Latest Odisha News

BREAKING NEWS

Browsing Category

ଫିଚର

ସାଧାରଣତନ୍ତ୍ର ଦିବସ: ୭ ଭିଜିଲାନ୍ସ ଅଧିକାରୀ ପାଇବେ ରାଜ୍ୟପାଳଙ୍କ ପଦକ

କଟକ/ଭୁବନେଶ୍ୱର: ଆସନ୍ତାକାଲି ସାଧାରଣତନ୍ତ୍ର ଦିବସ ଅବସରରେ ଓଡ଼ିଶା ରାଜ୍ୟପାଳ ଗଣେଶୀ ଲାଲ୍ ୭ ଜଣ ଭିଜିଲାନ୍ସ ଅଧିକାରୀଙ୍କୁ ପଦକ ପ୍ରଦାନ କରି ସମ୍ମାନିତ କରିବେ । ଏଠାରେ ପ୍ରକାଶଥାଉକି, ୨୦୧୯ ବର୍ଷ ନିମନ୍ତେ ରାଜ୍ୟପାଳ ପଦକ ଭିଜିଲାନ୍ସ ସ୍ୱତନ୍ତ୍ର ସେଲର ଡିଏସପି ସରୋଜ କୁମାର ସାମଲ ଏବଂ…

ରଥଯାତ୍ରା: ପୁରୀରେ ପହଞ୍ଚିଲା ରଥକାଠ

ପୁରୀ: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଲାଗି ନୟାଗଡ଼ ଫରେଷ୍ଟ ରେଞ୍ଜରୁ କାଠ ଆସି ପୁରୀରେ ପହଞ୍ଚିଛି । ଏଥିସହିତ ଶ୍ରୀଜୀଉଙ୍କ ତିନିରଥ ନିର୍ମାଣ ଲାଗି ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଚଳିତ ବର୍ଷ ଜୁନ୍ ୨୩ ତାରିଖରେ ପୁରୀ ଶ୍ରୀକ୍ଷେତ୍ରରେ ରଥଯାତ୍ରା ଅନୁଷ୍ଠିତ ହେବ । ପୁରୀ…

କାୟା ବିସ୍ତାର କରୁଛି ‘କୋରୋନା’; ୪୧ ମୃତ ଓ ୧୨୦୦ରୁ ଅଧିକ ସଂକ୍ରମିତ

ବେଜିଂ: ଧୀରେ ଧୀରେ କାୟା ବିସ୍ତାର କରୁଛି ମାରାତ୍ମକ ‘କୋରୋନା’ ଭାଇରସ । ଚୀନରୁ ସୃଷ୍ଟି ହୋଇଥିବା ଏହି ଭାଇରସ ଏବେ ୟୁରୋପକୁ ଡେଇଁଛି । ଏହି ଭୂତାଣୁ ଯୋଗୁଁ ଫ୍ରାନ୍ସରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଚୀନରେ ମୃତ୍ୟୁ ସଂଖ୍ୟା ୪୧ ଛୁଇଁଥିବା ବେଳେ ୧୨ଶହରୁ ଅଧିକ ସଂକ୍ରମିତ ହୋଇଥିବା…

ତୁର୍କୀରେ ୬.୮ ତୀବ୍ରତାର ଶକ୍ତଶାଳୀ ଭୁମିକମ୍ପ; ୧୪ ମୃତ

ଇସ୍ତାନବୁଲ୍‌: ପୂର୍ବ ତୁର୍କୀରେ ଶୁକ୍ରବାର ଦିନ ଅନୁଭୂତ ହୋଇଥିବା ଭୁମିକମ୍ପରେ ୧୪ରୁ ଅଧିକ ବ୍ୟକ୍ତିଙ୍କୁ ମୃତ୍ୟୁ ଘଟିଥିବା ବେଳେ ପାଖାପାଖି ୫୦୦ବ୍ୟକ୍ତି ଆହତ ହୋଇଛନ୍ତି । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।…

