Latest Odisha News

BREAKING NEWS

Browsing Category

ଫିଚର

କେନ୍ଦ୍ରୀୟ ମନ୍ତ୍ରୀ ସ୍କୃତି ଇରାନୀ କୋଭିଡ-୧୯ ପଜିିଟିଭ

ନୂଆଦିଲ୍ଲୀ: ବିହାର ନିର୍ବାଚନ ପ୍ରଚାରରେ ବିଜେପିକୁ ବୁଧବାର ଶକ୍ତ ଧକ୍କା ଲାଗିଛି । କେନ୍ଦ୍ରୀୟ ମନ୍ତ୍ରୀ ସ୍କୃତି ଇରାନୀ କୋଭିଡ-୧୯ ପଜିଟିଭ ଥିବା ଜଣାପଡିଛି । ସେ ଏ ନେଇ ସୋସିଆଲ ସାଇଟରେ ସୂଚନା ଦେଇଛନ୍ତି । ବିହାର ନିର୍ବାଚନରେ ସେ ବିଜେପିର ଷ୍ଟାର ପ୍ରଚାରକ ଅଛନ୍ତି । ମୁଁ ଏବେ…

ବିହାର ନିର୍ବାଚନ: ଭୟଙ୍କର ଅଭିଯୋଗ ଆଣିଲେ ଅମୀଷା ପଟେଲ

ପାଟନା:ବଲିଉଡ ଅଭିନେତ୍ରୀ ଅମୀଷା ପଟେଲ ବିହାର ନିର୍ବାଚନ ପ୍ରଚାର ନେଇ କି ଭଳି ଅସୁବିଧାର ସମ୍ମୁଖୀନ ହୋଇଥିଲେ ସେ ନେଇ ମୁହଁ ଖୋଲିଛନ୍ତି । ସେ କରିଥିବା ଅଭିଯୋଗ ସମସ୍ତଙ୍କୁ ଚକିତ କରିଛି ।  ଲୋକ ଜନଶକ୍ତି ପାର୍ଟି ନେତା ପ୍ରକାଶ ଚନ୍ଦ୍ରାଙ୍କ ନିର୍ବାଚନୀ ପ୍ରଚାର ବାବଦରେ ଏହି ଭାଇରାଲ ଅଡିଓ…

‘ଭୁୁବନେଶ୍ୱରରେ କମୁଛି ସଂକ୍ରମଣ’

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କମୁଛି ସଂକ୍ରମଣ । ତଳମୁହାଁ ହେଉଛି କରୋନା ଗ୍ରାଫ । ଏଠାରେ ସଂକ୍ରମଣ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି । ଗତ ୧୦ ଦିନ ହେଲା ରାଜଧାନୀରେ କରୋନା ସଂକ୍ରମଣ ହ୍ରାସ ପାଇଛି । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ବିଏମ୍‌ସି କମିଶନର…

[ଭିଡିଓ] ଭସାଣୀରେ ବୋହିଲା ଭକ୍ତଙ୍କ ରକ୍ତ !

ବିହାର: କରୋନା କଟକଣା ଭିତରେ ମିଳିଥିଲା ଦୁର୍ଗାପୂଜା ଉତ୍ସବ ପାଳନର ଅନୁମତି । ସାରା ଦେଶରେ ଶାନ୍ତିପୁର୍ଣ୍ଣ ଭାବେ ମା' ଶକ୍ତିଙ୍କ ପୂଜାର୍ଚ୍ଚନା ହୋଇଥିଲା । ହେଲେ ବିହାରର ମୁଙ୍ଗେରରେ ବୋହିଥିଲା ଭକ୍ତଙ୍କ ରକ୍ତ । ଯାହାକୁ ନେଇ ସୋସିଆଲ ମିଡିଆରେ ଏହି ଭିଡିଓଟି ଭାଇରାଲ୍ ହୋଇଛି । ଭିଡିଓ…

[ଭିଡିଓ] ପ୍ରଥମେ ଗୁଳି ମାରିଲା, ପରେ ଫଟୋ ଉଠାଇଲା !

ନୂଆଦିଲ୍ଲୀ: କରୋନା କଟକଣା ପାଇଁ ବୋଧ ହୁଏ କିଛି ମାସ ପାଇଁ ଥମିଥିଲା ଅପରାଧର କାୟା ବିସ୍ତାର । ଏବେ ପୁଣିଥରେ ଅପରାଧୀଙ୍କ ମନରେ ସକ୍ରିୟ ହୋଇଉଠିଛି କ୍ରୁର ମାନସିକତା । ମାତ୍ର ଦିନକ ତଳେ ଫରିଦାବାଦରେ ଘଟିଥିଲା ଦିନ ଦ୍ୱିପହରେ ହତ୍ୟାକାଣ୍ଡ । ଆଉ ଏବେ ସାମ୍ନାକୁ ଆସିଛି ଭାରତର ରାଜଧାନୀ…

