Latest Odisha News

BREAKING NEWS

Browsing Category

ଫିଚର

କୋଲ୍ ବ୍ଲକ ଆବଣ୍ଟନ ଦୁର୍ନୀତି: ଦିଲ୍ଲୀପ ରାୟଙ୍କୁ ତିନି ବର୍ଷ ଜେଲ୍ ଦଣ୍ଡ

ନୂଆଦିଲ୍ଲୀ: କୋଇଲା ବ୍ଲକ ଆବଣ୍ଟନ ଦୁର୍ନୀତି ମାମଲାରେ ଆସିଲା ଦଣ୍ଡାଦେଶ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ତିନି ବର୍ଷ ଜେଲ ଦଣ୍ଡାଦେଶ ହୋଇଛି । ଆଜି ଦଣ୍ଡ ବିଧାନ କରିଛନ୍ତି ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ କୋର୍ଟ । ଠକେଇ, ଜନପ୍ରତିନିଧିଙ୍କ ଦ୍ୱାରା ବିଶ୍ୱାସ ଭଙ୍ଗ, ଅପରାଧିକ…

ୟୁରୋପରେ କରୋନାର ସେକେଣ୍ଡ ଓ୍ୱେଭ୍, ଏସବୁ ଦେଶରେ ପୁଣି ଲାଗିଲା କର୍ଫ୍ୟୁ

ୟୁରୋପୀୟ ଦେଶରେ ପୁଣି ଥରେ କାୟା ବିସ୍ତାର କରିବା ଆରମ୍ଭ କରିଛି ମହାମାରୀ । କରୋନାର ସେକେଣ୍ଡ ଓ୍ୱେଭ ଏବେ ସାମନାକୁ ଆସିଛି । ସ୍ପେନ୍, ଫ୍ରାନ୍ସ, ଇଟାଲୀ, ଜର୍ମାନୀ ସମେତ ବିଭିନ୍ନ ଦେଶରେ ବଢୁଛି ଦୈନିକ ପଜିଟିଭ୍ କେସ୍ । ସ୍ଥିତି ଏମିତି ହୋଇଛି ଯେ ଗତ ସପ୍ତାହ ଭିତରେ ୟୁରୋପ ମହାଦେଶରେ ୧୩…

ରାଜ୍ୟବାସୀଙ୍କୁ ଦଶହରା ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦଶହରା । ସାରା ରାଜ୍ୟରେ ପାଳିତ ହେଉଛି ବିଜୟା ଦଶମୀ । ଏହି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ୱିଟ କରି ଦଶହରାର ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ପବିତ୍ର ବିଜୟା ଦଶମୀ ଓ ଦଶହରା ଉପଲକ୍ଷେ…

ଦେଶରୁ ଦିନକରେ ୪୯ ହଜାର କରୋନା ପଜିଟିଭ୍, ୫୦୦ରୁ କମ୍ ମୃତ

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା କେସ୍ ଖସୁଥିବା ବେଳେ ସୁସ୍ଥହାର ବଢୁଛି । କମୁଛି ଡେଥ୍ କେସ୍ । ଗତ ୨୪ ଘଣ୍ଟାରେ ୫୦ ହଜାରରୁ କମ୍ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ପାଞ୍ଚ ଶହ ତଳକୁ ଖସିଛି । ଦିନକରେ ସାରା ଦେଶରେ ସଂକ୍ରମିତ ହୋଇଛନ୍ତି ୪୯ ହଜାର ୪୫ ହଜାର ୧୪୯ । ମୋଟ୍…

IPL ଇତିହାସରେ ପ୍ରଥମ ଥର ପ୍ଲେ ଅଫରୁ ବିଦା ହେଲା ଚେନ୍ନାଇ ସୁପରକିଙ୍ଗସ୍

ନୂଆଦିଲ୍ଲୀ: ଆଇପିଏଲ୍ ୧୩ତମ ସଂସ୍କରଣରେ ଚେନ୍ନାଇ ସୁପରକିଙ୍ଗସର ନୈରାଶ୍ୟଜନକ ପ୍ରଦର୍ଶନ । ଲଗାତାର ମ୍ୟାଚ୍ ହାରିବା କାରଣରୁ ପ୍ଲେ ଅଫ ରେସରୁ ବିଦା ହୋଇଛି ଧୋନିଙ୍କ ଟିମ୍ । ଗତକାଲି ଖେଳାଯାଇଥିବା ମ୍ୟାଚରେ ମୁମ୍ୱାଇ ବିପକ୍ଷରେ ରାଜସ୍ଥାନର ୮ ଓ୍ୱିକେଟ ବିଜୟ ପରେ ଚେନ୍ନାଇର ପ୍ଲେ ଅଫ୍…

