Latest Odisha News

BREAKING NEWS

Browsing Category

ଫିଚର

ଭୁବନେଶ୍ୱରର ଏହି ସ୍ଥାନରେ ‘ପୟା ଶ୍ରାଦ୍ଧ’ ଓ ‘ପିଣ୍ଡ ଦାନ’ ଉପରେ ପ୍ରତିବନ୍ଧକ

ଭୁବନେଶ୍ୱର: ଚଳିତ ବର୍ଷ ଦୀପାବଳି ଅବସରରେ ଭୁବନେଶ୍ୱରର ବିନ୍ଦୁ ସାଗର ଓ ଲିଙ୍ଗରାଜ ମନ୍ଦିରର ସିଂହଦ୍ୱାର ସମ୍ମୁଖରେ ‘ପୟା ଶ୍ରାଦ୍ଧ’ ଓ ‘ପିଣ୍ଡ ଦାନ’ ଉପରେ ପ୍ରତିବନ୍ଧକ ଲଗାଯାଇଛି । ତେବେ କରୋନା ମହାମାରୀ ତଥା ଶ୍ରଦ୍ଧାଳୁଙ୍କ ଭିଡକୁ ଏଡାଇବାକୁ ଯାଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି)…

ପିଜି ପ୍ରବେଶିକା ପରୀକ୍ଷା; ବଦଳିଲା ମେରିଟ୍ ଲିଷ୍ଟ ପ୍ରକାଶନ ତାରିଖ

ଭୁବନେଶ୍ୱର: ଏକକ ପିଜି ପ୍ରବେଶିକା ପରୀକ୍ଷା ମେରିଟ୍ ଲିଷ୍ଟ ପ୍ରକାଶନ ତାରିଖକୁ ପୁଣି ଘୁଞ୍ଚାଇଛନ୍ତି ରାଜ୍ୟ ସରକାର। ଏହି ମେରିଟ୍ ଲିଷ୍ଟ ନଭେମ୍ବର ୧୬ ତାରିଖ ପରିବର୍ତ୍ତେ ଏବେ ନଭେମ୍ବର ୨୧ ତାରିଖରେ ପ୍ରକାଶ ପାଇବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆହୁରି ମଧ୍ୟ…

ସ୍କୁଲ ପାଠ୍ୟକ୍ରମରେ ସ୍ଥାନ ପାଇବ ‘ବନ୍ଦେ ଉତ୍କଳ ଜନନୀ’

ଭୁବନେଶ୍ୱର: ଏଣିକି ମାଧ୍ୟମିକ ସ୍ତରରେ ସ୍କୁଲ ପାଠ୍ୟକ୍ରମରେ ସ୍ଥାନ ପାଇବ ‘ବନ୍ଦେ ଉତ୍କଳ ଜନନୀ’ । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନକ୍ରମେ ଆଜି ଏସଂକ୍ରାନ୍ତରେ ସରକାରୀ ବିଜ୍ଞପ୍ତି ପ୍ରକାଶିତ ହୋଇଛି। ନବମ ଓ ଦଶମ ଶ୍ରେଣୀରେ ପାଠ ପଢୁଥିବା ଛାତ୍ରଛାତ୍ରୀମାନେ କାନ୍ତକବି ଲକ୍ଷ୍ମୀକାନ୍ତ…

ଗିରଫ ହେଲେ କୋଟିପତି କିରାଣୀ; ଜାଣନ୍ତୁ, ସମ୍ପତ୍ତିର ମୂଲ୍ୟ

ଭୁବନେଶ୍ୱର: ଭୁବନେଶ୍ୱର ଉପ-ଜିଲ୍ଲାପାଳ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ଉଦୟନାଥ ଜେନାଙ୍କୁ ଗିରଫ କରିଛି ଭିଜିଲାନ୍ସ । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ଆର‌୍ୟବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ଟିମ୍ ତାଙ୍କ ସୁନ୍ଦରପଦା ସ୍ଥିତ ଘର, କେନ୍ଦ୍ରାପଡା ଜିଲ୍ଲାର ଏଣ୍ଡୁଲପୁର ଗ୍ରାମର…

ଅଲ-କାଏଦା ଟାର୍ଗେଟ୍‌ରେ ପଶ୍ଚିମବଙ୍ଗ ନେତା !

ପଶ୍ଚିମବଙ୍ଗ: ଇଣ୍ଟେଲିଜେନ୍ସ ବ୍ୟୁରୋ (IB) ରିପୋର୍ଟରେ ସାମ୍ନାକୁ ଆସିଲା ଚାଂଚଲ୍ୟକର ତଥ୍ୟ । ପଶ୍ଚିମବଙ୍ଗରେ ଆକ୍ରମଣ କରିବାକୁ ଯୋଜନା କରୁଛି ଆତଙ୍କବାଦୀ ସଙ୍ଗଠନ ଅଲ୍‌-କାଏଦା । ଏଥିପାଇଁ ପଶ୍ଚିମବଙ୍ଗରୁ ସଦସ୍ୟ ସୃଷ୍ଟି କରିବା ସହ ସ୍ଲିପର୍ ସେଲକୁ ସକ୍ରିୟ କରିବାକୁ ଅଲ୍‌-କାଏଦା…

