Latest Odisha News

BREAKING NEWS

Browsing Category

ଫିଚର

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ  ତା ୨୧-୧୨-୨୦୨୦ ସୋମବାର ଆଜି ଦିନର ମହତ୍ତ୍ୱ.  ଆଜି ହେଉଛି ୨୦୨୦ ମସିହା ଡିସେମ୍ବର ତା ୨୧ ରିଖ  ସୋମବାର ଧନୁ ୭ ଦିନ ମାର୍ଗଶିର ମାସ ଶୁକ୍ଳ ପକ୍ଷ ସପ୍ତମୀ ତିଥି ପୂର୍ବ ଭାଦ୍ରପଦ ନକ୍ଷତ୍ର କୁମ୍ଭ ଚନ୍ଦ୍ର     ଘାତ ବାର-: ମିଥୁନ ରାଶିର   ଘାତ ଚନ୍ଦ୍ର-: ମିଥୁନ ରାଶି ପୁରୁଷ…

ଆଇସିସି ର‌୍ୟାଙ୍କିଙ୍ଗ: ସ୍ମିଥଙ୍କ ନିକଟତର ହେଲେ କୋହଲି

ଦୁବାଇ: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ଭାରତ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ ମଧ୍ୟ ସଦ୍ୟ ପ୍ରକାଶିତ ଆଇସିସି ର‌୍ୟାଙ୍କିଙ୍ଗରେ ଅଧିନାୟକ ବିରାଟ କୋହଲିଙ୍କ ଉନ୍ନତି ଘଟିଛି । କୋହଲି ୭୪ ରନର ଇନିଂସ ଖେଳିଥିଲେ । ଫଳରେ ର‌୍ୟାଙ୍କିଙ୍ଗରେ ୨ୟ ସ୍ଥାନରେ ଥିବା କୋହଲିଙ୍କୁ ୨…

ନେପାଳରେ ବଡ ଧରଣର ରାଜନୈତିକ ସଙ୍କଟ, ସରକାର ଭାଙ୍ଗିଲା

କାଠମାଣ୍ଡୁ: ଚୀନକୁ ସମର୍ଥନ କରିବା ଏବଂ ଭାରତ ବିରୋଧୀ ହେବା ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ପାର୍ଟି ମଧ୍ୟରେ ବାରମ୍ବାର ବିରୋଧର ସାମ୍ନା କରିବାରୁ ସେ ସଂସଦ ଭଙ୍ଗ ପାଇଁ ପ୍ରସ୍ତାବ ଦେଇଥିଲେ । ଫଳରେ ନେପାଳରେ ରବିବାର ବଡ ଧରଣର ରାଜନୈତିକ…

ଶୁଟିଂ ସେଟରେ ମିଥୁନ ଅସୁସ୍ଥ

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଭେଟେରାନ ଅଭିନେତା ମିଥୁନ ଚକ୍ରବର୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ରବିବାର ହଠାତ ଖରାପ ହୋଇପଡିଥିଲା । କାଶ୍ମୀର ଫାଇଲ୍ସ ନାମକ ଏକ ୱେବ ଫିଲ୍ମ ସିରିଜର ଶୁଟିଂ ମସୁରୀରେ ଚାଲୁଥିବା ବେଳେ ମିଥୁନ ଅସୁସ୍ଥ ହୋଇ ପଡିଥିଲେ । ସ୍ୱାସ୍ଥ୍ୟ ଖରାପ ହେବା ଯୋଗୁ ଶୁଟିଂକୁ ଅଧାରୁ…

୨୧ ଡିସେମ୍ବରରେ ଦେଖାଯିବ ମହାଜାଗତିକ ଦୃଶ୍ୟ: ୪୦୦ ବର୍ଷ ପରେ ଖୁବ୍ ନିକଟତର ହେବେ ବୃହସ୍ପତି ଓ ଶନି

ୱାଶିଂଟନ: ୨୦୨୦ରେ ଗୋଟିଏ ପରେ ଗୋଟିଏ ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳୁଛି । ଧୂମକେତୁର ଆଲୋକ ବର୍ଷା ଠାରୁ ଆରମ୍ଭ କରି ଉଲକାପିଣ୍ଡ ଖସିବା ଏବଂ ନୂତନ ଗ୍ରହରେ ମ୍ୟାଗ୍ନେଟ ୱେଭର ସୂଚନା ଆସିସାରିଛି । ଏବେ ୪୦୦ ବର୍ଷ ପରେ ବୃହସ୍ପତି ଓ ଶନି ଗ୍ରହ ପରସ୍ପର ଅତି ନିକଟତର ହେବାକୁ ଯାଉଛନ୍ତି ।…

