Latest Odisha News

BREAKING NEWS

Browsing Category

ଫିଚର

ଅବସର ନେବେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ

ଭୁବନେଶ୍ୱର: ବରିଷ୍ଠ ଆଇଏଏସ୍ ତଥା ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଚାକିରୀରୁ ଅବସର ନେବେ । ଆସନ୍ତା ଡିସେମ୍ବର ୩୧ତାଙ୍କ ଚାକିରୀର ଶେଷ ଦିନ ହେବ । ଏ ନେଇ ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ଯେଉଁଥିରେ ତାଙ୍କୁ ଅବସର ନେବା ପାଇଁ ଅନୁମତି…

କୃଷକ ଦିବସରେ ଭାରତକୁ ଆସିଲା ପ୍ରଥମ ଇଲେକ୍ଟ୍ରିକ୍ ଟ୍ରାକ୍ଟର

ନୂଆଦିଲ୍ଲୀ: କୃଷି କ୍ଷେତ୍ରରେ ନୂଆ ଉଦ୍ଭାବନ । କୃଷକ ଦିବସରେ ଭାରତରେ ଲଂଚ ହେଲା ପ୍ରଥମ ଇଲେକ୍ଟ୍ରିକ ଟ୍ରାକ୍ଟର । ୟୁରୋପ, ଆମେରିକା ଓ ଆଫ୍ରିକା ସହ୧୩୦ଟି ଦେଶରେ କାୟା ବିସ୍ତାର କରିଥିବା ସୋନାଲିକା ଭାରତୀୟ ବଜାରକୁ ଆଣିଲା ଇଲେକ୍ଟ୍ରିକ ଟ୍ରାକ୍ଟର ଟାଇଗର ଇଲେକ୍ଟ୍ରିକ୍ । ଟାଇଗର…

ଜଗା ଦର୍ଶନ ପାଇଁ ଏସଓପି ଜାରି

ପୁରୀ: ଦୀର୍ଘ ନଅ ମାସ ପରେ ଆଜି ଶ୍ରୀମନ୍ଦିର ଖୋଲିଛି । ସେବାୟତ ଓ ତାଙ୍କ ପରିବାର ଲୋକେ ଚକାଆଖି ଦର୍ଶନ କରିଛନ୍ତି । ତିନି ଦିନ ଧରି ଏହି ଦର୍ଶନ ଚାଲିବ । ଏହା ପରେ ୨୬ ତାରିଖରୁ ପୁରୀର ସ୍ଥାନୀୟ ଲୋକଙ୍କୁ ଦର୍ଶନ କରିବାର ବୟବସ୍ଥା ହୋଇଛି । ତେବେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆଜି ନୂଆ ଏସଓପି…

ବକ୍ସିଂ ଡେ ଟେଷ୍ଟ:ଆଘାତପ୍ରାପ୍ତ ୱାର୍ଣ୍ଣର ଓହରିଲେ

ସିଡନୀ: ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ଣ୍ଣର ଭାରତ ବିପକ୍ଷ ବକ୍ସିଂ ଡେ ଟେଷ୍ଟରୁ ଆଘାତ ସମସ୍ୟା ଯୋଗୁ ଓହରି ଯାଇଛନ୍ତି । ସେ ବାୟୋବବଲ ଛାଡିସାରିଥିବାରୁ ଏହି ମ୍ୟାଚରେ ଖେଳିବାର କୌଣସି ସମ୍ଭାବନା ଆଉ ନାହିଁ । ପ୍ରଥମ ଟେଷ୍ଟରେ ଅଷ୍ଟ୍ରେଲିଆ ୮ ଉଇକେଟରେ ଭାରତକୁ ଶୋଚନୀୟ…

କଙ୍ଗନାଙ୍କ ଇଚ୍ଛା ନୂଆବର୍ଷରେ ପୁରୀ ଆସିବେ, ଜଗାକୁ ଦର୍ଶନ କରିବେ

ମୁମ୍ବାଇ: ୯ ମାସ ପରେ ଆଜିଠୁ ଭକ୍ତଙ୍କ ପାଇଁ ଖୋଲିଛି ଜଗା ଦୁଆର । ମହାବାହୁଙ୍କୁ ପୁଣି ଥରେ ରତ୍ନ ସିଂହାସନରେ ଚର୍ମଚକ୍ଷୁରେ ଦେଖିଛନ୍ତି ଭକ୍ତ । ଏହି ଅବସରରେ ଆଜି ଅଭିନେତ୍ରୀ କଙ୍ଗନା ରଣାଓ୍ୱତ ପ୍ରଭୁ ଜଗନ୍ନାଥଙ୍କୁ ନେଇ ଟ୍ୱିଟ୍ କରିଛନ୍ତି । ନୂଆବର୍ଷରେ ମହାପ୍ରଭୁଙ୍କ ଦର୍ଶନ କରିବେ ବୋଲି…

