Latest Odisha News

BREAKING NEWS

Browsing Category

ଫିଚର

ରାଜ୍ୟ ସରକାରଙ୍କ ମାଷ୍ଟରପ୍ଲାନ, ୬୦୦ କୋଟି ଟଙ୍କା ପାଣ୍ଠି ସହିତ ନୂଆ ରୂପ ପାଇବ ନନ୍ଦନକାନନ

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠରେ ଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନର ବିକାଶ ପାଇଁ ରାଜ୍ୟ ସରକାର ୬୦୦ କୋଟି ଟଙ୍କା ପାଣ୍ଠି ସହିତ ଏକ ନୂଆ ମାଷ୍ଟରପ୍ଲାନ ପ୍ରସ୍ତୁତ କରିଛନ୍ତି। ଗଣମାଧ୍ୟମ ସହ ଆଲୋଚନା ବେଳେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏନେଇ ସୂଚନା ଦେଇଛନ୍ତି। ଏହି…

ବୈଜ୍ଞାନିକଙ୍କ ଦାବି, ମାରାତ୍ମକ ରୋଗରୁ ମୁକ୍ତି ଦେବ ନୀଳକଣ୍ଠ ଆଳୁ !

ପାଟନା: କ୍ୟାନ୍ସର, ଡାଇବେଟିସ୍ ଓ ହୃଦରୋଗୀଙ୍କ ପାଇଁ ଖୁସୀ ଖବର । ଖୁବଶୀଘ୍ର ଏକ ଭିନ୍ନ କିସମର ଆଳୁ ବଜାରକୁ ଆସିବାର ସମ୍ଭାବନା ରହିଛି । ତେବେ ଏହି ଆଳୁର ରଙ୍ଗ ସାଧାରଣ ଆଳୁ ଭଳି ନୁହଁ, ବରଂ ସମ୍ପୂର୍ଣ୍ଣ ବାଇଗଣୀ । କୃଷି ବୈଜ୍ଞାନିକଙ୍କ ତତ୍ତ୍ୱାବଧନରେ ବିହାରରେ ପ୍ରଥମ ଥର ପାଇଁ ଏପରି…

ଆଇଏମଡିବି ରେଟିଂରେ ରେସ୩,ହିମ୍ମତୱାଲାଠାରୁ ଖରାପ ରେଟିଂ ପାଇଲା କୁଲୀ ନଂ୧

ମୁମ୍ବାଇ: ବରୁଣ ଓ ସାରା ଅଲୀ ଖାଁ ଅଭିନୀତ କୁଲି ନଂ୧ ଫିଲ୍ମ ନାମରେ ଆଉ ଏକ ଖରାପ ରେକର୍ଡ ଯୋଡି ହୋଇଯାଇଛି । ଦର୍ଶକ ମହଲରେ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖିତ ହୋଇଥିବା କୁଲୀ ନଂ୧ ଫିଲ୍ମ ରେସ୩, ହିମ୍ମତୱାଲାଠାରୁ କମ୍ ଆଇଏମଡିବି ରେଟିଂ ପାଇଛି । ହିମ୍ମତୱାଲା ୧.୭, ରେସ୩ ଫିଲ୍ମ ୧.୯ , ସଡକ-୨…

୪ ରାଜ୍ୟରେ କରୋନା ଟିକାକରଣର ମକ୍ ଡ୍ରିଲ୍

ନୂଆଦିଲ୍ଲୀ:କରୋନା ଟିକା ଆସିବା ପରେ କେମିତି ସାରା ଦେଶରେ ଲୋକଙ୍କୁ ଏହି ଟିକା ଦିଆଯିବ, ତାର ପୂର୍ବାଭ୍ୟାସ ୪ଟି ରାଜ୍ୟରେ କରା ଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ଆସାମ, ଆନ୍ଧ୍ରପ୍ରଦେଶ, ପଂଜାବ ଓ ଗୁଜରାଟରେ ସୋମବାର ଓ ମଙ୍ଗଳବାର ଦୁଇ ଦିନ ଧରି ଏହି…

ଓଡିଶା କ୍ରୀଡା ୨୦୨୦: ଦୂତିଙ୍କ ଅର୍ଜୁନଠାରୁ ରାଉରକେଲାରେ ଭାରତର ସବୁଠାରୁ ବଡ ହକି ଷ୍ଟାଡିୟମ

ଭୁବନେଶ୍ୱର: କରୋନା ମହାମାରୀ ଯୋଗୁ ବିନା ଦର୍ଶକ କରତାଳିରେ ଖେଳର ମାହୋଲ ଫିକା ପଡି ଯାଇଥିଲା । ତଥାପି ଏହି ଘଡିସନ୍ଧି ମୂହର୍ତ ମଧ୍ୟରେ ଓଡିଶା କ୍ରୀଡାରେ ଅନେକ ଘଟଣା ଘଟିଯାଇଛି । ଆସନ୍ତୁ ନଜର ପକାଇବା କ୍ରୀଡା ଫର୍ଦ୍ଦ ଉପରେ.. ରାଉରକେଲାରେ ସର୍ବ ବୃହତ ହକି ଷ୍ଟାଡିୟମ: ଓଡିଶାର…

