Latest Odisha News

BREAKING NEWS

Browsing Category

ଫିଚର

ଲାଲଗଡରେ ପଇଁତରା ମାରୁଛି ବାୟୁସେନାର ଲଢ଼ୁଆ ବିମାନ

ମାଲକାନଗିରି: ଲାଲଗଡରେ ପଇଁତରା ମାରୁଛି ବାୟୁସେନାର ଲଢ଼ୁଆ ବିମାନ । ଆଜି ହଠାତ୍ ଦୁଇଟି ଚପର ସ୍ୱାଭିମାନ ଅଂଚଳ ଆକାଶରେ ଚକର କାଟିବା ଦେଖି ଆଶ୍ଚଯ୍ୟ ହୋଇଯାଇଥିଲେ ସ୍ଥାନୀୟ ଲୋକେ । ଗୋଟିଏ ହେଲିକପ୍ଟର ଗୁରାସେତୁ ବିଏସଏଫ କ୍ୟାମ୍ପରେ ଅବତରଣ କରିଥିବା ବେଳେ ଅନ୍ୟଟି ଜଙ୍ଗଲ ଉପରେ ପଇଁତରା…

ଜୀବନ ପ୍ରଦୀପ ଦାସଙ୍କ ଅଡିଓ ଭାଇରାଲ ପ୍ରସଙ୍ଗ: ଜୋର ଧରିଲା ରାଜନୀତି

ଭୁବନେଶ୍ୱର: ଜୀବନ ପ୍ରଦୀପ ଦାସଙ୍କ ଅଡିଓ ଭାଇରାଲ ପ୍ରସଙ୍ଗରେ ବିଜେପି ଓ ବିଜେଡିକୁ ଟାର୍ଗେଟ୍ କରିଛି କଂଗ୍ରେସ । ବିଜେପି-ବିଜେଡି ଗୋଟିଏ ଦଳ ବୋଲି ଯେଉଁ ଅଭିଯୋଗ କଂଗ୍ରେସ କରୁଥିଲା ତାହା ଜୀବନଙ୍କ ଅଡିଓ ଟେପ୍ ପ୍ରମାଣିତ କରିଛି । ଚିଟଫଣ୍ଡ ସ୍କାମ୍ ଭଳି ବିଭିନ୍ନ ଦୁର୍ନୀତିରେ ସୁରକ୍ଷା…

ରାଜଧାନୀରେ କମୁଛି କରୋନା ସଂକ୍ରମଣ, ଆଉ ୬୪ ପଜିଟିଭ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ କମୁଛି କରୋନା ସଂକ୍ରମଣ ସଂଖ୍ୟା । ଗତ ୨୪ ଘଂଟାରେ ଶହେ ତଳେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ୱରରୁ ବାହାରିଛନ୍ତି ଆଉ ୬୪ ଜଣ କରୋନା ପଜିଟିଭ । ଏହାସହ ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୯୬୪୭ରେ ପହଞ୍ଚିଛି । Update…

ପୁଣି ପୁରୀରେ ସକ୍ରିୟ ସେକ୍ସ ରାକେଟ୍ !

ପୁରୀ: ଓଡିଶାରେ କୋହଳ ହୋଇଛି କରୋନା କଟକଣା । ଏହି ମଉକାର ଫାଇଦା ଉଠାଇ ପୁଣିଥରେ ପୁରୀର ସକ୍ରିୟ ହୋଇଉଠିଛି ସେକ୍ସ ରାକେଟ୍ । ଆଜି ସକାଳୁ ପୁରୀର ବଳିଆପଣ୍ଡା ଥାନା ଅନ୍ତର୍ଗତ ହୋଟେଲ ସି ଭ୍ୟୁ ଇନ୍‌ରୁ ଏକ ସେକ୍ସ ରାକେଟକୁ ପୋଲିସ ଠାବ କରିଛି । ସେକ୍ସ ରାକେଟ୍‌ରେ ସାମିଲ ଥିବା ୫ଜଣ ଯୁବତୀ…

ଚର୍ଚ୍ଚାରେ ଭାଇରାଲ ଅଡିଓ କ୍ଲିପ୍‌, ପ୍ରତିକ୍ରିୟା ରଖିଲେ ଜୀବନ ପ୍ରଦୀପ

ଭୁବନେଶ୍ୱର: ବିଜେଡିରୁ ନିଲମ୍ବିତ ହୋଇଥିବା ବାଲେଶ୍ୱରର ନେତା ଜୀବନ ପ୍ରଦୀପ ଦାସଙ୍କ ଏକ ଭାଇରାଲ୍ ଅଡିଓକୁ ନେଇ ଏବେ ଚର୍ଚ୍ଚା। ଜୀବନ ପ୍ରଦୀପ ଜଣେ କର୍ମୀଙ୍କ ସହିତ ସେ କଥା ହୋଇଥିଲେ, ଯାହାର ଅଡିଓ ଭାଇରାଲ ହୋଇଛି। ଏଥିରେ ସେ ଅଭିଯୋଗ କରିଛନ୍ତି, ବାଲେଶ୍ୱର ଉପନିର୍ବାଚନରେ ଟିକେଟ୍‌ ପାଇଥିବା…