[ଭିଡ଼ିଓ] ଅବ୍ଦୁଲ୍ କଲାମଙ୍କୁ ପୂଜା କରୁଥିବା ବ୍ୟକ୍ତିଙ୍କୁ ନିର୍ମମ ହତ୍ୟା

କୋଚି: ମାତ୍ର କିଛିଦିନ ପୂର୍ବରୁ ସାମ୍ନାକୁ ଆସିଥିଲା ଏକ ସନ୍ତୋଷଜନକ ଭିଡିଓ । ଭିଡିଓଟି ଭାଇରାଲ୍ ବି ହୋଇଥିଲା । ଏଥିରେ ଜଣେ ବୟସ୍କ ବ୍ୟକ୍ତି କୋଚିର ମରିନ୍ ଡ୍ରାଇଭ ନିକଟରେ ଥିବା ଭାରତରତ୍ନ ଡ.ଅବ୍ଦୁଲ କଲାମଙ୍କ ପ୍ରତିମୂର୍ତ୍ତୀକୁ ପୂଜା କରିବାରେ ଦେଖିବାକୁ ମିଳିଥିଲା । ବ୍ୟକ୍ତି ଜଣକ…

ପରୀ ହତ୍ୟାକାରୀକୁ ଗିରଫ କଲା ଏସଆଇଟି

ଭୁବନେଶ୍ୱର : ନୟାଗଡ ଯଦୁପୁର ପରୀ ହତ୍ୟା ମାମଲାରେ ହତ୍ୟାକାରୀ ଗିରଫ । ଗିରଫ ବ୍ୟକ୍ତି ଜଣକ ଯଦୁପରୁର ବୋଲି ଏସଆଇଟି ପକ୍ଷରୁ କୁହାଯାଇଛି । ଆସନ୍ତାକାଲି ନୟାଗଡ ସ୍ୱତନ୍ତ୍ର ପୋକ୍ସୋ ଅଦାଲତରେ ଗିରଫ ଅଭିଯୁକ୍ତକୁ ହାଜର କରାଯିବ ବୋଲି ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି । ଗତ ଜୁଲାଇ…

ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ଅଭିନେତା ହରମନ ବାୱେଜା-ସାଶା ରାମଚନ୍ଦାନୀ

ମୁମ୍ବାଇ:ବଲିଉଡ ଅଭିନେତା ହରମନ ବାୱେଜା ଓ ହେଲ୍‌ଥ କୋଚ ସାଶା ରାମଚନ୍ଦାନୀ ଖୁବ୍ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ରବିବାର ସେମାନଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇଛି । ହରମନଙ୍କ ଭଉଣୀ ସୋସିଆଲ ସାଇଟରେ ଏହାର ଫଟୋ ଶେୟାର କରିବା ସହ ଆମ ପରିବାରକୁ ସ୍ୱାଗତ ବୋଲି ଲେଖିଛନ୍ତି ।…

ବିଦେଶ ମାଟିରେ ଟିମ୍ ଇଣ୍ଡିଆକୁ ଗୋଡାଉଛି ଆଉ ଏକ ଖରାପ ରେକର୍ଡ

ଆଡିଲେଡ: ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ୪ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳୁଛି । ଇତି ମଧ୍ୟରେ ପ୍ରଥମ ଟେଷ୍ଟରେ ସର୍ବନିମ୍ନ ସ୍କୋର କରିବା ସହ ଶୋଚନୀୟ ପରାଜୟବରଣ କରିଛି । ଏହି ପରାଜୟ ପରେ ଟିମ୍ ଇଣ୍ଡିଆକୁ ଆଉ ଏକ ଖରାପ ରେକର୍ଡ ଗୋଡାଉଛି । ବିଦେଶ ମାଟିରେ ଭାରତ ପ୍ରଥମ ଟେଷ୍ଟ ହାରିବା ପରେ…

ପେଲେଙ୍କ ରେକର୍ଡ ସହ ସମକକ୍ଷ ହେଲେ ମେସି

କେପନାଉ:ଆର୍ଜେଟିଂନା ସୁପରଷ୍ଟାର ଲିଓନେଲ ମେସି ରବିବାର ଆଉ ଏକ ବଡ ଉପଲବ୍ଧି ହାସଲ କରିଛନ୍ତି । ଗୋଟିଏ କ୍ଲବ ପକ୍ଷରୁ ଖେଳି ସର୍ବାଧିକ ଗୋଲ ସ୍କୋର କରିଥିବା ବ୍ରାଜିଲର ମହାନ ଖେଳାଳି ପେଲେଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି । ମେସି ସ୍ପେନିଶ କ୍ଲବ ବାର୍ସିଲୋନା ପକ୍ଷରୁ ୭୪୮ ମ୍ୟାଚରେ ୬୪୩…