Latest Odisha News

BREAKING NEWS

Browsing Category

ଫିଚର

‘ପ୍ରକୃତି ଉପରେ ସରକାରଙ୍କ ନିୟନ୍ତ୍ରଣ ନାହିଁ’

ଭୁବନେଶ୍ୱର: କଂଗ୍ରେସର ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ ଆଜି ପ୍ରେସମିଟ୍ କରି ରାଜ୍ୟ ସରକାରଙ୍କ କୃଷି ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କୁ ଟାର୍ଗେଟ କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, କୃଷି ମନ୍ତ୍ରୀ କହୁଛନ୍ତି, ଚାଷୀଙ୍କୁ ଅନଲାଇନରେ ପାଠ ପଢାଇଛୁ । ହେଲେ ଗୋଟିଏ…

ରାଜ୍ୟର ସବୁ କୋଭିଡ୍ ହସପିଟାଲର ଯାଂଚ ହେବ: ଅଗ୍ନିଶମ ଡିଜି

ଭୁବନେଶ୍ୱର: ଅହମ୍ମଦାବାଦର କୋଭିଡ୍ ହସପିଟାଲରେ ଅଗ୍ନିକାଣ୍ଡ ଘଟି ୮ ଜଣଙ୍କ ଜୀବନ ଚାଲିଯିବା ପରେ ଆମ ରାଜ୍ୟର ବିଭିନ୍ନ କୋଭିଡ୍ ହସପିଟାଲରେ ଥିବା ଅଗ୍ନି ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି । ଏଭଳି ସ୍ଥିତିରେ ଅଗ୍ନିଶମ ଡିଜି ସତ୍ୟଜିତ୍ ମହାନ୍ତି ଟ୍ୱିଟ୍ କରି ସ୍ପଷ୍ଟ କରିଛନ୍ତି ଯେ,…

ଅହମ୍ମଦାବାଦ ଅଗ୍ନିକାଣ୍ଡ: ଟ୍ୱିଟ୍ କରି ଦୁଃଖ ପ୍ରକାଶ କଲେ ନବୀନ

ଭୁବନେଶ୍ୱର: ଗୁଜୁରାଟର ଅହମ୍ମଦାବାଦରେ କୋଭିଡ୍ ହସପିଟାଲରେ ଅଗ୍ନିକାଣ୍ଡ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ୱିଟ୍‌ରେ ନବୀନ ଲେଖିଛନ୍ତି ଯେ, ଦୁର୍ଘଟଣାରେ ସେ ଗଭୀର ଭାବେ ମର୍ମାହତ । ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ଏଭଳି ଦୁଃଖଦ ସ୍ଥିତିର…

୯ରେ ଆଉ ଏକ ଲଘୁଚାପ, ସତର୍କ ରହିବାକୁ ଜିଲ୍ଲାପାଳଙ୍କୁ ରାଜସ୍ୱମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଆସନ୍ତା ୯ ତାରିଖରେ ପୁଣି ଏକ ଲଘୁଚାପ ସୃଷ୍ଟି ହେଉଛି । ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷାର ଆକଳନ କରାଯାଇଛି । ଏଥିପାଇଁ ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜସ୍ୱମନ୍ତ୍ରୀ ସୁଦାମ ମାର୍ଣ୍ଣି । ଯଦି କେଉଁଠି ବର୍ଷା ଜନିତ ସମସ୍ୟା ଉପୁଜିଲା ତେବେ…

ହୀରୋସୀମା, ନାଗାସାକି ଉପରେ ପରମାଣୁ ଆକ୍ରମଣର ୭୫ ବର୍ଷ ପୂର୍ଣ୍ଣ : ମଣିଷକୃତ ପ୍ରଥମ ବିଭୀଷିକା ସୃଷ୍ଟି କରିଥିଲେ ଲିଟିଲ…

ପୁରୀ: ଜାପାନର ହୀରୋସୀମା ଓ ନାଗାସାକି ଉପରେ ୬ ଅଗଷ୍ଟ ୧୯୪୫ରେ ଆମେରିକା ପରମାଣୁ ଆକ୍ରମଣ କରିଥିଲା । ଏହା ପରେ  ମାନବ ଇତିହାସରେ ଏହା କଳଙ୍କିତ ଦିବସ ହୋଇ ରହିଗଲା । ୭୫ ବର୍ଷ ବିତି ଯାଇଥିଲେ ମଧ୍ୟ ଅଲିଭା ଦାଗ ଏବେ ମଧ୍ୟ ରହିଛି । କ୍ଷମତା, ଅହଙ୍କାର ଓ ଯୁଦ୍ଧ ପ୍ରବୃତି କଣ କ୍ଷତି ଘଟିପାରେ…