ତିର୍ତ୍ତୋଲ ପାଇଁ ନବୀନଙ୍କ ଡିଜିଟାଲ ପ୍ରଚାର

ଭୁବନେଶ୍ୱର: ତିର୍ତ୍ତୋଲ ଉପନିର୍ବାଚନ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଡିଜିଟାଲ ପ୍ରଚାର କରିଛନ୍ତି । ତିର୍ତ୍ତୋଲ ବାସୀଙ୍କୁ ସମ୍ବୋଧନ କରି ବିଜେଡି ସୁପ୍ରିମୋ କହିଛନ୍ତି ଯେ, ତିର୍ତ୍ତୋଲ ବାସୀ ସବୁବେଳେ ବିଜୁ ପରିବାର ସହ ରହିଛନ୍ତି । ସେଠାରେ ଅନେକ ବିକାଶ ମୂଳକ ପଦକ୍ଷେପ…

[ଭିଡ଼ିଓ] ସରକାରୀ ଖଟକୁ ବେସରକାରୀ କୁକୁର !

ଅନୁଗୁଳ: ମଣ୍ଡାପାଳ ସବ୍‌-ଡିଭିଜିନାଲ ହସ୍ପିଟାଲର ଦୃଶ୍ୟ । ଖାଲି ଅଛି ବେଡ୍ ହେଲେ ରୋଗୀ ନାହିଁ । ବାହ୍ୟରୋଗୀ ବିଭାଗରେ ପଡିଛି ଚିକ୍କଣିଆ ଚୌକି ହେଲେ ଡାକ୍ତରଙ୍କ ଦର୍ଶନ ନାହିଁ । ରୋଗୀଙ୍କ ପାଇଁ ଉଦ୍ଧିଷ୍ଟ ବେଡ୍‌ରେ ଶୋଇଛନ୍ତି ବାରବୁଲା କୁକୁର । ତେବେ ପରିତ୍ୟକ୍ତ ଗୃହ ନୁହେଁ ବରଂ…

ରାଜଧାନୀରେ ଖଣ୍ଡାରେ ହାଣି ଲୁଟିନେଲେ ସୁନା ଚେନ୍‌

ଭୁବନେଶ୍ୱର: ରାଜଧାନୀରେ ମାତିଲେ ଲୁଟେରା । ଖଣ୍ଡାରେ ହାଣିଲେ । ଲୁଟିନେଲେ ସୁନା ଚେନ୍ । ଶୈଳଶ୍ରୀ ବିହାରର ଜଣେ ଇଂଜନିୟରଙ୍କୁ ୨ ଲୁଟେରା ମରାଣାନ୍ତକ ଆକ୍ରମଣ କରି ତାଙ୍କଠାରୁ ସୁନା ଚେନ୍ ଲୁଟି ନେଇଛନ୍ତି । ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଏତଲା ଦିଆଯାଇଛି । ସତ୍ୟ ନାରାୟଣ ମିଶ୍ର ତାଙ୍କ…

‘ସେକେଣ୍ଡ ୱେଭ ନେଇ ସତର୍କତା ଜରୁରୀ’

ଭୁବନେଶ୍ୱର: ଗଞ୍ଜାମରେ କରୋନାର ସେକେଣ୍ଡ ୱେଭ ଆସିବା ନେଇ ଅଧିକ ସମ୍ଭାବନା ରହିଛି । କାରଣ ସେଠାରେ ସଂକ୍ରମଣ ସଂଖ୍ୟା ପିକ କରି କମିଯାଇଥିଲା । ତେଣୁ ଯଦି ସେଠାରେ ସଂକ୍ରମଣ ବଢେ, ତେବେ ଆମେ ସେକେଣ୍ଡ ୱେଭ ବୋଲି କହିପାରିବା । ସେହିଭଳି ଭୁବନେଶ୍ୱରରେ ବି ସଂକ୍ରମଣ ସଂଖ୍ୟା କମିଯାଇଛି ଯଦି…

ନଭେମ୍ବର ପହିଲାରୁ ଖରିଫ ଧାନ ସଂଗ୍ରହ

ଭୁବନେଶ୍ୱର: ନଭେମ୍ବର ପହିଲାରୁ ଆରମ୍ଭ ହେବ ଖରିଫ ଧାନ ସଂଗ୍ରହ । ନଭେମ୍ବର ୧ରୁ ମାର୍ଚ୍ଚ ୩୧ ଯାଏଁ ୨୦୨୦-୨୧ ଖରିଫ ଧାନ ସଂଗ୍ରହ ହେବ । ଏନେଇ ଆଜି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ହୋଇଛି । ଏହି ବୈଠକରେ ସବୁ ଜିଲ୍ଲାର…