Latest Odisha News

BREAKING NEWS

Browsing Category

ଫିଚର

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୨୭-୦୧-୨୦୨୦ ସୋମବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଜାନୁୟାରୀ ତା ୨୭ ରିଖ ସୋମବାର ମକର ୧୩ ଦିନ ମାଘମାସ ଶୁକ୍ଳ ପକ୍ଷ ତୃତୀୟା ତିଥି ଶତଭିଷା ନକ୍ଷତ୍ର କୁମ୍ଭ ଚନ୍ଦ୍ର ଘାତ ବାର-: ମିଥୁନ…

ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ: ପତାକା ଉତ୍ତୋଳନ କଲେ ରାଜ୍ୟପାଳ, ଗ୍ରହଣ କଲେ ପରେଡ ଅଭିବାଦନ

ଭୁବନେଶ୍ୱର: ସାରାଦେଶ ୭୧ ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଥିବା ବେଳ ଭୁବନେଶ୍ୱର ମହାତ୍ମାଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ସମାରୋହ ଆରମ୍ଭ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ପତାକା ଉତ୍ତୋଳନ…

କରୋନା ଭୂତାଣୁ ଆତଙ୍କ: ଟୋଲ୍ ଫ୍ରି ନମ୍ବର ଜାରି କଲେ ରାଜ୍ୟ ସରକାର

ଭୁବନେଶ୍ୱର: ଭୟାବହ ସଂକ୍ରାମକ ରୋଗ କରୋନା ଭାଇରସରେ ଆକ୍ରାନ୍ତ ହୋଇ ଭାରତରେ ୩ ଜଣ ରୋଗୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ସମସ୍ତ ପ୍ରକାର ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସଂକ୍ରାମକ…

ସୁଆଣ୍ଡୋରେ ୫-ଟି ସଚିବ ଭି କେ ପାଣ୍ଡିଆନ; ଐତିହ୍ୟ ସମ୍ପନ୍ନ ଗ୍ରାମର ବିକାଶ ଲାଗି ସରକାରଙ୍କ ଯୋଜନା

ଭୁବନେଶ୍ୱର: ନିକଟରେ ପୁରୀ ଓ କୋଣାର୍କ ପରି ଆଧ୍ୟାତ୍ମିକ ଓ ଐତିହ୍ୟ ସମ୍ପନ୍ନ ପର୍ଯ୍ୟଟନସ୍ଥଳୀ ପ୍ରତି ଗୁରୁତ୍ୱ ଦିଆଯାଇଥିବା ବେଳେ ଏବେ ରାଜ୍ୟ ସରକାର ସାଂସ୍କୃତିକ ପ୍ରାଚୁର୍ଯ୍ୟ ତଥା ଐତିହ୍ୟ ସମ୍ପନ୍ନ ଗ୍ରାମଗୁଡ଼ିକ ବିକାଶ ଲାଗି ଏକ ସୁଚିନ୍ତିତ ଯୋଜନା ପ୍ରସ୍ତୁତ କରୁଛନ୍ତି । ରବିବାର…

୭୧ ତମ ଗଣତନ୍ତ୍ର ଦିବସ: ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ସମଗ୍ର ଭାରତରେ ଆଜି ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଉଛି ୭୧ତମ ଗଣତନ୍ତ୍ର ଦିବସ । Wishing everyone a happy #RepublicDay. सभी देशवासियों को गणतंत्र दिवस की बहुत-बहुत बधाई। जय हिंद! — Narendra Modi (@narendramodi) January 26, 2020…

ଖୋର୍ଦ୍ଧାରେ ସ୍କୁଲ୍ ଛାତ୍ରୀଙ୍କୁ ଏସିଡ୍ ଆକ୍ରମଣ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଟାଙ୍ଗୀରେ ଜଣେ ସ୍କୁଲ୍ ଛାତ୍ରୀ ଏସିଡ୍ ଆକ୍ରମଣରେ ଗୁରୁତର ଭାବେ ଆହତ ହୋଇଛନ୍ତି । ଏହି ଘଟଣାରେ ଛାତ୍ରୀଜଣକଙ୍କ ମୁହଁ ଓ ଆଖି ସମ୍ପୂର୍ଣ୍ଣ ଭାବେ ଜଳି ଯାଇଛି । ମିଳିଥିିବା ସୂଚନାନୁଯାୟୀ, ଟାଙ୍ଗୀ ବଡ଼ପାରି ନୋଡ଼ାଲ୍ ହାଇସ୍କୁଲର ଛାତ୍ରୀ ତାଙ୍କ…

