Latest Odisha News

BREAKING NEWS

Browsing Category

ଫିଚର

ଦିଲ୍ଲୀ ବିଧାନସଭାରୁ ଚୋରି : ଧରାପଡିଲେ ଚୋର

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭାରୁ ଚୋରି ଖବର ଶୁଣିବା ମାତ୍ରେ ଆମକୁ ଆଶ୍ଚର୍ଯ୍ୟ ଲାଗୁଛି । ମାତ୍ର ପ୍ରକୃତରେ ଏହା ସତ୍ୟ, ଏଥିରୁ ଦିଲ୍ଲୀର ସୁରକ୍ଷାବ୍ୟବସ୍ଥା କିପରି ତାହା ସ୍ପଷ୍ଟ ହୋଇଯାଇଛି । ସବୁଠାରୁ ବଡ କଥା ଏହି ଚୋରମାନେ କୌଣସି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଚୋରି କରି ନ ଥିଲେ ।…

ଦିନକୁ ରୋଜଗାର ୨.୫ ଲକ୍ଷ ଟଙ୍କା : କ୍ୟାଟିଂନରୁ ସ୍ୟାଣ୍ଡୱିଚ ଚୋରି କରି ଚାକରିରୁ ନିଲମ୍ବିତ

ଲଣ୍ଡନ: ଲଣ୍ଡନର ସିଟି ବ୍ୟାଙ୍କରେ କାର୍ଯ୍ୟରତ ଜଣେ ଯୁବକ ସାମାନ୍ୟ ଲୋଭ ଯୋଗୁ ବଦନାମ ହେବା ସହ ଚାକିରୀରୁ ନିଲମ୍ବିତ ହୋଇଛନ୍ତି । ଭାରତୀୟ ବଂଶୋଦ୍ଭବ ପାରସ ଶାହ ନାମକ ଏହି ବ୍ୟକ୍ତି ଜଣେ ଯୋଗ୍ୟତାସମ୍ପନ୍ନ କର୍ମଚାରୀ ଅଟନ୍ତି । ମାତ୍ର ଷ୍ଟାଫ କ୍ୟାଟିଂନରୁ ସ୍ୟାଣ୍ଡୱିଚ ଚୋରି କରିବା ତାଙ୍କ…

ଖଣି ଆବଣ୍ଟନ ପ୍ରକ୍ରିୟା: ଜେଏସଡ଼ବ୍ଲ୍ୟୁକୁ ମିଳିଲା ୩ୟ ଲୁହାପଥର ଖଣି

ଭୁବନେଶ୍ୱର: ଏବେ ଓଡ଼ିଶାରେ ଖଣି ଆବଣ୍ଟନ ପ୍ରକ୍ରିୟା ଜାରି ରହିଥିବା ବେଳେ ଜେଏସଡ଼ବ୍ଲ୍ୟୁ ଷ୍ଟିଲ୍ ସୁନ୍ଦରଗଡ଼ ଜିଲ୍ଲାର ଗନୁଆ ଲୁହାପଥର ଖଣିକୁ ନିଲାମ ପ୍ରକ୍ରିୟାରେ ଅକ୍ତିଆର କରିପାରିଛି । ଜେଏସଡ଼ବ୍ଲ୍ୟୁ ଖଣି ବିକ୍ରିମୂଲ୍ୟର ୧୩୨ ପ୍ରତିଶତ ରାଜ୍ୟ ସରକାରଙ୍କୁ ପ୍ରଦାନ କରିବାକୁ ନିଷ୍ପତ୍ତିି…

‘ଶୁଭ ମଙ୍ଗଲ ଜ୍ୟାଦା ସାବଧାନ’ର ଗୀତ, ଦେଖନ୍ତୁ ଆୟୂଷ୍ମାନଙ୍କ ଡିଫରେଂଟ ରୋମାନ୍ସ

ମୁମ୍ବାଇ: ଯେତିକି ଚର୍ଚ୍ଚାରେ ଅପକମିଂ ଫିଲ୍ମ ଶୁଭ ମଙ୍ଗଳ ଜ୍ୟାଦା ସାବଧାନର କାହାଣୀ ସେତିକି ଖବରରେ ରହିଛନ୍ତି ଅଭିନେତା ଆୟୁଷ୍ମାନ ଖୁରାନା ।ସବୁବେଳେ ଭିନ୍ନ ଭିନ୍ନ ସ୍ୱ।ଦର କାହାଣୀ ସହ ପରଦାକୁ ଆସୁଥିବା ଆୟୁଷ୍ମାନ ଏଥରକ ମଧ୍ୟ କିଛି ନୂଆ ମନୋରଞ୍ଜନ ଖୋରାକ ଦେବେ । ଏବେ ଆସିଛି ଫିଲ୍ମର ଆଉ…

ମଣ୍ଡିରେ ଭିଜୁଛି କୁଇଂଟାଲ କୁଇଂଟାଲ ଧାନ

ବୌଦ୍ଧ: ମଣ୍ଡିରେ ଭିଜୁଛି ଶହ ଶହ କୁଇଂଟାଲ ଧାନ । କେଉଁଠି ପଚି ଗଲାଣି ତ ଆଉ କେଉଁଠି ଗଜା ହୋଇଗଲାଣି । ପ୍ରବଳ ବର୍ଷା ଯୋଗୁଁ ବୌଦ୍ଧ ଜିଲ୍ଲାର ବିଭିନ୍ନ ଧାନ ମଣ୍ଡିରେ ଚାଷୀର ବର୍ଷ ଜାକର ପରିଶ୍ରମ ପାଣିରେ ଧୋଇ ହୋଇଯାଇଛି । ମଣ୍ଡିରେ ଧାନ ଘୋଡାଇବାକୁ କୌଣସି ବ୍ୟବସ୍ଥା ନଥିବାରୁ ଏହାକୁ ନେଇ…