ଭୁବନେଶ୍ୱର ବିମାନବନ୍ଦରରେ ଭୁଶୁଡିଲା ନିର୍ମାଣଧିନ ଛାତ

ଭୁବନେଶ୍ୱର: ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦର ପରିସରରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ନିର୍ମାଣଧିୀନ କୋଠାର ଛାତ ଭୁଶୁଡିଯିବାରୁ ଜଣଙ୍କର ମୃତ୍ୟୁ ଘଟିବା ସହ ଅନ୍ୟଜଣେ ଶ୍ରମିକ ଆହତ ହୋଇଛନ୍ତି । ମୃତକ ଜଣକ କଟକ ଜିଲ୍ଲାର ଅନ୍ତର୍ଯ୍ୟାୟୀ ଗୁରୁ ହୋଇଥିବା ବେଳେ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୨୫-୦୧-୨୦୨୦ ଶନିବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଜାନୁୟାରୀ ତା ୨୫ ରିଖ ଶନିବାର ମକର ୧୧ ଦିନ ମାଘମାସ ଶୁକ୍ଳ ପକ୍ଷ ପ୍ରତିପଦା ତିଥି ଶ୍ରବଣା ନକ୍ଷତ୍ର ମକର ଚନ୍ଦ୍ର ଘାତ ବାର-: ବୃଷ ସିଂହ…

କେନ୍ଦ୍ର ଜଳ ଶକ୍ତି ମନ୍ତ୍ରଣାଳୟରେ ଯୋଗଦେବେ ଆଇଏଏସ ରୂପା ମିଶ୍ର

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ପାନୀୟ ଜଳ ଓ ପରିମଳ ନିର୍ଦ୍ଦେଶିକା ରୂପା ମିଶ୍ର କେନ୍ଦ୍ରୀୟ ଡେପୁଟେସନରେ ଯିବେ । କେନ୍ଦ୍ର ଜଳ ଶକ୍ତି ମନ୍ତ୍ରଣାଳୟର ଜଳ ପରିମଳ ବିଭାଗର ନିର୍ଦ୍ଦେଶିକା ଭାବେ ଦାୟିତ୍ୱ ତୁଲାଇବେ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି । ମିଳିଥିବା ସୂଚନାନୁଯାୟୀ, କେନ୍ଦ୍ର…

କେ-୪ ବାଲିଷ୍ଟିକ ମିସାଇଲ୍‌ର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ: ବିଶାଖାପଟନମ୍ ଉପକୂଳରୁ କେ-୪ ବାଲାଷ୍ଟିକ୍ ମିସାଇଲର ସଫଳ ପରୀକ୍ଷଣ ହୋଇଛି । ଏହା ନୌସେନା ଶକ୍ତି ବୃଦ୍ଧିରେ ଭାରତ ପାଇଁ ବଡ ସଫଳତା ଆଣିବ ବୋଲି କୁହାଯାଉଛି । ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ କେ-୪ ମିସାଇଲ ଚୀନର ରାଜଧାନୀ ବେଜିଂଠାରୁ ନେଇ ପାକିସ୍ତାନର ସମସ୍ତ ସହରକୁ ନିଜର…

ନାଗରିକଙ୍କଠୁ ମହୁମାଛି ପରି ଟ୍ୟାକ୍ସ ଆଦାୟ ହେବା ଦରକାର: ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ଆସନ୍ତା ଫେବୃଆରୀ ୧ ତାରିଖରେ ଉପସ୍ଥାପନ ହେବ ସାଧାରଣ ବଜେଟ ୨୦୨୦-୨୧ । ଏହି ବଜେଟ ଉପରେ ପ୍ରତ୍ୟେକ ବର୍ଗର ଲୋକଙ୍କ ଆଶା ରହିଛିି । ତେବେ ବଜେଟ ପୂର୍ବରୁ ପ୍ରଧାନ ବିଚାରପତି ଜଷ୍ଟିସ ଶରଦ ଅରବିନ୍ଦ ବୋବଡେ ଟିକସ ବିବାଦ ଯେତେ ଶୀଘ୍ର ସମ୍ଭବ ସେତେ ଶୀଘ୍ର ତୁଟାଇବାକୁ ପରାମର୍ଶ…

ଆଇକନିକ୍‌ ତାଲିକାରେ ସ୍ଥାନ ପାଇବ ବିଶ୍ୱପ୍ରସିଦ୍ଧ କୋଣାର୍କ ମନ୍ଦିର !

କୋଣାର୍କ: ଓଡ଼ିଶା ଲାଗି ଖୁସିର ଖବର । ଓଡ଼ିଶା ପର୍ଯ୍ୟଟନର ବହୁଦିନର ଆଶା ଏବେ ପୂରଣ ହେବାକୁ ଯାଉଛି । କୋଣାର୍କରେ ଚାଲିଥିବା ଜାତୀୟ ପର୍ଯ୍ୟଟନ ସମ୍ମିଳନୀର ଆଜି ଥିଲା ଉଦଯାପନୀ ଉତ୍ସବ । ଏହି ଅବସରରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ପଟେଲ ଆଶ୍ୱାସନା ଦେଇ କହିଛନ୍ତି ଯେ, ଖୁବ୍ ଶିଘ୍ର…