କରୋନା ଭୂତାଣୁ ଆତଙ୍କ; ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଭୁବନେଶ୍ୱର ଏୟାରପୋର୍ଟରେ ଯାଞ୍ଚ ପ୍ରକ୍ରିୟା ଜାରି

ଭୁବନେଶ୍ୱର: ସାରା ବିଶ୍ୱରେ ଏବେ କରୋନା ଭାଇରସ ଆତଙ୍କ ଖେଳିଯାଇଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ପ୍ରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ସଚିବ ଏନ ବି ଧଳ ରବିବାର ଦିନ ଏହି ପ୍ରସଙ୍ଗରେ ମେଡ଼ିକାଲ ବିଶେଷଜ୍ଞମାନଙ୍କ ସହିତ…

ବିଶ୍ୱ ବିଖ୍ୟାତ ଅର୍ଥନୀତିଜ୍ଞ ପ୍ରଶାନ୍ତ କୁମାର ପଟ୍ଟନାୟକଙ୍କୁ ପଦ୍ମଶ୍ରୀ

ଓଡିଶାରେ ଜନ୍ମିତ ବିଶ୍ୱ ବିଖ୍ୟାତ ଅର୍ଥନୀତିଜ୍ଞ ଡକ୍ଟର ପ୍ରଶାନ୍ତ କୁମାର ପଟ୍ଟନାୟକ ପଦ୍ମଶ୍ରୀ ପୁରସ୍କାର ପାଇବାକୁ ମନୋନିତ ହୋଇଛନ୍ତି । ବର୍ତ୍ତମାନ ସେ ଆମେରିକାର କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ଅର୍ଥନୀତି ବିଭାଗରେ ଅତିଥି ପ୍ରାଧ୍ୟାପକ ଅଛନ୍ତି । ଅର୍ଥନୀତିରେ ନୋବେଲ ପୁରସ୍କାର…

ଗଣତନ୍ତ୍ର ଦିବସ ଉପଲକ୍ଷେ ସର୍ଚ୍ଚ ଇଞ୍ଜିନ ଗୁଗୁଲର ସ୍ୱତନ୍ତ୍ର ‘ଡୁଡ଼ଲ’

ଭୁବନେଶ୍ୱର: ଗଣତନ୍ତ୍ର ଦିବସ ଉପଲକ୍ଷେ ସର୍ଚ୍ଚ ଇଞ୍ଜିନ ଗୁଗୁଲ ପ୍ରସ୍ତୁତ କରିଛି ଏକ ସ୍ୱତନ୍ତ୍ର ଡୁଡ଼ଲ । ଯାହା ବିବିଧତା ମଧ୍ୟରେ ଭାରତୀୟ ସଂସ୍କୃତିର ଏକତାକୁ ଦର୍ଶାଉଛି । ଏହି ଡୁଡ଼ଲଟିକୁ ଡିଜାଇନ କରିଛନ୍ତି ସିଙ୍ଗାପୁରର କଳାକାର ମେରୁ ସେଠ। ଏଥିରେ ତାଜମହଲ ଏବଂ ଇଣ୍ଡିଆ ଗେଟ୍ ଭଳି…

୨୮ ତାରିଖରୁ ରାଜ୍ୟର କେଉଁସବୁ ଜିଲ୍ଲାରେ ୨ଦିନ ଧରି ହେବ ବର୍ଷା, ଜାଣନ୍ତୁ…

ଭୁବନେଶ୍ୱର: ଆସନ୍ତା ୨୮ ତାରିଖରୁ ଓଡ଼ିଶାରେ ପୁଣିଥରେ ଅଦିନିଆ ବର୍ଷା ଅନୁଭୁତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂତ୍ରରୁ ସୂଚନା ମିଳିଛି । ରାଜ୍ୟର ଅନେକ ସ୍ଥାନରେ ୨୮ ତାରିଖ (ମଙ୍ଗଳବାର)ଠାରୁ ଲଗାତର ୨୪ ଘଣ୍ଟା ଧରି ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସ୍କାଏମେଟୱେଦର.କମ…