Latest Odisha News

BREAKING NEWS

Browsing Category

ଫିଚର

ବଜେଟ-୨୦୨୦: ଏଥର ନ’ମିଳିପାରେ ଆୟକର ସ୍ଲାବରେ ରିହାତି !

ନୂଆଦିଲ୍ଲୀ: ଦେଶର ଅର୍ଥନୈତିକ ବଜେଟ ୨୦୨୦-୨୧ ଆସିବାକୁ ଆଉ ମାତ୍ର ୩ ଦିନ । ତେବେ ଏଥର ବଜେଟ୍‌ରେ ମଧ୍ୟବିତଙ୍କୁ ଝଟ୍‌କା ଲାଗିପାରେ । ମିଳିଥିବା ସୂଚନା ଅନୁସାରେ ଆୟକର ସ୍ଲାବରେ ପରିବର୍ତନ ହେବାର କୌଣସି ସୂଚନା ନାହିଁ । ଅର୍ଥାତ ଗତ ଆର୍ଥିକ ବର୍ଷରେ ଆୟକର ସ୍ଲାବ ଯେତିକି ଥିଲା ଚଳିତ…

୮୩ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନ ଦୁର୍ଘଟଣା ଗ୍ରସ୍ତ: ମୃତ୍ୟୁ ସଂଖ୍ୟା ଅସ୍ପଷ୍ଟ

କାବୁଲ: ଆଫଗାନିସ୍ତାନରେ ୮୩ ଜଣଙ୍କୁ ନେଇ ଯାତ୍ରା କରୁଥିବା ଏକ ଯାତ୍ରୀବାହୀ ବିମାନ ସୋମବାର ଦିନ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଏରିୟାନା ଆଫଗାନ୍ ଏୟାରଲାଇନର ବୋଇଙ୍ଗ ବିମାନ ଦେହ୍ ୟାକ୍ ଜିଲ୍ଲାର ସଡୋ ଖେଲ୍ ଅଞ୍ଚଳରେ ଦୁର୍ଘଟଣା ହୋଇଥିବା ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ।…

ସର୍ବାଧିକ ମୋବାଇଲ ଉପଭୋକ୍ତାଙ୍କ ସହ ଜିଓ ଭାରତର ୧ ନମ୍ବର ଅପରେଟର: ଟ୍ରାଇ ରିପୋର୍ଟ

ଭୁବନେଶ୍ୱର: କ୍ରମାଗତ ଭାବେ ଓଡ଼ିଶାବାସୀଙ୍କ ସବୁଠାରୁ ପସନ୍ଦର ଟେଲିକମ୍ ସେବା ପ୍ରଦାନକାରୀ ସଂସ୍ଥା ଭାବେ ରହିଆସିଥିବା ରିଲାଏନ୍ସ ଜିଓ ୨୦୧୯ ନଭେମ୍ବର ମାସରେ ମଧ୍ୟ ସର୍ବାଗ୍ରେ ରହି ଓଡ଼ିଶାରେ ୨.୩ ଲକ୍ଷରୁ ଊର୍ଦ୍ଧ୍ୱ ନୂତନ ଗ୍ରାହକଙ୍କୁ ନିଜ ନେଟୱର୍କରେ ସାମିଲ କରିପାରିଛି ବୋଲି ଭାରତୀୟ…

କରୋନା ଭାଇରସ୍ ଆଲର୍ଟ; ଆରମ୍ଭ ହେଲା ଭୁବନେଶ୍ୱର ଏୟାରପୋର୍ଟରେ ସବୁ ଯାତ୍ରୀଙ୍କ ସ୍କ୍ରିନିଂ

ଭୁବନେଶ୍ୱର: କରୋନା ଭୂତାଣୁ ସଂକ୍ରମିତ ହେବାଦ୍ୱାରା ଚୀନରେ ଏବେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଭାରତର ମହାରାଷ୍ଟ୍ର ଏବଂ କେରଳରେ ଏହି ଭୁତାଣୁ ସଂକମିତ ହେବା ସନ୍ଦେହରେ କିଛି ବିଦେଶାଗତ ଯାତ୍ରୀଙ୍କୁ ଚିକିତ୍ସିତ କରାଯାଉଛି । ଏହି ପରିପ୍ରେକ୍ଷୀରେ ଓଡ଼ିଶା ସରକାର ଏହି ଭୟାବହ…

ନିଆରା ବାହାଘର: ସମ୍ବିଧାନକୁ ସାକ୍ଷୀ ରଖି ପଡିଲା ହାତଗଣ୍ଠି

ଭୁବନେଶ୍ୱର: କାହିଁ କେତେ ଯୁଗରୁ ଅଗ୍ନୀକୁ ସାକ୍ଷୀ ରଖି ସାତ ଜନ୍ମ ପାଇଁ ବନ୍ଧନରେ ବାନ୍ଧି ହୁଅନ୍ତି ପତିପତ୍ନୀ। ଦଶ ଦିଗପାଳ, ବେଦ ମନ୍ତ୍ର ପଠାରେ ବନ୍ଧା ହୁଏ ଦୁଇଟି ଜୀବନ । ବାଜା ବାଣ ରୋଷଣୀ କରି ସାଙ୍ଗସାଥିଙ୍କ ମେଳରେ ବର ଆସେ କନିଆ ନେବା ପାଇଁ । ଜାତି ଜାତକ କର୍ମକାଣ୍ଡ ସହ…

