Latest Odisha News

BREAKING NEWS

Browsing Category

ଫିଚର

ନିର୍ଭୟା ଦୋଷୀଙ୍କୁ ଶୀଘ୍ର ଫାଶୀ ମାମଲା: ହାଇକୋର୍ଟରେ ରାୟ ସଂରକ୍ଷିତ

ନୂଆଦିଲ୍ଲୀ: ନିର୍ଭୟାକୁ ନ୍ୟାୟ ମିଳିବାରେ ଗଡୁଛି ତାରିଖ ପରେ ତାରିଖ । ଦୋଷୀଙ୍କ ଘୁଂଚି ଘୁଂଚି ଯାଉଛି ଫାଶୀ । ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୪ ଦୋଷୀଙ୍କ ଫାଶୀ ଦଣ୍ଡାଦେଶ ଉପରେ ସ୍ଥଗିତାଦେଶକୁ ଚ୍ୟାଲେଂଜ କରି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଦିଲ୍ଲୀ ହାଇକୋର୍ଟରେ ରୁଜୁ…

ହସ୍ପିଟାଲରେ ଭର୍ତ୍ତି ହେଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: ହସ୍ପିଟାଲରେ ଭର୍ତ୍ତି ହେଲେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ଅସୁସ୍ଥତା ଯୋଗୁଁ ତାଙ୍କୁ ରାଜଧାନୀ ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ରବିବାର ସଂଧ୍ୟାରେ ନିୟମିତ ଚେକ୍‌ଅପ୍ ପାଇଁ ସେ ହସ୍ପିଟାଲ ପହଂଚିଛନ୍ତି ।…

ପାଲା ଜଗତର ଅସାଧାରଣ ପ୍ରତିଭା; ଗାୟକ ସମ୍ରାଟ ବିଶ୍ୱନାଥ ପଟ୍ଟଯୋଷୀ

ଭୁବନେଶ୍ୱର: ପାଲା ଜଗତର ସମୁଜ୍ଜ୍ୱଳ ପ୍ରତିଭା ଗାୟକ ସମ୍ରାଟ୍ ବିଶ୍ୱନାଥ ପଟ୍ଟଯୋଷୀ । ଅସାଧାରଣ ପ୍ରଜ୍ଞା, ପ୍ରଚଣ୍ଡ ପ୍ରତିଭା, ଉଭୟ ଓଡିଆ ଏବଂ ସଂସ୍କୃତ ସାହିତ୍ୟରେ ସେ ଥିଲେ ଧୂରୀଣ । ବର୍ତ୍ତମାନର ନୟାଗଡ ଜିଲ୍ଲା ରମାବିଲ ଗ୍ରାମରେ ୧୯୦୮ ମସିହା ଡିସେମ୍ବର ୨୦ ତାରିଖ ବକୁଳ ଅମାବାସ୍ୟା ଦିନ…

କରୋନା ଭାଇରସ ଜାଲରେ ପୋଷା ଜୀବଜନ୍ତୁ

ନୂଆଦିଲ୍ଲୀ: କରୋନା ଭାଇରସ ନେଇ ସାରା ବିଶ୍ୱରେ ହଇଚଇ ପଡିଥିବା ବେଳେ ଏବେ ଆଉ ଏକ ସମସ୍ୟା ମୁଣ୍ଡ ଟେକିଛି । ରିପୋର୍ଟ ମୁତାବକ କରୋନା ଭାଇରସରେ ଏବେ କେତେକ ଜୀବଜନ୍ତୁ ଆକ୍ରାନ୍ତ ହେବାରେ ଲାଗିଲେଣି । ଚୀନରେ ୧୨/୧୪ଟି ବିଲେଇ ମରିବା ପରେ ଏହି ଚିନ୍ତା ଏବେ ସମସ୍ତଙ୍କୁ ଘାରିଛି । ସବୁଠାରୁ…

ଥାଲାଭି ଫିଲ୍ମ ସେଟରେ କଙ୍ଗନାଙ୍କ ଭାରତନାଟ୍ୟମ

ଚେନ୍ନାଇ : ବଲିଉଡର ଗ୍ଲାମରସ ଅଭିନେତ୍ରୀ କଙ୍ଗନା ରାନାୱତ ଏବେ ଜୟଲଳିତାଙ୍କ ଆତ୍ମଜୀବନୀ ଫିଲ୍ମରେ ଅଭିନୟ ନେଇ ଚର୍ଚ୍ଚାରେ ରହିଛନ୍ତି । ଥାଲାଭି ନାମକ ଏହି ଫିଲ୍ମର ଶୁଟିଂ ଜୋରସୋରରେ ଆରମ୍ଭ ହୋଇଯାଇଛି । ଏହି ଫିଲ୍ମରେ କଙ୍ଗନା ଭାରତ ନାଟ୍ୟମ କରୁଥିବା ଦୃଶ୍ୟ ସୋସିଆଲ ନେଟୱର୍କିଂ ସାଇଟରେ…

