Latest Odisha News

BREAKING NEWS

Browsing Category

ଫିଚର

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ  ତା ୨୯-୧୨-୨୦୨୦ ମଙ୍ଗଳବାର ଆଜି ଦିନର ମହତ୍ତ୍ୱ  ଆଜି ୨୦୨୦ ମସିହା ଡିସେମ୍ବର ତା ୨୯ ମଙ୍ଗଳବାର ଧନୁ ୧୫ ଦିନ ମାର୍ଗଶିର ମାସ ଶୁକ୍ଳପକ୍ଷ ପୂଣ୍ଣିମା ତିଥି ମୃଗଶିରା ନକ୍ଷତ୍ର ମିଥୁନ ଚନ୍ଦ୍ର    ଘାତ ବାର: ମକର ରାଶିର  ଘାତ ଚନ୍ଦ୍ର: କନ୍ୟା ରାଶି ପୁରୁଷ ବିଛା ଓ କୁମ୍ଭ ରାଶିର…

ସ୍କୁଲ ପାଠ୍ୟକ୍ରମରେ ସାମିଲ ହେବ ସଂସ୍କୃତି, ଐତିହ୍ୟ ଓ ମହାପୁରୁଷଙ୍କ ଜୀବନୀ

ଭୁବନେଶ୍ୱର-ଏଣିକି ସପ୍ତମ, ଅଷ୍ଟମ ଓ ନବମ ଶ୍ରେଣୀରେ ପଢା ହେବ ରାଜ୍ୟର ସଂସ୍କୃତି, ଐତିହ୍ୟ, ପରମ୍ପରା ଓ ଏଇ ମାଟିର ମହାପୁରୁଷଙ୍କ ଜୀବନୀ । ପୁରାତନ ସମୟରୁ ଆରମ୍ଭ କରି ଅତ୍ୟାଧୁନିକ ଯୁଗର ପର୍ଯ୍ୟନ୍ତ ଯେଉଁ ବରପୁତ୍ରମାନେ ଏହି ମାଟିରେ ଜନ୍ମ ହୋଇଛନ୍ତି, ସେମାନଙ୍କ ସଂପର୍କରେ…

ଚମତ୍କାର ବ୍ୟବସାୟ କରୁଛି ୱଣ୍ଡର ଓମ୍ୟାନ ୧୯୮୪

ମୁମ୍ବାଇ:କରୋନା ମହାମାରୀ ବେଳେ ୱଣ୍ଡର ଓମ୍ୟାନ ୧୯୮୪ ରିଲିଜ ହେବା ସହ ଚମତ୍କାର ବ୍ୟବସାୟ ଜାରି ରଖିଛି । ପ୍ୟାଟି ଜେନକିନ୍ସଙ୍କ ନିର୍ଦ୍ଦେଶିତ ଓ ଗାଲ ଗାଡୋଟ ଅଭିନୀତ ଏହି ଫିଲ୍ମ ଏବେ ଚର୍ଚ୍ଚାର କାରଣ ସାଜିଛି । ଉତର ଆମେରିକାର ୩୫ ପ୍ରତିଶତ ସିନେମା ଖୋଲା ଯାଇଛି । ଏହି ହଲଗୁଡିକରେ ୱଣ୍ଡର…

ପ୍ରତି ବର୍ଷ ସଂପତ୍ତି ତାଲିକା ଦେବେ ନିର୍ବାଚିତ ଜନ ପ୍ରତିନିଧି ଓ ସରକାରୀ କର୍ମଚାରୀ

ଭୁବନେଶ୍ୱର- ରାଜ୍ୟରେ ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ଶାସନ ପ୍ରଦାନ କରିବାକୁ ସରକାର ଆଉ ଏକ ଦୃଢ ପଦକ୍ଷେପ ନେଇଛନ୍ତି । ଏଣିକି ପ୍ରତି ବର୍ଷ ନିଜ ନିଜର ସଂପତ୍ତି ତାଲିକା ସର୍ବସାଧାରଣରେ ପ୍ରକାଶ କରିବେ ଲୋକଙ୍କ ଦ୍ୱାରା ନିର୍ବାଚିତ ହେଉଥିବା ଜନ ପ୍ରତିନିଧି । ଏଥିରେ ସରପଞ୍ଚଙ୍କଠାରୁ ଆରମ୍ଭ କରି…

ସିଡନୀରୁ ମେଲବୋର୍ଣ୍ଣ ଗଲେ ରୋହିତ

ସିଡନୀ: ଭାରତୀୟ କ୍ରିକେଟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ସୋମବାର ସିଡନୀରୁ ମେଲବୋର୍ଣ୍ଣ ଅଭିମୁଖେ ଗସ୍ତ କରିଛନ୍ତି । ସେ ବୁଧବାର ଟିମ୍ ସହିତ ଯୋଗ ଦେବେ । ପ୍ରଥମ ଟେଷ୍ଟରେ ଶୋଚନୀୟ ପରାଜିତ ହୋଇଥିବା ଟିମ୍ ଇଣ୍ଡିଆ ଦ୍ୱିତୀୟ ଟେଷ୍ଟରେ ମଜଭୁତ ସ୍ଥିତିରେ ରହିଛି । ତୃତୀୟ ଟେଷ୍ଟରେ…