ଗ୍ଲୋବାଲ ଟାଇମ୍ସରେ ଭାରତକୁ ସମାଲୋଚନା, ଚୀନ ଏଲଇଡି ବିନା ଭାରତର ଦୀପାବଳୀ ଅନ୍ଧକାରମୟ ହୋଇଯିବ

ନୂଆଦିଲ୍ଲୀ: ଚୀନର ସରକାରୀ ମୁଖପାତ୍ର ଗ୍ଲୋବାଲ ଟାଇମ୍ସ ପୁନର୍ବାର ଭାରତକୁ ସମାଲୋଚନା କରିଛି । ଏପରିକି ଚୀନ ଏଲଇଡି ଲାଇଟ ବିନା ଭାରତର ପ୍ରକାଶ ପର୍ବ ଦୀପାବଳୀ ଅନ୍ଧକାରମୟ ହୋଇଯିବ ବୋଲି କହିଛି । ବିଭିନ୍ନ ମହଲରୁ ଅନୁରୋଧ କରାଯାଉଥିଲେ ମଧ୍ୟ ଭାରତୀୟବାସୀ ବହୁ ପରିମାଣର ଏଲଇଡି ଲାଇଟ…

ଚଳିତ ଦୀପାବଳିରେ ସିଂହଦ୍ୱାର ସମ୍ମୁଖରେ ଜଳିବନି କାଉଁରିଆ କାଠି

ପୁରୀ: ବାୟୁ ପ୍ରଦୂଷଣ ତଥା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ଦୀପାବଳିରେ ଶ୍ରୀ ଜଗନ୍ନାଥ ମନ୍ଦିରର ସିଂହଦ୍ୱାର ସମ୍ମୁଖରେ ଜଳାହେବନି କାଉଁରିଆ କାଠି । ଏନେଇ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଶ୍ରଦ୍ଧାଳୁ ମାନେ କେବଳ ‘ପୟା ଶ୍ରାଦ୍ଧ’ ପାଳନ କରି ଘରକୁ ଫେରିବାକୁ ଅନୁରୋଧ…

ମହାଗଠବନ୍ଧନ ସରକାର ଆବଶ୍ୟକ ସଂଖ୍ୟା ପାଇଁ ବାହୁବଳୀ ଅନନ୍ତ ସିଂ, ରୀତଲାଲଙ୍କୁ ଦାୟିତ୍ୱ ଦେଲେ ତେଜସ୍ୱୀ

ପାଟନା: ବିହାର ନିର୍ବାଚରେ ମହାଗଠବନ୍ଧନ ସରକାର ଗଠନ ପାଇଁ ସଂଖ୍ୟା ପାଇ ନ ଥିଲେ ମଧ୍ୟ ଆରଜେଡି ନେତା ତେଜସ୍ୱୀ ଯାଦବ ଏବେ ବି ଏଥିପାଇଁ ଉଦ୍ୟମ ଜାରି କରିଛନ୍ତି । ଶୁକ୍ରବାର ସେ ଜେଲରେ ବନ୍ଦ ଥିବା ବାହୁବଳୀ ନେତା ଅନନ୍ତ ସିଂ ଓ ଅପରାଧ ପୃଷ୍ଠଭୂମି ଛାଡି ପ୍ରଥମ ଥର ନିର୍ବାଚନ ଜିତିଥିବା…

ସର୍ବାଧିକ ଅନ୍ତର୍ଜାତୀୟ ଗୋଲ ସ୍କୋରରେ ବିଶ୍ୱରେକର୍ଡର ନିକଟତର ହେଲେ ରୋନାଲ୍ଡୋ

ନୂଆଦିଲ୍ଲୀ: ଷ୍ଟାର ଫୁଟବଲ ଖେଳାଳି ପର୍ତୁଗାଲ କ୍ରିଷ୍ଟିଆନ ରୋନୋଲ୍ଡା ସର୍ବାଧିକ ଅନ୍ତର୍ଜାତୀୟ ଗୋଲ ସ୍କୋରରେ ବିଶ୍ୱରେକର୍ଡର ନିକଟତର ହୋଇଛନ୍ତି । ୧୭ ବର୍ଷ କ୍ୟାରିୟରରେ ସେ ୧୬୮ ଅନ୍ତର୍ଜାତୀୟ ମ୍ୟାଚ ଖେଳି ୧୦୨ ଗୋଲ ସ୍କୋର କରିଛନ୍ତି । ଇରାନର ଅଲୀ ଦାଇଙ୍କ ନାମରେ ଥିବା ବିଶ୍ୱରେକର୍ଡ…

ଓଡ଼ିଶାକୁ ଅମ୍ଫନ ସହାୟତା: ୧୨୮ କୋଟିର ଅତିରିକ୍ତ ସହାୟତା ଘୋଷଣା କଲା କେନ୍ଦ୍ର

ଭୁବନେଶ୍ୱର: ପ୍ରାକୃତିକ ବିପର୍ଯ୍ୟୟ ପ୍ରଭାବିତ ଓଡ଼ିଶା ସମେତ ୬ ରାଜ୍ୟକୁ କେନ୍ଦ୍ର ସରକାର ସହାୟତା ଘୋଷଣା କରିଛନ୍ତି । ବାତ୍ୟା ଅମ୍ଫନ ପାଇଁ ଓଡ଼ିଶାକୁ ୧୨୮ କୋଟି ଟଙ୍କାର ଅତିରିକ୍ତ ସହାୟତା ପ୍ରଦାନ କରାଯିବ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ କମିଟି ଏହାକୁ…