Latest Odisha News

BREAKING NEWS

Browsing Category

ଫିଚର

ରାମ ମନ୍ଦିର ପରିସରରେ କରସେବକଙ୍କ ଶହୀଦ ସ୍ତମ୍ଭ ରହିବ

ଲକ୍ଷ୍ନୌ:ଅଯୋଧ୍ୟାର ୬୭.୭୩ ଏକର ପ୍ରସ୍ତାବିତ ଜମିରେ ଭବ୍ୟ ରାମ ମନ୍ଦିର ନିର୍ମାଣ କରାଯିବ । ଏହା ବ୍ୟତୀତ ରାମ ମନ୍ଦିର ପାଇଁ ଲଢ଼େଇ କରି ଶହୀଦ ହୋଇଥିବା କରସେବକଙ୍କ ପାଇଁ ମଧ୍ୟ ପରିସରରେ ଶହୀଦସ୍ତମ୍ଭ ନିର୍ମାଣ କରାଯିବ । ରାମକୁମାର କୋଠାରୀ, ବାସୁଦେବ ଗୁପ୍ତା, ରାଜେନ୍ଦ୍ର ଧରକାର, ରମେଶ…

ଓଡ଼ିଶା ଖଣି ଆବଣ୍ଟନ ପ୍ରକ୍ରିୟା: ଜିସି ମିଶ୍ର ଏଣ୍ଡ୍ ସନ୍ସକୁ ମିଳିଲା ଗୋରୁମହିଷାଣୀ ଲୁହାପଥର ଖଣି

ନୂଆଦିଲ୍ଲୀ: ଓଡ଼ିଶାର ଖଣି ଆବଣ୍ଟନ ପ୍ରକ୍ରିୟା ଚାଲିଥିବା ବେଳେ ମୟୂରଭଞ୍ଜର ଗୋରୁମହିଷାଣୀ ଲୁହାପଥର ଖଣି ହସ୍ତଗତ କରିଛି ପୂର୍ବରୁ ଲିଜ୍ ରଖିଥିବା ଘନଶ୍ୟାମ ମିଶ୍ର ଏଣ୍ଡ ସନ୍ସ ପ୍ରାଇଭେଟ୍ ଲିମିଟେଡ଼ କମ୍ପାନୀ । ଏହି ଲୁହାପଥର ଖଣିକୁ ୧୧୫ ପ୍ରତିଶତ ପ୍ରିମିୟମରେ ହସ୍ତଗତ କରିଛି ଏହି କମ୍ପାନୀ ।…

ନିଜଠୁ ୧୯ ବର୍ଷ ସାନ ଅଭିନେତ୍ରୀଙ୍କ ସହ ଅଦ୍‌ନାନଙ୍କ ରୋମାନ୍ସ, ଦେଖନ୍ତୁ ଭିଡିଓ

ମୁମ୍ବାଇ: ବହୁ ଦିନ ପରେ ପୁଣି ଥରେ ବଲିଉଡକୁ କମ୍‌ବ୍ୟାକ୍ କରିଛନ୍ତି ମେଲୋଡିଅସ୍ ସିଙ୍ଗର ଅଦ୍‌ନାନ୍ ସମୀ । ଲଂଚ ହୋଇଛି ତାଙ୍କ ମ୍ୟୁଜିକ ଭିଡିଓ ଆଲବମ୍ ‘ତୁ ୟାଦ୍ ଆଏ’ । ଏହି ଗୀତରେ ଅଦ୍‌ନାନଙ୍କ ପୁଣି ଥରେ ରୋମାଂଟିକ ଅନ୍ଦାଜ ଦେଖିବାକୁ ମିଳିଛି । ସେ ନିଜଠୁ ୧୯ ବର୍ଷ ସାନ ଅଭିନେତ୍ରୀ ଅଦା…

‘କଭି ଇଦ୍ କଭି ଦିୱାଲୀ’ରେ ସଲମାନ-ପୂଜା

ମୁମ୍ବାଇ: ଏକାଠି ନଜର ଆସିବେ ବିଲିଉଡର ଭାଇଜାନ ସଲମାନ୍ ଖାନ୍ ଓ ଅଭିନେତ୍ରୀ ପୂଜା ହେଗଡେ । ଆଗାମୀ ଫିଲ୍ମ ‘କଭି ଇଦ୍ କଭି ଦିୱାଲୀ’ରେ ଏ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିବ । ଏନେଇ ଫିଲ୍ମ ସମୀକ୍ଷକ ରମେଶ ବାଲା ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଯଦି ଏହା ସତ ହୁଏ ତେବେ ଏହି ଫିଲ୍ମ ଜରିଆରେ…

ଏସ୍‌ସିବି ସମ୍ପ୍ରସାରଣ: କାଲିଠୁ ଜୋରଦାର ହେବ ଉଚ୍ଛେଦ ପ୍ରକ୍ରିୟା

କଟକ: ଆସନ୍ତକାଲିଠୁ ଜୋରଦାର ହେବ ଏସ୍‌ସିବି ମେଡକାଲ ସମ୍ପ୍ରସାରଣ ଲାଗି ଉଚ୍ଛେଦ ପ୍ରକ୍ରିୟା । ମଠ ମନ୍ଦିର ସହିତ ଅନ୍ୟାନ୍ୟ ଧର୍ମାନୁଷ୍ଠାନର ମଧ୍ୟ ଉଚ୍ଛେଦ ହେବ । ପ୍ରଥମ ପର୍ଯ୍ୟାୟରେ ତାଳଦଣ୍ଡା କେନାଳ ଚାରିପାଖରେ ଥିବା ବିଭିନ୍ନ ମଠ ମନ୍ଦିରର ଉଚ୍ଛେଦ କରାଯିବ । ମାର୍ଚ୍ଚ ମାସ ଆରମ୍ଭରୁ…

