Latest Odisha News

BREAKING NEWS

Browsing Category

ଫିଚର

ଚୀନଠାରୁ ଯୁଦ୍ଧ ଜାହାଜ କିଣିବ ପାକିସ୍ତାନ

ଆଦିଲ୍ଲୀ : ନୌସେନାର ଆଧୁନିକୀକରଣ ଲାଗି ପାକିସ୍ତାନ ଚୀନ୍‌ ଠାରୁ ଆଣିବ ୪ଟି ଆଧୁନିକ ଯୁଦ୍ଧପୋତ ଓ ୮ଟି ବୁଡ଼ାଜାହାଜ । ଏନେଇ ସୂଚନା ଦେଇଛନ୍ତି ପାକିସ୍ତାନ ନୌସେନା ମୁଖ୍ୟ । ପାକିସ୍ତାନ ନୌସେନା ପାଇଁ ଜାନୁଆରି ୨୯ ତାରିଖ ଦିନ ଚୀନ ଦ୍ବିତୀୟ ଟାଇପ୍‌ ୦୫୪ ଏପି ବହୁମୁଖୀ ନୌସେନା…

ମୋହନବାଗାନ ନିକଟରୁ ଓଡିଶା ଏଫସିର ଶୋଚନୀୟ ପରାଜୟ

ବାମ୍ବୋଲିମ୍‌: ଚଳିତ ଇଣ୍ଡିଆନ ସୁପର ଲିଗ୍ ଫୁଟବଲରେ ପୁନର୍ବାର ଓଡିଶା ଏଫସିର ଆଉ ଏକ ନୈରାଶ୍ୟଜନକ ପ୍ରଦର୍ଶନ ଦେଖିବାକୁ ମିଳିଛି । ଶନିବାର ଅନୁଷ୍ଠିତ ମୁକାବିଲାରେ ମୋହନବାଗାନ ଏଟିକେ ୪-୧ ଗୋଲରେ ଓଡିଶାକୁ ପରାସ୍ତ କରିଛି । ସମ୍ପୂର୍ଣ୍ଣ ମ୍ୟାଚରେ ମୋହନବାଗାନ ପ୍ରଭାବ ବିସ୍ତାର କରି…

ମହାନଦୀ ଜଳ ପାଇଁ ବ୍ୟାପକ ହେବ ଆନ୍ଦୋଳନ

ନୂଆଦିଲ୍ଲୀ: ମହାନଦୀ ପାଣି ପାଇଁ ପୁଣି ବ୍ୟାପକ ହେବ ଆନ୍ଦୋଳନ। ଆଜି ମହାନଦୀ ଟ୍ରିବ୍ୟୁନାଲର ୧୯ତମ ଶୁଣାଣି ପରେ ଏପରି କହିଛନ୍ତି ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ। ଏହି ମାମଲାରେ ଆସନ୍ତା ବୁଧବାର ସୁଦ୍ଧା ଟ୍ରିବ୍ୟୁନାଲରେ ମତ ରଖିବେ ଓଡ଼ିଶା- ଛତିଶଗଡ଼ । ମଧ୍ୟବର୍ତ୍ତୀକାଳୀନ…

ନିଦ ବାଉଳାରେ ଏୟାରପୋଡ ଢ଼ୋକିଦେଲେ ଆସନ୍ତୁ ଜାଣିବା ଏହା ପରେ କଣ ହେଲା

ମାସଚୁସେଟସ: ଆମେରିକାର ମାସଚୁସେଟସରେବ୍ରେଡ ଗାଥିୟାର ତାଙ୍କ ଛାତିରେ ହଠାତ୍ ଯନ୍ତ୍ରଣା ଅନୁଭବ କଲେ । ପାଣି ପିଇବାରୁ ଯନ୍ତ୍ରଣା ଅସହ୍ୟ ହୋଇଥିଲା ଫଳରେ ଭୟଭୀତ ହୋଇ ସେ ଡାକ୍ତରଙ୍କ ନିକଟକୁ ଯାଇଥିଲେ । ଏକ୍ସରେ କରିବା ପରେ ଡାକ୍ତର ଚକିତ ହୋଇ ପଡିଥିଲେ । କାରଣ ଯୁବକଟିର ଖାଦ୍ୟ ନଳୀରେ ଏୟାରପଡ…

CoWIN ପଞ୍ଜିକରଣ ଲାଗି ଆଧାର ବାଧ୍ୟତାମୂଳକ ନୁହେଁ: ମନ୍ତ୍ରୀ

ନୂଆଦିଲ୍ଲୀ: ଫ୍ରଣ୍ଟଲାଇନ କର୍ମଚାରୀଙ୍କୁ ଟୀକାକରଣ କରିବାର ପ୍ରଥମ ପର୍ଯ୍ୟାୟ ଭାରତରେ ସମ୍ପୂର୍ଣ୍ଣ ହୋଇଥିଲା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ୫୦ ବର୍ଷରୁ ଅଧିକ ବୟସ୍କଙ୍କୁ ଦିଆଯିବ। ଯଦିଓ ସାଧାରଣ ଜନତା କିପରି ଏହି ଟିକା ପାଇଁ ପଞ୍ଜୀକୃତ ହେବେ ସେନେଇ ଏଯାଏଁ ସ୍ପଷ୍ଟ ହୋଇନାହିଁ। ତଥାପି…

ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ବିଜେପିର ପରିବର୍ତ୍ତନ ଯାତ୍ରା

ପଶ୍ଚିମବଙ୍ଗ : ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ସରଗରମ ହେଉଛି ରାଜନୀତି । ତୃଣମୂଳ କଂଗ୍ରେସକୁ ଟକ୍କର ଦେବାକୁ ରଣନୀତି ଆରମ୍ଭ କରିଛି ବିଜେପି । ଏଥିପାଇଁ ଆଜିଠାରୁ ବିଜେପି ଆରମ୍ଭ କରିଛି ପରିବର୍ତ୍ତନ ଯାତ୍ରା । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଯୋଗଦେଇ ପରିବର୍ତ୍ତନ ଯାତ୍ରାର…

ବାହାଘରକୁ ସ୍ମରଣୀୟ କରିବା ପାଇଁ ଆଧାର କାର୍ଡ ଶୈଳୀରେ ଛାପିଲେ ବିବାହ ନିମନ୍ତ୍ରଣ କାର୍ଡ

କୋଲକାତା: ବାହାଘରକୁ ସ୍ମରଣୀୟ କରିବା ପାଇଁ କୋଲକାତାର ଜଣେ ଯୁବକ ନିଆରା ଶୈଳୀ ଆପଣାଇଛନ୍ତି । ସେ ତାଙ୍କ ବାହାଘର କାର୍ଡ ଏବଂ ମେନ୍ୟୁ କାର୍ଡକୁ ଆଧାର କାର୍ଡ ଶୈଳୀରେ ଛାପିଛନ୍ତି । ଏହା ଲୋକଙ୍କୁ ଏତେ ପସନ୍ଦ ଆସିଲା ଏବେ ଏହାର ଫଟୋ ଭାଇରାଲ ହେବାରେ ଲାଗିଛି । ଗୋଗଲା ଶାହ ଓ ସବୁର୍ଣ୍ଣା ଦାସ…

ବିମାନର ଲ୍ୟାଣ୍ଡିଂ ଗିୟର ମଧ୍ୟରେ ଲୁଚି ୮୦୦୦ କିଲୋମିଟର ଯାତ୍ରା କଲେ ୧୬ ବର୍ଷର ଯୁବକ

ନାଇରୋବି: ବିଶ୍ୱାସ ନ ହେଲେ ବି ସତ୍ୟ । ୧୬ ବର୍ଷର ଜଣେ ଯୁବକ ନାଇରୋବିରୁ ହଲାଣ୍ଡ ବିମାନର ଲ୍ୟାଣ୍ଡିଂ ଗିୟର ମଧ୍ୟରେ ଲୁଚି ଯାତ୍ରା କରିଛି । ଏୟାରବସ ଏ୩୩୦ କାର୍ଗୋରେ ଯୁବକଜଣକ ଲୁଚି ଯାଇଥିଲା । ତୁର୍କି ଓ ବ୍ରିଟେନରେ ଏହି ବିମାନ ଦୀର୍ଘ ସମୟ ରହିଥିଲା । େ ସମୟରେ ମଧ୍ୟ କାହା ନଜରରେ ପଡି…

ଓଡିଶାର ଇଞ୍ଚ‌େ ବି ଜମି ଆନ୍ଧ୍ରକୁ ଦେବୁନୁ: ମନ୍ତ୍ରୀ

ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶକୁ ଏକ ଇଞ୍ଚ ଜମି ମଧ୍ୟ ଦେବୁ ନାହିଁ ବୋଲି ଶନିବାର ଦିନ ପ୍ରକାଶ କରିଛନ୍ତି ଓଡିଶା ସରକାର। କୋରାପୁଟ ଏବଂ ଗଜପତି ଜିଲ୍ଲାର କେତେକ ଗ୍ରାମରେ ଆନ୍ଧ୍ରପ୍ରଦେଶ ପଞ୍ଚାୟତ ନିର୍ବାଚନ କରିବାକୁ ଯାଉଥିବା ସମ୍ପର୍କିତ ଏକ ପ୍ରଶ୍ନର ଜବାବରେ ଗଣମାଧ୍ୟମକୁ ରାଜସ୍ୱ ଏବଂ…

ଲଶ୍ମର-ଏ-ମୁସ୍ତଫା ଆତଙ୍କବାଦୀ ସଂଗଠନର ମୂଖ୍ୟ ଗିରଫ

ଅନନ୍ତନାଗ: ଜମ୍ମୁ ଓ ଅନନ୍ତନାଗ ପୋଲିସକୁ ଶନିବାର ବଡ ସଫଳତା ହାତ ଲାଗିଛି । ଲଶ୍ମର-ଏ-ମୁସ୍ତଫା ଆତଙ୍କବାଦୀ ସଂଗଠନର ମୂଖ୍ୟ ହିଦାୟତୁଲ୍ଲା ମଲିକଙ୍କୁ ଗିରଫ କରାଯାଇ ପାରିଛି । ପ୍ରାରମ୍ଭିକ ତଦନ୍ତରେ ସେ ଜମ୍ମୁରେ ଆତଙ୍କବାଦୀ ଆକ୍ରମଣ କରିବା ପାଇଁ ଯୋଜନା କରୁଥିଲା ବୋଲି ଜଣାପଡିଛି ।…