Latest Odisha News

BREAKING NEWS

Browsing Category

ଫିଚର

ପୁଣି ବିବାଦରେ ବିଜେଡି ସାଂସଦ ଅନୁଭବ ମହାନ୍ତି

କଟକ: ଅନୁଭବଙ୍କ ପିଛା ଛାଡୁନି ବିବାଦ । ପୁଣି ଆଉ ଏକ ନୂଆ ବିବାଦରେ ଛନ୍ଦି ହୋଇଛନ୍ତି କେନ୍ଦ୍ରାପଡା ସାଂସଦ ତଥା ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି । ଆଜି କଂଗ୍ରେସ ନେତା ନିଶିକାନ୍ତ ମିଶ୍ର ଅନୁଭବଙ୍କ ନାଁରେ ଆଣିଛନ୍ତି ସାଂଘାତିକ ଅଭିଯୋଗ । ନିର୍ବାଚନୀ ସତ୍ୟପାଠରେ ସାଂସଦ ଅନୁଭବ ମହାନ୍ତି…

ବିଶ୍ୱ ହିନ୍ଦୁ ମହାସଭା ଅଧ୍ୟକ୍ଷଙ୍କୁ ଗୁଳି କରି ହତ୍ୟା

ଲକ୍ଷ୍ନୌ: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଚାଂଚଲ୍ୟ । ବିଚ୍ ରାସ୍ତାରେ ବିଶ୍ୱ ହିନ୍ଦୁ ମହାସଭା ଅଧ୍ୟକ୍ଷଙ୍କୁ ଗୁଳି କରି ହତ୍ୟା କରାଯାଇଛି । ରବିବାର ସକାଳେ ମର୍ଣ୍ଣିଂୱାକରେ ଯାଇଥିବା ବେଳେ ବାଇକ୍‌ରେ ଆସି ଦୁଇ ଦୁର୍ବୃତ ବିଶ୍ୱ ହିନ୍ଦୁ ମହାସଭା ଅଧ୍ୟକ୍ଷ ରଣଜୀତ ବଚ୍ଚନଙ୍କୁ ଗୁଳି କରି…

NIT ଅଗରତାଲାରେ ୫୮ଟି ଆସିଷ୍ଟାଂଟ ପ୍ରଫେସର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ

ନୂଆଦିଲ୍ଳୀ: ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲଜି (ଏନ୍‌ଆଇଟି) ଅଗରତାଲାରେ ଖାଲି ପଡିଥିବା ୫୮ଟି ଆସିଷ୍ଟାଂଟ ପ୍ରଫେସର (ଗ୍ରୋଡ୍‌-୧ ଏବଂ ଗ୍ରୋଡ-୨) ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଇଚ୍ଛୁକ ଆବେଦନକାରୀ ଅଫିସିଆଲ ୱେବ୍‌ସାଇଟ୍ www.nita.ac.in ରେ ଆବେଦନ କରିପାରିବେ ।…

କଂଗ୍ରେସର ଘୋଷଣାପତ୍ର ଜାରୀ: ମାଗଣା ଉପରେ ଗୁରୁତ୍ୱ

ନୂଆଦିଲ୍ଲୀ: ଆଗାମୀ ଦିଲ୍ଳୀ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଘୋଷଣାପତ୍ର ଜାରି କରିଛି । ପୂର୍ବରୁ ବିଜେପି ଏବଂ ଆପ୍ ସେମାନଙ୍କ ଘୋଷଣାପତ୍ର ଜାରୀ କରି ସାରିଛନ୍ତି । ଏଥିରେ ୩୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ଓ ୨୦ ହଜାର ଲିଟର ପର୍ଯ୍ୟନ୍ତ ପାଣି ମାଗଣା ରହିଛି । ସେହିପରି ସରକାରୀ…

ଆରପାରିରେ ବିପ୍ଳବୀ କବି ରବି ସିଂ; ଗଭୀର ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡିଶାର ବିପ୍ଳବୀ କବି ରବି ସିଂ ଆଉ ନାହାଁନ୍ତି । କଟକର ଖପୁରିଆ ସ୍ଥିତ ବାସଭବନରେ ସେ ଆଖି ବୁଜିଛନ୍ତି । ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ହୋଇ ଦୀର୍ଘ ଦିନ ଧରି ଚିକିତ୍ସିତ ହେଉଥିଲେ । ତାଙ୍କ ବିୟୋଗ ଓଡିଆ ସାହିତ୍ୟ ଜଗତରେ ଶୋକର ପରିବେଶ ସୃଷ୍ଟି କରିଛି । ୮୯ ବର୍ଷୀୟ ରବି…

