Latest Odisha News

BREAKING NEWS

Browsing Category

ଫିଚର

ଦିଲ୍ଲୀ ପ୍ୟାରେଡ୍ ଦେଖିବେ ୫୦ଜଣ ଆଦିବାସୀ ଅତିଥି; ଓଡ଼ିଶାରୁ ୨ ଜଣ ନିମନ୍ତ୍ରିତ

ନୂଆଦିଲ୍ଲୀ: ଦିଲ୍ଲୀରେ ଚଳିତ ସାଧାରଣତନ୍ତ୍ର ଦିବସ ପରେଡ ଦେଖିବେ ମୟୂରଭଂଜ ଜିଲ୍ଲାର ୨ଜଣ ସାନ୍ତାଳୀ ଆଦିବାସୀ । ଦୁହେଁ ଭିଆଇପି ଗ୍ୟାଲେରୀରେ ବସି ପରେଡ୍ ମଜା ନେବେ । ଏଥିପାଇଁ ଦୁହେଁ ଆଜିରେ ଦିଲ୍ଲୀରେ ପହଂଚିଛନନ୍ତି । ଏହି ଦୁଇ ଜଣ ହେଲେ ମୟୂରଭଂଜ ଜିଲ୍ଳା ଖୁଂଟା ବ୍ଲକ ହାତୀ ସାହିଁ ଗାଁର…

ସାଧାରଣତନ୍ତ୍ର ଦିବସ: ଓଡିଶାରେ ଚଳିତ ଥର ଦିଲ୍ଲୀ ଢାଞ୍ଚାରେ ହେବ ପ୍ୟାରେଡ୍‌

ଭୁବନେଶ୍ୱର: ଓଡିଶାରେ ଚଳିତ ଥର ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ନୂଆଦିଲ୍ଲୀ ଢାଞ୍ଚାରେ କରିବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି । ଗୃହ ବିଭାଗ ପକ୍ଷରୁ ଜାରି ଅଧିସୂଚନା ଅନୁଯାୟୀ, ଆସନ୍ତା ରବିବାର ଦିନ ପାଳିତ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ଅବସରରେ ରାଜ୍ୟପାଳ ପତାକା…

ଭାରତ ଗସ୍ତରେ ବ୍ରାଜିଲ ରାଷ୍ଟ୍ରପତି: ସାଧାରଣତନ୍ତ୍ର ଦିବସରେ ସାଜିବେ ମୁଖ୍ୟ ଅତିଥି

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ବ୍ରାଜିଲର ରାଷ୍ଟ୍ରପତି ଜାଇର୍ ବୋଲଜୋନାରୋ । ଏଥପାଇଁ ସେ ୪ ଦିନିଆ ଭାରତ ଗସ୍ତରେ ଆସିଛନ୍ତି । ସେ ୨୪ରୁ ୨୭ ତାରିଖ ଯାଏ ଭାରତରେ ରହିବେ । ଏଥିସହ ତାଙ୍କ ୮ ଜଣ ମନ୍ତ୍ରୀ, ବ୍ରାଜିଲ ପାର୍ଲାମେବଂଟର ୪ ଜଣ ସଦସ୍ୟ,…

ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ରାଉତଙ୍କ ପରଲୋକ

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଜଗନ୍ନାଥ ରାଉତଙ୍କର ଶୁକ୍ରବାର ଦିନ ପରଲୋକ ଘଟିଛି। ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ୭୭ ବର୍ଷରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି । ସ୍ବର୍ଗତ ଜଗନ୍ନାଥ ରାଉତ ଦୀର୍ଘ ଦିନ ଧରି ଅସୁସ୍ଥତା କାରଣରୁ ହସ୍ପିଟାଲରେ…

କୋଣାର୍କ ମନ୍ଦିର ସୁରକ୍ଷା ପ୍ରସଙ୍ଗ: ଏଏସଆଇ ଓ କେନ୍ଦ୍ର ନେବେ ସଂରକ୍ଷଣ ଦାୟିତ୍ୱ

ଭୁବନେଶ୍ୱର: କୋଣାର୍କ ସୂର୍ଯ୍ୟ ମନ୍ଦିରର ମରାମତି ଓ ସଂରକ୍ଷଣ କାର୍ଯ୍ୟ ନେଇ କେନ୍ଦ୍ରୀୟ ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ୍ ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ (ଏଏସଆଇ) ସହ ଆଲୋଚନା କରିବେ ବୋଲି ଶୁକ୍ରବାର ଦିନ ସୂଚନା ଦେଇଛନ୍ତି । ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରେ…

