Latest Odisha News

BREAKING NEWS

Browsing Category

ଫିଚର

ଦିଲ୍ଲୀ ପବନରେ ବିଷ : ଆଜି ବି ପ୍ରଦୂଷଣ ଅପରିବର୍ତ୍ତିତ, ଅସ୍ତବ୍ୟସ୍ତ ଜନଜୀବନ

ନୂଆଦିଲ୍ଲୀ : ବିଷ ବଳୟରେ ରାଜଧାନୀ ଦିଲ୍ଲୀ  । ଆଜି ବି ପ୍ରଦୂଷଣର ମାତ୍ରା ଅପରିବର୍ତ୍ତିତ ରହିଛି  । ପ୍ରଦୂଷଣର ମାତ୍ରା ଏତେ ବଢିଯାଇଛି ଯେ ନିଶ୍ବାସ ପ୍ରଶ୍ବାସ ନେବା ବି ଦିଲ୍ଲୀବାସୀଙ୍କ ପାଇଁ କଷ୍ଟକର ହୋଇପଡିଛି । ଆନନ୍ଦ ବିହାରରେ ଏକ୍ବିଆଇ ୪୫୨ ଥିବାବେଳେ ଆରକେ ପୁରମରେ ୪୩୩ ରହିଛି ।…

୧୧ ଦିନର ଯାତ୍ରା ସାରି ଆଜି ଧରାପୃଷ୍ଠରୁ ବିଦାୟ ନେବେ ମାଆ ଗଜଲକ୍ଷ୍ମୀ

ଢେଙ୍କାନାଳ : ୧୧ ଦିନ ହେବ ଚାଲିଥିଲା ମାଆଙ୍କର ଯାତ୍ରା  । ଆଜି ଧରାପୃଷ୍ଠରୁ ବିଦାୟ ନେବେ ମାଆ ଗଜଲକ୍ଷ୍ମୀ  । ଆଜି ଢେଙ୍କାନାଳରେ ମାଆଙ୍କା ଭସାଣୀ ଉତ୍ସବ  । ୩୮ଟି ପୂଜା ମଣ୍ଡପରେ ପୂଜା ପାଉଥିଲେ ମାଆ । ଚାନ୍ଦି ମେଢ ସାଙ୍ଗକୁ ସୁନା ମକୁଟରେ ଝଲସୁଥିଲେ ମାଆ । ସନ୍ଧ୍ୟା ହେଲେ ଚିକମିକ୍…

ଅବିଶ୍ୱସନୀୟ, ଅକଳ୍ପନୀୟ ଓ ଅଦ୍ଭୁତ: ମ୍ୟାକ୍ସୱେଲ ଖେଳିଲେ ଦିନିକିଆ କ୍ରିକେଟର ଶ୍ରେଷ୍ଠ ଇନିଂସ

ଅଷ୍ଟ୍ରେଲିଆକୁ କାହିଁକି ବାରମ୍ବାର ବିଶ୍ୱବିଜେତା ହୋଇଥାଏ ତାହା ପୁନର୍ବାର ପ୍ରମାଣିତ ହୋଇଛି । ଭାରତରେ ଚାଲିଥିବା ଦିନିକିଆ ବିଶ୍ୱକପରେ ଆଫଗାନିସ୍ତାନ ବିପକ୍ଷରେ ଅଷ୍ଟ୍ରେଲିଆର ଗ୍ଲେନ ମ୍ୟାକ୍ସୱେଲଙ୍କ ଦ୍ୱିଶତକୀୟ ଇନିଂସ ଏହାର ଜ୍ୱଳନ୍ତ ଉଦାହରଣ । ହଁ ମୁଁ ପାରିବି...ଏହି ରଣନୀତିକୁ ସର୍ବଦା…

ଭାରସାମ୍ୟ ହରାଇ ବ୍ରିଜ ତଳକୁ ଓଲଟିଲା ଲୁହାପଥର ବୋଝେଇ ଟ୍ରକ , ଡ୍ରାଇଭର ମୃତ

ଆନନ୍ଦପୁର : ସରକାର ସଡକ ସୁରକ୍ଷା ନେଇ ବିଭିନ୍ନ ଉପାୟରେ ଲୋକଙ୍କୁ ସଚେତନ କରୁଛନ୍ତି  । ତଥାପି ଦୁର୍ଘଟଣା କମିବାର ନାଁ ଧରୁନି । ପ୍ରତିଦିନ ଦୁର୍ଘଟଣାରେ ଶହ ଶହ ଲୋକଙ୍କର ଜୀବନ ଯାଉଛି  । ଆଜି ମଧ୍ୟ ସେମିତି କିଛି ଦୁଃଖଦ ଖବର ସାମ୍ନାକୁ ଆସିଛି  । ଆନନ୍ଦପୁର ୨୦ ନଂ ଜାତୀୟ ରାଜପଥ…

ସୋମାଲିକା ଆସିଲେ, ହେଲେ ଆସିଲେନି ବିଜୟଶଙ୍କର; ନଭେମ୍ବର ୨୧ ତାରିଖରେ ହେବ ପରବର୍ତ୍ତୀ ଶୁଣାଣି

କଟକ: କଟକ ବିବାହ ପଞ୍ଜୀକରଣ ଅଧିକାରୀଙ୍କ ନିକଟରେ ହାଜର ହେଲେନି ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ । ବିଜୟ ଶଙ୍କରଙ୍କ ବିବାହକୁ ବିରୋଧ କରି ତାଙ୍କର ପୂର୍ବତନ ପ୍ରେମିକା ସୋମାଲିକା ଦାଶ ଅଭିଯୋଗ କରିବା ପରେ ମଙ୍ଗଳବାର ବିବାହ ପଞ୍ଜୀକରଣ କୋର୍ଟରେ ହାଜର ହେବା ପାଇଁ ବିଜୟ ଶଙ୍କରଙ୍କୁ…

