Latest Odisha News

BREAKING NEWS

Browsing Category

ଫିଚର

ଗୋଖାଦ୍ୟ ବୋଝେଇ ଟ୍ରକରୁ ୨୦୦୦ କିଲୋ ଗଞ୍ଜେଇ ଜବତ

ବ୍ରହ୍ମପୁର: ଉପରେ ଗୋଖାଦ୍ୟ, ଭିତରେ ଚାଲାଣ ହେଉଥିଲା ଗଞ୍ଜେଇ । ଧରିଲା ଅବକାରୀ ଗୁଇନ୍ଦା ବିଭାଗ । ଗୋଖାଦ୍ୟ ବୋଝେଇ ଟ୍ରକକୁ ଦୁଇ ହଜାର କିଲୋ (୨ଟନ୍) ଗଞ୍ଜେଇ ଜବତ ହୋଇଛି । ଗଞ୍ଜାମ ଜିଲ୍ଲା ଦେଇ ଯାଇଥିବା ୧୬ ନମ୍ୱର ଜାତୀୟ ରାଜପଥ କନିଷି ନିକଟରୁ ଚେକିଂ ବେଳେ ଏତେ ପରିମାଣର ଗଞ୍ଜେଇ ଜବତ…

କଟକ ନେତାଜୀ ବସ୍ ଟର୍ମିନାଲ ପାଇଁ ଜମି ଅଧିଗ୍ରହଣ ଆରମ୍ଭ

କଟକ: କଟକରେ ପ୍ରସ୍ତାବିତ ନେତାଜୀ ବସ୍ ଟର୍ମିନାଲ ପାଇଁ ଆରମ୍ଭ ହେଲା ଜମି ଅଧିଗ୍ରହଣ କାମ । ପ୍ରଥମ ପର୍ଯ୍ୟାୟରେ ଉଚ୍ଛେଦ ହେଲା ବାଦାମବାଡ଼ି ବାଳିକା ହାଇସ୍କୁଲ । ପ୍ରୋକଲିନ୍ ଯୋଗେ ଘର ଭଙ୍ଗା ଯାଉଛି । ନିକଟରେ ଥିବା ସରକାରୀ ଜମିରୁ ମଧ୍ୟ ଉଚ୍ଛେଦ ହଟାଯାଉଛି । ସେହିପରି ଆସନ୍ତା ୩ ତାରିଖ…

ଗଦ୍ଦାଫି ବୋହୂଙ୍କ ପାଗଳାମୀ, ଟ୍ରାଫିକରେ ପୋଲିସ ଅଟକାଇବାରୁ ଗାଡି ମଡେଇଦେବାକୁ ଉଦ୍ୟମ

ତ୍ରିପୋଲି: ଲିବ୍ୟାର ପୂର୍ବତନ ଏକଚ୍ଛତ୍ରବାଦ ଶାସକ ମୁଆମ୍ବର ଗଦ୍ଦାଫିଙ୍କ ବୋହୂ ଆଲାଇନ ସ୍କାଫ ମଧ୍ୟ ଶ୍ୱଶୂରଙ୍କ ପରି ନୃଶଂସ ପଣିଆ ରଖିଥିବା ଜଣାପଡିଛି । ରିପୋର୍ଟ ମୁତାବକ ଆଲାଇନ ଟ୍ରାଫିକ ନିୟମ ଉଲ୍ଲଂଘନ କରି ଗାଡି ଚଳାଉଥିବାରୁ ଜଣେ ପୋଲିସ ତାଙ୍କୁ ଅଟକାଇଥିଲେ । ଏଥିରେ ଉତକ୍ଷିପ୍ତ ହୋଇ…

ଫେବ୍ରୁଆରୀ ଗାଇଡଲାଇନ୍: ୧ ତାରିଖରୁ ଖୋଲିବ ଅଙ୍ଗନବାଡ଼ି କେନ୍ଦ୍ର, ବାହାଘର ଓ ଶେଷକୃତ୍ୟରେ ୫୦୦ ଲୋକଙ୍କୁ ଅନୁମତି

ଭୁବନେଶ୍ୱର: ଫେବ୍ରୁଆରୀ ମାସ ପାଇଁ ଗାଇଡଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର । ଆସନ୍ତା ୧ ତାରିଖରୁ ରାଜ୍ୟରେ ଖୋଲିବ ଅଙ୍ଗନବାଡ଼ି କେନ୍ଦ୍ର । କୋଭିଡ୍ କଟକଣା ଭିତରେ ଖୋଲିବ ଓ ପାଠପଢ଼ା ଯିବ । ସେହିପରି ବାହାଘର ଓ ଶେଷକୃତ୍ୟରେ ଲୋକଙ୍କ ଯୋଗଦାନ ସଂଖ୍ୟାରେ ବୃଦ୍ଧି କରିଛନ୍ତି ସରକାର ।…

୮୭ ବର୍ଷରେ ପ୍ରଥମ ଥର ପାଇଁ ରଣଜୀ ଟ୍ରଫି କ୍ରିକେଟ ଆୟୋଜକ ହେବନି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ସୟେଦ ମୁସ୍ତାକ ଅଲୀ ଟ୍ରଫି ସଫଳତାର ସହ ଆୟୋଜନ କରିବା ପରେ ଅନ୍ୟ ଘରୋଇ ଟୁର୍ଣ୍ଣାମେଂଟ ଆଶା ସଂଚାର ହୋଇଛି । ତେବେ ବିସିସିଆଇ ସମୟର ଅଭାବରୁ ରଣଜୀ ଟ୍ରଫି ବଦଳରେ ବିଜୟ ହଜାରେ ଟ୍ରଫି କରିବା ପାଇଁ ନିଷ୍ପତି ନେଇଛି । ଫଳରେ ୮୭ ବର୍ଷ ପରେ ପ୍ରଥମ…