ଅଦିନିଆ ରଥଯାତ୍ରା ପ୍ରସଙ୍ଗ: ଇସ୍କନକୁ ଚିଠି ଲେଖିବେ ଗଜପତି ମହାରାଜା

ପୁରୀ: ବୁଧବାର ବସିଥିବା ଶ୍ରୀମନ୍ଦିର ପରିଚାଳନା ବୈଠକରେ ଅଦିନିଆ ରଥଯାତ୍ରା ପ୍ରସଙ୍ଗ ଉଠିଥିଲା । ଏହାକୁ ନେଇ ଉଦ୍‌ବେଗ ମଧ୍ୟ ପ୍ରକାଶ ପାଇଥିଲା । ଆଗାମୀ ଦିନରେ ଏପରି ରଥଯାତ୍ରା ନକରିବାକୁ ଇସ୍କନ ମୁଖ୍ୟଙ୍କୁ ଚିଠି ଲେଖି ଅବଗତ କରାଇବେ ଗଜପତି ମହାରାଜା ଦିବ୍ୟସିଂହ ଦେବ । ଏଥିସହ ଇସ୍କନ…

ରସ୍ ଟେଲରଙ୍କ ବିସ୍ଫୋରକ ଶତକ; ଭାରତକୁ ୪ ୱିକେଟରେ ପରାସ୍ତ କଲା ନ୍ୟୁଜିଲାଣ୍ଡ

ହାମିଲଟନ: ଷ୍ଟାର୍ ବ୍ୟାଟ୍ସମ୍ୟାନ ରସ୍ ଟେଲରଙ୍କ ଧୁଆଁଧାର ବ୍ୟାଟିଂ ବଳରେ ଆଜି ଅନୁଷ୍ଠିତ ହୋଇଥିବା ୧ମ ଦିନିକିଆ ମ୍ୟାଚରେ ଭାରତକୁ ୪ ୱିକେଟରେ ପରାସ୍ତ କରିଛି କିୱିଦଳ । Tough day at the office but we hope to come back strong next ODI ???? #TeamIndia #NZvIND…

ରଙ୍ଗ୍ ରୁଟ୍‌ରେ ଡ୍ରାଇଭିଂ କଲେ ହେବ ଚକା ପଂଚର !

ଭୁବନେଶ୍ୱର: ଏଣିକି ରଙ୍ଗ ରୁଟ୍‌ରେ ଗାଡି ଚଳାଇଲେ ହେବ ଚକା ଲିକ୍ । ରାସ୍ତାରେ ରଙ୍ଗ ରୁଟ୍ ଡ୍ରାଇଭିଂ ରୋକିବା ପାଇଁ ଲାଗିବ ସ୍ପାଇକ ବ୍ୟାରିଅର । ଏନେଇ କମିଶନରେଟ୍ ପୋଲିସ ନିଷ୍ପତି ନେଇଛନ୍ତି । କଟକ ଓ ଭୁବନେଶ୍ୱରର ୨୪୨ଟି ସ୍ଥାନରେ ରଙ୍ଗ ଡ୍ରାଇଭିଂ ପଏଂଟ ରହିଛି । ସେଥିରୁ ଦ୍ୱେତନଗରୀର…

ଶହେ ଅପେରା କଳାକାର ପାଇବେ ଚନ୍ଦନ ଆୱାର୍ଡ଼

ଭୁବନେଶ୍ୱର: ଓଡ଼ିଶାର ସର୍ବ ପୁରାତନ ମନୋରଞ୍ଜନର ମାଧ୍ୟମ ନାଟକ ଥିବାବେଳେ ବର୍ତ୍ତମାନ ନାଟକ କଳାକାରମାନେ ଯେଉଁପରି ଭାବରେ ସମ୍ମାନ ପାଇବା କଥା ପାଇପାରୁ ନାହାଁନ୍ତି । ତେଣୁୁ ଅପେରା ଜଗତର କଳାକାରମାନଙ୍କ ସମ୍ମାନକୁ ସ୍ୱୀକୃତି ଜଣାଇବା ପାଇଁ ‘ପ୍ରେରଣା ଇଣ୍ଟରନ୍ୟାସନାଲ ଗ୍ରୀନ୍ ଆର୍ମି ଓ…

ଜାତୀୟକରଣ ବ୍ୟାଙ୍କରେ ରହିବ ଶ୍ରୀମନ୍ଦିର ପାଣ୍ଠି

ପୁରୀ:ଜାତୀୟକରଣ ବ୍ୟାଙ୍କରେ ରହିବ ଶ୍ରୀମନ୍ଦିର ପାଣ୍ଠି । ଟଙ୍କା ରଖିବା ପାଇଁ ବ୍ୟାଙ୍କମାନଙ୍କ ଠାରୁ ଆବେଦନ ଆହ୍ୱାନ କରାଯିବ । ଯେଉଁ ବ୍ୟାଙ୍କ ସର୍ବାଧିକ ସୁଧ ଦେବେ ସେଠି ଟଙ୍କା ଜମା କରାଯିବ । ଏନେଇ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତି ହୋଇଥିବା ନେଇ ସୂଚନା ଦେଇଛନ୍ତି…