ମହାନଦୀ ଜଳ ବିବାଦ ମାମଲା, ଡିସେମ୍ବର ୫ରେ ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ: ମହାନଦୀ ଜଳ ବିବାଦ ମାମଲାର ଟ୍ରିବ୍ୟୁନାଲରେ ଶନିବାର ଶୁଣାଣି ହୋଇଛି । ଛତିଶଗଡର ପ୍ରସ୍ତାବକୁ ଅଗ୍ରାହ୍ୟ କରିଛି ଓଡିଶା । ମୂଳ ମାମଲା ସମାଧାନ ପାଇଁ ଦୁଇ ପକ୍ଷଙ୍କୁ ସମୟ ନିର୍ଦ୍ଧାରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ । ଦୁଇ ପକ୍ଷ କମନ…

ସ୍ଥଗିତ ହେଲା ମାଟ୍ରିକ ପରୀକ୍ଷା ଫର୍ମପୂରଣ

ଭୁବନେଶ୍ୱର: ସ୍ଥଗିତ ରହିଲା ମାଟ୍ରିକ ପରୀକ୍ଷା ଫର୍ମ ପୂରଣ । ସ୍ଥଗିତ ନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି । ପରବର୍ତ୍ତୀ ବିଜ୍ଞପ୍ତିରେ ଫର୍ମପୂରଣ ନେଇ ସୂଚନା ଦିଆଯିବ । ମାଧ୍ୟମିକ ଶିକ୍ଷାପରିଷଦ ପକ୍ଷରୁ ଚଳିତ ମାସ ୫ ତାରିଖରେ ମାଟ୍ରିକ ପରୀକ୍ଷା ଫର୍ମ ପୁରଣ ପାଇଁ…

ଡାଇନୋସରର ଜୀବାଶ୍ମକୁ ବଲ ଭାବି ଖେଳୁଥିଲେ ପିଲାମାନେ, ଆସନ୍ତୁ ଜାଣିବା ତାପରେ କଣ ହେଲା

ମଂଡଲା:ମଧ୍ୟପ୍ରଦେଶର ମଂଡଲା ଅଂଚଳରେ ଡାଇନୋସରଙ୍କ ଜୀବାଶ୍ମ ମିଳିଛି । ଯାହା କି ୬.୫ କୋଟି ବର୍ଷ ତଳର ବୋଲି ଅନୁମାନ କରାଯାଉଛି । ରିପୋର୍ଟ ମୁତାବକ ଶିକ୍ଷକ ପ୍ରଶାନ୍ତ ଶ୍ରୀବାସ୍ତବ ପ୍ରାତଃ ଭ୍ରମଣରେ ବାହାରିଥିଲେ । ଏହି ଅବସରରେ ସେ ଦେଖିବାକୁ ପାଇଲେ କେତେଜଣ ପିଲା ପଥରର ଏକ ଗୋଲାକାର ବସ୍ତୁ…

ଅଜଗର ସାପର ଅସ୍ତ୍ରୋପଚାର

ଭୁବନେଶ୍ୱର: ଅଜଗର ସାପର ହେଲା ଅସ୍ତ୍ରୋପଚାର । ସାପର ହେଲା ସିଟି ସ୍କାନ । ଆନନ୍ଦପୁରରୁ ଉଦ୍ଧାର ହୋଇଥିବା ଏକ ଅଜଗର ସାପର ଓୟୁଏଟିରେ ଅସ୍ତ୍ରୋପଚାର କରାଯାଇଛି । ଏଥିସହ ସାପଟିର ସିଟି ସ୍କାନ ମଧ୍ୟ କରାଯାଇଛି । ସାପଟିର ଦେହରେ ବିଭିନ୍ନ ସ୍ଥାନରେ କ୍ଷତ ଓ ମୁଣ୍ଡରେ ଆଘାତ ଲାଗିଥିବା ଯୋଗୁଁ…

କରୋନା ପଜିଟିଭ୍ କମ୍, ବଢ଼ିଛି ସୁସ୍ଥ ହାର: ମାସେ ଭିତରେ ରାଜ୍ୟରେ ଆଶ୍ୱସ୍ତିକର ରିପୋର୍ଟ

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ଟପିଛି । ମୃତ୍ୟୁସଂଖ୍ୟା ୧୪ ଶହ ପାର କରିଛି । ୩ ଲକ୍ଷ ମୁହାଁ ସୁସ୍ଥ ସଂଖ୍ୟା । ମାସେ ଭିତରେ ରାଜ୍ୟରେ ଦୈନିକ କରୋନା ଟ୍ରେଣ୍ଡ ଖସିଛି । ବଢ଼ିଛି ସୁସ୍ଥ ହାର । କିନ୍ତୁ ଦୈନିକ ମୃତ୍ୟୁସଂଖ୍ୟାରେ ବ୍ରେକ ଲାଗି ପାରୁନି । ମାସେ…