କେଜ୍ରିୱାଲଙ୍କୁ ଶୁଭେଚ୍ଛା ଜଣାଇଲେ ଜେପି ନଡ୍ଡା

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ୍ ମଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ବିଜୟ ସ୍ପଷ୍ଟ ବାରି ହୋଇପଡିଛି । କିଛି ଆସନର ଫଳାଫଳ ଆସିଥିବା ବେଳେ ଆପ୍ ଏଥର ବହୁମତ ଠାରୁ ବହୁ ଆଗରେ ରହିଛି । ଏହାକୁ ଦେଖି କେଜ୍ରିୱାଲଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି । ବିଜେପିର ଅଧ୍ୟକ୍ଷ ଜେପି…

ଦଶାହ ଭୋଜିରେ ଫାଟିଲା ଗ୍ୟାସ୍ ସିଲିଣ୍ଡର ପାଇପ୍‌, ୩ ଆହତ

ରାୟଗଡା: ରାୟଗଡା ଡିଏଫ୍‌ଓ କଲୋନୀରେ ଅଘଟଣ । ଦଶାହ ଭୋଜି ବେଳେ ଗ୍ୟାସ୍ ସିଲିଣ୍ଡର ପାଇପ୍ ଫାଟି ୩ ଜଣ ମହିଳା ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସୂଚନା ମୁତାବକ, ଡିଏଫ୍‌ଓ…

ଦିଲ୍ଲୀରେ କେଜ୍ରିୱାଲଙ୍କ କ୍ରେଜ୍‌; ‘ରିଙ୍କିଆ କେ ପାପା’ ଗୀତରେ ଝୁମିଲେ ଆପ୍ କାର୍ଯ୍ୟକର୍ତ୍ତା

ନୂଆଦିଲ୍ଲୀ: ପୁଣି ଥରେ ଦିଲ୍ଲୀରେ କେଜ୍ରିୱାଲ ସରକାର । ଦିଲ୍ଲୀର ଆମ ଆଦମୀ ପାର୍ଟି ଅଫିସ ଉତ୍ସବ ମୁଖର । ନିର୍ବାଚନର ସଂପୂର୍ଣ୍ଣ ଫଳାଫଳ ଆସିବା ପୂର୍ବରୁ ପୁଣି ଥରେ ଆପ୍ ସରକାର ଆସିବା ନେଇ ପାଖାପାଖି ସ୍ପଷ୍ଟ ହୋଇସାରିଥିଲା । ଏହା ମଧ୍ୟରେ ଆପ୍ ର କାର୍ଯ୍ୟକର୍ତ୍ତା ବିଜୟ ଉତ୍ସବ ପାଳୁଥିବାର…

ଆଜିଠୁ ବିମଷ୍ଟେକ୍ ରାଷ୍ଟ୍ର ସମୂହର ମକ୍‌ଡ୍ରିଲ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜିଠାରୁ ଭୁବନେଶ୍ୱରରେ ଆରମ୍ଭ ହୋଇଛି ବିମଷ୍ଟେକ୍ ରାଷ୍ଟ୍ର ସମୂହର ମକ୍‌ଡ୍ରିଲ । ହୋଟେଲ୍ ମେ ଫେୟାର୍‌ରେ ଏହି ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି । ଏଥିରେ ପ୍ରକୃତିକ ବିପର୍ଯ୍ୟୟ ସମୟରେ କିଭଳି ଐତିହ୍ୟ ତଥା ସାଂସ୍କୃତିକ ସ୍ଥଳକୁ ରକ୍ଷା କରାଯାଇ…

ରାଜନୈତିକ ଯାତ୍ରାରେ କେଉଁମାନେ ଛାଡିଥିଲେ ଅରବିନ୍ଦ କେଜ୍ରିୱାଲଙ୍କ ହାତ, ଜାଣନ୍ତୁ

ନୂଆଦିଲ୍ଲୀ: ଲଗାତାର ଦ୍ୱିତୀୟ ଥର ପାଇଁ ଦିଲ୍ଲୀ ନିର୍ବାଚନ ଜିତି ମୁଖ୍ୟମନ୍ତ୍ରୀ ଆସନ ଅକ୍ତିଆର କରିଛନ୍ତି ଆମ ଆଦମୀ ପାର୍ଟି (ଆପ୍‌) ନେତା ଅରବିନ୍ଦ୍ କେଜ୍ରିୱାଲ୍ । ଏନେଇ ଦଳୀୟ ନେତାମାନେ ଧୁମଧାମରେ ବିଜୟ ଉତ୍ସବ ମନାଉଥିବା ବେଳେ ତାଙ୍କର ରାଜନୈତିକ ଜୀବନ ଅନେକ ସଂର୍ଘଷମୟ ଥିଲା । ଆସନ୍ତୁ…