Latest Odisha News

BREAKING NEWS

Browsing Category

ଫିଚର

ନାଗାର୍ଜୁନ ବେଶରେ ଦିବ୍ୟ ଦୃଶ୍ୟ: ଶ୍ରୀମନ୍ଦିର ଚାରିପଟେ ଇନ୍ଦ୍ରଧନୁ ବଳୟ

ପୁରୀ: ଦୀର୍ଘ ୨୫ ବର୍ଷର ଅପେକ୍ଷା ପରେ ଆଜି ଆସିଛି ସେଇ ଦିବ୍ୟ ସଂଯୋଗ। ମହାବହୁଙ୍କର ଆଜି ସେହି ଅପୂର୍ବ ଓ ଅଲୌକିକ ବେଶର ଦିନ। ଦୁର୍ଲ୍ଲଭ ନାଗାର୍ଜୁନ ବେଶରେ ଚତୁର୍ଦ୍ଧା ମୂର୍ତ୍ତି। ଆଜିର ଏହି ଦିବ୍ୟ ଅବସରରେ ଶ୍ରୀକ୍ଷେତ୍ରରେ ଦେଖିବାକୁ ମିଳିଛି ଏକ ଅଦ୍ଭୁତ ବିରଳ ଦୃଶ୍ୟ। ଦେଉଳ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ   ତା୨୭-୧୧-୨୦୨୦ ଶୁକ୍ରବାର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୨୦ ମସିହା ନଭେମ୍ବର ତା ୨୭ ରିଖ ଶୁକ୍ରବାର ବିଛା ୧୨ ଦିନ କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଦ୍ୱାଦଶୀ ମୁକ୍ତ ତ୍ରୟୋଦଶୀ ତିଥି ଅଶ୍ଵିନୀ ନକ୍ଷତ୍ର ମେଷ ଚନ୍ଦ୍ର    ଘାତ ବାର-: ବିଛା ଧନୁ ଓ ମୀନ ରାଶିର    ଘାତ…

କ୍ୟାପିଟାଲ ହସ୍ପିଟାଲରେ ଏମଆରଆଇ ସ୍କାନ ସେବା ଲୋକାର୍ପିତ

ଭୁବନେଶ୍ୱର: ଭୁବନେଶ୍ବର କ୍ୟାପିଟାଲ୍ ହସ୍ପିଟାଲରେ ଏମଆରଆଇ ପରୀକ୍ଷଣ ସୁବିଧା ଲୋକାର୍ପିତ କରିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ। ଏହି ବ୍ୟବସ୍ଥାରେ ମସ୍ତିଷ୍କର ଆନଜିଓ, ଭେନୋଗ୍ରାମ୍, ଅରବିଟ୍, ମେରୁଦଣ୍ଡ, ମଣିବନ୍ଧ, କହୁଣୀ, କାନ୍ଧ, ମୁହଁ ଓ ବେକ, ତଳିପେଟ,…

ଓଡ଼ିଶାରୁ ଆଉ ୭୩୭ କରୋନା ରୋଗୀ ସୁସ୍ଥ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୭୩୭ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଆଜି ଖୋର୍ଦ୍ଧାରୁ ୭୩ ଜଣ ସୁସ୍ଥ ହୋଇଛନ୍ତି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଅପରପକ୍ଷରେ ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୬୪୪…

ଆଉ ନାହାନ୍ତି ଭାରତୀୟ ସଫ୍ଟୱେୟାର ଇଣ୍ଡଷ୍ଟ୍ରିର ଜନକ

ନୂଆଦିଲ୍ଲୀ: ଭାରତର ପ୍ରତିଷ୍ଠିତ ଆଇଟି କମ୍ପାନୀ ଟାଟା କନ୍ସଲଟାନ୍ସ ସର୍ଭିସେସ (ଟିସିଏସ)ର ପ୍ରତିଷ୍ଠାତା ଫକୀର ଚନ୍ଦ କୋହଲିଙ୍କ ଗୁରୁବାର ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୬ ବର୍ଷ ବୟସ ହୋଇଥିଲା । ୧୯ ମାର୍ଚ୍ଚ ୧୯୨୪ରେ ସେ ପାକିସ୍ତାନର ପେଶାୱରରେ ଜନ୍ମଗ୍ରହଣ କରିଥିଲେ । ଭାରତର…

