Latest Odisha News

BREAKING NEWS

Browsing Category

ଫିଚର

ବର୍ଷର ଭୟଙ୍କର ସୂର୍ଯ୍ୟ ପରାଗ: ଜାଣନ୍ତୁ, କ’ଣ କହୁଛନ୍ତି ଭାରତୀୟ ଜ୍ୟୋତିଷ !

ସୂର୍ଯ୍ୟ ପରାଗକୁ ନେଇ ଭାରତୀୟ ଜ୍ୟୋତିଷମାନେ ଅନେକ କଥା ପୂର୍ବାନୁମାନ କରି ଆସିଛନ୍ତି । ବିଭିନ୍ନ ଗଣମାଧ୍ୟମରେ ଏହା ମଧ୍ୟ ପ୍ରକାଶିତ ହୋଇ ଆସୁଛି । ଭାରତୀୟ ଜ୍ୟୋତିର୍ବିଦମାନଙ୍କ ଗଣନାନୁଯାୟୀ ମିଥୁନ ରାଶିରେ ସୂର୍ଯ୍ୟଦେବଙ୍କ ଦକ୍ଷିଣାୟନ ଗତି ଏବଂ ବର୍ଷା ଋତୁ ହୋଇଥିବାରୁ ସୂର୍ଯ୍ୟ ମିଥୁନ…

ବାଂଲାଦେଶ କ୍ରିକେଟର ମଶ୍ରଫି ମୋର୍ତାଜା କରୋନା ଭୂତାଣୁରେ ସଂକ୍ରମିତ

ଢାକା : ବାଂଲାଦେଶ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମଶ୍ରଫି ମୋର୍ତାଜା କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବା ଜଣାପଡିଛି । ମୋର୍ତାଜା ଚଳିତ ବର୍ଷ ମାର୍ଚ୍ଚରେ ବାଂଲାଦେଶ କ୍ରିକେଟ ଟିମର ଦିନିକିଆ ଅଧିନାୟକ ପଦରୁ ଇସ୍ତଫା ଦେଇଥିଲେ । ଏକ ରିପୋର୍ଟ ଅନୁଯାୟୀ, ଗତ ସପ୍ତାହରେ ମଶ୍ରଫି…

ସୌରଭ ଗାଙ୍ଗୁଲିଙ୍କ ଭାଇଙ୍କ ସମେତ ପରିବାରର ୪ ଜଣ କୋଭିଡ ପଜିଟିଭ୍

କୋଲକାତା: ଭାରତୀୟ କ୍ରିକେଟର ପୂର୍ବତନ ଅଧିନାକୟ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ବଡ ଭାଇ ସମେତ ପରିବାରର ୪ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି । ସୌରଭ ଗାଙ୍ଗୁଲିଙ୍କ ବଡ ଭାଇ ତଥା କ୍ରିକେଟ୍ ଆସୋସିଏସନ୍ ଅଫ୍ ବଙ୍ଗଳାର ସଚିବ ସ୍ନେହାଶିଷ ଗାଙ୍ଗୁଲି ଏବଂ ତାଙ୍କ ପତ୍ନୀ କରୋନା…

ମୁମ୍ବାଇ ଆକ୍ରମଣ ଷଡଯନ୍ତ୍ରକାରୀ ତହଉର ରାଣା ଆମେରିକାରେ ଗିରଫ

ନୂଆଦିଲ୍ଲୀ: ମୁମ୍ବାଇ ୨୬/୧୧ ଆକ୍ରମଣର ଷଡଯନ୍ତ୍ରକାରୀ ତହଉଣ ରାଣାଙ୍କୁ ଲସ ଏଞ୍ଜେଲ୍ସ ପୋଲିସ ଗିରଫ କରିଛି । କାନାଡାରେ ରହୁଥିବା ଏହି ପାକିସ୍ତାନୀଜଣକ ଲଶ୍କର ଇ ତୋଇବାକୁ ସହାୟତା ଯୋଗାଉଥିଲେ । ୧୪ ବର୍ଷ ଧରି ସେ ଚିକାଗୋ ଜେଲରେ ଥିଲେ । କରୋନା ପଜିଟିଭ ହେବା ଯୋଗୁ ତାଙ୍କୁ ଜେଲରୁ ମୁକ୍ତ…

ଆସିଲା ନିର୍ଦ୍ଦେଶ, ଶତାୟୁ ମହିଳାଙ୍କ ଘରେ ପହଂଚିଲା ପୋଷ୍ଟ ଅଫିସ୍‌

ନୂଆପଡା: ନୂଆପଡାରେ ଜଣେ ବୃଦ୍ଧା ମାଆଙ୍କୁ ତାଙ୍କ ଝିଅ ଖଟିଆରେ ଘୋଷାରି ଘୋଷାରି ବ୍ୟାଙ୍କ ନେଇଥିଲେ । ଏହି ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହାପରେ ଡାକ ବିଭାଗର ତତ୍ପରତା ପ୍ରକାଶ ପାଇଛି । ଗତ ୧୭ ତାରିଖରେ ଶତାୟୁ ମହିଳାଙ୍କ ପାଖରେ ପହଂଚି ଇଣ୍ଡିଆ ପୋଷ୍ଟ ପେମେଂଟ ଖାତା ଖୋଲିଛି…