ସରକାରୀ ହାଇସ୍କୁଲର ଛାତ୍ରଛାତ୍ରୀଙ୍କୁ ଡାକ୍ତରୀ ଓ ଇଂଜିନିୟରିଂରେ ମିଳିବ ସଂରକ୍ଷଣ

ଭୁବନେଶ୍ୱର: ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ ନିଷ୍ପତ୍ତି କ୍ରମେ ଡାକ୍ତରୀ ଓ ଇଂଜିନିୟରିଂରେ ନାଁ ଲେଖାଇବା ପାଇଁ ସରକାରୀ ହାଇସ୍କୁଲରେ ପଢିଥିବା ଛାତ୍ରଛାତ୍ରୀଙ୍କୁ ସ୍ଥାନ ସଂରକ୍ଷଣ ଦେବେ ବୋଲି ଘୋଷଣା କରିଛନ୍ତି । ଆସନ୍ତା ଶିକ୍ଷା ବର୍ଷରୁ ଏହା ଲାଗୁ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ…

ଆସନ୍ତୁ ଜାଣିବା କେଉଁଠାରେ ସରକାରୀ ଟଙ୍କାରେ ମାଦ୍ରାସା ଆଉ ଚାଲିବନି

ଗୌହାଟୀ: ଆସାମ ସରକାର ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ବିଲ୍ ବିଧାନସଭାରେ ଆଗତ କରିଛି । ଏଠାରେ ସମସ୍ତ ସରକାରୀ ମାଦ୍ରାସାକୁ ବନ୍ଦ କରି ସ୍କୁଲରେ ପରିଣତ କରିବା ପାଇଁ ବିଲ୍ ଆଗତ ହୋଇଛି । ବିପକ୍ଷ ଦଳର ବିରୋଧ ସତ୍ୱେ ଶିକ୍ଷାମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା ଏହି ବିଲ୍ ବିଧାନସଭାରେ ଉପସ୍ଥାପନ…

କାନପୁର ଡାକବିଭାଗର ଦାୟିତ୍ୱହୀନତା: ଷ୍ଟାମ୍ପରେ ଛୋଟ ରାଜନ, ମୁନ୍ନା ବଜରଙ୍ଗୀଙ୍କ ଫଟୋ

କାନପୁର: କାନପୁର ଡାକବିଭାଗର ମସ୍ତବଡ ଭୁଲ ସାମ୍ନାକୁ ଆସିଛି । ଏଠାରେ ଜାରି କରାଯାଇଥିବା ପୋଷ୍ଟାଲ ଷ୍ଟାମ୍ପରେ ଅନ୍ତର୍ଜାତୀୟ ଅପରାଧୀ ଛୋଟା ରାଜନ ଓ ବାଗପତ ଜେଲରେ ହତ୍ୟା କରାଯାଇଥିବା ଶାର୍ପ ଶୁଟର ମୁନ୍ନା ବଜରଙ୍ଗୀଙ୍କ ଫଟୋ ରହିଛି । ମାଇ ଷ୍ଟାମ୍ପ ଯୋଜନାରେ ଏହି ଷ୍ଟାମ୍ପଗୁଡିକ ଛପା…

କିଙ୍ଗ କୋହଲିଙ୍କୁ ଦଶନ୍ଧିର ଶ୍ରେଷ୍ଠ କ୍ରିକେଟ ଖେଳାଳି ସମ୍ମାନ

ମୁମ୍ବାଇ:ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ ସୋମବାର ଦଶନ୍ଧିର ଶ୍ରେଷ୍ଠ ଖେଳାଳି ପୁରସ୍କାରଙ୍କ ନାମ ଘୋଷଣା କରିଛି । ଟିମ୍ ଇଣ୍ଡିଆର ବିରାଟ କୋହଲି ଦଶନ୍ଧିର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି । ସେହିପରି ଦିନିକିଆରେ ମଧ୍ୟ ସେ ଶ୍ରେଷ୍ଠ ଖେଳାଳି ହୋଇଛନ୍ତି । କୋହଲି ଏହି ଦଶ ବର୍ଷ ମଧ୍ୟରେ…

ସଞ୍ଜୟଙ୍କ କିସମେଁ କିତନା ହେ ଦମ ଜବାବରେ ଅଠାୱାଲେ କହିଲେ ହମ ଦିଖାଁଏଗେ କିତନା ଦମ ହୈ

ମୁମ୍ବାଇ:ଇଡି ଶିବସେନା ନେତା ସଞ୍ଜୟ ରାଉତଙ୍କ ପତ୍ନୀ ବର୍ଷା ରାଉତଙ୍କୁ ନେଟିସ ଦେବା ପରେ ମହାରାଷ୍ଟ୍ର ରାଜନୀତି ଗରମ ହୋଇଯାଇଛି । ସଞ୍ଜୟ ଟୁଇଟ କରିଥିଲେ ଆ ଦେଖେଁ ଜରା କିସମେଁ କିତନା ହେ ଦମ୍ । ଇଡିକୁ ରାଜନୈତିକ ସ୍ୱାର୍ଥରେ କେନ୍ଦ୍ର ସରକାର ବ୍ୟବହାର କରୁଛି ବୋଲି ସେ ଅଭିଯୋଗ କରିଛନ୍ତି ।…