Latest Odisha News

BREAKING NEWS

Browsing Category

ଫିଚର

ହେଲିକପ୍ଟରରେ ଆସିଥିଲେ ଭୋଜି ଖାଇ, ଅଟକ ରଖିଲା ପୋଲିସ !

ଆନ୍ଧ୍ରପ୍ରଦେଶ: ଏକ ବିବାହ ଉତ୍ସବରେ ସାମିଲ ହେବାକୁ ହାଇଦ୍ରାବାଦରୁ ନେଲୋରକୁ ଆସିଥିଲେ କିଛି ପୁରୁଷ ଓ ମହିଳା । ବିବାହ ଉତ୍ସବ କଥା ଛାଡନ୍ତୁ ହେଲିକପ୍ଟର ଲ୍ୟାଣ୍ଡ କରିବା ମାତ୍ରେ ସେମାନଙ୍କୁ ଥାନାକୁ ଭିଡି ନେଇଥିଲା ପୋଲିସ । ଦୁଇଦିନ ତଳେ ଘଟିଥିବା ଏହି ଘଟଣାରେ ସ୍ଥାନୀୟ ପ୍ରଶାସନଠୁ…

ଆରମ୍ଭ ହେଲା ଦେଶର ପ୍ରଥମ ସି-ପ୍ଲେନ ସେବା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶର ପ୍ରଥମ ସି ପ୍ଲେନ୍ ସେବାର ଉଦ୍‌ଘାଟନ କରିଛନ୍ତି। ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍‌ଙ୍କ ୧୪୫ତମ ବାର୍ଷିକୀ ଏବଂ ରାଷ୍ଟ୍ରିୟ ଏକତା ଦିବସ ଅବସରରେ ଏହି ସେବାର ଶୁଭାରମ୍ଭ କରାଯାଇଛି। ଏହି ପ୍ଲେନ୍‌ କେଓ୍ୱାଡ଼ିଆଠାରୁ ସାବରମତି ମଧ୍ୟରେ ଚଳାଚଳ…

ଡି’ଭିଲିୟର୍ସଙ୍କ ମ୍ୟୁଜିକ ଭିଡିଓରେ କୋହଲି ଓ ଚହଲ୍‌ !

ଭୁବନେଶ୍ୱର: ନିଜ ଦେଶ ପାଇଁ କ୍ରିକେଟ୍ ଖେଳିବା ଛାଡିଛନ୍ତି ହେଲେ ଗାଇବା ନୁହେଁ । ନିକଟରେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଏ.ବି ଡି'ଭିଲିୟର୍ସ ନିଜର ଲେଟେଷ୍ଟ ମ୍ୟୁଜିକ ଭିଡିଓ ଆଲବମ୍ ରିଲିଜ କରିଛନ୍ତି । ଏହାର ଟାଇଟଲ ରହିଛି "ଦ ଫ୍ଲେମ୍" । ଗୁରୁବାର ରିଲିଜ୍ ହୋଇଥିବା ଏହି ଭିଡିଓର ଭିୟର୍ସିପ୍…

ରାଜଧାନୀରେ କମୁଛି କରୋନା, ହେଲେ କମୁନି ସ୍ଥାନୀୟ ସଂକ୍ରମଣ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ତଳମୁହାଁ ହେଉଛି କରୋନା । ଗତ କିଛି ଦିନ ହେବ ଲଗାତର ଶହେ ତଳେ କରୋନା ରୋଗୀ ଚିହ୍ନଟ ହେଉଛନ୍ତି । ତେବେ କରୋନା ରୋଗୀଙ୍କ ସଂଖ୍ୟା କମିଥିବା ବେଳେ ସ୍ଥାନୀୟ ସଂକ୍ରମଣ କିନ୍ତୁ କମୁନାହିଁ । ଏଠାରେ କ୍ୱାରେଂଟାଇନ୍ ଅପେକ୍ଷା ଲୋକାଲ କଂଟାକ୍ଟ କେସ୍ ଅଧିକ…

କାଲି ସରିବ ଉପନିର୍ବାଚନ ପ୍ରଚାର, ଶେଷ ମୁହୂର୍ତ୍ତରେ ଭୋଟ ମାଗୁଛନ୍ତି ନେତା

ବାଲେଶ୍ୱର: ଆସନ୍ତାକାଲି ସରିବ ବାଲେଶ୍ୱର ଓ ତିର୍ତ୍ତୋଲ ପାଇଁ ଉପନିର୍ବାଚନ ପ୍ରଚାର । ଏଥିପାଇଁ ଶେଷ ମୁହୂର୍ତ୍ତରେ ଚାଲିଛି ଚୋରଦାର ଉଦ୍ୟମ । ମଇଦାନରେ ୩ ପ୍ରମୁଖ ଦଳର ନେତା ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରାଣପ୍ରଣେ ଉଦ୍ୟମ ଚଳାଇଛନ୍ତି । ଘର ଘର ବୁଲି ନିଜ ନିଜ ପ୍ରାର୍ଥୀଙ୍କ ସମର୍ଥନରେ…