ରାଜଧାନୀରେ କାର୍ତ୍ତିକ ପୂର୍ଣ୍ଣିମା ପାଳନ ଉପରେ କଟକଣା

ଭୁବନେଶ୍ୱର: ନଭେମ୍ବର ୩୦ରେ କାର୍ତ୍ତିକ ପୂର୍ଣ୍ଣିମା ଅନୁଷ୍ଠିତ ହେବାକୁ ଯାଉଛି। ଏହି ଅବସରରେ କୋଭିଡ-୧୯ ମହାମାରୀକୁ ଦୃଷ୍ଟିରେ ରଖି ରାଜଧାନୀର ବିନ୍ଦୁସାଗର ତଥା ଅନ୍ୟାନ୍ୟ ଜଳାଶୟରେ ପାଳନ ନେଇ କଟକଣା ଲଗାଯାଇଛି। ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ (ବିଏମସି) ପକ୍ଷରୁ ଏନେଇ…

[ଭିଡିଓ] ଭାରତୀଙ୍କ ବିରୋଧରେ ଷଡଯନ୍ତ୍ର ହୋଇଛି; ରାକ୍ଷୀ ସାୱନ୍ତ

ମୁମ୍ବାଇ: ପୁଣି ଚର୍ଚ୍ଚାରେ ରହିବା ପାଇଁ ବାହାନା ଖୋଜି ପାଇଲେ ବିବାଦୀୟ ଅଭିନେତ୍ରୀ ରାକ୍ଷୀ ସାୱନ୍ତ । ନିକଟରେ ଡ୍ରଗ୍ସ ରଖିବା ଆରୋପରେ କମେଡିଆନ୍ ଭାରତୀ ସିଂ ଓ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆଙ୍କୁ ଏନ୍‌ସିବି ଗିରଫ କରିଥିଲା । ଏହି ମାମଲାରେ ନିଜ ପ୍ରତିକ୍ରିୟା ରଖିବାକୁ ଯାଇ ସାମ୍ନାକୁ…

ସୋନୁ ସୁଦଙ୍କ ଜବରା ଫ୍ୟାନ୍‌ । ସାଇକେଲରେ ବାହାରିଲେ ମୁମ୍ବାଇ, ଫ୍ଲାଇଟରେ ଆଣିଲେ ସୋନୁ

ମୁମ୍ବାଇ: କରୋନା ସମୟରେ ନିଜର ଭଲ କାମ ପାଇଁ ଅନେକ ପ୍ରଶଂସା ସାଉଁଟିଛନ୍ତି ଅଭିନେତା ସୋନୁ ସୁଦ୍ । କିଛି ଦିନ ହେବ ସୋନୁଙ୍କ ଲୋକପ୍ରିୟତା ବଢିବାରେ ଲାଗିଛି । ତାଙ୍କ ପ୍ରିତ ଫ୍ୟାନଙ୍କ ଭଲ ପାଇବା ମଧ୍ୟ ସେହି ଅନୁସାରେ ବଢୁଛି । ଏବେ ଜଣେ ଫ୍ୟାନଙ୍କ କଥାକୁ ନେଇ ପୁଣି ଚର୍ଚ୍ଚା ହେଉଛି ।…

ବଜରଙ୍ଗ ପୁନିଆ-ସଙ୍ଗୀତାଙ୍କ ବିବାହ ସମ୍ପନ୍ନ

ରୋହତାକ:ଦ୍ରୋଣାଚାର୍ଯ୍ୟ ପୁରସ୍କାର ବିଜେତା ମହାବୀର ଫୋଗଟଙ୍କ ଝିଅ ସଙ୍ଗୀତା ଫୋଗଟ ରେସଲର ବଜରଙ୍ଗ ପୁନିଆଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ବଜରଙ୍ଗ ସୋସିଆଲ ସାଇଟରେ ପତ୍ନୀ ତଥା ରେସଲର ସଙ୍ଗୀତାଙ୍କ ସହ ବିବାହ ବେଳର ଫଟୋ ଶେୟାର କରିଛନ୍ତି । ସଙ୍ଗୀତା ମଧ୍ୟ ଅନ୍ୟ ଭଉଣୀମାନଙ୍କ ପରି…

ଦିଲ୍ଲୀବାସୀ ସାବଧାନ ! ବଢୁଛି କରୋନା ମୃତ୍ୟୁ, ନଭେମ୍ବରରେ ଗଲାଣି ୨୩ଶହରୁ ଅଧିକ ଜୀବନ

ନୂଆଦିଲ୍ଲୀ: ଦିଲ୍ଲୀରେ ଦ୍ରୁତ ଗତିରେ ବଢୁଛି କରୋନା । ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଦିଲ୍ଲୀରେ କରୋନା ମୃତ୍ୟୁ ଏବେ ଟେନସନ୍ ବଢାଉଛି । ଏହି ନଭେମ୍ବର ମାସରେ ହିଁ ୨୩ଶହରୁ ଅଧିକ ଆକ୍ରାନ୍ତଙ୍କ ଜୀବନ ନେଇ ସାରିଲାଣି ମହାମାରୀ ।…