ଅଷ୍ଟ୍ରେଲିଆନ ଓପନ : ଦିନକରେ ୩୦,୦୦୦ ଦର୍ଶକଙ୍କୁ ଅନୁମତି

ମେଲବୋର୍ଣ୍ଣ: କରୋନା ମହାମରୀ ପରେ ଧିରେ ଧିରେ ସ୍ଥିତି ନିୟନ୍ତ୍ରଣକୁ ଆସୁଛି । ଫେବୃୟାରୀ ୮ରୁ ଆରମ୍ଭ ହେବାକୁ ଯାଉଥିବା ଅଷ୍ଟ୍ରେଲିଆନ ଓପନ ଟେନିସ ଟୁର୍ଣ୍ଣାମେଂଟ ପାଇଁ ସ୍ଥାନୀୟ ସରକାର କୋହଳ ମନୋଭାବ ଆପଣାଇଛନ୍ତି । ଅଷ୍ଟ୍ରେଲିଆନ ଓପନରେ ଦିନକୁ ୩୦,୦୦୦ ଦର୍ଶକ ଏଥର ମ୍ୟାଚ ଉପଭୋଗ…

ରାଜ୍ୟରୁ ଆଜି ୧୦୮ କରୋନା ପଜିଟିଭ୍, ଏସବୁ ଜିଲ୍ଲାରୁ ନୂଆ ଆକ୍ରାନ୍ତ ଶୂନ

ଭୁବନେଶ୍ୱର: ରାଜ୍ୟରେ କମୁଛି ଦୈନିକ କରୋନା କାୟା । ଗତ ୨୪ ଘଣ୍ଟାରେ ୨୦ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୧୦୮ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୬୩ ଜଣ ସଂକ୍ରମିତ ହୋଇଥିବା ବେଳେ ଲୋକାଲ୍ କଣ୍ଟାକ୍ଟ ରେସ୍ ରହିଛି ୪୫ଟି । ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୧୨ ଜଣ ସଂକ୍ରମିତ ହୋଇଛନ୍ତି । ଏହି…

ଦେଶରେ ଲକ୍ଷେ ୭୦ ହଜାର ତଳକୁ ଖସିଲା କରୋନା ଆକ୍ଟିଭ୍ କେସ୍

ନୂଆଦିଲ୍ଲୀ: କରୋନାରେ ଏବେ ଦୈନିକ ଆକ୍ରାନ୍ତ କମ୍ । ସୁସ୍ଥହାର ବଢୁଛି । ଖସୁଛି ଆକ୍ଟିଭ୍ କେସ୍ । ଲକ୍ଷେ ୭୦ ହଜାର ତଳକୁ ଖସିଛି କରୋନା ସକ୍ରିୟ ମାମଲା । ଏବେ ଦେଶରେ ୧ଲକ୍ଷ ୬୯ହଜାର ୮୨୪ଟି ଆକ୍ଟିଭ୍ କେସ୍ ରହିଛି । କରୋନାରୁ ସୁସ୍ଥ ହେଲେଣି ପାଖାପାଖି ୯୭ ପ୍ରତିଶତ ସଂକ୍ରମିତ । ଗତ ୨୪…

ବଢ଼ିଲା ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡ: ୨୦ ହଜାରରୁ ୨୮ ହଜାରକୁ ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ୱର: ବଢ଼ିଲା ମେଡିକାଲ କଲେଜରେ କାର୍ଯ୍ୟରତ ହାଉନ୍ ସର୍ଜନଙ୍କ ଷ୍ଟାଇପେଣ୍ଡ । ରାଜ୍ୟ ସରକାର ସେମାନଙ୍କର ଷ୍ଟାଇପେଣ୍ଡ ରାଶିରେ ୮ ହଜାର ଟଙ୍କା ବୃଦ୍ଧି କରିଛନ୍ତି। ଏଣିକି ସେମାନେ ମାସିକ ୨୮ ହଜାର ଟଙ୍କା ଷ୍ଟାଇପେଣ୍ଡ ପାଇବେ । ପୂର୍ବରୁ ମିଳୁତିଲା ୨୦ ହଜାର ଟଙ୍କା । ଏନେଇ ଊଗଋଞଙ୍କୁ…

କଟକରୁ ପୁଣି ନକଲି ଘିଅ କାରଖାନା ଠାବ, ମାଲିକ ଅଟକ

କଟକ: ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ । ଆଜି ସିଡିଏ ସେକ୍ଟର-୯ରେ ନକଲି ଘିଅ କାରଖାନା ଠାବ କରିଛି ପୋଲିସ୍ । ଏହି ଘଟଣାରେ କାରଖାନା ମାଲିକଙ୍କୁ ଅଟକ ରଖି ପଚରାଉଚରା କରୁଛି ମର୍କତନଗର ଥାନା ପୋଲିସ । ନକଲି ଘିଅର ନମୁନା ପରୀକ୍ଷା ପାଇଁ ପଠାଯାଇଛି । ଆଜି କୌଣସି ସୂତ୍ରରୁ ଖବର…