Latest Odisha News

BREAKING NEWS

Browsing Category

ଫିଚର

ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ପରିଦର୍ଶନ କଲେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ଟିମ୍

ଭୁବନେଶ୍ୱର: ରାଜଧାନୀସ୍ଥିତ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ ପରିଦର୍ଶନ କରିଛନ୍ତି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଏକ ପ୍ରତିନିଧୀ ଦଳ । ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ଲାଗି କେବଳ ପାଠ୍ୟକ୍ରମରେ ଅନ୍ତଭୃକ୍ତ କରିଦେଲେ ହେବନାହିଁ ବରଂ ଜଣେ ଶିଶୁର ସମସ୍ତ କ୍ଷେତ୍ରରେ ବିକାଶ ହିଁ ଉପଯୁକ୍ତ…

‘ଆଇ ଲଭ୍ ୟୁ’ ଦିଲ୍ଳୀବାସୀ କହି ଧନ୍ୟବାଦ ଜଣାଇଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ହ୍ୟାଟ୍ରିକ୍ । ତୃତୀୟ ଥର ପାଇଁ ଦିଲ୍ଲୀ ଦଖଲ କରିଛନ୍ତି ଆପ୍ ମୁଖ୍ୟ । ଦିଲ୍ଲୀରେ ଭୋଟ ଗଣତି ଜାରି ରହିଥିଲେ ସୁଦ୍ଧା ଚୂଡାନ୍ତ ଫଳାଫଳ ସ୍ପଷ୍ଟ ହୋଇଯାଇଛି । ଆପ୍ ବହୁମତ ଠାରୁ ବହୁ ଆଗରେ ରହିଛି । ପ୍ରଚଣ୍ଡ ବିଜୟ ହାସଲ କରିବା…

ରହସ୍ୟଘେରରେ ନାସ୍ତ୍ରେଦମସଙ୍କ କରୋନା ଭବିଷ୍ୟବାଣୀ

ଉହାନ: ଚୀନରୁ ସାରା ପୃଥିବୀକୁ ବ୍ୟାପୁଥିବା ଘାତକ କରୋନା ଭାଇରସରେ ଏପର୍ଯ୍ୟନ୍ତ ୯୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଛି । ଅନ୍ତର୍ଜାତୀୟ ସ୍ତରରେ ଏପର୍ଯ୍ୟନ୍ତ ୪୦ହଜାରୁ ଅଧିକ ଲୋକ ଏହି ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡିଛି । ସୋଶିଆଲ ମିଡିଆରେ କିଛି ଲୋକ କରେ।।ନା ଭାଇରସକୁ…

ଆପ୍ ନେତା କେଜ୍ରିୱାଲଙ୍କ ସମ୍ପର୍କରେ ଜାଣନ୍ତୁ ୭ଟି ଅଜଣା କଥା…

ନୂଆଦିଲ୍ଲୀ: ଜଣେ ସାଧାରଣ ନାଗରିକରୁ ଅନେକ ବ୍ୟକ୍ତି ରାଜନୀତିରେ ପ୍ରବେଶ କରିଥିବା ନେଇ ଅଳ୍ପବହୁତେ ଦୃଷ୍ଟାନ୍ତ ରହିଛି । ସେମାନଙ୍କ ମଧ୍ୟରୁ ବିନା କୌଣସି ରାଜନୈତିକ ସହଯୋଗରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଆସନରେ ବସିପାରିଥିବା ଅରବିନ୍ଦ କେଜ୍ରିୱାଲ୍ ଅନ୍ୟତମ । ହରିୟାଣାର ସିବାନରେ…

ଭାରତକୁ ୫ ୱିକେଟରେ ପରାସ୍ତ କରି ୩-୦ରେ ସିରିଜ୍ ପୋଛିନେଲା ନ୍ୟୁଜିଲାଣ୍ଡ

ୱେଲିଂଟନ: ପ୍ରଥମ ଦୁଇଟି ଦିନିକିଆରେ ବିଜୟ ହାସଲ କରିଥିବା ନ୍ୟୁଜିଲାଣ୍ଡ ଦଳ ଆଜି ୩ ଦିନିକିଆରେ ଭାରତକୁ ୫ ୱିକେଟରେ ପରାସ୍ତ କରିଛି । ଏହାଫଳରେ ଶୃଙ୍ଖଳାକୁ ୩-୦ରେ ଜିତି ପାରିଛି । ଭାରତ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ସାମ୍ନାରେ ୨୯୭ ରନର ବିଜୟ ଲକ୍ଷ୍ୟ ରଖିଥିଲା । ନ୍ୟୁଜିଲାଣ୍ଡ…

