Latest Odisha News

BREAKING NEWS

Browsing Category

ଫିଚର

ବଜେଟ ୨୦୨୦: ବଜେଟ ଉପସ୍ଥାପନା ଦିନ ଖୋଲା ରହିବ ବମ୍ବେ ଷ୍ଟକ ଏକ୍ସଚେଞ୍ଜ

ନୂଆଦିଲ୍ଲୀ: ଫେବୃଆରୀ ୧ ଶନିବାରକୁ ଆଗତ ହେବ ଦେଶର ସାଧାରଣ ବଜେଟ ଆଉ ଏହି ବଜେଟ ଦିନରେ ଶେୟାର ବଜାର ରେ ମଧ୍ୟ କାରବାର ହେବ । ବମ୍ବେ ଷ୍ଟକ ଏକ୍ସଚେଞ୍ଜ । ଏଥିପାଇଁ ଏକ ଅଧିସୂଚନା ଜାରିକରିଛି । ଶେୟାର ବଜାରରେ କେବଳ ସୋମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ କାରବାର ହୋଇଥାଏ । ଶନିବାର ଓ…

ମହାକାଶରୁ ରିପୋର୍ଟ ଦେବ ‘ବ୍ୟୋମ ମିତ୍ର’; ଦେଖନ୍ତୁ, କିପରି ଏହା ନିଜ ବିଷୟରେ ଦେଉଛି ସବିଶେଷ ତଥ୍ୟ

ବେଙ୍ଗାଲୁରୁ: ସାମ୍ନାକୁ ଆସିଲା ହାପ୍ ହ୍ୟୁମାନଏଡ ‘ବ୍ୟୋମ ମିତ୍ର’ର ପ୍ରଥମ ଝଲକ । ଚେହେରା ପୁରାପରୀ ମଣିଷ ଭଳି । ମଣିଷଙ୍କ ଭଳି କଥା କୁହେ ଓ ମଣିଷଙ୍କୁ ଚିହ୍ନି ବି ପାରେ । ଲୋକଙ୍କୁ ସେମାନଙ୍କ ପ୍ରଶ୍ନର ଉତର ମଧ୍ୟ ଦେଇପାରେ ଏହି ରୋବୋଟ । ଏହା ଏକ ମେସିନ କିନ୍ତୁ କୌଣସି ଗୁଣରେ ମଣିଷଠୁ କମ୍…

ସୁପ୍ରିମକୋର୍ଟଙ୍କୁ କେନ୍ଦ୍ରର ଅପିଲ: ୭ ଦିନ ଭିତରେ ଦୁଷ୍କର୍ମକାରୀଙ୍କୁ ଦିଆଯାଉ ଫାଶୀ

ନୂଆଦିଲ୍ଲୀ: ଆଉ ବର୍ତ୍ତି ପାରିବେନି ଦୁଷ୍କର୍ମକାରୀ । ଡେଥ୍‌ୱାରେଂଟ ଜାରି ହେବାର ୭ ଦିନ ମଧ୍ୟରେ ଦୋଷୀଙ୍କୁ ଦିଆଯିବ ଫଶୀ । ସୁପ୍ରିମକୋର୍ଟରେ ଏଭଳି ଆବେଦନ କରିଛି କେନ୍ଦ୍ର ଗୃହମନ୍ତ୍ରାଳୟ । ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଦୋଷୀଙ୍କୁ ଫାଶୀ ମିଳିବାରେ ହେଉଥିବା ବିଳମ୍ବ ମଧ୍ୟରେ କେନ୍ଦ୍ର…

ଭାରତ ପାକିସ୍ତାନ ବିଭାଜନର ଅକୁହା କାହାଣୀ: କିପରି ହେଲା ଭାଗ, ଜାଣନ୍ତୁ…

ନୂଆଦିଲ୍ଲୀ: ୩ ଜୁନ ୧୯୪୭ । ଏହା ଇତିହାସର ସେହି ଦିନ ଯେବେ ଭାରତର ୪୦ କୋଟି ଲୋକଙ୍କ ସ୍ୱାଧୀନତାର ଦିନ ଭାବେ ୧୫ ଅଗଷ୍ଟକୁ ନିର୍ଣ୍ଣୟ କରାଗଲା । ତାସହିତ ମହମ୍ମଦ ଅଲ୍ଲୀ ଜିହ୍ନାଙ୍କ ପାକିସ୍ତାନ ଗଠନ କରିବାର ସ୍ୱପ୍ନ ମଧ୍ୟ ପୂରଣ ହୋଇଯାଇଥିଲା । ଭାରତ-ପାକିସ୍ତାନର ବିଭାଜନ ପାଇଁ…

ଚିନ୍ତା ବଢ଼ାଉଛି କୋରୋନା ଭାଇରସ; ଚୀନ ପରେ ଭାରତରେ ଆଲର୍ଟ ଜାରି

କେରୋନା ଭାଇରସ ବିଷୟରେ ଏବେ ବେଶି କେହି କିଛି ଜାଣି ନାହାନ୍ତି । ମାତ୍ର ଚାଇନା ପରେ ଏବେ ଏହା ଅମେରିକାକୁ ଚିନ୍ତାରେ ପକାଇଛି । ଏହି ସଂକ୍ରମଣ ରୋଗ ସମ୍ପର୍କରେ ଚାଇନା ପାଖାପାଖି ଦେଶଗୁଡିକ କୌଣସି ରିପୋର୍ଟ ଦେଇ ନ ଥିଲେ ମଧ୍ୟ ଏଥିନେଇ ଏବେ ୱାର୍ଲ୍ଡ ହେଲଥ ଅରଗାନାଇଜେନଶନ ଚିନ୍ତା ପ୍ରକଟ…