ଚୀନ୍‌ରେ କରୋନା ପାଇଁ ବିବାହ ବନ୍ଦ

ବେଜିଂ: ଚୀନ୍‌ରେ ଦିନକୁ ଦିନ ମାରାତ୍ମାକ ଭୂତାଣୁ କରୋନା କାୟା ବିସ୍ତାର କରୁଛି । ଫଳରେ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହି ଭାଇରସ ଏବେ ଚୀନ୍ ସମେତ ଅନ୍ୟ ଦେଶକୁ ମଧ୍ୟ ବ୍ୟାପିବାରେ ଲାଗିଛି । ତେବେ ଚୀନ୍‌ରେ ଏହାକୁ ନେଇ ଏକ ରୋଚକ ସ୍ଥିତି ସାମ୍ନାକୁ ଆସିଛି । ମାରାତ୍ମକ ଭୂତାଣୁ…

କେରଳରେ ଦ୍ୱିତୀୟ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ

ନୂଆଦିଲ୍ଲୀ : ଭାରତରେ ଜାରି ରହିଛି କରୋନା ଆତଙ୍କ । କେରଳରେ ଆଉ ଜଣେ ଘାତକ କରୋନା ଭାଇରସରେ ଆକ୍ରାନ୍ତ ରୋଗୀ ଚିହ୍ନଟ କରାଯାଇଛି । ଏନେଇ ରବିବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛନ୍ତି । କେରଳରେ କିଛି ଦିନ ପୂର୍ବରୁ ଭାରତର ପ୍ରଥମ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ…

କରୋନା ଭାଇରସ ଆତଙ୍କ; ୨ ପର୍ଯ୍ୟାୟରେ ଏୟାରଇଣ୍ଡିଆ ବିମାନରେ ଚୀନରୁ ଫେରିଲେ ୩୨୩ ଭାରତୀୟ

ନୂଆଦିଲ୍ଲୀ: କରୋନା ଭାଇରସର ଆତଙ୍କକୁ ଦେଖି ଚୀନରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର କରାଯାଇ ସ୍ୱଦେଶ ଅଣାଯାଉଛି । ରବିବାର ଦିନ ଦ୍ୱିତୀୟ ପର୍ଯ୍ୟାୟରେ ପୁଣିଥରେ ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ ଯୋଗେ ପ୍ରାୟ ୩୨୩ ଭାରତୀୟଙ୍କୁ ଦିଲ୍ଲୀ ଅଣାଯାଇଛି । ସେଥିମଧ୍ୟରେ ୭ ମାଳଦ୍ୱୀପ ନାଗରିକ…

ଭାରତ-ନ୍ୟୁଜିଲାଣ୍ଡ ଅନ୍ତିମ ଟି-୨୦ ଟକ୍କର; କ୍ଲନସ୍ୱିପ୍ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ମାଉଣ୍ଟ ମାଉନଗୁଇ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ମ ଟି-୨୦ ମ୍ୟାଚ ଶୁକ୍ରବାର ଦିନ ଖେଳାଯିବ । ୫ ଶୃଙ୍ଖଳା ବିଶିଷ୍ଟ ଏହି ଟି-୨୦ର ଅନ୍ତିମ ମ୍ୟାଚକୁ ଜିତି ନ୍ୟୁଜିଲାଣ୍ଡ ଦଳ ସିରିଜରେ ଅମାନତ ରଖିବାକୁ ପ୍ରୟାସ କରିବ । ଏହି ମ୍ୟାଚ୍ ମାଉଣ୍ଟ ମାଉନଗୁଇର ବେ ଓବଲ୍ ଷ୍ଟାଡିୟମରେ ଆଜି ଦିନ…

ବଡ ପରଦାରେ ଓଡିଆ ଫିଲ୍ମ ‘ଅଦୃଶ୍ୟମ’…

ଭୁବନେଶ୍ୱର: ବହୁ ଦିନର ଅପେକ୍ଷା ପରେ ଏକ ସସପେନ୍ସ ଥ୍ରିଲର୍ ଓଡିଆ ଫିଲ୍ମ ‘ଅଦୃଶ୍ୟମ’ ସିନେମା ହଲ୍‌ରେ ମୁକ୍ତିଲାଭ କରିଛି । ଫିଲ୍ମଟିରେ ନାୟକ ଦୃଷ୍ଟିହୀନ ଭୂମିକାରେ ନଜର ଆସୁଥିବା ବେଳେ ଏହି ସସପେନ୍ସ ଥ୍ରିଲର୍ ଧର୍ମୀ ଚଳଚ୍ଚିତ୍ର ଦର୍ଶକଙ୍କୁ ଭରପୂର ମନୋରଞ୍ଜନର ଖୋରାକ ଯୋଗାଉଛି ।…