Latest Odisha News

BREAKING NEWS

Browsing Category

ଫିଚର

ଏଥର ଅଫିସିଆଲ: ୨୦୨୨ରୁ ଆଇପିଏଲରେ ୧୦ ଟିମ୍‌

ଅହମ୍ମଦାବାଦ: ସ୍ଥାନୀୟ ମୋଟେରା ଷ୍ଟାଡିୟମରେ ଗୁରୁବାର ବିସିସିଆଇର ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ୨୦୨୨ରୁ ଆଇପିଏଲରେ ୧୦ ଟିମ୍ ଏବଂ ୨୦୨୮ ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲକୁ ସମର୍ଥନ କରାଯାଇଛି । ବୈଠକରେ ନିଆଯାଇଥିବା ନିଷ୍ପତିଗୁଡିକ ହେଲା- ୧.୨୦୨୧ ଆଇପିଏଲରେ ପୂର୍ବଭଳି ୮ଟିମ୍…

ରାଉରକେଲାରେ ହେବ ଭାରତର ସବୁଠୁ ବଡ ହକି ଷ୍ଟାଡିୟମ୍

ରାଉରକେଲା: ଷ୍ଟିଲ ସିଟିରେ ତିଆରି ହେବ ଦେଶର ସବୁଠୁ ବଡ ହକି ଷ୍ଟାଡିୟମ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ନେଇ ଘୋଷଣା କରିଛନ୍ତି  । ୧୫ ଏକର ଜମିରେ ତିଆରି ହେବାକୁ ଥିବା ଏହି ଷ୍ଟାଡିୟମରେ ଏକ ସାଙ୍ଗରେ ପ୍ରାୟ ୨୦ ହଜାର ଦର୍ଶକ ବସିପାରିବେ । ଏଠାରେ ଖେଳାଳିମାନଙ୍କ ପାଇଁ ସମସ୍ତ…

ଅପରାଜିତାଙ୍କ ଜନସଂପର୍କ ପଦଯାତ୍ରା ବେଳେ ବିଜେପି କର୍ମୀଙ୍କ ବିରୋଧ

ଭୁବନେଶ୍ୱର: ରାଜଧାନୀରେ ସାଂସଦ ଅପରାଜିତାଙ୍କ ଜନସଂପର୍କ ପଦଯାତ୍ରା ରେ ବିଜେପି ବିରୋଧ । ତାଙ୍କୁ ଭୁବନେଶ୍ବର ଉପକଣ୍ଠ ଭରତପୁରରେ କଳା କପଡା ଦେଖାଇ ବିରୋଧ କରାଯାଇଛି । ଏହି ସମୟରେ କିଛି ଦଳୀୟ କର୍ମୀ ତାଙ୍କୁ ଗୋ ବ୍ୟାକ୍ ସ୍ଲୋଗାନ୍ ବି ଦେଇଥିଲେ । ଏଥିରୁ ବିଜେପି ମଧ୍ୟରେ ଥିବା ଦଳୀୟ ବିବାଦ…

ଇଂଲଣ୍ଡରୁ ଆସି ପାରୁ ନାହାନ୍ତି ପ୍ରିୟଙ୍କା, ଅଫତାବ

ମୁମ୍ବାଇ: କରୋନା ଭାଇରସ ନୂତନ ଷ୍ଟ୍ରେନ ଇଂଲଣ୍ଡରେ ତାର କରାଳ ରୂପ ଦେଖାଉଛି । ଏହାକୁ ଦେଖି ସ୍ଥାନୀୟ ସରକାର କେତେକ କଡା ପଦକ୍ଷେପ ନେଇଛି । ଏଥିଯୋଗୁ ବଲିଉଡର ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ଅଭିନେତା ଅଫତାବ ଶିବଦାସନୀ ଇଂଲଣ୍ଡରେ ଫସି ଯାଇଛନ୍ତି । ସେମାନେ ଯେଉଁ ଯେଉଁ ପ୍ରୋଜେକ୍ଟରେ କାମ…

ଜେଲରେ ଓକିଲଙ୍କୁ ସାକ୍ଷାତ କରିପାରିବେ ବିଧାୟକ ପ୍ରଦୀପ ପାଣିଗ୍ରାହୀ, ଅନୁମତି ଦେଲେ ହାଇକୋର୍ଟ

କଟକ: କ୍ରାଇମବ୍ରାଞ୍ଚ ଦ୍ୱାରା ଗିରଫ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଜେଲରେ ଓକିଲଙ୍କ ସହିତ ସାକ୍ଷାତକାର ପାଇଁ ଅନୁମତି ଦିଆଯିବ । ଏସମ୍ପର୍କିତ ମାମଲାର ଶୁଣାଣି କରି ହାଇକୋର୍ଟ ଏପରି ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ ସଞ୍ଜୁ ପଣ୍ଡା ଓ ଜଷ୍ଟିସ କେ. ଆର୍.…