ନୀତିଶଙ୍କୁ ଆରଜେଡିର ଗୁଗୁଲୀ : ତେଜସ୍ୱୀଙ୍କୁ ମୁଖ୍ୟମନ୍ତ୍ରୀ କର, ୨୦୨୪ରେ ପ୍ରଧାନମନ୍ତ୍ରୀ କରାଇବୁ

ପାଟନା: ବିହାର ନିର୍ବାଚନ ପରେ ମଧ୍ୟ ରାଜନୀତି ସରୁ ନାହିଁ । ଏନଡିଏ ମେଂଟ ସରକାରରେ ଏ ପର୍ଯ୍ୟନ୍ତ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରିତ ହୋଇ ନାହିଁ । ବିଜେପି ଆରଜେଡି ଉପରେ ଚାପ ପକାଉଥିବା ଅଭିଯୋଗ ହେଉଛି । ଅସନ୍ତୁଷ୍ଟ ନୀତିଶ କୁମାରଙ୍କୁ ନିଜ ଆଡକୁ ଆଣିବା ପାଇଁ ଆରଜେଡି ଗୁଗୁଲି ପକାଇଛି ।…

ମିଳିଲାନି ଅନୁମତି, ଯୁବରାଜ ସିଂଙ୍କୁ ଘରୋଇ କ୍ରିକେଟ୍ ମନା

ନୂଆଦିଲ୍ଲୀ: ଗତବର୍ଷ ଜୁନ୍ ମାସରେ କ୍ରିକେଟ ଜଗତକୁ ଅଲବିଦା କହିଥିଲେ ଯୁବରାଜ ସିଂ । ଘରୋଇ କ୍ରିକେଟ, ଆଇପିଏଲ୍ ଓ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ତାଙ୍କୁ ବିଦେଶୀ କ୍ରିକେଟ ଲିଗରେ ଦେଖିବାକୁ ମିଳିଥିଲା । ତେବେ ନିଜ ମାନସିକତାରେ ପରିବର୍ତ୍ତନ ଆଣି ଯୁବରାଜ ପୁଣିଥରେ କ୍ରିକେଟକୁ…

ବଡ଼ ଖବର: ଭାରତରେ ଚିହ୍ନଟ ହେଲା ବ୍ରିଟେନର ନୂଆ କରୋନା ଭାଇରସ୍ ଷ୍ଟ୍ରେନ

ନୂଆଦିଲ୍ଲୀ: ଭାରତରେ ପ୍ରବେଶ କରିଛି ବ୍ରିଟେନରେ ଚିହ୍ନଟ କରୋନା ଭାଇରସର ନୂଆ ଷ୍ଟ୍ରେନ୍ । ବ୍ରିଟେନ ଫେରନ୍ତା ୬ ଜଣ କରୋନା ଆକ୍ରାନ୍ତଙ୍କ ପାଖରେ ଭୂତାଣୁର ନୂଆ ଷ୍ଟ୍ରେନେ ମିଳିଛି । ଏହି ସମସ୍ତ ରୋଗୀଙ୍କୁ ସିଙ୍ଗଲ ଆଇସୋଲେସନ୍ ରୁମରେ ରଖାଯାଇଛି । ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ…

ରେଳ ଧରଣାରୁ ମିଳିଲା କର୍ଣ୍ଣାଟକ ବିଧାନ ପରିଷଦ୍‌ର ଉପାଧ୍ୟକ୍ଷଙ୍କ ମୃତଦେହ

ବେଙ୍ଗାଲୁରୁ: ରେଳ ଧାରଣାରୁ ଉଦ୍ଧାର ହେଲା କର୍ଣ୍ଣାଟକ ରାଜ୍ୟ ବିଧାନ ପରିଷଦର ଉପ-ସଭାପତି ଏସ୍‌ଏଲ୍‌ ଧର୍ମଗୌଡ଼ାଙ୍କ ମୃତଦେହ। ଚିକମଙ୍ଗଲୁରୁ କହୁର ନିକଟରେ ଥିବା ଏକ ରେଳ ଲାଇନ୍‌ରୁ ତାଙ୍କ ମୃତ ଦେହ ମିଳିଥିବା ସୂଚନା ମିଳିଛି । ପ୍ରାପ୍ତ ସୂଚନାନୁସାରେ, ମଙ୍ଗଳବାର ଦିନ ଭୋର ସମୟରେ…

ପୁଣି ୨୦ ହଜାର ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ, ୨୫୨ ମୃତ

ନୂଆଦିଲ୍ଲୀ: ଦେଶରେ କମିଛି ଦୈନିକ କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୬ହଜାର ୪୩୨ ନୂଆ ଆକ୍ରାନ୍ତ । ଏହି ସମୟରେ ଟେଷ୍ଟ ୮ଲକ୍ଷ ୮୩ ହଜାର କୋଭିଡ୍ ଟେଷ୍ଟ ହୋଇଥିଲା । ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧କୋଟି ୨ଲକ୍ଷ ୨୪ହଜାର ୩୦୩କୁ ବୃଦ୍ଧି ପାଇଛି । ଦେଶରେ ବଢୁଛି…