କରୋନାରେ ଓଡିଆ ଡାକ୍ତରଙ୍କ ଦିଲ୍ଲୀରେ ମୃତ୍ୟୁ

ନୂଆଦିଲ୍ଲୀ : ଓଡିଆ ଡାକ୍ତରଙ୍କ ଦିଲ୍ଲୀରେ ମୃତ୍ୟୁ । ବ୍ରହ୍ମପୁର ଏମକେସିଜିରୁ ପାସ କରିଥିବା ଏହି ଡାକ୍ତରଙ୍କର ଆଜି ଦିନ ୧୧ଟା ରାଜୀବ ଗାନ୍ଧି ସୁପର ସ୍ପେଶାଲିଟି ହସ୍ପିଟାଲରେ ମୃତ୍ୟୁ ହୋଇଛି । ମୃତ ଡାକ୍ତରଙ୍କ ବୟସ ୩୯ ବର୍ଷ ହେବ । ଏନଏଚ୍‌ଏସଆରସିରେ ସେ ସିନିଅର କନସଲଣ୍ଟାଟ୍ ଭାବେ କାମ…

ସୁଶାନ୍ତ କେସ୍ : ସଲମାନଙ୍କୁ ପୁନର୍ବାର ଟାର୍ଗେଟ କଲେ ଦବଙ୍ଗ ନିର୍ଦ୍ଦେଶକ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଅନେକଙ୍କୁ ମୁହଁ ଖୋଲିବାରେ ସାହାସ ଯୋଗାଇଛି । ଶନିବାର ଦବଙ୍ଗ ନିର୍ଦ୍ଦେଶକ ଅଭିନବ କଶ୍ୟପ ପୁନର୍ବାର ସଲମାନ ଖାଁଙ୍କୁ ଟାର୍ଗେଟ କରିଛନ୍ତି । ସଲମାନଙ୍କ ବିଇଙ୍ଗ ହ୍ୟୁମାନ ସଂସ୍ଥା ମନି ଲଣ୍ଡରିଂ ହବ୍ ବୋଲି ସେ ଆକ୍ଷେପ କରିଛନ୍ତି । ସଲମାନ ଏବଂ…

ସୁଶାନ୍ତଙ୍କ ପାରିବାରକୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦ

ପାଟଣା: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆଉ ନାହାନ୍ତି । ତାଙ୍କ ଆତ୍ମହତ୍ୟା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ବଲିଉଡ ସମେତ ବିଭିନ୍ନ ରାଜନେତା ଓ ତାଙ୍କ ପ୍ରଶଂସକଙ୍କୁ ମଧ୍ୟ ଏହି ଖବର ବଡ ଝଟ୍‌କା ଦେଇଛି । ଅନେକ ଫିଲ୍ମଷ୍ଟାର, କ୍ରିକେଟରଙ୍କ ସମେତ ରାଜନେତାମାନେ ମଧ୍ୟ ସୁଶାନ୍ତଙ୍କ…

ସୁଶାନ୍ତଙ୍କ ମୃତ୍ୟୁ: ଶୋକାତୁରା ଯୁବତୀ ହାରିଲେ ଜୀବନ !

ବିଶାଖାପାଟଣା: ବଲିଉଡର ଶାନ୍ତଶିଷ୍ଟ ହ୍ୟାଣ୍ଡସମ୍ ଆକ୍ଟର୍ ସୁଶାନ୍ତ ସିଂ ରାଜପୁତଙ୍କ ଆକସ୍ମିକ ବିୟୋଗରେ ତାଙ୍କର ଅଗଣିତ ଫ୍ୟାନଙ୍କୁ ବ୍ୟଥିତ କରିଦେଇଛି । ସୁଶାନ୍ତଙ୍କ ମୃତ୍ୟୁ ଖବର ଶୁଣିବା ପରେ ଦେଶର ଅନେକ ସ୍ଥାନରେ ତାଙ୍କର ଫ୍ୟାନ୍ ଶୋକରେ ଜୀବନ ହାରିଥିବାର ଖବର ଗଣମାଧ୍ୟମରେ ପ୍ରକାଶିତ…

ନଦୀରେ ଭାସିଗଲା ଆମ୍ବୁଲାନ୍ସ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ରାଉରକେଲା:ନଦୀର ପ୍ରଖର ସ୍ରୋତରେ ଭାସିଗଲା ଆମ୍ବୁଲାନ୍ସ । ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର । ଏଭଳି ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା ଗୁରୁଣ୍ଡିଆ ବ୍ଲକ ଅନ୍ତର୍ଗତ ଗୁରୁଣ୍ଡିଆ ନାଳରେ । ଶନିବାର ସକାଳେ ଆମ୍ବୁଲାନ୍ସ ଡ୍ରାଇଭର ଆମ୍ବୁଲାନ୍ସ ଧୋଉଥିବା ବେଳେ ହଠାତ ପାହାଡ ପାଣି ନାଳକୁ ମାଡି…