ଟିମ୍ ଇଣ୍ଡିଆ ବିରୋଧରେ ପକ୍ଷପାତିତା ଅଭିଯୋଗ ଆଣିଲେ ଗାଭାସ୍କର

ମୁମ୍ବାଇ:ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର ଟିମ୍ ଇଣ୍ଡିଆରେ ବିରୋଧରେ ପକ୍ଷପାତିତା ଅଭିଯୋଗ ଆଣିଛନ୍ତି । ସବୁ ଖେଳାଳିଙ୍କୁ ସମାନ ଭାବେ ବିଚାର କରାଯାଉ ନାହିଁ । ଅଧିନାୟକ ବିରାଟ କୋହଲିଙ୍କ ପ୍ୟାଟରନିଟି ଲିଭ୍ ନେଇ ସେ ଏହି ସାଂଘାତିକ କଥା କହିଛନ୍ତି । କୋହଲିଙ୍କୁ…

ଯଦୁପୁର ଗାଁରେ ହତ୍ୟାର ଡେମୋ ଦେଖାଉଛି ଅଭିଯୁକ୍ତ ସରୋଜ ସେଠୀ

ନୟାଗଡ଼: ପରୀ ହତ୍ୟା ମାମଲାରେ ଅଭିଯୁକ୍ତକୁ ରିମାଣ୍ଡରେ ଜେରା କରୁଛି ଏସଆଇଟି । ଆଜି ରିମାଣ୍ଡର ଶେଷ ଦିନରେ ଗିରଫ ଅଭିଯୁକ୍ତ ସରଜୋ ସେଠୀକୁ ଯଦୁପୁର ଗାଁକୁ ଆଣିଛି ଏସଆଇଟି । ହତ୍ୟାକାଣ୍ଡ ସ୍ଥଳରେ ସେ ଡେମୋ ଦେଖାଉଛି । କେମିତି ଓ କିପରି ଘଟଣା ଘଟଣାଇଥିଲା ତାହା ଦେଖାଉଛି ଅଭିଯୁକ୍ତ । ଏସଆଇଟି…

ରାଜ୍ୟରୁ ୨୪ ଘଣ୍ଟାରେ ୨୬୩ କରୋନା ପଜିଟିଭ୍, ୪ ମୃତ

ଭୁବନେଶ୍ୱର: ରାଜ୍ୟରେ କମୁଛି ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ସଂକର୍ମିତ ହୋଇଛନ୍ତି ଆଉ ୨୬୩ ଜଣ । କ୍ୱାରେଣ୍ଟାଇନରୁ ୧୫୧ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୧୨ଟି । ମୋଟ୍ ୨୨ଟି ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ନୂଆ ଆକ୍ରାନ୍ତ । ଅନୁଗୁଳ ଜିଲ୍ଲାରୁ ସର୍ବାଧିକ ୪୫…

ପୁନେ NIVକୁ ପଠାଗଲା ଓଡ଼ିଶାରୁ ପଜିଟିଭ୍ ଚିହ୍ନଟ ବ୍ରିଟେନ୍ ଫେରନ୍ତାଙ୍କ ନମୁନା

ଭୁବନେଶ୍ୱର: ବ୍ରିଟେନ ଫେରନ୍ତା ଆକ୍ରାନ୍ତଙ୍କ ଜିନ ଅନୁଶୀଳନ କରାଯିବ । ବ୍ରିଟେନରୁ ଫେରିକି ଯିଏ ପଜିଟିଭ ହୋଇଥିବେ ତାଙ୍କର ଜିନମ ସିକ୍ୟୁଏନ୍ସିଙ୍ଗ କରାଯିବ । ଏନେଇ ସୂଚନା ଦେଇଛନ୍ତି ଆଇଏଲଏସ ନିର୍ଦେଶକ ଅଜୟ ପରିଡା । ଏଥିପାଇଁ କେନ୍ଦ୍ର ସରକାର ଆଇଏଲଏସକୁ ଚିହ୍ନଟ କରିଛନ୍ତି ।…

ବ୍ରିଟେନ ଫେରନ୍ତାଙ୍କ ଉପରେ ନଜର, ଭୟଭୀତ ହେବା ନାହିଁ: ଡିଏମଇଟି

ଭୁବନେଶ୍ୱର: ବ୍ରିଟେନର କରୋନାର ନୂଆ ଷ୍ଟ୍ରେନ ଚିହ୍ନଟ ଏବଂ ଭୁବନେଶ୍ୱରରେ ଜଣେ ବ୍ରିଟେନ୍ ଫେରନ୍ତା ପଜିଟିଭ୍ ଚିହ୍ନଟ ପରେ ପ୍ରତିକ୍ରିୟା ରଖିଛନ୍ତି ଡିଏମଇଟି ସିବିକେ ମହାନ୍ତି । ସେ କହିଛନ୍ତି, ବ୍ରିଟେନ୍ ଫେରନ୍ତାଙ୍କ ଉପରେ ନଜର ରଖାଯାଇଛି । ଷ୍ଟ୍ରେନ ସମ୍ପର୍କରେ ଅନୁଧ୍ୟାନ ଚାଲିଛି ।…