ମା’ ବିରଜାଙ୍କ ସ୍ଵନକ୍ଷତ୍ର ଦିବସ; ଚଳଚଞ୍ଚଳ ଯାଜପୁର

ଯାଜପୁର: ଯାଜପୁରର ଅଧୀଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କର ଆଜି ସ୍ୱନକ୍ଷତ୍ର ଦିବସ । ଜଗତଜିତା ଦୟାମୟୀ ବିପଦହାରିଣୀ ମା’ ବିରଜା ପୀଠ ଦେଶର ଧାର୍ମିକ ପୀଠ ମଧ୍ୟରୁ ଅନ୍ୟତମ । ଜନ୍ମତିଥିରେ କରୁଣାମୟୀ ମା’ ସାବିତ୍ରୀ ବେଶରେ ଭକ୍ତ ଗଣଙ୍କୁ ଦର୍ଶନ ଦେଇଛନ୍ତି । ମାଙ୍କର ଏହି ବେଶ ଦର୍ଶନ କଲେ…

ଆଜି ‘ଜାତୀୟ କନ୍ୟାରତ୍ନ ଦିବସ’: ଜାଣନ୍ତୁ ଏହାର ବିଶେଷତ୍ୱ

ଭୁବନେଶ୍ୱର: ଜାନୁଆରୀ ୨୪ । ପ୍ରତିବର୍ଷ ଏହିଦିନ ପାଳନ କରାଯାଏ 'ଜାତୀୟ କନ୍ୟାରତ୍ନ ଦିବସ' । ସ୍ୱାଧୀନତାର ଏତେ ବର୍ଷ ପରେ ଆଜି ବି ଥମିନି କନ୍ୟାଭୃଣ ହତ୍ୟା ପରି ଜଘନ୍ୟ ଅପରାଧ । ଲୋକ ଆଧୁନିକତା ଆଡ଼କୁ ଗତି କରୁଥିଲେ ମଧ୍ୟ ଆଜି ବି ସମାଜରେ ଝିଅ ଓ ପୁଅ ମାନଙ୍କ ଭିତରେ ପ୍ରଭେଦ ପରି ଘଟଣା…

ପାଇକ ବିଦ୍ରୋହର ମୁଖ୍ୟ ପୁରୋଧା ବକ୍ସି ଜଗବନ୍ଧୁଙ୍କ ଶ୍ରାଦ୍ଧ ବାର୍ଷିକରେ ଜାଣନ୍ତୁ ତାଙ୍କ ସମ୍ପର୍କରେ କିଛି ଅଜଣା…

ଭୁବନେଶ୍ୱର: ପାଇକ ବିଦ୍ରୋହର ମୁଖ୍ୟ ପୁରୋଧା ବକ୍ସି ଜଗବନ୍ଧୁଙ୍କର ଆଜି ହେଉଛି ଶ୍ରାଦ୍ଧ ବାର୍ଷିକୀ । ୧୯୨୮ ମସିହା ଆଜିର ଦିନରେ ସେ ସେ ପ୍ରାଣତ୍ୟାଗ କରିଥିଲେ । ଜାଣନ୍ତୁ ତାଙ୍କ ସମ୍ପର୍କରେ କିଛି କଥା.. ବକ୍ସି ଜଗବନ୍ଧୁଙ୍କ ସମ୍ପୂର୍ଣ୍ଣ ନାମ ଜଗବନ୍ଧୁ ବିଦ୍ୟାଧର ମହାପାତ୍ର ଭ୍ରମରବର…

ଦକ୍ଷିଣାଞ୍ଚଳ କମାଣ୍ଡର ଭାବେ ନିଯୁକ୍ତ ହେଲେ ଓଡିଆ ସେନାଅଧିକାରୀ ସିପି ମହାନ୍ତି

ଭୁବନେଶ୍ୱର: ଦକ୍ଷିଣାଞ୍ଚଳ ଆର୍ମି କମାଣ୍ଡର ଭାବେ ନିଯୁକ୍ତ ହୋଇଛନ୍ତି ବରିଷ୍ଠ ଓଡିଆ ସେନା ଅଧିକାରୀ ଲେଫ୍ଟନାଣ୍ଟ ଜେନେରାଲ୍ ସିପି ମହାନ୍ତି । ଯାହା ଓଡିଶା ପାଇଁ ଅନ୍ୟତମ ଗୌରବ । ଶ୍ରୀ ମହାନ୍ତି ଲେଫ୍ଟନାଣ୍ଟ ଜେନେରାଲ୍ ଏସକେ ସାଇନିଙ୍କ ସ୍ଥାନ ନେବେ । ଅପରପକ୍ଷରେ ସାଇନି ଆସନ୍ତାକାଲି…

ଜେଲରୁ ବାହାରିଲେ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ୍‌

କଟକ: ବହୁ ଚର୍ଚ୍ଚିତ ୨୦୧୮ ମସିହା ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ୍ ମେହେର ଶୁକ୍ରବାର ଦିନ ଜେଲରୁ ବାହାରିଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ ମା’ଙ୍କ ଶ୍ରାଦ୍ଧ ଲାଗି ପୁଞ୍ଜିଲାଲଙ୍କୁ ଜାନୁଆରୀ ୨୪ ତାରିଖରୁ ୨୮ ତାରିଖ ଯାଏଁ ଅର୍ଥାତ୍ ୪ ଦିନ ଲାଗି ଓଡିଶା…