ଜାନୁଆରୀ ୩୧ରୁ ଭୁବନେଶ୍ୱର ଦେଇ ଝାରସୁଗୁଡା-ବାରଣାସୀକୁ ଉଡିବ ବିମାନ

ଭୁବନେଶ୍ୱର: ଆସନ୍ତା ଜାନୁଆରୀ ୩୧ ତାରିଖରୁ ଝାରସୁଗୁଡାର ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଭାୟା ଭୁବନେଶ୍ୱର ଦେଇ ବାରଣାସୀକୁ ବିମାନ ଉଡାଣ ଆରମ୍ଭ ହେବ । ଏୟାର ଇଣ୍ଡିଆର ସହାୟକ କମ୍ପାନୀ ଆଲିଏନ୍ସ ଏୟାର ଦ୍ୱାରା ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦର ଦେଇ…

କୃଷି କ୍ଷେତ୍ରରେ ଅଧିକ ଋଣ ଯୋଗାଇ ଦେବା ପାଇଁ ବ୍ୟାଙ୍କ୍‌ମାନେ ଆଗଭର ହୁଅନ୍ତୁ: କୃଷି ମନ୍ତ୍ରୀ

ଭୁବନେଶ୍ୱର: ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କୃଷକମାନଙ୍କ ଆୟ ଦ୍ୱିଗୁଣିତ କରିବା ଲକ୍ଷ୍ୟରେ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ବିଭିନ୍ନ ରାଷ୍ଟ୍ରାୟତ୍ତ ଓ ଘରୋଇ ବ୍ୟାଙ୍କ୍‌ମାନେ ଚାଷୀମାନଙ୍କୁ କୃଷିଋଣ ଯୋଗାଇ ଦେବା ନିମନ୍ତେ ଆଗଭର ହୁଅନ୍ତୁ । ଓଡ଼ିଶାର ୮୦ ପ୍ରତିଶତରୁ ଉଦ୍ଧ୍ୱର୍ କ୍ଷୁଦ୍ର ଓ…

ବିମାନ କମ୍ପାନୀଙ୍କ ସହ ରାଜ୍ୟ ସରକାରଙ୍କ ବୈଠକ:୧୩ ନୂଆ ବିମାନ ଚଳାଚଳ ପାଇଁ ପ୍ରସ୍ତାବ

ଭୁବନେଶ୍ୱର: ଭୁବନେଶ୍ୱରରୁ ସିଙ୍ଗାପୁର, ଦୁବାଇ ଓ ଆବୁଧାବି ସମତେ ୧୩ଟି ସ୍ଥାନକୁ ଉଡିବ ବିମାନ । ଏନେଇ ରାଜ୍ୟ ସରକାରଙ୍କ ସହ ବିମାନ କମ୍ପାନୀଙ୍କ ହୋଇଥିବା ଉଚ୍ଚସ୍ତରୀୟ ବୈଠକରେ ପ୍ରସ୍ତାବ ଦିଆଯାଇଛି । ଆନ୍ତର୍ଜାତୀୟ ବିମାନର ଇନ୍ଧନ ଭାଟରେ କୌଣସି ପ୍ରକାର ରିହାତି ମିଳିବ ନାହିଁ । କିନ୍ତୁ…

ରାଷ୍ଟ୍ରପତିଙ୍କ ଠାରୁ ପୁରସ୍କାର ପ୍ରାପ୍ତ କଲେ ଓଡ଼ିଆ ପୁଅ ୟଶ ମିଶ୍ର

ଭୁବନେଶ୍ୱର/ନୂଆଦିଲ୍ଲୀ: ଜାତୀୟ ସ୍ତରରେ ଓଡ଼ିଶାର ମାନ ବଢ଼ାଇଛନ୍ତି ଆଉ ଜଣେ ଓଡ଼ିଆ ପୁଅ । ଭୁବନେଶ୍ୱର ଅଞ୍ଚଳର ୟଶ ବୁଧବାର ଦିନ ନୂଆଦିଲ୍ଲୀ ଠାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଳ ପୁରସ୍କାର ପ୍ରାପ୍ତ କରିଛନ୍ତି । ଭୁବନେଶ୍ୱର ଚନ୍ଦ୍ରଶେଖରପୁର…

ମହିଳାଙ୍କୁ ଗୋଡାଇ ଗୋଡାଇ ପିଟିଲା ପୋଲିସ

ୟୁପି: ପୋଲିସର ଦାଦାଗିରି । ସାଧାରଣ ଜନତାଙ୍କ ଉପରେ ଖାକି ବର୍ଦ୍ଦିର ଥାର୍ଡ ଡିଗ୍ରୀ । ମହିଳାଙ୍କୁ ଗୋଡାଇ ଗୋଡାଇ ପିଟିଲା ପୋଲିସ । ଏତିକିରେ ବି ସୁଝିଲାନି ରାଗ । ଶେଷରେ ଦୋକାନ ବଜାର ଭଙ୍ଗାରୁଜା କରିବା ସହ ଜୋର ଜବରଦସ୍ତ ବନ୍ଦ କରିଦେଲା । ଏଭଳି କିଛି ଘଟଣା ଘଟିଛି ଉତରପ୍ରଦେଶର ଇଟାୱା…