Latest Odisha News

BREAKING NEWS

Browsing Category

ଫିଚର

କରୋନା ଆତଙ୍କ: ମୁକାବିଲା ଲାଗି ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଉଚ୍ଚସ୍ତରୀୟ ମନ୍ତ୍ରୀ ବୈଠକ

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ. ପି.କେ ମିଶ୍ର ଦେଶରେ କରୋନା ଭୂତାଣୁ ମୁକାବିଲାର ସ୍ଥିତି ସମୀକ୍ଷା କରିଛନ୍ତି । ଏଥିସହିତ ଚୀନରୁ ଉଦ୍ଧାର ହୋଇଥିବା ୬୦୦ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କ ପାଇଁ ହୋଇଥିବା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି । ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ…

‘କରୋନା ଭାଇରସ୍‌’: ଚୀନରେ ୪୨୫ ମୃତ, ରାଜ୍ୟ ବିପତ୍ତି ଘୋଷଣା କଲା କେରଳ

ବେଜିଂ/ଥିରୁବନ୍ତପୁରମ୍‌: ଧୀରେ ଧୀରେ କାୟା ବିସ୍ତାର କରି ମାରାତ୍ମକ ହେଉଥିବା ‘କରୋନା’ ଭାଇରସ ପ୍ରଭାବରେ ଚୀନରେ ମୃତ୍ୟୁ ସଂଖ୍ୟା ୪୨୫କୁ ବୃଦ୍ଧି ପାଇଁଛି । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି । https://twitter.com/ANI/status/1224484919625187328?s=08…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶିଫଳ ତା ୪-୨-୨୦୨୦ ମଙ୍ଗଳବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୨୦ ମସିହା ଜାନୁଆରୀ ତା ୪ ରିଖ ମଙ୍ଗଳବାର ମକର ୨୧ ଦିନ ମାଘମାସ ଶୁକ୍ଳ ପକ୍ଷ ଦଶମୀ ତିଥି ରୋହିଣୀ ନକ୍ଷତ୍ର ବୃଷ ଚନ୍ଦ୍ର ଘାତ ବାର-: ମକର ରାଶିର ଘାତ ଚନ୍ଦ୍ର-:…

ଆଜି ପୁରୀରେ ବସ ଚଳାଚଳ ବନ୍ଦ; ଜାଣନ୍ତୁ କାହିଁକି

ପୁରୀ: ପୁରୀରେ ମଙ୍ଗଳବାର ଦିନ ଘରୋଇ ବସଗୁଡ଼ିକ ଆନ୍ଦୋଳନ କରୁଥିବା ଯୋଗୁଁ ୧୨ ଘଣ୍ଟା ଲାଗି ଏଠାରେ ବସ ଚଳାଚଳ ବନ୍ଦ ରହିବ। ଏହି ଆନ୍ଦୋଳନରେ ପ୍ରାୟ ୨୦୦ ବସ ଏବଂ ୮୦୦ କର୍ମଚାରୀ ସାମିଲ୍ ହେବେ ବୋଲି ଶ୍ରୀ ନୀଳଗିରି ମୋଟର୍ ଏମ୍ପ୍ଲଇଜ୍ ୟୁନିୟନ ପକ୍ଷରୁ ସୂଚନା ମିଳିଛି । ପ୍ରାପ୍ତ…

ମୃତ୍ୟୁ ପୂର୍ବରୁ ମାଆଙ୍କୁ ଫୋନ କରି ବିରିୟାନୀ ଖାଇବ ବୋଲି କହିଥିଲା ଷ୍ଟ୍ରିଥାମ୍ ଆତଙ୍କବାଦୀ

ବେଲମାର୍ଶ: ଇଂଲଣ୍ଡନର ଷ୍ଟ୍ରିଥାମରେ ଛୁରା କାଣ୍ଡ ଘଟାଇଥିବା ଆତଙ୍କବାଦୀର ନାମ ଜଣାପଡିଛି । ପୋଲିସ ଗୁଳିରେ ମୃତ୍ୟୁବରଣ କରିଥିବା ଏହି ଆତଙ୍କବାଦୀର ନାମ ହେଲା ସୁଦେଶ ଆମାନ । ୨୦ ବର୍ଷୀୟ ଏହି ଯୁବକ ବିଷୟରେ ତା’ର ମାଆ ଟିଭିରେ ଜାଣିବା ପରେ ପୋଲିସ ନିକଟରେ ହାଜର ହୋଇଛନ୍ତି । ୪୧ ବର୍ଷୀୟ…