ପ୍ରୟାଗରାଜ ଇଫକୋରେ ଆମୋନିଆ ଗ୍ୟାସ୍ ଲିକ୍‌: ୨ଅଧିକାରୀ ମୃତ, ୨୦ ଅସୁସ୍ଥ

ପ୍ରୟାଗରାଜ: ଉତରପ୍ରଦେଶ ପ୍ରୟାଗରାଜରେ ଥିବା ଇଣ୍ଡିଆନ କମର୍ସ ଫର୍ଟିଲାଇଜର କୋ ଅପରେଟେଭି ଲିମିଟେଡ (ଆଇଏଫସିଓ) ବଡ ଧରଣର ଦୁର୍ଘଟଣା ଘଟିଛି । ୟୂରିଆ ଉତ୍ପାଦନ କରାଯାଉଥିବା ବେଳେ ଆମୋନିଆ ଗ୍ୟାସ ଲିକ୍ ହେବା ଯୋଗୁ ୨ ଅଧିକାରୀ ଆସିଷ୍ଟାଂଟ ମ୍ୟାନେଜର ବିପି ସିଂ ଓ ଡେପୁଟି ମ୍ୟାନେଜର…

ବଦଳିଲା ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ନାଁ, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ନାମରେ ନାମିତ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ବଦଳିଲା ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ନାଁ । ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ନାମରେ ନାମିତ ହୋଇଛି । ଏନେଇ ଆଜି ଉଚଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଛି। ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନ ୧୯୮୯ ଅନୁସାରେ…

କାର ଚକା ଫାଟି ବାହାରିଗଲା ଇଞ୍ଜିନ, ସୌଭାଗ୍ୟବଶତଃ ବଞ୍ଚିଗଲା ଡ୍ରାଇଭରଙ୍କ ଜୀବନ

କଟକ: କଥାରେ ଅଛି ରଖେ ହରି ତ ମାରେ କିଏ । ଏମିତି ଏକ ଘଟଣା ଆଜି ଦେଖିବାକୁ ମିଳିଛି କଟକ ଜିଲ୍ଲା ଟାଙ୍ଗୀ ଅଞ୍ଚଳରେ । ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ କାର୍ ଡ୍ରାଇଭରଙ୍କ ଜୀବନ ବଞ୍ଚିଯାଇଛି । ଆପଣ ଫଟୋରେ ଦେଖୁଛନ୍ତି ଦୁର୍ଘଟଣାଗ୍ରସ୍ତ କାରର କେମିତି ଅବସ୍ଥା ହୋଇଛି । ଏତେ ବଡ଼ ଦୁର୍ଘଟଣାରେ…

ନୟାଗଡ ଯଦୁପୁରରେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା

ନୟାଗଡ଼: ପରୀ ହତ୍ୟା ମାମଲାରେ ଅଭିଯୁକ୍ତକୁ ଗିରଫ ପରେ ରିମାଣ୍ଡରେ ନେଇ ଜେରା କରୁଛି ଏସଆଇଟି । ଅଧିକ ତଥ୍ୟ ହାସଲ କରୁଛି । ଏପଟେ ସାଇଣ୍ଟିଫିକ୍ ତଥ୍ୟ ପ୍ରମାଣ ଯୋଗାଡ଼ ଚାଲିଛି । ଆଜି ଯଦୁପୁର ଗାଁରେ ପହଞ୍ଚି ଖୋଳତାଡ କରୁଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା । ପୋଖରୀ ନିକଟରେ ଓଡ୍ରାଫ ଓ…

୫ ଜିଲ୍ଲାରୁ ଆଜି କରୋନା ଗାଏବ, ୨୪ ଘଣ୍ଟାରେ ରାଜ୍ୟରୁ ୩୬୪ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ କମିଛି ଦୈନିକ କରୋନା ସଂକ୍ରମଣ । ଗତ ୨୪ଘଣ୍ଟାରେ ୫ଟି ଜିଲ୍ଲାରୁ କରୋନା ଗାଏବ ହୋଇଛି । ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, ଦେବଗଡ଼ ଓ ମାଲକାନଗିରି ଜିଲ୍ଲାରୁ କେହି ଜଣେ ବି ନୂଆ ସଂକ୍ରମିତ ହୋଇ ନାହାନ୍ତି । ବାକି ୨୫ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୩୬୪ ନୂଆ ଆକ୍ରାନ୍ତ ।…