ଆଜି ଶ୍ରୀମନ୍ଦିରରେ ସୁନାବେଶରେ ଦର୍ଶନ ଦେବେ ମହାପ୍ରଭୁ

ପୁରୀ: ଶ୍ରୀମନ୍ଦିରରେ ପାଳନ ହେଉଛି ଦଶହରା । ଆଜି ବିଜୟାଦଶମୀରେ ମହାପ୍ରଭୁଙ୍କୁ ସୁନାବେଶ ବା ରାଜରାଜେଶ୍ୱର ବେଶରେ ସଜ୍ଜିତ କରାଯିବ । ମହାପ୍ରଭୁଙ୍କ ଅବକାଶ ନୀତି ଶେଷ ହେବା ପରେ ଚନ୍ଦନ ଲାଗି ନୀତି କରାଯିବ । ଏହାପରେ ନୂଆ ଲୁଗା, ୩୨ ମୂର୍ତ୍ତି ସ୍ୱର୍ଣ୍ଣ ଅଳଙ୍କାର ଲାଗି ହୋଇ…

ଭାରତୀୟ ସେନାର ୪ ଦିନିଆ ସମ୍ମିଳନୀ, ଏଜେଣ୍ଡାରେ ଯୁଦ୍ଧ ପ୍ରସ୍ତୁତି ସମୀକ୍ଷା

ନୂଆଦିଲ୍ଲୀ: ସୀମାରେ ଟେନସନ୍ ଲାଗି ରହିଛି । ଏଲଏସିରେ ଉତ୍ତେଜନା ପରିସ୍ଥିତି ଥମୁନି । ଏଭଳି ସ୍ଥିତିରେ ଆଜିଠୁ ଦିଲ୍ଲୀରେ ଆରମ୍ଭ ହେଉଛି ଭାରତୀୟ ସେନାର ଚାରି ଦିନିଆ କମାଣ୍ଡରସ୍ତରୀୟ ସମ୍ମିଳନୀ । ଏଜେଣ୍ଡାରେ ପ୍ରମୁଖ ପ୍ରସଙ୍ଗ ରହିଛି ସେନାର ରଣନୀତି ଓ ମାନବ ସମ୍ବଳ ପ୍ରସଙ୍ଗ । ଯୁଦ୍ଧ…

ଆଜି ଭାରତ ଆସୁଛନ୍ତି ଆମେରିକା ପରରାଷ୍ଟ୍ର ସଚିବ ଓ ପ୍ରତିରକ୍ଷା ସଚିବ

ନୂଆଦିଲ୍ଲୀ: ଆଜି ଭାରତ ଆସୁଛନ୍ତି ଆମେରିକାର ପରରାଷ୍ଟ୍ର ସଚିବ ମାଇକ୍‌ ପମ୍ପିଓ ଓ ପ୍ରତିରକ୍ଷା ସଚିବ ମାର୍କ ଏସ୍‌ପାର୍‌ । ନୂଆଦିଲ୍ଲୀରେ ଟୁ ପ୍ଲସ୍‌ ଟୁ ଆଲୋଚନା ରହିଛି । ଦୁଇ ଭାରତୀୟ ପ୍ରତିପକ୍ଷଙ୍କ ସହ ସେମାନେ ଆଲୋଚନା କରିବେ । ଆଲୋଚନାର ମୁଖ୍ୟ ପ୍ରସଙ୍ଗ ରହିବ ଦୁଇ ଦେଶ ମଧ୍ୟରେ…

କୋଲ୍ ବ୍ଲକ ଆବଣ୍ଟନ ଦୁର୍ନୀତି: ଦିଲ୍ଲୀପ ରାୟଙ୍କ ବିରୋଧରେ ଆଜି ଦଣ୍ଡ ଶୁଣାଣି

ନୂଆଦିଲ୍ଲୀ: କୋଇଲା ବ୍ଲକ ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ବିରୋଧରେ ଆଜି ଦଣ୍ଡବିଧାନ କରିବେ ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ କୋର୍ଟ । ଦିଲ୍ଲୀପଙ୍କ ସମେତ ୫ ଦୋଷୀଙ୍କ ବିରୋଧରେ ଦଣ୍ଡାଦେଶ ଶୁଣାଣି ରହିଛି । ଗତ ୧୪ ତାରିଖରେ ଦଣ୍ଡବିଧାନ ଶୁଣାଣିକୁ ଆଜି…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶି ଫଳ   ତା ୨୬-୧୦-୨୦୨୦ ସୋମବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଅକ୍ଟୋବର ତା ୨୬ ରିଖ ସୋମବାର ତୁଳା ୧୦ ଦିନ ଆଶ୍ବିନ ମାସ ଶୁକ୍ଳ ପକ୍ଷ ଦଶମୀ ତିଥି ଶତଭିଷା ନକ୍ଷତ୍ର କୁମ୍ଭ ଚନ୍ଦ୍ର   ଘାତ ବାର-: ମିଥୁନ ରାଶିର       ଘାତ ଚନ୍ଦ୍ର:- ମିଥୁନ ରାଶି ପୁରୁଷ ଓ ମୀନ…