ଚିଲିକା ଡଙ୍ଗା ବୁଡ଼ି ଘଟଣା: ବୋଟ୍ ମାଲିକଙ୍କ ସମେତ ୪ ଗିରଫ

ବାଲୁଗାଁ: ଚିଲିକାରେ ଡଙ୍ଗାବୁଡ଼ି ୬ ଜଣ ଆହତ ହୋଇଥିବା ବେଳେ ଏହି ଘଟଣାର ଦିନକ ପରେ ସୋମବାର ଦିନ ବୋଟ୍ ମାଲିକଙ୍କ ସମେତ ୪ ଜଣଙ୍କୁ ଏହି ଘଟଣାରେ ଗିରଫ କରି କୋର୍ଟକୁ ଚାଲାଣ କରିଛି । ଚିଲିକା ତହସିଲଦାର ଏବଂ ଚିଲିକା ଫିସରିଜ୍ ଅଫିସରଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ଅଶୋକ କୁମାର ଜାଲି,…

ସିଆଚିନରେ ସୈନିକଙ୍କୁ ଆବଶ୍ୟକତା ମୁତାବକ ଖାଦ୍ୟ, ପୋଷାକ ମିଳୁନାହିଁ

ନୂଆଦିଲ୍ଲୀ : ସିଆଚିନ୍‌, ଲଦ୍ଦାଖ ଓ ଡୋକଲାମ ପରି ଶିଖର ଅଂଚଳରେ ଭାରତୀୟ ସୈନିକଙ୍କୁ ଉପଯୁକ୍ତ ଖାଦ୍ୟ ଓ ପୋଷାକ ମିଳୁ ନାହିଁ ବୋଲି ସିଏଜି ରିପୋର୍ଟ ଦର୍ଶାଯାଇଛି । ୨୦୧୭-୧୮ର ଏହି ରିପୋର୍ଟ ସଂସଦରେ ଉପସ୍ଥାପନ କରାଯିବା ପରେ ରାଜନୀତି ଓ ଆଲୋଚନା ଆରମ୍ଭ ହୋଇଛି । ଉଚ୍ଚତମ ଅଂଚଳରେ ସୁସ୍ଥ…

କରୋନା ଭାଇରସ୍ ସନ୍ଦେହରେ ଆଉଜଣେ ରୋଗୀ ଏସସିବିରେ ଭର୍ତ୍ତି

କଟକ: କଟକସ୍ଥିତ ଏସସିବି ମେଡ଼ିକାଲ୍ କଲେଜ ଓ ହସ୍ପିଟାଲରେ କରୋନା ଭାଇରସ ସନ୍ଦେହରେ ୮ଜଣ ରୋଗୀ ଏପର୍ଯ୍ୟନ୍ତ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଛନ୍ତି । ଏସସିବି ମେଡ଼ିକାଲ (ହେଲଥ ଏଣ୍ଡ ଟେକନିକାଲ)ର ନିର୍ଦ୍ଦେଶକ ଡଃ ସିବିକେ ମହାନ୍ତି ସୂଚନାଦେଇ କହିଛନ୍ତି ଯେ, ଚାଇନାର ହୁବେଇ ପ୍ରୋଭିନ୍ସ…

ଏଫଆଇଏଚ ହକି ପ୍ରୋ ଲିଗ୍ : ଭାରତୀୟ ଦଳରେ ଅମିତ, ବୀରେନ୍ଦ୍ର

ଭୁବନେଶ୍ୱର: ଏଫଆଇଏଚ ହକି ପ୍ରୋ ଲିଗ୍ ପାଇଁ ୨୪ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି । ଏଥିରେ ଓଡିଶାର ଅମିତ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରା ସ୍ଥାନ ପାଇଛନ୍ତି । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଫେବୃୟାରୀ ୮ରୁ ଏହି ଲିଗ୍ ଆରମ୍ଭ ହେବ । ବିଶ୍ୱର ଏକ ନମ୍ବର ଟିମ୍ ବେଲଜିୟମ ବିପକ୍ଷରେ…

ସାହିନବାଗ ଘଟଣା ସଂଯୋଗ ନୁହେଁ ଷଡ଼ଯନ୍ତ୍ର: ମୋଦି

ନୂଆଦିଲ୍ଲୀ: ଦିଲ୍ଳୀ ସରକାରଙ୍କୁ ପୁଣି ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି- । ଦିଲ୍ଳୀ ନିର୍ବାଚନକୁ ଆଉ ମାତ୍ର କିଛି ଦିନ ବାକି ରହିଥିବା ବେଳେ ସୋମବାର ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ପ୍ରଧାନମନ୍ତ୍ରୀ । ଦିଲ୍ଲୀର କରକରଡୁମାଠାରେ ସେ ପ୍ରଚାର କରିଛନ୍ତି । ଏହି ଅବସରରେ…