ଜୋକୋଭିଚ ଜିତିଲେ ଅଷ୍ଟ୍ରେଲିଆନ୍ ଓପନ ଟେନିସ

ମେଲବୋର୍ନ: ସର୍ବିୟାର ଷ୍ଟାର ଖେଳାଳି ନୋଭାକ ଜୋକୋଭିଚ ଅଷ୍ଟ୍ରେଲିଆନ ଓପନ ଟେନିସ ଟୁର୍ନାମେଂଟର ପୁରୁଷ ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି । ଫାଇନାଲରେ ସେ ଅଷ୍ଟ୍ରିଆର ଡୋମିନିକ୍ ଥିଏମଙ୍କୁ ୬-୪,୪-୬,୨-୬,୬-୩ ଓ ୬-୪ ସେଟରେ ପରାସ୍ତ କରିଥିଲେ । ମ୍ୟାଚରେ ବିଜୟ ହାସଲ କରିବା ପାଇଁ ତାଙ୍କୁ…

କରୋନା ଭାଇରସ୍ ଆତଙ୍କ; ଚୀନ୍ ଯାତ୍ରୀଙ୍କ ଲାଗି ଇ-ଭିସା ବନ୍ଦ କଲା ଭାରତ

ବେଜିଂ: ଧୀରେ ଧୀରେ କାୟା ବିସ୍ତାର କରୁଥିବା ମାରାତ୍ମକ ‘କରୋନା’ ଭାଇରସ ପ୍ରଭାବରେ ଚୀନରେ ୩୦୦ରୁ ଅଧିକ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ଏହାର ପ୍ରଭାବରେ ଚୀନରୁ ଆସୁଥିବା ଯାତ୍ରୀଙ୍କ ଲାଗି ଅସ୍ଥାୟୀ ଭାବେ ଇ-ଭିସା ସେବା ବନ୍ଦ କରିଛନ୍ତି ଭାରତ ସରକାର । ଏହାବ୍ୟତିତ କରୋନା ଭାଇରସ୍…

ଟି୨୦: ତୃତୀୟ ଥର ପାଇଁ ବିଦେଶରେ କ୍ଳିନ ସୁଇପ୍‌

ଟିମ୍ ଇଣ୍ଡିଆ ପ୍ରଥମ ଥର ପାଇଁ କ୍ରମାଗତ ୮ଟି ମ୍ୟାଚରେ ବିଜୟ ହାସଲ କରିଲା । ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜରେ ଭାରତ ବିଜୟ ହାସଲ କରିବାରେ ପ୍ରଥମ ଟିମ୍ ହେଲା । ତୃତୀୟ ଥର ପାଇଁ ଟିମ୍ ଇଣ୍ଡିଆର ବିଦେଶରେ କ୍ଲିନ ସୁଇପ । ପୂର୍ବରୁ ୱେଷ୍ଟଇଣ୍ଡିଜ ଓ ଅଷ୍ଟ୍ରେଲିଆ ବିପକ୍ଷରେ ଏହି…

କରୋନା: ଓଡ଼ିଶାର ୪ ଜଣଙ୍କ ରକ୍ତ ନମୁନା ନେଗେଟିଭ୍‌

ଭୁୁବନେଶ୍ୱର: ମହାମାରୀର ରୂପ ନେଇଥିବା କରୋନା ଭୁତାଣୁ ଦିନକୁ ଦିନ ନିଜ କାୟ ବିସ୍ତାର କରିବାରେ ଲାଗିଛି । ତେବେ ଏଥିରେ ସାମାନ୍ୟ ବର୍ତି ଯାଇଛି ଓଡ଼ିଶା । ଓଡ଼ିଶାରୁ ଚିହ୍ନଟ ହୋଇଥିବା ୪ଜଣ ବ୍ୟକ୍ତିଙ୍କ ରକ୍ତ ନମୁନା ନେଗେଟିଭ୍ ବାହାରିଛି । ଆଗକୁ କୌଣସି ବ୍ୟକ୍ତିଙ୍କୁ କରୋନା ଭାଇରସର କିଛି…

ଭାରତର ସ୍ମରଣୀୟ ବିଜୟ, ସିରିଜ ୫-୦ରେ ପୋଛିନେଲା

ମାଉଂଟ ମାଉନଗାନୁଇ : ଉଭୟ ବ୍ୟାଟିଂ ଏବଂ ବୋଲିଂରେ ଶୃଙ୍ଖଳିତ ପ୍ରଦର୍ଶନ କରି ଭାରତ ଏଠାରେ ଅନୁଷ୍ଠିତ ୫ମ ଟି୨୦ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୭ ରନରେ ପରାସ୍ତ କରିଛି । ଏଥିସହ ୫-୦ରେ ଭାରତ ଐତିହାସିକ ସିରିଜ ବିଜୟ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ ରୋହିତ ଶର୍ମାଙ୍କ ୬୦ (ରିଟାୟର…