ହମାସ ବିପକ୍ଷରେ ଦ୍ୱିତୀୟ ପର୍ଯ୍ୟାୟ ଯୁଦ୍ଧ ଆରମ୍ଭ କଲା ଇସ୍ରାଏଲ

ତେଲ ଅବୀବ: ଇସ୍ରାଏଲ ଓ ହମାସ ଯୁଦ୍ଧ ଏବେ ଦ୍ୱିତୀୟ ପର୍ଯ୍ୟାୟରେ ପଂହଚିଛି । ଏହା ଇସ୍ରାଏଲ ଡିଫେନ୍ସ ଫୋର୍ସ ବୁଧବାର କହଛି । ଗାଜା ମଧ୍ୟରେ ପ୍ରବେଶ କରିବା ପରେ ଆଇଡିଏଫ ଏବେ ହମାସର ଟନେଲକୁ ଧ୍ୱଂସ କରିବା ଆରମ୍ଭ କରିଛି । ରୟଟର୍ସରେ ପ୍ରକାଶିତ ରିପୋର୍ଟ ଅନୁସାରେ ଇସ୍ରାଏଲ ଏବେ ଗୁପ୍ତ…

ଛତିଶଗଡ଼ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଓଡ଼ିଆ ଯବାନ ସହିଦ

ବାଲେଶ୍ୱର: ଛତିଶଗଡ଼ରେ ଗତକାଲି ହୋଇଥିବା ନକ୍ସଲ ଆକ୍ରମଣରେ ଜଣେ ଓଡ଼ିଆ ଯବାନ ସହିଦ ହୋଇଛନ୍ତି ।  ସହିଦ ଯବାନ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଗୋପାଳପୁର ଗାଁର ପ୍ରକାଶ ଶିଅଳ  । ସେ ଛତିଶଗଡ କୋବ୍ରା ୨୦୬ ବାଟାଲିଅନରେ କାମ କରୁଥିଲେ । ଗତକାଲି ଛତିଶଗଡ ବିଧାନସଭା…

ରେକର୍ଡ କଲା ରଣବୀରଙ୍କ ଆନିମଲ

ମୁମ୍ବାଇ: ରିଲିଜ ହେବା ପୂର୍ବରୁ ରଣବୀର କାପୁର ଅଭିନୀତ ଆନିମଲ ଫିଲ୍ମ ରେକର୍ଡ କରିଛି । ଭାରତର ପ୍ରଥମ ଫିଲ୍ମ ଭାବେ ଏହା ଆମେରିକାର ୮୮୮ରୁ ଅଧିକ ସ୍କ୍ରିନରେ ରିଲିଜ ହେବ ବୋଲି ସ୍ଥିର ହୋଇଛି । ଏହା ପୂର୍ବରୁ ଶାହାରୁଖ ଖାଁଙ୍କ ଯବାନ ଫିଲ୍ମ ୮୫୦ ସ୍କ୍ରିନରେ ଓ ରଣବୀରଙ୍କ ବ୍ରହ୍ମାସ୍ତ୍ର ୮୧୦…

ଅଶୋକ ଗେହଲଟଙ୍କ ବିରୋଧରେ ଆସିଲା ସଙ୍ଗୀନ ଅଭିଯୋଗ: ଲଢି ପାରିବେନି କି ନିର୍ବାଚନ ?

ଜୟପୁର:ରାଜସ୍ଥାନ ବିଧାନସଭା ନିର୍ବାଚନକୁ ନେଇ ଦିନକୁ ଦିନ ଚର୍ଚ୍ଚା ବଢିବାରେ ଲାଗିଛି । କୌଣସି ରାଜନୈତିକ ଦଳ ବିରୋଧୀଙ୍କୁ ଆକ୍ରମଣ କରିବାର ସାମାନ୍ୟ ସୁଯୋଗ ବି ହାତଛଡା କରବାକୁ ଚାହୁଁନାହାନ୍ତି । ଏମିତି ଆରୋପ-ପ୍ରତ୍ୟାରୋପ ମଧ୍ୟରେ ଫସିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ…

ଅଷ୍ଟ୍ରେଲିଆକୁ ଏକାକୀ ସେମିଫାଇନାଲରେ ପଂହଚାଇଲେ ମ୍ୟାକ୍ସୱେଲ, ୮ମ ୱିକେଟରେ ୪୦ ବର୍ଷ ତଳର ରେକର୍ଡ ଭାଙ୍ଗିଲା

ୱାଙ୍ଖେଡ:ଚଳିତ ବିଶ୍ୱକପର ସବୁଠାରୁ ରୋମାଂଚକର ମୁକାବିଲାରେ ଅଷ୍ଟ୍ରେଲିଆ ୩ ୱିକେଟରେ ଆଫଗାନିସ୍ତାନକୁ ପରାସ୍ତ କରିଛି । ଏହି ମ୍ୟାଚରେ ଗ୍ଲେନ ମ୍ୟାକ୍ସୱେଲଙ୍କ ଦ୍ୱିଶତକୀୟ ଇନିଂସ ସର୍ବଦା ସ୍ମରଣୀୟ ହୋଇ ରହିବ । ୨୯୨ ରନର ଟାର୍ଗେଟକୁ ଅଷ୍ଟ୍ରେଲିଆ ୪୬.୫ ଓଭରରେ ହାସଲ କରି ନେଇଥିଲା । ଚେଜରେ…