନଙ୍କୁ ଶରଦ ପାଓ୍ଵାରଙ୍କ ଉପଦେଶ : ନିଜ କ୍ଷେତ୍ରଠୁ ଅଲଗା ବିଷୟରେ କହିବା ବେଳେ ସାବଧାନ ରୁହନ୍ତୁ

ମୁମ୍ବାଇ : କୃଷି ଆଇନ୍କୁ ପ୍ରତ୍ୟାହାର କରିବା ଦାବିରେ ଜାରି ରହିଛି କୃଷକଙ୍କ ଆନ୍ଦୋଳନ । ଏହାକୁ ଦେଶରେ ମାହୋଲ ସରଗରମ ଥିବା ବେଳେ, ଚାଲିଛି ଟ୍ବିଟର ଓ୍ବାର । ଏହି ଟ୍ଵିଟ୍‌ ଓ୍ଵାରରେ କ୍ରିକେଟ୍‌ର ଏବଂ ଅଭିନେତା-ଅଭିନେତ୍ରୀ ମଧ୍ୟ ସାମିଲ ହୋଇଛନ୍ତି। ତେବେ ଚାଷୀ ଆନ୍ଦୋଳନକୁ ସଚିନ…

ଦୁର୍ଘଟଣା ଘଟାଇ ଖସିଯାଉଥିବା କାରକୁ ଜାଳିଦେଲେ ଲୋକେ

ଭୁବନେଶ୍ବର : ଦୁର୍ଘଟଣା ଘଟାଇ ଖସି ପଳାଉଥିବା କାରକୁ ଜାଳିଦେଲେ ଲୋକେ । ଭୁବନେଶ୍ବର କପିଳେଶ୍ୱରରେ ଦେଖିବାକୁ ମିଳିଛି ଏପରି ଘଟଣା । କାର ଚାଳକ ମଦ୍ୟପାନ କରି ଦୁର୍ଘଟଣା ଘଟାଇ ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ମାଡି ବସିଥିଲେ ଲୋକେ । କାର ଚାଳକ ଓ ଭିତରେ ବସିଥିବା ବ୍ୟକ୍ତିଙ୍କୁ ନିର୍ଧୁମ…

ଶ୍ରୀମନ୍ଦିରର ୧୦୦ ମିଟର ପରିଧି ହେବ ନିଷିଦ୍ଧାଞ୍ଚଳ

() ଶ୍ରୀମନ୍ଦିର ପାଇଁ ପ୍ରସ୍ତୁତ ହେଲା ପ୍ରସ୍ତାବିତ ବାଇ ଲ । ନ୍ୟାସନାଲ ମନୁମେଣ୍ଟ ଆଇନ ଅନୁସାରେ ପ୍ରସ୍ତୁତ ହୋଇଛି ଏହି ବାଇ ଲ । ପ୍ରସ୍ତାବିତ ବାଇ ଲ ଅନୁସାରେ ଶ୍ରୀମନ୍ଦିରର ଶହେ ମିଟର ପରିଧିକୁ ନିଷିଦ୍ଧାଞ୍ଚଳ ଭାବେ ଘୋଷଣା କରାଯାଇଛି । ଏହାସହ ନିଷିଦ୍ଧାଞ୍ଚଳରେ ନିର୍ମାଣ କାର୍ଯ୍ୟକକୁ…

ରାଜଧାନୀ ଉପକଣ୍ଠରେ କର୍କଟ ହସ୍ପିଟାଲ ପାଇଁ ବେଙ୍ଗାଳୁରୁରେ ଥିବା ଓଡିଆ ଦମ୍ପତି ଦେଲେ ୨୦୦ କୋଟି

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠରେ ନିର୍ମିତ ହେବାକୁ ଥିବା ୭୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା କ୍ୟାନସର ହସ୍ପିଟାଲ ପାଇଁ ୨୦୦ କୋଟି ଟଙ୍କା ପ୍ରଦାନ କରିଛନ୍ତି ବେଙ୍ଗାଳୁରୁରେ ରହୁଥିବା ଜଣେ ଓଡିଆ ଦମ୍ପତି । ଏହି ଦମ୍ପତି ଉଦ୍ୟୋଗୀ ଥିବା ଜଣାପଡିଛି । ଟାଇମ୍ସ ଅଫ୍ ଇଣ୍ଡିଆର…

କୃଷକ ଆନ୍ଦୋଳନକୁ ନେଇ କେନ୍ଦ୍ର ସରକାର ଉପରେ ବର୍ଷିଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ରାୟପୁର : କୃଷି ଆଇନକୁ ବିରୋଧ କରି ଦୁଇ ମାସରୁ ଅଧିକ ଦିନ ହେଲାଣି ଦିଲ୍ଲୀ ସୀମାରେ ଚାଲିଛି ଆନ୍ଦୋଳନ । କୃଷି ଆଇନକୁ ବିରୋଧ କରି ଟ୍ରାକ୍ଟର ରାଲି ଓ ଚକାଜାମ୍ କରାଯାଇଛି । ଆଉ ଏବେ କୃଷକ ଚଳାଇଥିବା ଆନ୍ଦୋଳନକୁ ନେଇ ମୁହଁ ଖୋଲିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ । ଚାଷୀ…