Latest Odisha News

BREAKING NEWS

Browsing Category

ଫିଚର

ବାଲେଶ୍ୱରରୁ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ, ୩ ଗିରଫ

ଭୁବନେଶ୍ୱର: ବ୍ରାଉନସୁଗାର ବିଜନେସର ପେଣ୍ଠସ୍ଥଳୀ ପାଲଟିଛି ବାଲେଶ୍ୱର । ବଡ ଧରଣର ଡ୍ରଗ୍ସ ରାକେଟର ପର୍ଦ୍ଦାଫାଶ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଜବତ ହୋଇଛି କୋଟିଏ ଟଙ୍କାର ବ୍ରାଉନସୁଗାର । ୧ କେଜି ୧୦୫ ଗ୍ରାମ୍‌ ଧଳା ଜହର ଜବତ କରିଛି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ର ସ୍ପେଶାଲ ଟିମ୍‌ ।…

ରାଜ୍ୟରେ ସବୁଠୁ ଥଣ୍ଡା ସହର ସୋନପୁର, ଏସବୁ ଜିଲ୍ଲାରେ ବଢୁଛି ଶୀତ

ଭୁବନେଶ୍ୱର: ରାଜ୍ୟରେ ଖସୁଛି ପାରଦ, ବଢୁଛି ଥଣ୍ଡା । ଅନୁଭୂତ ହେଲାଣି ଶୀତ । ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ଅଞ୍ଚଳରେ ଥଣ୍ଡା ବଢ଼ିଲାଣି । ୧୧.୮ ଡିଗ୍ରୀ ସେଲସିୟସ ସହ ରାଜ୍ୟରେ ସବୁଠୁ ଥଣ୍ଡା ସହର ହୋଇଛି ସୋନପୁର । ଗତକାଲି ସୋନପୁରରେ ପାରଦ ୧୨ ଡିଗ୍ରୀ ତଳକୁ ଖସିଛି । ସେହିପରି ଆଉ…

ଏକଜିଟ୍ ପୋଲ : ବିହାରରେ ରାଜ କରିବେ ତେଜସ୍ୱୀ

ପାଟନା : ବିହାର ନିର୍ବାଚନ ସରିବା ସହିତ ପ୍ରକାଶ ପାଇଥିବା ସମସ୍ତ ଏକଜିଟ୍ ପୋଲ ସର୍ଭେରୁ ତେଜସ୍ୱୀ ଯାଦବଙ୍କ ନେତୃତ୍ବାଧୀନ ମହାଗଠବନ୍ଧନ ମେଣ୍ଟ ସରକାର ଗଢିବା ଅନୁମାନ କରାଯାଉଛି । ୧୫ ବର୍ଷର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ପଛରେ ପକାଇ ତେଜସ୍ୱୀ ବାଜି ମାରି ନେଇଥିବା ପ୍ରାଯ ଅଧିକାଂଶ…

ପ୍ରତ୍ୟାହାର ହେବ ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ବିଜ୍ଞପ୍ତି

ଭୁବନେଶ୍ୱର: ପ୍ରତ୍ୟାହାର ହେବ ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ବିଜ୍ଞପ୍ତି । ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ବୋର୍ଡ ସଭାପତିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ୫ ତାରିଖରେ ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ…

କୂଳଡିହା ଅଭୟାରଣ୍ୟ ଅଞ୍ଚଳରେ ବିରଳ ରେଡ୍ ନେପଡ୍ ଆଇବିସ୍ ପକ୍ଷୀ

ବାଲେଶ୍ୱର: ନୀଳଗିରି ଫରେଷ୍ଟ ରେଞ୍ଜ ଅଞ୍ଚଳରେ ବିରଳ ରେଡ୍ ନେପଡ୍ ଆଇବିସ୍ (ନାଲି ମଥା ବାଜେଣି) ପକ୍ଷୀ ଚିହ୍ନଟ । ନୀଳଗିରି ନିକଟ ପୋଡାଶୂଳ ଅଞ୍ଚଳରେ ଏକ ସାଙ୍ଗରେ ଏଭଳି ଅନେକ ବିରଳ ପକ୍ଷୀ ମୋବାଇଲ ଟାୱାରରେ ବସିଥିବା ଦେଖିବାକୁ ମିଳିଛି । କୂଳଡିହା ଅଭୟାରଣ୍ୟର ରିଷିଆ, ଖୋମକୁଟ ଓ କେନ୍ଦୁଝର…

ବିହାରରେ ଅନ୍ତିମ ପର୍ଯ୍ୟାୟ ମତଦାନ, ୧୨୦୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

