Latest Odisha News

BREAKING NEWS

Browsing Category

ଫିଚର

ଦର୍ଶକଙ୍କ ଲାଗି ଆଜିଠୁ ଖୋଲୁଛି ‘ଗାନ୍ଧୀ ସ୍ମୃତିପୀଠ’

ପୁରୀ: ଦର୍ଶକଙ୍କ ଲାଗି ପୁରୀର ଗାନ୍ଧୀ ସ୍ମୃତିପୀଠ ସୋମବାର ଦିନଠାରୁ ଖୋଲାଯାଉଛି । ଯାହା କୋଭିଡ-୧୯ ମହାମାରୀ ଯୋଗୁଁ ଦୀର୍ଘ ୭ ମାସ ଧରି ବନ୍ଦ ରହିଥିଲା । ଗାନ୍ଧୀ ସ୍ମୃତିପୀଠ ପୁରୀର ଅନ୍ୟ ଏକ ଆକର୍ଷଣ ପାଲଟିଥିବା ବେଳେ ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଉକ୍ତ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶି ଫଳ  ତା ୯-୧୧-୨୦୨୦ ସୋମବାର ଆଜି ଦିନର ମହତ୍ତ୍ୱ.  ଆଜି ହେଉଛି ୨୦୨୦ ମସିହା ନଭେମ୍ବର ତା ୯ ରିଖ ସୋମବାର ତୁଳା ୨୪ ଦିନ କାର୍ତ୍ତିକ ମାସ କୃଷ୍ଣ ପକ୍ଷ ନବମୀ ତିଥି ଅଶ୍ଳେଷା ନକ୍ଷତ୍ର କର୍କଟ ଚନ୍ଦ୍ର ସକାଳ ୮ଟା ୪୫ମିନିଟ୍ ପର୍ଯ୍ୟନ୍ତ ତାହା ପରେ ମଘା ନକ୍ଷତ୍ର ସିଂହ ଚନ୍ଦ୍ର ଭୋଗ ହେବ…

ଦୀର୍ଘ ଦିନ ପରେ ସମ୍ବଲପୁରରେ ରୋପୱେ ସେବା ଆରମ୍ଭ

ସମ୍ବଲପୁର: ଦୀର୍ଘ ସାତ ମାସ ପରେ ସମ୍ବଲପୁରର ବୁର୍ଲାସ୍ଥିତ ହୀରାକୁଦ ଡ୍ୟାମ ନିକଟରେ ଥିବା ରୋପୱେ ସେବା ରବିବାର ଦିନ ଖୋଲିଛି। ଯାହାକୁ କୋଭିଡ-୧୯ ମହାମାରୀ ଯୋଗୁଁ ବନ୍ଦ କରାଯାଇଥିଲା। ସମ୍ବଲପୁର ମ୍ୟୁନିସିପାଲ କର୍ପୋରେସନ କମିଶନର ଅନିରୁଦ୍ଧ ପ୍ରଧାନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି…

ଧାୱନ ଧମାକା, ଦିଲ୍ଲୀ ୧୮୯/୩

ଆବୁଧାବି: ଚଳିତ ଆଇପିଏଲରେ ରବିବାର ଖେଳାଯାଉଥିବା ଦ୍ୱିତୀୟ ପ୍ଲେ ଅଫ ମୁକାବିଲାରେ ଶିଖର ଧାୱନଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ୧୯୦ ରନର ବିଜୟ ଲକ୍ଷ୍ୟ ସନରାଇଜର୍ସ ହାଇଦ୍ରାବାଦ ସମ୍ମୁଖରେ ରଖିଛି । ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ୨୦ ଓଭରରେ ୩ ଉଇକେଟ ହରାଇ ୧୮୯ ରନ…

ମାନବିକତା: କରୋନା ଭାଇରସରେ ଫ୍ରାନ୍ସରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ଅସ୍ଥି ନେଇ ଭାରତ ଆସିଲେ ଇକବାଲ

ପ୍ୟାରିସ: କରୋନା କାଳରେ ବି ମାନବିକତା ମରିନି । ଏହାକୁ ପ୍ରମାଣିତ କରିଛନ୍ତି ଇକବାଲ ସିଂ ଭଟ୍ଟି । ଫ୍ରାନ୍ସରେ କରୋନା ଭାଇରସ ଯୋଗୁ ମୃତ୍ୟୁବରଣ କରିଥିବା ୧୦ ଜଣଙ୍କ ଅସ୍ଥି ନେଇ ସେ ଭାରତ ଆସିଛନ୍ତି । ଏଠାରେ ସେ ପରିବାରବର୍ଗଙ୍କୁ ଏହା ହସ୍ତାନ୍ତର କରିଛନ୍ତି । ତାଙ୍କର ଏହି ଉଦ୍ୟମକୁ…