ଆତ୍ମହତ୍ୟା କଲେ ଟେଲିଭିଜନ ଜଗତର ଆଉ ଏକ କଳାକାର

ମୁମ୍ବାଇ: ଆତ୍ମହତ୍ୟାର ବାଟ ବାଛି ନେଲେ ଟେଲିଭିଜନ ଜଗତର ଆଉ ଜଣେ ଲୋକପ୍ରିୟ କଳାକାର ସମୀର ଶର୍ମା। ମୁମ୍ବାଇ ମଲାଡସ୍ଥିତ ତାଙ୍କ ବାସଭବନରେ ସେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ତାଙ୍କ ମୃତଦେହକୁ ଜବତ କରି ପୋଲିସ ବ୍ୟବଚ୍ଛେଦ ପାଇଁ ପଠାଇଛି । ବୁଧବାର ରାତିରେ ଡ୍ୟୁଟିରେ ଥିବା…

ଚୀନକୁ ଆଉ ଏକ ଧକ୍କା : ୨୫୦୦ ୟୁଟ୍ୟୁବ ଚ୍ୟାନେଲ ଡିଲିଟ କଲା ଗୁଗଲ

ବେଜିଂ: କରୋନା ଚୀନ ପାଇଁ କାଳ ହୋଇଛି କହିଲେ ଭୁଲ ହେବ ନାହିଁ । ହାତଗଣତି କେତେକ ଦେଶ ଛାଡି ଦେଲେ ପୃଥିବୀର ଅନେକ ଦେଶ ଖୋଲାଖୋଲି ଭାବେ ଚୀନକୁ ବିରୋଧ କରୁଛନ୍ତି । ଭାରତର ଆପ ଆଟାକ ପରେ ଏବେ ଚୀନକୁ ଆଉ ଏକ ଝଟକା ଦେଇଛି ଗୁଗଲ । ରିପୋର୍ଟ ମୁତାବକ ଚୀନର ୨୫୦୦ ୟୁଟ୍ୟୁବ ଚ୍ୟାନେଲକୁ ଗୁଗଲ…

ଖୋର୍ଦ୍ଧା ଏସପି କରୋନା ସଂକ୍ରମିତ

ଭୁବନେଶ୍ୱର: ଖୋର୍ଦ୍ଧା ଏସପି ଅଜୟ ପ୍ରତାପ ସ୍ୱାଇଁ କରୋନା ସଂକ୍ରମିତ । କୋଭିଡ୍ ଟେଷ୍ଟ ରିପୋର୍ଟ ପଜିଟିଭ୍ ବାହାରିଛି । ଏନେଇ ନିଜେ ସୂଚନା ଦେଇଛନ୍ତି ଖୋର୍ଦ୍ଧା ଏସପି । ପୂର୍ବରୁ ଜିଲ୍ଲା ପୋଲିସ ମୁଖ୍ୟାଳୟର ଜଣେ କର୍ମଚାରୀ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହାପରେ ଅନ୍ୟ କର୍ମଚାରୀଙ୍କର…

ଶ୍ୱେତା ଶେୟାର କଲେ ସୁଶାନ୍ତ ଓ ମହାଦେବଙ୍କ ମିଳିତ ଫଟୋ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ କେସ୍ ସିବିଆଇକୁ ହସ୍ତାନ୍ତର ହେବା ପରେ ପରିବାର ଲୋକ ନ୍ୟାୟ ମିଳିବା ନେଇ ଆଶାବାଦୀ ହୋଇ ଉଠିଛନ୍ତି । ଏହି ଅବସରରେ ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂ କୀର୍ତି ସୋସିଆଲ ସାଇଟରେ ଏପରି ଏକ ଫଟୋ ଶେୟାର କରିଛନ୍ତି ଯାହା ପ୍ରଶଂସକଙ୍କ ମନୋବଳ ବଢ଼ାଇଛି । ସୁଶାନ୍ତ ଏବଂ…

ପଶ୍ଚିମ ଓଡ଼ିଶାରେ ମାଡୁଛି କରୋନା, ଫୋକସରେ S-S-B ଜିଲ୍ଲା

ଭୁବନେଶ୍ୱର: ଦକ୍ଷିଣ ପରେ ପଶ୍ଚିମ ଓଡ଼ିଶାରେ ମାଡ଼ି ମାଡ଼ି ଚାଲିଛି କରୋନା ଚେର । ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବରେ ବଢ଼ି ଚାଲିଛି । ଗତ ୨୪ ଘଣ୍ଟାରେ ସମ୍ବଲପୁର, ସୁନ୍ଦରଗଡ଼ ଜିଲ୍ଲାରେ ପଜିଟିଭ୍ କେସ ଶତକ ପାର କରିଥିବା ବେଳେ ବରଗଡ଼ ଜିଲ୍ଲାରୁ ୮୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।…