ଭିଡ଼ରେ ଫସିଲା ଆମ୍ବୁଲାନ୍ସ, ଚାଲିଗଲା ଶିଶୁ ପୁତ୍ରର ଜୀବନ

ଭୁବନେଶ୍ୱର: ଟ୍ରାଫିକ ଜାମ ହେଲା କାଳ । ଚାଲିଗଲା ଶିଶୁ ପୁତ୍ରର ଜୀବନ । ଆଜି ରାଜଧାନୀ ଭୁବନେଶ୍ୱରରେ ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି । ରାସ୍ତା ଜାମ ପାଇଁ ଜଣେ ୫ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ ଘଟିଛି । ଆମ୍ବୁଲାନ୍ସ ଭିଡରେ ଫସିବା ଯୋଗୁଁ ଶିଶୁ ପୁତ୍ରଟିର ମୃତ୍ୟୁ…

୨୪ ମାସ ମଧ୍ୟରେ ଏନଡିଏ ହରାଇଲା ୭ ରାଜ୍ୟ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭାରେ ବିଜେପି ସମ୍ପୂର୍ଣ୍ଣ ଭାବେ ନିରାଶ ହେବାକୁ ପଡିଛି । ୨ ବର୍ଷ ମଧ୍ୟରେ ଏନଡିଏ ୭ ରାଜ୍ୟରେ ସରକାର ହରାଇଛି । ଅପରପକ୍ଷରେ ଭାଜପା ବିରୋଧୀ ୧୨ ରାଜ୍ୟରେ ସରକାର ଗଠନ କରିବାରେ ସଫଳ ହୋଇଛନ୍ତି । କଂଗ୍ରେସ ଅପେକ୍ଷାକୃତ ଦୁର୍ବଳ ହୋଇ ଯାଇଥିଲେ ମଧ୍ୟ…

କରୋନା: ପିତାଙ୍କ ଅନ୍ତିମ ସଂସ୍କାରରେ ପହଂଚି ପାରିଲେନି ଚୀନରେ ଫସିଥିବା ପାକିସ୍ତାନୀ ଛାତ୍ର

ଉହାନ: ଚୀନର ଉହାନ ସହରରେ ଫସିରହିଥିବା ପାକିସ୍ତାନୀ ଛାତ୍ର ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ଜିଦ୍ ପାଇଁ ନିଜ ପିତାଙ୍କ ଅନ୍ତିମ ସଂସ୍କାରରେ ସାମିଲ ହୋଇପାରିଲେନି । ଛାତ୍ରର ପିତାଙ୍କ ଶେଷ ଇଚ୍ଛା ଥିଲା ନିଜ ପୁଅକୁ ଦେଖିବା । କିନ୍ତୁ ଚୀନରେ ବ୍ୟାପିଥିବା କରୋନା ଭାଇରସ କାରଣରୁ ଛାତ୍ରମାନଙ୍କୁ…

ରାଜିନ୍ଦରନଗରରେ ଆପ୍‌ର ବାଜିମାତ, ରାଘବ ଚଡ୍ଡା ବିଜୟୀ

ନୂଆଦିଲ୍ଲୀ: ରାଜିନ୍ଦର ନଗରରେ ଆପ୍‌ର ବାଜିମାତ । ବିଜେପି ପ୍ରାର୍ଥୀଙ୍କୁ ହରାଇ ଆପ୍ ନେତା ରାଘବ ଚଡ୍ଡା ବିଜୟୀ ହୋଇଛନ୍ତି । ସେ ନିକଟତମ ପ୍ରତିଦ୍ୱିନ୍ଦୀ ବିଜେପି ପ୍ରାର୍ଥୀ ସର୍ଦ୍ଦାର ଆର୍ ପି ସିଂହଙ୍କୁ ପ୍ରାୟ ୨୦ ହଜାର ଭୋଟ ବ୍ୟବଧାନରେ ହରାଇଛନ୍ତି । ରାଘବଙ୍କୁ ମୋଟ ୫୬୩୯୬ ଖଣ୍ଡ ଭୋଟ…

ପଟପଡଗଞ୍ଜରେ ବାଜି ମାରିଲେ ମନୀଷ ସିସୋଦିଆ

ନୂଆଦିଲ୍ଲୀ:ଦିଲ୍ଲୀ ପଟପଡଗଂଜ ଅଚଂଳରୁ ଜିତିଲେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ବିଜେପି ପ୍ରର୍ଥୀଙ୍କୁ ହରାଇ ମନୀଷ ସିସୋଦିଆ ବାଜି ମାରି ନେଇଛନ୍ତି । ବିଜେପି ପ୍ରାର୍ଥୀ ରବିନ୍ଦର ସିଂହ ନେଗୀଙ୍କୁ ସେ ୨୧୯୬ ଭୋଟ୍‌ରେ ହରାଇଛନ୍ତି । ଚୂଡାନ୍ତ ଫଳାଫଳ ଆସିବା ପରେ ସେ ଗଣମାଧ୍ୟମଙ୍କୁ ବିଜୟ…