ରାଜଧାନୀରୁ ଧରାପଡିଲେ ନିଶାଦିଆ ଲୁଟେରା

ଭୁବନେଶ୍ୱର: ବସଷ୍ଟାଣ୍ଡକୁ ଆସୁଥିବା ଯାତ୍ରୀଙ୍କ ସହ ପ୍ରଥମେ ଆତ୍ମୀୟତା ବଢାଉଥିଲେ । ତାପରେ ଖାଦ୍ୟରେ ନିଶା ଦେଇ ଲୁଟ୍ କରୁଥିଲେ । ଭୁବନେଶ୍ୱରର ବରମୁଣ୍ଡା ବସଷ୍ଟାଣ୍ଡରୁ ଧରାପଡିଛନ୍ତି ଏଭଳି ଲୁଟେରା ଗ୍ୟାଙ୍ଗ । ୧୦ରୁ ଅଧିକ ଯାତ୍ରୀଙ୍କୁ ନିଶା ଦେଇ ଏହି ଗ୍ୟାଙ୍ଗ ଲୁଟିନେଇଥିବା ଅଭିଯୋଗ…

କେରଳ ଶ୍ରେଷ୍ଠ ଶାସିତ ରାଜ୍ୟ, ଓଡ଼ିଶାକୁ ନେଗେଟିଭ୍ ର‌୍ୟାଙ୍କ

ବେଙ୍ଗଳୁରୁ: ଦେଶରେ କେରଳ ହେଉଛି ଶ୍ରେଷ୍ଠ ଶାସିତ ରାଜ୍ୟ । ଏହି କ୍ଷେତ୍ରରେ ଓଡିଶାର ସ୍ଥିତି ନୈରାଶ୍ୟଜନକ । ନେଗେଟିଭ୍ ପଏଂଟ ସ୍କୋର ସହ ର‌୍ୟାଙ୍କିଙ୍ଗରେ ତଳ ଆଡୁ ଦ୍ୱିତୀୟ ସ୍ଥାନରେ ରହିଛି ଓଡିଶା । ସ୍ଥାୟୀ ବିକାଶ ପ୍ରସଙ୍ଗରେ ଆଧାରିତ ଉନ୍ନତ ଶାସନ ବ୍ୟବସ୍ଥାକୁ ନେଇ ଏହି ସର୍ଭେ କରାଯାଇଛି…

ଗଙ୍ଗାନଦୀ କୂଳରେ ଶକ୍ତିମାନ ଶ୍ରବଣ କୁମାର !

ଭୁବନେଶ୍ୱର: ସେ ପୋଲିସ ହୁଅନ୍ତୁ ଅବା ଦେଶର ସେନା । ନାଗରିକ ତଥା ମାଟି ମାଆକୁ ବଂଚାଇବା ପାଇଁ ଅନେକ ନିଜ ଜୀବନକୁ ବାଜି ଲଗାଇଦେଇଥାନ୍ତି । ଏହି ତାଲିକାର ସାମିଲ ଅଛନ୍ତି ଶବଣ କୁମାର । ହେଲେ ଶ୍ରବଣ କୌଣସି ସଙ୍ଗଠନ ପାଇଁ କାମ କରନ୍ତିନି । ବରଂ ନିଃସ୍ୱାର୍ଥପର ଭାବେ ଲୋକଙ୍କୁ ମରଣ ମୁଖରୁ…

କେନ୍ଦ୍ରାପଡାରୁ ଉଦ୍ଧାର ହେଲା ବିରଳ ପ୍ରଜାତିର କୋବ୍ରା, ଦେଖନ୍ତୁ ଭିଡିଓ

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ଗ୍ରାମର ହୃଦାନନ୍ଦ ମଲ୍ଲିକଙ୍କ ଘରୁ ସ୍ନେକ ହେଲ୍ପଲାଇନ ସଦସ୍ୟମାନେ ଏକ ବିରଳ ଧଳା ସାପକୁ ଉଦ୍ଧାର କରିଛନ୍ତି। ସୂଚନା ଅନୁଯାୟୀ ତାଙ୍କ ଘର ଭିତରେ ସାପ ପଶିଯାଇଥିବା ଜାଣିବା ପରେ ପରିବାରର ସଦସ୍ୟମାନେ ସ୍ନେକ ହେଲ୍ପ ଲାଇନକୁ ଖବର ଦେଇଥିଲେ…

‘ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ’ଙ୍କ ଜୟନ୍ତୀ; ଶ୍ରଦ୍ଧାଞ୍ଜଳି ଜଣାଇଲେ ନବୀନ ଓ ମୋଦି

ଭୁବନେଶ୍ୱର: ‘ଲୌହ ମାନବ’ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୪୫ ତମ ଜୟନ୍ତୀ ଅବସରରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଏନେଇ ଟ୍ୱିଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।…