ଓଡିଶାରୁ ସୁସ୍ଥ ହେଲେ ଆଉ ୧୩୧୧ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୧୩୧୧ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । https://twitter.com/HFWOdisha/status/1325453981854756864?s=19 …

ବାଂଲାଦେଶ ଟି୨୦ ଅଧିନାୟକ ମହମ୍ମୁଦାଲ୍ଲାଙ୍କ ଦ୍ୱିତୀୟ କରୋନା ରିପୋର୍ଟ ପଜିଟିଭ

ଢ଼ାକା: ବାଂଲାଦେଶ ଟି୨୦ କ୍ରିକେଟ ଦଳର ଅଧିନାୟକ ମହମ୍ମୁଦାଲ୍ଲାଙ୍କ ଦ୍ୱିତୀୟ କରୋନା ରିପୋର୍ଟ ମଧ୍ୟ ପଜିଟିଭ ଆସିଛି । ଫଳରେ ସେ ପାକିସ୍ତାନ ସୁପର ଲିଗରେ ଖେଳିପାରିବେ ନାହିଁ । ମୋଇନ ଅଲୀଙ୍କ ସ୍ଥାନରେ ମୁଲ୍ଲାତାନ ସୁଲ୍ଲତାନ ଟିମରେ ତାଙ୍କୁ ସାମିଲ କରାଯାଇଥିଲା । କୌଣସି କରୋନା ଲକ୍ଷଣ ନ…

ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରିବ ଦିଲ୍ଲୀ ଟିମ୍

ଆବୁଧାବି: ଆଇପିଏଲ୍-୧୩ର ଦ୍ଵିତୀୟ କ୍ୱାଲିଫାୟାରରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ସନ୍ଇଜର୍ସ ହାଇଦ୍ରାବାଦ ମୁକାବିଲା ହୋଇଛି ।  ଦିଲ୍ଲୀ ଟିମ୍ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି । ଆଜିର ବିଜେତା ଦଳ ହିଁ ୪ ଥର ବିଜେତା ମୁମ୍ବାଇ ଫାଇନାଲରେ ଭେଟିବ । ହାଇଦ୍ରାବାଦ ଲଗାତାର…

ନମିତା ଟପ୍ପୋ ପାଇବେ ଏକଲବ୍ୟ ପୁରସ୍କାର

ଭୁବନେଶ୍ୱର: ଓଡିଆ ହକି ଅଲମ୍ପିଆନ୍ ନମିତା ଟପ୍ପୋ ଚଳିତ ବର୍ଷ ସମ୍ମାନଜନକ ଏକଲବ୍ୟ ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏକଲବ୍ୟ କମିଟି ସଦସ୍ୟ ମାନେ ରବିବାର ଦିନ ସର୍ବସମ୍ମତି କ୍ରମେ ଇମ୍ଫା ଦ୍ୱାରା ପରିଚାଳିତ ଇମ୍ପାକ୍ଟ ପକ୍ଷରୁ ନମିତା ଟପ୍ପୋଙ୍କୁ ଚୟନ କରାଯାଇଥିଲା ।…

ବିବାଦରେ ଥିଲା ଲକ୍ଷ୍ମୀ ବମ୍‌, ଚର୍ଚ୍ଚାରେ ଟ୍ୱିଙ୍କିଲ୍ ବମ୍

ମୁମ୍ବାଇ: କୌଣସି ଟ୍ରୋଲ୍‌କୁ ନେଇ ଟ୍ୱିଙ୍କିଲ ଖାନ୍ନା ଚତୁରତାର ସହ ଜବାବ ଦେବାରେ ବେଶ ମାହିର । ନିକଟରେ ଫିଲ୍ମ ଲକ୍ଷ୍ମୀ ବମ୍‌କୁ ନେଇ ଅକ୍ଷୟଙ୍କୁ ଅନେକ ଲୋକ ସୋସିଆଲ୍ ମିଡିଆରେ ଟ୍ରୋଲ୍ କରିଥିଲେ । ଯାହାର ଜବାବ ଟ୍ୱିଙ୍କିଲ୍ ବେଶ ଭାବିଚିନ୍ତି ଦେଇ ଟ୍ରୋଲରଙ୍କ ମୁହଁ ବନ୍ଦ କରିଥିଲେ । ହେଲେ…