ଶ୍ରୀମନ୍ଦିରରେ ବସନ୍ତ ପଞ୍ଚମୀ; କିପରି ପାଳିତ ହୁଏ ଜାଣନ୍ତୁ…

ପୁରୀ: ଶ୍ରୀମନ୍ଦିରରେ ବସନ୍ତ ପଚଂମୀର ଗୁରୁତ୍ୱ ଅଧିକ । ଏହି ଦିନ ଶ୍ରୀଜଗନ୍ନାଥଙ୍କ ପଂଚପଲ୍ଲବ ଲାଗି ହୁଏ ଓ ରଥଯାତ୍ରା ନିମନ୍ତେ ରଥକାଠ ଅନୁକୂଳ କରାଯାଏ । ପୌରାଣିକ ମତରେ ଶ୍ରୀକୃଷ୍ଣ ଶ୍ରୀରାଧା ଏକତ୍ର ପୁଷ୍ପ ଆଭରଣ ମଣ୍ଡିତ ପୂର୍ବକ ଫଗୁ ବା ଚାଚେରୀ ଖେଳୁଥିବାର ସ୍କୃତି ସ୍ୱରୂପ ବସନ୍ତ…

କାୟା ବିସ୍ତାର କରୁଛି ‘କରୋନା; ଚୀନରେ ମୃତ୍ୟୁ ସଂଖ୍ୟା ୮୦ ଛୁଇଁଲା

ବେଜିଂ: ମାରାତ୍ମକ ‘କରୋନା’ ଭାଇରସ ଧୀରେ ଧୀରେ କାୟା ବିସ୍ତାର କରୁଛି । ଯାହାପ୍ରଭାବରେ ଏଯାବତ୍ ଚୀନରେ ମୃତ୍ୟୁ ସଂଖ୍ୟା ୮୦ ଛୁଇଁଛି । ଏହାବ୍ୟତିତ ୨୩ଶହରୁ ଅଧିକ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।…

ହେଲିକପ୍ଟର ଦୁର୍ଘଟଣାରେ ବାସ୍କେଟବଲ୍ ଖେଳାଳୀ ବ୍ରାୟଣ୍ଟଙ୍କ ମୃତ୍ୟୁ

କାଲିଫର୍ଣ୍ଣିଆ: କାଲିଫର୍ଣ୍ଣିଆର କେଲାବେସସରେ ରବିବାର ଦିନ ଘଟିଥିବା ହେଲିକପ୍ଟର ଦୁର୍ଘଟଣାରେ ଲିଜେଣ୍ଡାରୀ ବାସ୍କେଟବଲ୍ ଖେଳାଳୀ କୋବି ବ୍ରାୟଣ୍ଟଙ୍କ ସହ ସମସ୍ତ ଯାତ୍ରୀଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୪୧ ବର୍ଷ ବୟସ ହୋଇଥିଲା ବେଳେ ବ୍ରାୟଣ୍ଟଙ୍କ ସହ ହେଲିକପ୍ଟରରେ ଥିବା…

ଓଡିଆ ଝିଅଙ୍କ କମାଲ; ଜିତିଲେ ଜାତୀୟ ସ୍ତରୀୟ ପ୍ରତିଯୋଗୀତା

ଭୁବନେଶ୍ୱର: ଜାତୀୟ ସ୍ତରୀୟ ଚିତ୍ରକଳା ପ୍ରତିଯୋଗୀତା ଜିତି ଓଡିଶାକୁ ପୁଣିଥରେ ଗୌରବାନ୍ୱିତ କରିଛନ୍ତି କୋରାପୁଟର କୁନି ଝିଅ । କୋରାପୁଟ ଜିଲ୍ଳା ସୁନାବେଡାର ୪ର୍ଥ ଶ୍ରେଣୀରେ ପଢୁଥିବା ଛାତ୍ରୀ ଇପ୍ସିତା ଟେଟେ ଏକ ଘରୋଇ କମ୍ପାନୀ ଦ୍ୱାରା ଆୟୋଜିତ ଚିତ୍ର କଳା ପ୍ରତିଯୋଗିତାରେ ଜିତି…

କରୋନା ଭାଇରସ୍ ଆତଙ୍କ: କ’ଣ ନ’କରିବା ଉଚିତ୍ ଜାଣନ୍ତୁ…

ଭୁବନେଶ୍ୱର: ସାରା ବିଶ୍ୱରେ ଏବେ କରୋନା ଭାଇରସ ଆତଙ୍କ ଖେଳିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ପ୍ରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଶନିବାର ଦିନ ଏହି ସଂକ୍ରାମକ ରୋଗର ପ୍ରତିଶେଧମୂଳକ ଆଲର୍ଟ ଜାରି କରାଯାଇଥିଲା । ଏହି ଭୟଙ୍କର…