ପାଟନା: ଆଜି ସରିବ ବିହାର ବିଧାନସଭା ନିର୍ବାଚନ ଭୋଟିଂ । ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ଜାରି ରହିଛି । ସକାଳ ୭ଟାରୁ ଆରମ୍ଭ ହୋଇଛି ଭୋଟିଂ। ଏହି ପର୍ଯ୍ୟାୟରେ ୧୯ଟି ଜିଲ୍ଲାର ୭୮ ଆସନରେ ଭୋଟ ଗ୍ରହଣ ଚାଲିଛି । ଏହାସହ ବାଲ୍ମିକୀନଗର ସଂସଦୀୟ କ୍ଷେତ୍ର ଉପନିର୍ବାଚନ ପାଇଁ ମଧ୍ୟ ଭୋଟ…

ବାଙ୍ଗାଲୋରକୁ ୧୩୧ ରନରେ ରଖିଲା ହାଇଦ୍ରବାଦ

ଆବୁଧାବି: ଚଳିତ ଆଇପିଏଲରେ ଶୁକ୍ରବାର ଏଲିମିନେଟର ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ନୈରାଶ୍ୟଜନକ ବ୍ୟାଟିଂ କରିଛି । ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ଏହି ମୁକାବିଲାରେ ବାଙ୍ଗାଲୋର ୨୦ ଓଭରରେ ୭ ଉଇକେଟ ହରାଇ ୧୩୧ ରନ କରିଛି । ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ପରେ ଏବି…

ଦୀପାବଳି ପର୍ବ ଏକ ପରମ୍ପରା ଅନେକ

ପୁରୀ: ଭାରତରେ ଦୀପାବଳିକୁ ବହୁତ ଧୂମଧାମରେ ପାଳନ କରାଯାଏ । ମୁଖ୍ୟତଃ ଏହା ପଂଚ ପର୍ବର ସମ୍ମିଳନୀ । ଅନ୍ୟ ଅର୍ଥରେ କାର୍ତିକ ଅମବାସ୍ୟାରୁ ଭାଇ ଦୁଜ ପର୍ଯ୍ୟନ୍ତ ଏହି ପର୍ବ ପାଳିତ ହୋଇଥାଏ । ପୂର୍ବରୁ ଏହା ସମ୍ପୂର୍ଣ୍ଣ ଭାବେ ପାରମ୍ପାରିକ ଢ଼ଙ୍ଗରେ ପାଳନ କରାଯାଉଥିଲା । ଏବେ ଆଧୁନିକ ଢ଼ାଂଚାରେ…

ସବୁଦିନ ଚଳାଚଳ କରିବ ରାଉରକେଲା-ଭୁବନେଶ୍ୱର-ରାଉରକେଲା ବିଶେଷ ଟ୍ରେନ

ଭୁବନେଶ୍ୱର: ନଭେମ୍ବର ମାସ ୭ ତାରିଖ ଠାରୁ ଡିସେମ୍ବର ମାସ ୩୧ ତାରିଖ ପର୍ଯ୍ୟନ୍ତ ରାଉରକେଲା-ଭୁବନେଶ୍ୱର-ରାଉରକେଲା ବିଶେଷ ଟ୍ରେନ ସପ୍ତାହକୁ ପାଞ୍ଚଦିନ ପରିବର୍ତ୍ତେ ସବୁଦିନ ଚଳାଚଳ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ୦୨୮୬୧/୦୨୮୬୨ ରାଉରକେଲା-ଭୁବନେଶ୍ୱର-ରାଉରକେଲା ବିଶେଷ ଟ୍ରେନ…

ଆଇପିଏଲ ଏଲିମିନେଟର ମ୍ୟାଚ: ଟସ୍ ଜିତି ହାଇଦ୍ରାବାଦର ବୋଲିଂ ନିଷ୍ପତି

ଆବୁଧାବି: ଚଳିତ ଆଇପିଏଲର ଶୁକ୍ରବାର ଖେଳାଯାଉଥିବା ଏଲିମିନେଟର ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଟସ୍ ଜିତି ପ୍ରଥମେ ବୋଲିଂ କରିବା ପାଇଁ ନିଷ୍ପତି ନେଇଛି । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ରଥମେ ବ୍ୟାଟିଂ କରିବ । ବାଙ୍ଗାଲୋର ଚୂଡାନ୍ତ ଦଳରେ ୩ଟି ପରିବର୍ତନ କରିଛି । ଜୋଶ ଫିଲିପ,…